Browsing Category
ରାଜ୍ୟ ଖବର
ପଦଯାତ୍ରାରେ ଶ୍ରୀକ୍ଷେତ୍ର ଅଭିମୂଖେ ଭୁବନ ର ଜଗନ୍ନାଥ ପ୍ରେମୀ
ଭୁବନ: ଆସନ୍ତା ଜୁଲାଇ ୧ ତାରିଖ ଶୁକ୍ରବାର ଦିନ ମହାପ୍ରଭୁ ଜଗନ୍ନାଥ ଙ୍କ ପବିତ୍ର ରଥଯାତ୍ରାରେ ପ୍ରଭୁଙ୍କୁ ନିକଟରୁ ଦର୍ଶନ କରିବା ଓ ରଥ ଟାଣି କୋଟି ପୂଣ୍ୟ ଅର୍ଜନ କରିବାକୁ ଭୁବନରୁ ଶତାଧିକ ଜଗନ୍ନାଥ ପ୍ରେମୀ ଶ୍ରୀକ୍ଷେତ୍ର ପୁରୀ ଅଭିମୂଖେ ପଦଯାତ୍ରାରେ ଯାଇଛନ୍ତି ।
ଓସ୍ତାତ ହୃଦାନନ୍ଦ…
ଖିଲାଫତେ ଅହମଦିୟାର ସଂକ୍ଷିପ୍ତ ପରିଚୟ
✍? ମୌଲବୀ ଶେଖ୍ ଇସହାକ୍
ଇସଲାମର ସଂସ୍ଥାପକ ପବିତ୍ର ଅବତାର ହଯରତ ମୁହମ୍ମଦ୍ ସ. ଅ. ସ. ମୁସଲମାନଙ୍କ ସମ୍ବନ୍ଧରେ ଈଶ୍ୱରଙ୍କ ନିକଟରୁ ଯେଉଁ ଭବିଷ୍ୟତବାଣୀମାନ ପ୍ରାପ୍ତ କରିଥିଲେ, ସେଥିମଧ୍ୟରୁ ଗୋଟିଏ ଏହା ଥିଲା ଯେ ଭବିଷ୍ୟତରେ ମୁସଲମାନ ମାନଙ୍କ ହୃଦୟରୁ ଧର୍ମବିଶ୍ଵାସ ଲୋପପାଇଯିବ।…
ମନ ମୋହିଲା ଜୁମ୍ବା ନୃତ୍ୟ, ନିମ୍ବୁ ରେସ
କୋଣାର୍କ: ବିଚ କନେକ୍ଟ (ସଂଯୋଗ:ସ୍ବର୍ଣ୍ଣାଭ ବେଳାଭୂମି) କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ସକାଳ ୬ ଘଟିକା ସମୟରେ ବେଳାଭୂମି ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏଥିସହ ଜୁମ୍ବା ନୃତ୍ୟ, ନିମ୍ବୁ ରେସ, ଯୋଗ, ମ୍ୟୁଜିକ ଚେୟାର, ସ୍ବାସ୍ଥ୍ୟ ପରୀକ୍ଷା, କୁଇଜ ପ୍ରତିଯୋଗିତା, ଲାଇଭ…
ମା’ ରାମଚଣ୍ଡୀଙ୍କ ପୀଠରେ ହାଣ୍ଡିଭଙ୍ଗା ଯାତ
ଅର୍କକ୍ଷେତ୍ରର ରକ୍ଷାକର୍ତ୍ତୀ ଅଷ୍ଟଚଣ୍ଡୀଙ୍କ ମଧ୍ୟରେ ମା’ ରାମଚଣ୍ଡୀ ହେଉଛନ୍ତି ଶ୍ରେଷ୍ଠ ତଥା ଅଧିଷ୍ଠାତ୍ରୀ ଦେବୀ । ମା’ ରାମଚଣ୍ଡୀଙ୍କ ଅବସ୍ଥିତି ଓ ମାହାତ୍ମ୍ୟ ସଂପର୍କରେ ମାଦଳା ପାଞ୍ଜି, ସରାରଳା ମହାଭାରତ, ପ୍ରାଚୀ ମାହାତ୍ମ୍ୟ, ପୁରୁତ୍ତେମ ମାହାତ୍ମ୍ୟ, ତଥା ବିଭିନ୍ନ ଐତିହାସିକ…
ଆଇଆଇଏମ୍ସି ପକ୍ଷରୁ ଦୁଇଦିନିଆ କାର୍ଟୁନ୍ କର୍ମଶାଳା ୨୧ରୁ
ଢେଙ୍କାନାଳ: ଆସନ୍ତା ୨୧ ଓ ୨୨ ତାରିଖ ଭାରତୀୟ ଜନ ସଞ୍ଚାର ସଂସ୍ଥାନ (ଆଇଆଇଏମ୍ସି), ଢେଙ୍କାନାଳ ପକ୍ଷରୁ ଦୁଇଦିନିଆ କାର୍ଟୁନ୍ କର୍ମଶାଳା ଅନୁଷ୍ଠିତ ହେଉଛି । ଏଥିରେ କାର୍ଟୁନ୍ ବା ବ୍ୟଙ୍ଗଚିତ୍ରର ବିଭିନ୍ନ ଦିଗ ଉପରେ ଶିକ୍ଷାଦାନ କରିବେ । ବିଶେଷକରି ବ୍ୟଙ୍ଗ ଚିତ୍ରର ପରିକଳ୍ପନା, ଏହାର…
