Take a fresh look at your lifestyle.
Browsing Category

ଜିଲ୍ଲା ଖବର

ଶ୍ୟାମସୁନ୍ଦର ସାହୁ ଭୁବନ ଏନଏସିରେ ନୂତନ ନିର୍ବାହୀ ଅଧିକାରୀ ଭାବେ ଯୋଗଦେଲେ

ଭୁବନ : ଭୁବନ ଏନଏସିରେ ନୂତନ ନିର୍ବାହୀ ଅଧିକାରୀ ଭାବେ ଶ୍ୟାମସୁନ୍ଦର ସାହୁ କାର୍ଯ୍ୟରେ ଯୋଗଦେଇଛନ୍ତିା     ଶ୍ରୀ ସାହୁ ଏହା ପୂର୍ବରୁ ବଅଁରପାଳ ତହସିଲରେ ଅତିରିକ୍ତ ତହସିଲଦାର ଭାବେ କାର୍ଯ୍ୟକରି ଜଣେ ସଚ୍ଚୋଟ, ଦକ୍ଷ ଓ କର୍ମଠ ଅଫିସର ଭାବେସୁନାମ ଅର୍ଜନ କରିଥିଲେ । ଶ୍ରୀ ସାହୁ  ୧୯୯୦…

ବିବେକାନନ୍ଦ ଜୟନ୍ତୀ ଓ ଜାତୀୟ ଯୁବ ଦିବସ ସମାରୋହ

ଖୋର୍ଦ୍ଧା : ସ୍ଥାନୀୟ ବିବେକାନନ୍ଦ ଇନଷ୍ଟିଚୁ୍ଟ ଅଫ ଆଡଭାନସ ଏଜୁକେସନାଲ ରିସର୍ଚ୍ଚ ଆଣ୍ଡ ଟେକ୍ନୋଲୋଜି ପରିସରରେ ସ୍ୱାମୀ ବିବେକାନନ୍ଦ ଜୟନ୍ତୀ ଓ ଜାତୀୟ ଯୁବ ଦିବସ ସମାରୋହ ଅନୁଷ୍ଠାନର ଅଧ୍ୟକ୍ଷ ଶିକ୍ଷାବିତ ଡ଼କ୍ଟର ଧୀରେନ୍ଦ୍ର ନନ୍ଦଙ୍କ ସଂଯୋଜନାରେ ପାଳିତ ହୋଇଯାଇଛି । ପ୍ରାରମ୍ଭରେ ମୁଖ୍ୟ…

କାର୍ଯ୍ୟରେ ଯୋଗଦେଲେ ନୂତନ ବିଚାରପତି

ଗଁଦିଆ : ଗଁଦିଆ ଜେ ଏମ ଏଫ ସି କୋର୍ଟରେ ଆଜି ନୂତନ ବିଚାରପତି ଭାବରେ ସୌରଭ ସାଗର ପ୍ରଧାନ ଯୋଗଦାନ କରିଛନ୍ତି ।  ପୂର୍ବରୁ ସେ ରାଉରକେଲା ରେ ବିଚାରପତି ଭାବରେ କାର୍ଯ୍ୟ କରୁଥିଲେ । ଏଠାରେ ପୂର୍ବରୁ କାର୍ଯ୍ୟରତ ବିଚାରପତି ବିଶ୍ୱ କଳ୍ପିତା ମହାନ୍ତି ପଦୋନ୍ନତି ପାଇଁ ବାରିପଦାକୁ ବଦଳି…

ବାଜିରାଉତ ସ୍ମୃତି ମହାବିଦ୍ୟାଳୟ ରେ ବିବେକାନନ୍ଦ ଜୟନ୍ତୀ ପାଳନ

ଭୁବନ : ଭୁବନ ବାଜିରାଉତ ସ୍ମୃତି ମହାବିଦ୍ୟାଳୟ ରେ ସ୍ୱାମୀ ବିବେକାନନ୍ଦ ଙ୍କ ଜୟନ୍ତୀ ଜାତୀୟ ଯୁବ ଦିବସ ପାଳିତ ହୋଇଯାଇଛି । ଅଧ୍ୟକ୍ଷ ଅଜିତ କୁମାର ବେହେରା ମହାବିଦ୍ୟାଳୟ ପରିସରରେ ଥିବା ବିବେକାନନ୍ଦ ଙ୍କ ପ୍ରତିମୂର୍ତୀ ରେ ପୁଷ୍ପମାଲ୍ୟ ଅର୍ପଣ କରି ଛାତ୍ରଛାତ୍ରୀ ମାନେ ବିବେକାନନ୍ଦ ଙ୍କ…

ଧାନମଣ୍ଡିରେ ଅବ୍ୟବସ୍ଥା ନେଇ ଭାପୁରରେ ରାସ୍ତାରୋକ

ଢେଙ୍କାନାଳ: ଢେଙ୍କାନାଳ ସଦର ଥାନା ଅନ୍ତର୍ଗତ ଭାପୁର ଧାନମଣ୍ଡିରେ ଅବ୍ୟବସ୍ଥା ନେଇ ଚାଷୀମାନେ ରାସ୍ତାରୋକ କରିଛନ୍ତି । ଧାନ କ୍ୱିଣ୍ଟାଲ ପିଛା ୪କେଜି କାଟିବା ଓ ଅଖା ଟଙ୍କା ଦେବାକୁ ମିଲର ମନାକରିବାରୁ ଚାଷୀମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଥିଲା । ଏହାକୁ ନେଇ ଚାଷୀମାନେ କଟକ-ସମ୍ବଲପୁର…

