Take a fresh look at your lifestyle.
Browsing Category

ଜିଲ୍ଲା ଖବର

ପରିସଂଖ୍ୟାନ ସର୍ଭେୟର ସଂଘର ବାର୍ଷିକ ଅଧିବେଶନ

ଢେଙ୍କାନାଳ: ଜିଲ୍ଲା ପରିସଂଖ୍ୟାନ ସର୍ଭେୟର ସଂଘର ବାର୍ଷିକ ଅଧିବେଶନ ସଭାପତି ପ୍ରକାଶ କୁମାର ବେହେରାଙ୍କ ସଭାପତିତ୍ୱରେ ଭର୍ଚୁଆଲ୍ ମାଧ୍ୟମରେ ସଂପାଦିତ ହୋଇଯାଇଛି । ଏଥିରେ ସଂଘର ବିଭିନ୍ନ କାର୍ଯ୍ୟକ୍ରମର ବାର୍ଷିକ ବିବରଣୀ ପାଠ କରାଯାଇଥିଲା । ସଂଘରେ ଖାଲିଥିବା ପଦବୀଗୁଡିକୁ ସର୍ବସମ୍ମତି…

ଅଗ୍ରଣୀ ଚାଷୀଙ୍କୁ ତାଲିମ ପ୍ରଦାନ

ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲା ଓଡାପଡା ଓ ସଦର ବ୍ଲକାର ଅଗ୍ରଣୀ ଚାଷୀମାନଙ୍କୁ ଚାଷର ବିକାଶ ପାଇଁ ଉଦ୍ୟାନ ବିଭାଗ ତରଫରୁ ତାଲିମ ପ୍ରଦାନ କରାଯାଇଛି ।ଚଳିତ ବର୍ଷ ବର୍ଷାର ଅନିୟମିତତା ସହିତ ଅଦିନିଆ ବର୍ଷାରେ ବ୍ୟାପକ ଫସଲ ନଷ୍ଟହୋଇଛି । ଚାଷୀ ମାନଙ୍କ ମନୋବଳ ଭାଙ୍ଗି ଯାଇଥିବା ବେଳେ ଚାଷୀ…

ମମତା ଦାଶଙ୍କ ନବମ ଶ୍ରାଦ୍ଧବାର୍ଷିକୀ : ସାମ୍ବାଦିକ ସଦାଶିବ ମହାପାତ୍ର ସମ୍ବର୍ଦ୍ଧିତ

ଢେଙ୍କାନାଳ : ଅଭିଭକ୍ତ ଢେଙ୍କାନାଳ ଜିଲ୍ଲାର ପ୍ରଥମ ମହିଳା ସାମ୍ବାଦିକା ତଥା ବରିଷ୍ଠ ସାମ୍ବାଦିକ ପ୍ରଦ୍ୟୁମ୍ନ ରଥଙ୍କ ଧର୍ମପତ୍ନୀ ସ୍ବର୍ଗତା ମମତା ଦାଶଙ୍କ ନବମ ଶ୍ରାଦ୍ଧବାର୍ଷିକୀ କାର୍ଯ୍ୟକ୍ରମ ଆଜି ଢେଙ୍କାନାଳ ସହରାଞ୍ଚଳର କାଞ୍ଚନ ବଜାରରେ ରହିଥିବା ଶ୍ରୀ ରଥଙ୍କ ବାସଭବନରେ ପାଳିତ…

ଧାନମଣ୍ଡିକୁ ନେଇ ସମବାୟ ସମିତି ଫାଟକରେ ତାଲା ପକାଇ ଧାରଣା

 ଢେଙ୍କାନାଳ: ଓଡାପଡା ବ୍ଲକ ଅନ୍ତର୍ଗତ ଗଦାଶିଳା ସମବାୟ ସମିତିରେ ଧାନ ମଣ୍ଡିକୁ ଏକ ନିର୍ଦ୍ଦିଷ୍ଟଗୋଷ୍ଠୀକୁ ଦେବାକୁ ନେଇ ମହିଳା ଗୋଷ୍ଠି ମୁହାଁମୁହିଁ ହୋଇଛନ୍ତି । ଧାନ ମଣ୍ଡିକୁ ନେଇ ଏଭଳି କାର୍ଯ୍ୟକୁ ନିନ୍ଦା କରାଯିବା ସହିତ ଗେଟରେତାଲା ପକାଇ ନାରାବାଜି କରିଥିବାର ଜଣାପଡିଛି । ଗଦାଶିଳା…

