Take a fresh look at your lifestyle.
Browsing Category

ରୂପରେଖ ସ୍ପେଶାଲ

ଯମୁନାକୋଟ ଗ୍ରାମରେ ରାସନ ସାମଗ୍ରୀ ହେରଫେର, ଥାନାରେ ଅଭିଯେIଗ ପରେ  ହିତାଧିକାରୀ ଙ୍କୁ ଚାଉଳ ମିଳିଲା

ଭୁବନ: ଦାରିଦ୍ର୍ୟ ସୀମାରେ ଖାତଳେ ଥିବା ଗରିବ ଲୋକ ଙ୍କୁ ରାଜ୍ୟ ସରକାର ଟଙ୍କିକିଆ ଚାଉଳଯୋଗାଇ ଦେଉଥିବାବେଳେ କେନ୍ଦ୍ର ସରକାର ମାସିକ ମୁଣ୍ଡପିଛା୫ କିଲୋ ମାଗଣା ଚାଉଳ ଯୋଗାଇ ଦେଉଛନ୍ତି । ଡିଲର ମାନେ ଏଥିରେ ବ୍ୟାପକ ହେରାଫେରି କରୁଥିବା ଅଭିଯୋଗ ହୋଇ ଆସୁଥିବା ବେଳେ ଥାନାଧିକାରୀ ଙ୍କ ଧମକ…

ଢେଙ୍କାନାଳ ଏଲ୍ଆଇସିରେ ୬୬ତମ ବୀମା ସପ୍ତାହ ପାଳିତ

ଢେଙ୍କାନାଳ:ଭାରତୀୟ ଜୀବନବୀମା ନିଗମ ଢେଙ୍କାନାଳ ଶାଖା କାର୍ଯ୍ୟାଳୟରେ ୬୬ତମ ବୀମା ସପ୍ତାହ ଶୁକ୍ରବାର ପାଳିତ ହୋଇଯାଇଛି । ଏହି ଅବସରରେ ଶାଖା ମୁଖ୍ୟ ପ୍ରବନ୍ଧକ ପି. ସୁଜିତ୍ କୁମାର ପ୍ରଦୀପ ପ୍ରଜ୍ୱଳନ କରି ସପ୍ତାହ ବ୍ୟାପୀ ପାଳନ ହେବାକୁ ଥିବା ବୀମା ସପ୍ତାହକୁ ଉଦ୍ଘାଟନ କରିଥିଲେ । ସେ…

ରିମ୍ଝିମ୍ କମ୍ପାନୀରେ ନିଯୁକ୍ତି ଅଡୁଆ ତୁଟୁନି ହୋହାଲ୍ଲା ପରେ ପ୍ରଥମ ଦଫାରେ ୬୪ କ୍ଷତିଗ୍ରସ୍ତଙ୍କୁ ନିଯୁକ୍ତି…

କାମାକ୍ଷାନଗର ( ରାଜ କିଶୋର ରାଉତ): ଢେଙ୍କାନାଳ ଜିଲ୍ଲା ଓଡାପଡା ବ୍ଲକ୍ ଅନ୍ତର୍ଗତ କୁରୁଣ୍ଟିସ୍ଥିତ ବିଆର୍ଜି କମ୍ପାନୀକୁ ଅଧିଗ୍ରହଣ କରିଥିବା ରିମ୍ଝିମ୍ କମ୍ପାନୀରେ କ୍ଷତିଗ୍ରସ୍ତଙ୍କୁ ନିଯୁକ୍ତି ନେଇ ଟାଳଟୂଳ ନୀତି ଅବଲମ୍ବନ କରାଯାଉଛି । ମଙ୍ଗଳବାର ହୋହାଲ୍ଲା ପରେ ପ୍ରଥମ ଦଫାରେ ୬୪ ଜଣ…

ଆଜିର ରାଶିଫଳ ଓ ନକ୍ଷତ୍ର

???ମହାବୀର ପଞ୍ଜିକା??? ✧═════•❁❀❁•═════✧ ଅଦ୍ୟ ଅଗଷ୍ଟ ମାସ ୨୦ ତାରିଖ ୨୦୨୨ ମସିହା(ଶନିବାର) ଶକାବ୍ଦ -୧୯୪୪ ସମ୍ବତ -୨୦୭୯ ଦିଲ୍ଲୀସ୍ୱରାଦ୍ଧ-୧୪୨୯ ସମ୍ବତ୍ସର-ଅନଳ ଭାଦ୍ର-କୃଷ୍ଣପକ୍ଷ ତିଥି- ନବମୀ ରାତ୍ରି ଘ୧୨/୩୬ ପର୍ଯ୍ୟନ୍ତ ତଦନ୍ତେ ଦଶମୀ ନକ୍ଷତ୍ର- ରୋହିଣୀ ରାତ୍ରି…

