Browsing Category
ଜିଲ୍ଲା ଖବର
ବାଲି ଚୋରା ଚାଲାଣ, ବାଲି ବୋଝେଇ ଟ୍ରାକ୍ଟର ଜବତ
ଢେଙ୍କାନାଳ:ଚୋରା ବାଲି ଚାଲାଣ ରେ ବ୍ୟବହୃତ ଏକ ଟ୍ରାକ୍ଟରଜବତ ହୋଇଛି | ଟ୍ରାକ୍ଟର ଟି କଙ୍କଡ଼ାହାଡ଼ ବ୍ଲକ ବିରିବୋଲେଇ ଗ୍ରାମର ବିରଞ୍ଚି ସାହୁଙ୍କର ବୋଲି ଜଣାପଡିଛି | ଟ୍ରାକ୍ଟର ନମ୍ବର OD06J2708 ବୋଲି ତହସିଲ ପକ୍ଷରୁ ସୂଚନା ମିଳିଛି |
ତାଳଚେର ଅଞ୍ଚଳ ସମାକୋଇ ନଦୀରୁ ପ୍ରତିଦିନ…
ମା ତାରାତାରିଣୀ ଓ ସାଇ ବାବାଙ୍କର ନବମ ବାର୍ଷିକ ଉତ୍ସବ
ଢେଙ୍କାନାଳ: ଭାଗିରଥି କୂଳରେ ଥିବା ମା ତାରାତାରିଣୀ ଓ ସାଇ ବାବାଙ୍କର ନବମ ଉତ୍ସବ ପାଳିତ ହୋଇଯାଇଛି । ପ୍ରାତଃ ମା ଙ୍କୁ ବିଭିନ୍ନ ଅତରରେ ସ୍ନାନ କରାଯାଇ ନୂତନ ବସ୍ତ୍ର ବିଭିନ୍ନ ପ୍ରକାର ପୁଷ୍ପହାର ସୁସଜିତ କରାଯାଇଥିଲା ।
ବିଭିନ୍ନ ଉପଚାର ମା ଙ୍କର ପୂଜାର୍ଚନା କଳସ କରାଯାଇଥିଲା ।…
ଯୋରନ୍ଦା ଅଞ୍ଚଳର ବରପୁତ୍ର ସଚ୍ଚିଦାନନ୍ଦ ତ୍ରିପାଠୀଙ୍କ ୩୬ତମ ଶ୍ରାଦ୍ଧ ଦିବସ ପାଳିତ
ଢେଙ୍କାନାଳ : ଢେଙ୍କାନାଳ ଜିଲ୍ଲା ଗଁଦିଆ ବ୍ଲକ ଯୋରନ୍ଦାଠାରେ ଆଜି ଯୋରନ୍ଦା ଅଞ୍ଚଳର ବରପୁତ୍ର ତଥା ଯୋରନ୍ଦା ଅଞ୍ଚଳର ବିକାଶର ବିନ୍ଧାଣୀ ସଚ୍ଚିଦାନନ୍ଦ ତ୍ରିପାଠୀଙ୍କର ୩୬ତମ ଶ୍ରାଦ୍ଧ ଦିବସ ପାଳିତ ହୋଇଯାଇଛି ।
ସଚ୍ଚିଦାନନ୍ଦ ତ୍ରିପାଠୀ ସ୍ମୃତି ପରିଷଦ ସଭାପତି ରବିନାରାୟଣ…
ଶହିଦ ଅରୁଣ ନାୟକ ଙ୍କ ପଞ୍ଚମ ଶ୍ରାଦ୍ଧ ବାର୍ଷିକ ପାଳନ
କଙ୍କଡାହାଡ : ଗତ ୨୦୧୭ ମସିହା ଫେବୃଆରୀ ୧ ତାରିଖରେ ମାଲକାନଗିରି ଠାରେ ନକ୍ସଲଙ୍କ ଲ୍ୟାଣ୍ଡମାଇନ ବିସ୍ଫୋରଣରେ ଶହିଦ ହୋଇଥିବା ଅରୁଣ ନାୟକଙ୍କ ପଞ୍ଚମ ଶ୍ରାଦ୍ଧ ବାର୍ଷିକ ପୈତୃକ ଗ୍ରାମ କଙ୍କଡାହାଡ ବ୍ଲକ ମରୁଆବିଲି ପଞ୍ଚାୟତ ଗୋଡିସାହି ଗ୍ରାମରେ ଶହିଦଙ୍କ ସ୍ମୃତି ପୀଠ ଠାରେ ପାଳନ ହୋଇଯାଇଛି ।…
ଢେଙ୍କାନାଳ ଡାକ ମଣ୍ଡଳ ତରଫରୁ ଡାକ ଜୀବନ ବୀମା ଦିବସ ପାଳିତ
