Browsing Category
Uncategorized
ପହିଲି ମେଘ
ଟାଇଁ ଟାଇଁ ଖରା ଦେହ ଭୋଗିବାରୁ
ବିଦ୍ୟାଳୟ ଛୁଟି ବଢେ,
ବର୍ଷା ଆସିବାରୁ ତାତି କମିଗଲା
ମେଘ ଝିପିଝିପି ପଡେ ।
କାଳ ବଇଶାଖି ବାତ୍ୟା ଲଘୁଚାପ
ଅବା ହେଉ ମଉସୁମୀ,
ହିମ କରିଦିଏ ସାରା ପୃଥିବୀକୁ
ତୃଣ ନାଚେ ଝୁମି ଝୁମି ।
ପ୍ରତି ବର୍ଷ ରଜ ପରେ ବର୍ଷା ଆସେ
ଚାଷ ବେଉଷଣ ପାଇଁ,
ରଥ…
ପୂର୍ତ୍ତ ବିଭାଗ ଠିକାଦାର ସଂଘ ପକ୍ଷରୁ ବିଶ୍ଵ କର୍ମା ପୂଜା ପାଳିତ
ଢେଙ୍କାନାଳ: ସ୍ଥାନୀୟ ପୂର୍ତ୍ତ ବିଭାଗ କାର୍ଯ୍ୟାଳୟ ଠାରେ ଠିକାଦାର ସଂଘ ପକ୍ଷରୁ ଧୂମ୍ ଧାମରେ ବିଶ୍ଵକର୍ମା ପୂଜା ପାଳିତ ହୋଇ ଯାଇଛି । ପ୍ରାତରୁ ସୂର୍ଯ୍ୟ ପୂଜା, ମଣ୍ଡଳ ପୂଜା , ଘଟ ଆବାହନ ଓ ବିଶ୍ଵ କର୍ମାଙ୍କୁ ଷୋଳସ ଉପଚାରରେ ପୂଜା କରାଯାଇ ଥିଲା । ବିଭିନ୍ନ ଭୋଗ ରାଗ ଲାଗ କରାଯାଇଥିଲା ।…
ବିଜେଡି-ବିଜେପି କନ୍ଦଳ: ଢେଙ୍କାନାଳରେ ଫିକା ପଡିଲା ସ୍ୱାୟତ୍ତ ଶାସନ ଦିବସ
ଢେଙ୍କାନାଳ : ଢେଙ୍କାନାଳ ପୈାରପରିଷଦରେ ବିଜେପି ବିଜେଡି କନ୍ଦଳ ଯୋଗୁଁ ଫିକା ପଡିଛି ସ୍ୱାୟତ ଶାସନ ଦିବସ । ଅପରାଣହ ରେ ମିନି ଷ୍ଟାଡିୟମରେ ଆୟୋଜିତ କାର୍ଯ୍ୟକ୍ରମ କୁ ବାତିଲ କରାଯାଇଛି । ନିରାଶ ହେବାକୁ ପଡିଛି ହିତାଧିକାରୀ, ପୈାରବାସୀ ଏବଂ ଭାଗ ନେବାକୁ ଆସିଥିବା କଳାକାର ମାନଙ୍କୁ ।…
ବ୍ରାଉନ ସୁଗାର ବେପାରୀ କାବୁ:୩୦ଗ୍ରାମ ବ୍ରାଉନ ସୁଗାର ଜବତ କଲା ଢେଙ୍କାନାଲ ଅବକାରୀ ସ୍କ୍ୱାର୍ଡ
ଢେଙ୍କାନାଳ: ସଦର ଥାନା ଅଂଚଳରେ ଅବକାରୀ ସ୍କ୍ୱାର୍ଡ ପକ୍ଷରୁ ଚଢ଼ାଉ କରି ଜଣେ ବ୍ରାଉନ ସୁଗାର ବେପାରୀକୁ କାବୁ କରିଛି । କାବୁ ହୋଇଥିବା ବ୍ରାଉନ ସୁଗାର ବେପାରୀ ବଳଦିଆବନ୍ଧ ଗ୍ରାମର ବିଷ୍ଣୁ ଚରଣ ସାହୁ ବୋଲି ଜଣାପଡିଛି ।
ତା ଠାରୁ ଅବକାରୀ ସ୍କ୍ୱାର୍ଡ ୩୦ ଗ୍ରାମର ବ୍ରାଉନ ସୁଗାର ଜବତ କରିଛି…
ରାଧାକୃଷ୍ଣ ଯୁବକ ସଙ୍ଘ ପକ୍ଷରୁ ବିଶାଳ ତ୍ରିରଙ୍ଗା ପଦ ଯାତ୍ରା ଅନୁଷ୍ଠିତ
କାମାକ୍ଷାନଗର( ରାଜ କିଶୋର ରାଉତ):ଦେଶ ସ୍ୱାଧୀନତା ର ୭୫ବର୍ଷ ପୂର୍ତ୍ତି ତଥା ଯଶସ୍ବୀ ପ୍ରଧାନମନ୍ତ୍ରୀ ଙ୍କ ଆଜାଦିକା ଅମୃତ ମହୋତ୍ସବ ପାଳନ ଅବସରରେ ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକ କଙ୍କିଳି ଗ୍ରାମରେ ରାଧାକୃଷ୍ଣ ଯୁବକ ସଙ୍ଘ ପକ୍ଷରୁ ଆଜି ଏକ ସୁଦୀର୍ଘ ତ୍ରିରଙ୍ଗା ପଦ ଯାତ୍ରା ଅନୁଷ୍ଠିତ…
ମହିଳା ମହାବିଦ୍ୟାଳୟରେ ବନ ମହୋତ୍ସବ ସପ୍ତାହ ପାଳିତ
