Take a fresh look at your lifestyle.
Browsing Category

ଜିଲ୍ଲା ଖବର

ମହର୍ଷି ଦୟାନନ୍ଦ ସର୍ଭିସ ମିଶନ ପରିସର ରେ ସାଧାରଣତନ୍ତ୍ର ଦିବସ ପାଳନ

ଢେଙ୍କାନାଳ: ମହର୍ଷି ଦୟାନନ୍ଦ ସର୍ଭିସ ମିଶନ, ଢେଙ୍କାନାଳ ସାମାଜିକ ସୁରକ୍ଷା ପରିସର ଗୋବିନ୍ଦପୁର ଠାରେ 73ତମ ସାଧାରଣତନ୍ତ୍ର ଦିବସ ପାଳନ କରାଯାଇଥିଲା । ମୁଖ୍ୟଅତିଥି ଭାବେ ଅନୁଷ୍ଠାନର ସମ୍ପାଦକ ଶ୍ରୀ ପ୍ରଦୀପ କୁମାର ସାହୁ ଜାତୀୟ ପତାକା ଉତ୍ତୋଳନ କରିଥିଲ, ମୁଖ୍ୟ ବକ୍ତଭାବେ  ବିଭୂତି…

ହୀରା ମଣି ଦାସ ଙ୍କ ବିୟୋଗ: ରୁଦ୍ର ପାଣିଙ୍କ ଶୋକ

ଢେଙ୍କାନାଳ: ବିଜେପି ଯୁବ ମୋର୍ଚା ନଗର ମଣ୍ଡଳ ସଭାପତି  ସଂକଳ୍ପ ଦାସ ଙ୍କ ଜେଜେ ମା ହୀରା ମଣି ଦାସ ଙ୍କ ବିୟୋଗ  ହୋଇଯାଇଛି । ଆଜି  ପ୍ରାକ୍ତନ ସାଂସଦ ରୁଦ୍ର ନାରାୟଣ ପାଣି  ସଭାପତି  ସଂକଳ୍ପ ଦାସ ଙ୍କ ବାସ ଭବନ ରେ ପହଞ୍ଚି ଶୋକ ସନ୍ତପ୍ତ ପରିବାର ବର୍ଗଙ୍କୁ ସମବେଦନା ଜଣାଇଛନ୍ତି ।…

ବଞ୍ଚି ଥାଉ ଥାଉ ମୃତ୍ୟୁ : ରାସନ କାର୍ଡରୁ ବାଦ ପଡିଲେ କୁନ୍ତଳା

କାମାକ୍ଷାନଗର(ରାଜ କିଶୋର ରାଉତ): ଢେଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ବ୍ଲକ ଗଡ଼ପଳାଶୁଣୀ ପଂଚାୟତ ଜରଡ଼ା ଗ୍ରାମର କୁନ୍ତଳା ପଧାନ, ସ୍ୱାମୀ-ଗୌରାଙ୍ଗ ପଧାନ ବୟସ 90, ଗରିବ ପରିବାର ପାଇଁ ସରକାର ଖାଦ୍ୟ ସୁରକ୍ଷା ଯୋଜନାର ଚାଉଳ ମିଳୁନଥିବା ଡିଲରକୁ ପଚାରି ବୁଝିଥିଲେ ଡିଲର କହିଲେ ହିତାଧିକାରୀ…

ଜରଡ଼ାରେ ହାତୀ ଉପଦ୍ରଵ

କଙ୍କଡ଼ାହାଡ଼:  ଢେଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ବ୍ଲକ ଗଡ଼ପଳାଶୁଣୀ ପଂଚାୟତ ଜରଡ଼ାରେ ହାତୀ ଉପଦ୍ରଵ। ଗାଁ ର ଗୁରୁବାରୀଆ ସ୍ୱାଇଁଙ୍କ ଘରେ ରାତିରେ ଘରେ ପଶି ପାଚେରୀ ଭାଙ୍ଗି କଦଳୀ ଗଛ ନଷ୍ଟ କରିଦେଇଛି। ଗାଁ ଲୋକ ସନ୍ଧ୍ୟା ହେଲେ ଭୟରେ ଘରୁ ବାହାରୁ ନାହାନ୍ତି। ଗାଁ ଲୋକ ହାତୀ ଘଉଡ଼ାଇବା…

କାଣ୍ଡବିନ୍ଧା ଓ ଦେଓଗାଁ ରେ ଜାତୀୟ ବାଳିକା ଦିବସ ପାଳିତ

ଢେଙ୍କାନାଳ:  ଓଡାପଡା ବ୍ଲକ କାଣ୍ଡବିନ୍ଧା ଏବଂ ଗଁଦିଆ ବ୍ଲକ ଅନ୍ତର୍ଗତ ଦେଓଗାଁ ଠାରେ ଜାତୀୟ ବାଳିକା ଦିବସ ପାଳିତ ହୋଇଯାଇଛି । ସଖି ୱନ୍ ଷ୍ଟପ୍ ସେଣ୍ଟର ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ କେନ୍ଦ୍ର ପ୍ରଶାସିକା ମଧୁଛନ୍ଦା ଘଡେଇ, ପରମର୍ଶଦାତ୍ରୀ ରଞ୍ଜିତା ମଞ୍ଜରୀ କର, ନିବେଦିତା ସାହୁ…