ମହିଳାଙ୍କ ଠାରୁ ସୁନା ଝାମ୍ପିନେଲେ ଦୁର୍ଵୁତ

ଭୁବନ: ଢେଙ୍କାନାଳ ଜିଲ୍ଲା ଭୁବନ ଥାନା ଶାମଳ ଜଙ୍ଗଲ ନିକଟରେ ବୁଧବାର ଅପରାହ୍ନରେ ଜଣେ ମହିଳାଙ୍କ ଠାରୁ ଦୁର୍ଵୁତ ମାନେ ସୁନା ଲୁଟ ହୋଇଛି । ଏ ସଂକ୍ରାନ୍ତରେ ଭୁବନ ଥାନାରେ କେସ ନମ୍ବର ୧୨/୨୦୨୨ ରୁଜୁ କରି ତଦନ୍ତ ଚଳାଇଛି ବୋଲି ଥାନା ଅଧିକାରୀ ପ୍ରଶାନ୍ତ କୁମାର ପାତ୍ର କହିଛନ୍ତି । ମହିଳା…

ବିଚାରପତି ଙ୍କୁ ବିଦାୟ କାଳୀନ ସମ୍ବର୍ଦ୍ଧନା

ଢେଙ୍କାନାଳ :ଗଁଦିଆ ଜେ ଏମ ଏଫ ସି କୋର୍ଟରେ କାର୍ଯ୍ୟରତ ବିଚାରପତି ମାନ୍ୟବର ବିଶ୍ୱ କଳ୍ପିତା ମହାନ୍ତି ପ୍ରମୋସନ ପାଇ ଏସ ଡ଼ି ଜେ ଏମ ଭାବରେ ବାରିପଦା କୋର୍ଟ କୁ ବଦଳି ହୋଇଛନ୍ତି | ଏହି ପରିପେକ୍ଷିରେ ଗଁଦିଆ ବାର ଆସୋସିଏସନ ତରଫରୁ ସଭାପତି ପ୍ରଦୀପ କୁମାର ସାହୁ ଅଧ୍ୟକ୍ଷତାରେ…

ମଉଡମଣୀ ରାଜଲକ୍ଷ୍ମୀ ଙ୍କ ପାଖରେ ଲିଗିହେଲା ପହିଲି ଭୋଗ

ଢେଙ୍କାନାଳ: ମଉଡମଣୀ ରାଜଲକ୍ଷ୍ମୀ ଙ୍କ ପାଖରେ ଲିଗି ହେଲା ପହିଲି ଭୋଗ | ମୀନା ବଜାର ସ୍ଥିତ ଶ୍ରୀ ଶ୍ରୀ ମଉଡମଣୀ ରାଜ ଲକ୍ଷ୍ମୀ ଙ୍କ ପାଖରେ  ଆଜି ପୌଷ ମାସ ଶୁକ୍ଲପକ୍ଷ ର ପ୍ରଥମ ଗୁରୁବାର ଥିବାରୁ ରାଜଲକ୍ଷ୍ମୀ ଙ୍କ ପାଖରେ ପହିଲି ଭୋଗ ଲାଗି କରାଯାଇଥିଲା| ଅର୍ଣ୍ଣ, ମିଠାର୍ଣ୍ଣ, ଡାଲି, ବେସର…

ଗଁଦିଆ ବ୍ଲକ ରେ ଧାନ ମଣ୍ଡିର ଶୁଭାରମ୍ଭ

ଯୋରନ୍ଦା : ଢେଙ୍କାନାଳ ଜିଲା ଗଁଦିଆ ବ୍ଲକରେ ଆଜି ଧାନମଣ୍ଡିର ଶୁଭାରମ୍ଭ ହୋଇଛି ପ୍ରଥମ ଥର ସ୍ୱୟଂ ସହାୟକ ଗୋଷ୍ଠୀ ଚାଷୀ ମାନଙ୍କଠାରୁ ଧାନ କ୍ରୟରେ ନିଜକୁ ସାମିଲ କରିଛନ୍ତି l  ନିହଲପ୍ରସାଦ ସେବା ସମବାୟସମିତି ଠାରେ ଢେଙ୍କାନାଳ ଉପଜିଲ୍ଲାପାଳ ସ୍ନିଗ୍ଧା ରାଣୀ ଧଳ ମୁଖ୍ୟ ଅତିଥି ଭାବେ ଯୋଗ…

ଷଡ଼ଙ୍ଗୀ ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଷଡ଼ଙ୍ଗୀ ର ପରିଚାଳନା ପରିଷଦ ବୈଠକ

 ଢେଙ୍କାନାଳ: ଜିଲ୍ଲା ଅନ୍ତର୍ଗତ ଷଡ଼ଙ୍ଗୀ ରେ ଥିବା ଷଡ଼ଙ୍ଗୀ ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଷଡ଼ଙ୍ଗୀ ର ପରିଚାଳନା ପରିଷଦ ବୈଠକ ପରିଚାଳନା ପରିଷଦ ସଭାପତି  ସସ୍ମିତା ପୋଥାଳ ଙ୍କ ଅଧ୍ୟକ୍ଷତାରେ ଜାନୁଆରୀ ମାସ ପାଞ୍ଚ ତାରିଖ ଅପରାହ୍ନ ଦୁଇଟା ସମୟରେ ଅନୁଷ୍ଠିତ ହୋଇଯାଇଅଛି । ଏହି ବୈଠକରେ…