ଦର୍ଶକଙ୍କୁ ବାନ୍ଧି ରଖିଲା ବର୍ଷାଭିଜା କବିତା ଆସର ସନ୍ଧ୍ୟା
ଢେଙ୍କାନାଳ: କେଉଁ କବିତାରେ ଦେଶ ପ୍ରେମ ତ କେଉଁ କବିତା କହୁଥିଲା ସ୍ୱାଧୀନତାର କଥା । ପୁଣି କେଉଁ କବିତାରେ ଜାତୀୟତାବୋଧର ପ୍ରତିଫଳନ ଉପସ୍ଥିତ ଦର୍ଶକଙ୍କୁ ନେଇ ଯାଉଥିଲା ଚେତନାର ଭିନ୍ନ ସ୍ତର ଆଡ଼କୁ । ଏମିତି ଏକ ଅବସର ଆଣିଦେଇଥିଲା କଥା ଓ କବିତା ଆସର ‘ଶବ୍ଦାଞ୍ଜଳି’ ।
ବିଶ୍ୱ କବି…
ମୋ ନାମରେ ଉଠିଥିବା ଗୁଜବ ତଥ୍ୟ ସବୁ ମିଥ୍ୟା ଓ କପୋଳକଳ୍ପିତ
ଭୁବନେଶ୍ୱର: ସ୍ଥାନୀୟ ମଞ୍ଚେଶ୍ୱର ଶିଳ୍ପାଞ୍ଚଳରେ ଥିବା ମୟୂର ଅଫ୍ସେଟ୍ ପ୍ରିଣ୍ଣର୍ସ ସଂସ୍ଥାର ସତ୍ତ୍ୱାଧିକାରୀ ଶ୍ରୀ ଲଲାଟକିଶୋର ଭଂଜଙ୍କ ନାମରେ ଉଠିଥିବା ଅଭିଯୋଗ ସଂପର୍କରେ ଏକ ସ୍ପଷ୍ଟୀକରଣ ଜରିଆରେ ପ୍ରେସ୍ ରିଲିଜ୍ ଜାରି କରିଛନ୍ତି କର୍ତ୍ତୃପକ୍ଷ । ତାଙ୍କର କହିବା କଥା ମୁଁ ହେଉଛି…
ସୂର୍ଯ୍ୟମନ୍ଦିର ସମ୍ମୁଖରେ ଯୋଗାଭ୍ୟାସ
କୋଣାର୍କ: ଜୁନ୍ ୨୧ ତାରିଖ ବିଶ୍ୱ ଯୋଗ ଦିବସର ଅବ୍ୟବେହୀତ ପୂର୍ବରୁ ଡାକ ବିଭାଗ ପୁରୀ ମଣ୍ଡଳ ପକ୍ଷରୁ ଅନ୍ତର୍ଜାତୀୟ ଯୋଗଦିବସ ପାଳନ ପେଇଁ କାଉଣ୍ଟଡାଉନ ଡେ ଆରମ୍ଭ ହୋଇଛି । ଏହି ଆନ୍ତର୍ଜାତିକ ଯୋଗଦିବକୁ ଆଉ ୫୬ ଦିନ ବାକି ଥିବାବେଳେ ଡାକ ବିଭାଗ ପକ୍ଷରୁ ସୋମବାର ପୂର୍ବାହ୍ନରେ ବିଶ୍ୱ…
‘ଅନୁଷ୍ଠାନ ପ୍ରତି କୃତଜ୍ଞତାବୋଧ ଜରୁରୀ’
ଢେଙ୍କାନାଳ : ପ୍ରତ୍ୟେକ ଶିକ୍ଷାନୁଷ୍ଠାନରୁ ଛାତ୍ରଛାତ୍ରୀ ଜ୍ଞାନ, ବିଜ୍ଞାନ, କୌଶଳ ଆଦି ଅନେକ କଥା ଶିଖିଥାନ୍ତି । ଯାହା ସେମାନଙ୍କୁ ଜୀବନରେ ଆଗକୁ ବଢ଼ିବାରେ ସହାୟକ ହୁଏ । ତା’ର ପ୍ରତିଦାନରେ ସେମାନେ ଅନୁଷ୍ଠାନକୁ କିଛି ଫେରାଇବା ଉଚିତ୍ । ଅନ୍ତତଃ ଅନୁଷ୍ଠାନ ପ୍ରତି କୃତଜ୍ଞତାବୋଧ ଓ…
ଜଗନ୍ନାଥ ସଂସ୍କୃତି ସମ୍ବନ୍ଧରେ ଆଲୋଚନା ଚକ୍ର
କୋଣାର୍କ : ଓଡିଆ ନବବର୍ଷ ମହାବିଷୁବ ପଣା ସଂକ୍ରାନ୍ତି ଅବସରରେ ଶ୍ରୀ ଜଗନ୍ନାଥ ସମାଜ କଲ୍ୟାଣ ସଂସ୍ଥାନ, ମଲ୍ଲଗ୍ରାମ ପକ୍ଷରୁ କୋଣାର୍କ ସ୍ଥିତ ଶିଳ୍ପୀବାଟିକା ପରିସରରେ ଜଗନ୍ନାଥ ସଂସ୍କୃତି ସମ୍ପନ୍ଧରେ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ କୋଣାର୍କ ବିଜ୍ଞାପିତ ଅଞ୍ଚଳ…