ଭୁବନ :ଭୁବନ ମହିଳା ଡିଗ୍ରୀ ମହାବିଦ୍ୟାଳୟରେ ବନ ମହୋତ୍ସବ ସପ୍ତାହ ପାଳିତ ହୋଇଯାଇଛି । ‘ମୋ କଲେଜ’ ସଂଯୋଜକ ଅଧ୍ୟାପକ ନିରଂଜନ ନାୟକ ଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ଅଧ୍ୟକ୍ଷ ଦିଲ୍ଲୀପ କୁମାର ଦାସ ମୁଖ୍ୟ ଅତିଥି , ଯୁକ୍ତ ଦୁଇଅଧ୍ୟକ୍ଷ ସୁରେନ୍ଦ୍ର…
ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପରିଦର୍ଶନ, ସମସ୍ୟାର ଆସୁ ସମାଧାନ ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କୁ ପତ୍ର
ଗଁଦିଆ : ଢେଙ୍କାନାଳ ଜିଲ୍ଲା ଗଁଦିଆ ବ୍ଲକ ଶ୍ରୀରାମ ଚନ୍ଦ୍ର ପୁରସ୍ଥ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ବିଭିନ୍ନ ସମସ୍ୟା ଲାଗି ରହିଛି l ଏ ସମ୍ପର୍କରେ ବ୍ଲକ ଆମ୍ ଆଦମୀ ପାର୍ଟିର ଏକ ପ୍ରତିନିଧି ମଣ୍ଡଳୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀଙ୍କ ସହିତ ଆଲୋଚନା କରି ପରିଦର୍ଶନ କରିଥିଲେ l ବାରମ୍ବାର…
ପାରିବାରିକ ସ୍ନେହ ଶ୍ରଦ୍ଧାର ଉଦାହରଣ ଶ୍ରୀହରି ପରିବାର
ଢେଙ୍କାନାଳ :ଢେଙ୍କାନାଳ ଜିଲା ଓଡାପଡା ବ୍ଲକ ଅନ୍ତର୍ଗତ ଇନ୍ଦିପୁର ତଳ ନୂଆସାହିରେ ଶ୍ରୀହରି କୁଟୀର ଗ୍ରାମର ବଡ ପରିବାର ଭାବରେ ପରିଚିତ । ପ୍ରତିବର୍ଷଭଳି ଚଳିତ ବର୍ଷ ମଧ୍ୟ ବଡଦିନରେ ୧୬ ବର୍ଷ ଧରି ପରିବାର ବର୍ଗ ଏକତ୍ରିତ ହୋଇ ସମାଜକୁ ପରିବାରର ସ୍ନେହ ଶ୍ରଦ୍ଧା ବିତରଣରେ ମୂଲ୍ୟବୋଧ ଜଣାଇ…
ଶକ୍ତି ଟିଭି ର ରାଜ୍ୟସ୍ତରୀୟ ପ୍ରଥମ ସ୍ଵନକ୍ଷତ୍ର ଉତ୍ସବ ପାଳିତ
ଭବାନୀପାଟଣା : ଭବାନୀପାଟଣା ଅମଲା ଭବନ ପୁରୁଣା ବସଷ୍ଟାଣ୍ଡଠାରେ ଓଡ଼ିଶାର ଏକ ଅଗ୍ରଣୀ ତଥା ନିର୍ଭୀକ ଓ ନିରପେକ୍ଷ ଖବର ପ୍ରସାରଣ କରୁଥବା ଶକ୍ତି ଟିଭି ର ପ୍ରଥମ ରାଜ୍ୟସ୍ତରୀୟ ସ୍ଵନକ୍ଷେତ୍ର ଉତ୍ସବ ବହୁ ଧୂମଧାମ ରେ ଅନୁଷ୍ଠିତ ହୋଇଯାଇଛି | ଏହି ଉତ୍ସବ ଟିକଓ ଶକ୍ତି ଟିଭି ର ମୁଖ୍ୟ ସମ୍ପାଦକ…
କାଦୁଆ ଓ ସାରୁଆଳିରେ ନିଶୁଳ୍କ ସ୍ୱାସ୍ଥ୍ୟସେବା ଶିବିର
କାମାକ୍ଷାନଗର : କାମାକ୍ଷାନଗର ବ୍ଲକ ଅନ୍ତର୍ଗତ କାଦୁଆ ଓ ସାରୁଆଳି ଗାଁରେ ଟିପିକୋଓଡିଏଲ୍ ତରଫରୁ ନିଶୁଳ୍କ ସ୍ୱାସ୍ଥ୍ୟସେବା ଶିବିର ଅନୁଷ୍ଠିତ ହୋଇଯାଇଛି । ଉକ୍ତ ସ୍ୱାସ୍ଥ୍ୟସେବା ଶିବିରରେ ଡାକ୍ତର ସୌଭାଗ୍ୟ ପଣ୍ଡା, ବିଦ୍ୟୁତ୍ ବିଭାଗ ଯନ୍ତ୍ରୀ ନଳିନୀ ଶଙ୍କର ରଥ, ସରପଂଚ ବିବେକାନନ୍ଦ…