ପରିବା ମାର୍କେଟ ରୁ ମୋବାଇଲ ଲୁଟେରାଙ୍କୁ ପୋଲିସ ଜିମା ଦେଲେ ଲୋକ

ଭୁବନ : ଭୁବନ ଏନଏସି ଅନ୍ତର୍ଗତ ଡାକବଙ୍ଗଳା ସମ୍ମୁଖରେ ବସୁଥିବା ଦୈନିକ ପରିବା ମାର୍କେଟ ରେ ରୀତିମତ ମୋବାଇଲ ଚୋରୀ ହେଉଥିଲା । ମାସକ ମଧ୍ୟରେ ପ୍ରାୟ ୨୦ ରୁ ଉଦ୍ଧ୍ୱ ର୍ମୋବାଇଲ ଚୋରୀ ହୋଇଥିଲା । ଆଜି ସକାଳ ୯ ଘଟିକା ସମୟରେ ଏକକାଳୀନ ୩ ଟି ମୋବାଇଲ ଚୋରୀ ହେବା ଫଳରେ କୋକୁଆ ଭୟସୃଷ୍ଟି…

କୋଭିଡ ସଂକ୍ରମଣ ଚିହ୍ନଟ: କୋର୍ଟ ପରିସରକୁ ମାଇକ୍ରୋ କଣ୍ଟେନମେଣ୍ଟ ଜୋନ ଘୋଷଣା

ଢେଙ୍କାନାଳ: ଜିଲ୍ଲା କୋର୍ଟ ଜୁଡ଼ିସିଆଲି ଅଫିସରୁ ୧୦ ରୁ ଉର୍ଦ୍ଧ୍ବ ସଂଖ୍ୟକ କର୍ମଚାରୀ କୋଭିଡ ସଂକ୍ରମଣ ଚିହ୍ନଟ । କୋର୍ଟ ପରିସରକୁ ଆଜିଠାରୁ ୨୭ ତାରିଖ ସକାଳ ସାତଟା ଯାଏଁ ମାଇକ୍ରୋ କଣ୍ଟେନମେଣ୍ଟ ଜୋନ ଘୋଷଣା। ଜିଲ୍ଲା ମାଜିଷ୍ଟ୍ରେଟ କାର୍ଯ୍ୟାଳୟ ପକ୍ଷରୁ ଘୋଷଣା ଜାରି କଲେ ଜିଲ୍ଲାପାଳ…

ଢେଙ୍କାନାଳ ଥିଙ୍କର୍ଷ ଫୋରମ ପକ୍ଷରୁ ନେତାଜୀ ଜୟନ୍ତୀ

ଢେଙ୍କାନାଳ : ମହାନ ବିପ୍ଲବୀ ତଥା ଭାରତ ସ୍ୱାଧୀନତା ର ଅନ୍ୟତମ ସଂଗ୍ରାମୀ, ଆଜାଦ ହିନ୍ଦ ଫୌଜ ର ପ୍ରତିଷ୍ଠାତା ଓଡିଶା ର ବରପୁତ୍ର ନେତାଜୀ ସୁବାସ ଚନ୍ଦ୍ର ବୋଷ ଙ୍କ ର 125 ତମ ଜୟନ୍ତୀ ଦିବସ ଅବସର ରେ ଢେଙ୍କାନାଳ ଥିଙ୍କର୍ଷ ଫୋରମ ର ବରିଷ୍ଠ ସଦସ୍ୟ ମାନେ ଢେଙ୍କାନାଳ ମହିଳା ମହାବିଦ୍ୟାଳୟ…

ଗୋପାଳପୁର ଗାଁରେ ହାତୀ ଦଳି ମାରି ଦେଇଛି- ଜଣେ ମୃତ

ଢେଙ୍କାନାଳ  : ଢେଙ୍କାନାଳ ବନଖଣ୍ଡ ଅନ୍ତର୍ଗତ କପିଳାସ ବନାଞ୍ଚଳର ଗୋପାଳପୁର ଗାଁର ଜଣେ ୭୪ ବର୍ଷ ବୟସ୍କ ବ୍ୟକ୍ତି ଙ୍କୁ ହାତୀ ଦଳି ମାରି ଦେଇଛି । ମୃତ ବ୍ୟକ୍ତି ହେଉଛନ୍ତି ଗୋପାପୁର ଗାଁର ଫକିର ନାୟକ ବୋଲି ଜଣାପଡିଛି । ଦେଓଗାଁ ଗ୍ରାମର ଫକିର ଶୈାଚ ହେବା ପାଇଁ ରବିବାର ଭୋର ସମୟ ରେ ନିଜ…

ହିନ୍ଦୋଳ ବନାଞ୍ଚଳ ରେ ଦୁଇ ଶିକାରୀ ଗିରଫ

ହିନ୍ଦୋଳ: ଢେଙ୍କାନାଳ ବନଖଣ୍ଡ ଅନ୍ତର୍ଗତ ହିନ୍ଦୋଳ ବନାଞ୍ଚଳରେ କର୍ମଚାରୀ ମାନେ ଦୁଇ ଜଣ ଶିକାରୀ ଗିରଫ କରିଛନ୍ତି । ଉଭୟଙ୍କ ନାମ ରେ ବନ ବିଭାଗ ଏକ ମାମଲା ରୁଜୁ କରି ଅଦାଲତ ଚାଲାଣ କରିଛି । । ପ୍ରକାଶ ଯେ, ହିନ୍ଦୋଳ ରେଞ୍ଜ ଅନ୍ତର୍ଗତ ରାସୋଳ ସେକସନର କନ୍ଧରା ସଂରକ୍ଷିତ ଜଙ୍ଗଲରେ ୮ ନମ୍ବର…