ଢେଙ୍କା ବଚନ

ଏତେ ହାଲୁକା ଭାବରେ ମୋତେ ନିଅ ନାହିଁ ଜିଲ୍ଲାର ମାଲିକ, ବଡ଼ବଡ଼ିଆ, ସଂଗଠନମାନେ ମୁଁ ତୁମ ସୁଦୂର ଅତୀତ, ଏ ସହରର ଏକଦା ଶାସକ ଢେଙ୍କା ଶବର ମୁଁ ମୋତେ ଚିହ୍ନିବାକୁ ଚେଷ୍ଟା କର ମୋତେ ଜାଣିବାକୁ ଚେଷ୍ଟା କର ଏ ମାଟିରେ ରହୁଛ ଏ ମାଟିର ଇତିହାସ ଭିତରକୁ ଟିକେ ପ୍ରବେଶିବାକୁ ଚେଷ୍ଟା କର…

ବିଜୁ ଯୁବ ଜନତା ଦଳର ହେଲା ପୁର୍ନଗଠନ

??ରାଜ୍ୟ ବିଜୁ ଯୁବଜନତା ଦଳ କାର୍ଯ୍ୟକର୍ତ୍ତାଙ୍କ ନାମ ଘୋଷଣା । ୩ କାର୍ଯ୍ୟକାରୀ ସଭାପତି , ଜଣେ ମହାସଚିବ , ୩ ବରିଷ୍ଠ ଉପସଭାପତି ନିଯୁକ୍ତ । ୭ ଜୋନ ସଭାପତି , ୧୩ ଉପସଭାପତି , ୪୬ ସାଧରଣ ସମ୍ପାଦକ ନିଯୁକ୍ତ । ୬୩ ସଂପାଦକ , ୨୩ ଯୁଗ୍ମ ସମ୍ପାଦକ ଙ୍କ ସହ ଜିଲା୍ଲ ସଭାପତି ନିଯୁକ୍ତ ।…

ଆମ୍ ଆଦମୀ ପାର୍ଟିର ଖବରଦାତା କାର୍ଯ୍ୟକ୍ରମ : ବିକଳ୍ପ ରାଜନୀତି ବାର୍ତ୍ତାକୁ ପହଞ୍ଚେଇବା ପାଇଁ ମଧ୍ୟ ଯୋଜନା ପ୍ରସ୍ତୁତ…

ଢେଙ୍କାନାଳ: ଆମ୍ ଆଦମୀ ପାର୍ଟି ଢେଙ୍କାନାଳ ଜିଲ୍ଲା ତରଫରୁ ଆଜି ଆମେ ଘୋଷଣା କରୁଛୁକି ଆସନ୍ତା ଅଗଷ୍ଟ ୨୧ ତାରିଖରେ ଭୁବନେଶ୍ୱରଠାରେ ପ୍ରଶିକ୍ଷଣ ଶିବିର ସହିତ ରାଜ୍ୟ କର୍ମୀ ସମ୍ମିଳନୀ ଅନୁଷ୍ଠିତ ହେବ l ଏହି ସମ୍ମିଳନୀରେ ଓଡ଼ିଶାରେ ଶିକ୍ଷା, ସ୍ୱାସ୍ଥ୍ୟ, ବିଜୁଳି, ପାଣି, ରୋଜଗାର, କୃଷି,…

ବାପ ମାଆ ଛେଉଣ୍ଡ ରୋଗାକ୍ରାନ୍ତ ପୁଅର ଚିକିତ୍ସା ଲାଗି ଜିଲ୍ଲାପାଳଙ୍କୁ ଆକୁଳ ନିବେଦନ

କଙ୍କଡାହାଡ଼(ଟୁକୁନ ବିଶ୍ୱାଳ):କଙ୍କଡ଼ାହାଡ଼ ବ୍ଲକ ବାମ ପଞ୍ଚାୟତ କୀର୍ତ୍ତନପୁର ଗ୍ରାମରେ ବାପା ମାଆକୁ ହରାଇଥିବା ରୋଜଗାରକ୍ଷମ ବଡ ପୁଅ ଉପରେ ଭାଇ ଭଉଣୀ ତିନି ଜଣ ଓ ଜଣେ ବୃଦ୍ଧା ଜେଜେମା ନିର୍ଭର କରୁଥିବା ଏକ ପରିବାର ରହିଛି । ପରିବାରର ବାପା ଦିବାକର ସିଂହ ଓ ମାତା କାମିନୀ ସିଂହଙ୍କର…

ଚି ଚି ଚି ଚିଟଫଣ୍ଡ ଡ ଡ ଡ

ଚିଟଫଣ୍ଡ ଠକେଇରେ ପଡିଛୁ ଭାଇ ଭଲମନ୍ଦ ନ ଖାଇକି ସଞ୍ଚିଲୁ ଯାଇ । ଠକ କହି ସରକାର ମାଡି ବସିଲେ ହଟହଟା ଜମାକାରୀ ତେଣୁ ହୋଇଲେ । ଅଉଷଧ କିଣିବାକୁ ମିଳୁନି ଟଙ୍କା ଶୁଣାଯାଏ ସରକାର ଟାଳିଵେ ଶଙ୍କା କେବେଠାରୁ ପୁରିଲାଣି ସଞ୍ଚୟ କଣ୍ଟ, ଫେରେଇଵେ କେବେ ଟଙ୍କା ଦିଶୁନି ବାଟ । ତଦାରଖ…