ଵାଲିଵୋ ଅଞ୍ଚଳରେ କୃଷକ ମାନଙ୍କ ପାଇଁ ଧାନ ମଣ୍ଡି ଆରମ୍ଭ

ଭୁବନ : ଢେଙ୍କାନାଳ ଜିଲ୍ଲା ଭୁବନ ଵ୍ଲକ ଵାଲିଵୋ ଅଞ୍ଚଳରେ ଶୁକ୍ରବାର ଠାରୁ କୃଷକ ମାନଙ୍କ ପାଇଁ ଧାନ ମଣ୍ଡି ଆରମ୍ଭ ହୋଇଛି । ଏହି ଧାନ ମଣ୍ଡିକୁ ଭୁବନ ଵ୍ଲକ ସିଡିପିଓ ଦାୟିତ୍ଵରେ ଥିବା ସୁପର ଭାଇଜର ନିର୍ମଳା ସେଠୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉଦଘାଟନ କରିଥିଲେ । ଚଳିତ ବର୍ଷ ଵାଲିଵୋ…

ଜାତୀୟ ସେବା ଯୋଜନାର ଶିତ କାଳିନ ଶିବିର ଉଦଯାପିତ

ଭୁବନ: ଢେଙ୍କାନାଳ ଜିଲ୍ଲା ଭୁବନ ମହିଳା ଡିଗ୍ରୀ କଲେଜର ୭ଦିନଧରି ଚାଲିଥିବା ଜାତୀୟ ସେବା ଯୋଜନା ପକ୍ଷରୁ ଶିତ କାଳିନ ଶିବିର ଶୁକ୍ରବାର ଉଦଯାପିତ ହୋଇଯାଇଛି । ଏହି ଶିବିର ରବିବାର ଠାରୁ ଆରମ୍ଭ ହୋଇଥିଲା । ଶିବିରରେ ଜାତୀୟ ସେବା ଯୋଜନାର ୫୦ ଜଣ ସ୍ଵେଚ୍ଛାସେବୀ ସାମିଲ ହୋଇଥିଲେ । ପ୍ରତ୍ୟେକ…

ବଳରାମପୁରରେ ଗ୍ରାମର ବୟୋଜ୍ୟେଷ୍ଠଙ୍କୁ ଭବ୍ୟ ସମ୍ବର୍ଦ୍ଧନା

ଢେଙ୍କାନାଳ : ଓଡାପଡା ବ୍ଲକ୍ ବଳରାମପୁର ପଂଚାୟତର ଐତିହ୍ୟ ସଂପନ୍ନ ବଳରାମପୁର ଗ୍ରାମରେ ଗ୍ରାମର ବୟୋଜ୍ୟେଷ୍ଠ ବ୍ୟକ୍ତିଙ୍କୁ ବଳରାମପୁର ଗ୍ରାମ ପରିଚାଳନା ପରିଷଦ ପକ୍ଷରୁ ବନ୍ଧାଇ ହୋଇଥିବା ମାନପତ୍ର ସହ ଉତରୀୟ ପ୍ରଦାନ ପୂର୍ବକ ଗତ ବୁଧବାର ୫ ତାରିଖ ଅପରାହ୍ନରେ ସମ୍ବର୍ଦ୍ଧନା ଦିଆଯାଇଥିଲା ।…

କରମୁଳରେ ଅଣ ସଂକ୍ରମିତ ରୋଗ ନିରୁପଣ ଶିବିର

ଗଁଦିଆ : କରମୁଳ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ପରିସରରେ ଶନିବାର ଅଣ ସଂକ୍ରମିତ ରୋଗ ନିରୁପଣ ଚିହ୍ନଟ ଶିବିର ଅନୁଷ୍ଠିତ ହୋଇଯାଇଛି । ଶ୍ରୀରାମଚନ୍ଦ୍ରପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ ଡା. ସ୍ଥିତପ୍ରଜ୍ଞ ମହାନ୍ତିଙ୍କ ତତ୍ୱାବଧାନରେ ଡା. ଅରବିନ୍ଦ ଶତପଥୀ, ଡା. ପ୍ରଶାନ୍ତ ସେଠି,…

ନମିଚିରା ଗାଁ ରେ ୱାର୍ଡସଭ୍ୟଙ୍କ ସ୍ୱାମୀକୁ ନିର୍ମମ ହତ୍ୟା

ଢେଙ୍କାନାଳ : ଢେଙ୍କାନାଳ ସଦର ଥାନା ଅନ୍ତର୍ଗତ ନମିଚିରା ଗାଁ ରେ ଶନିବାର ସଂଧ୍ୟା ସାଢେ ୬ ଟାରେ ଜଣେ ୱାର୍ଡ ମେମ୍ବରଙ୍କ ସ୍ୱାମୀ କୁ ହାଣି ହାତ୍ୟା କରାଯାଇଛି । ମୃତକ ହେଉଛନ୍ତି କଙ୍କଡାହାଡ ଗାଁର ବିଜୟ ବେହେରା(୪୮) ଓରଫ ବିଜୁ ବୋଲି ଜଣାପଡିଛି । ବିଜୟଙ୍କ ସ୍ତ୍ରୀ ଲିଲି ବେହେରା କଙ୍କଡାହାଡ…