ଢେଙ୍କାନାଳ : ଢେଙ୍କାନାଳ ଡକାମଣ୍ଡଳ କୋଭିଡ ମହାମାରୀକୁ ଦୃଷ୍ଟିରେ ରଖି ଢେଙ୍କାନାଳ ପ୍ରଧାନ ଡାକଘର ପ୍ରଶିକ୍ଷଣ କେନ୍ଦ୍ରରେ ଅନଲାଇନ ଗୁଗୁଲ ମିଟ ମାଧ୍ୟମରେ ଡାକ ଜୀବନ ବୀମା ଦିବସ ପାଳିତ ହୋଇଯାଇଅଛି। ଭାରତୀୟ ଡାକ ବିଭାଗ ଡାକ ଜୀବନ ବୀମା ସେବା ୧ ଫେବୃଆରୀ ୧୮୮୪ ମସିହାଠାରୁ ଆରମ୍ଭକରି ଆଜକୁ…
ଆଚରଣ ବିଧି ପାଳନ ନିମନ୍ତେ ବୈଠକ
ଢେଙ୍କାନାଳ :ଢେଙ୍କାନାଳ ଜିଲା କଙ୍କଡାହାଡ ବ୍ଲକରେ ତ୍ରୀସ୍ତରୀୟ ନିର୍ବାଚନ ପାଇଁ ବ୍ଲକ ସଭାଗୃହ ଠାରେ ନିର୍ବାଚନ ଆଚରଣ ବିଧି ସମ୍ପର୍କିତ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି ।
ଏହି ବୈଠକରେ ଜିଲ୍ଲାପରିଷଦ, ସମିତି ସଭ୍ୟ, ସରପଞ୍ଚ ମାନଙ୍କୁ ନେଇ ଅନୁଷ୍ଠିତ କର୍ମଶାଳାରେ ଜିଲା ପରିଷଦ ସଭ୍ୟ ୫ଲକ୍ଷ…
ଟୋକନ ଅବଧି ସରିବାକୁ ବସିଛି: ଧାନ ଉଠାଇବାକୁ ବ୍ୟବସ୍ଥା ନାହିଁ
ଢେଙ୍କାନାଳ: ଏବର୍ଷ ଆମ ଜିଲା ରେ ଚାଷୀ ମାନେ ଧାନ ବିକି ପାରୁ ନାହାନ୍ତି, ଶାସନ କଳ ର ଫୋକସରେ ପଞ୍ଚାୟତ ନିର୍ବାଚନ ଅଛି, ଆଉ ପ୍ରଥମ ସେବା ସମବାୟ ସମିତି ପରିବର୍ତ୍ତେ ସ୍ୱୟଂ ସହାୟକ ଗୋଷ୍ଠୀ ଦାନ କିଣୁଛି । ସମନ୍ୱୟ ଅଭାବ ରୁ ସବୁଠି ଅବ୍ୟବସ୍ଥା ।
ଢେଙ୍କାନାଳ ସଦର ବ୍ଳକ ତାଳବରକୋଟ ଗ୍ରାମରେ…
ପ୍ରଥମ ମହିଳା ପୌରାଧ୍ୟକ୍ଷା କୁନ୍ତଳା କୁମାରୀ ଦଳେଇଙ୍କ ପ୍ରଥମ ବାର୍ଷିକ ଶ୍ରାଦ୍ଧସଭା
ଢେଙ୍କାନାଳ: ସ୍ଥାନୀୟ ବାଜିଚୌକସ୍ଥିତ ସୀତାରାମ ମଠ ପ୍ରାଙ୍ଗଣ ଠାରେ ଢେଙ୍କାନାଳର ବରିଷ୍ଠ ନାରୀନେତ୍ରୀ ତଥା ସମାଜସେବୀ ଓ ପ୍ରଥମ ମହିଳା ପୌର ଅଧ୍ୟକ୍ଷା କୁନ୍ତଳା କୁମାରୀ ଦଳେଇଙ୍କର ପ୍ରଥମ ଶ୍ରାଦ୍ଧ ବାର୍ଷିକ ଉତ୍ସବ ସ୍ଥାନୀୟ ପୂଜ୍ୟପୂଜା ପରିଷଦର ଭାପତି ଶିଳ୍ପୀ ପରେଶ ପଟ୍ଟନାୟକଙ୍କର…
ଷଡଙ୍ଗି ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ ମହାପ୍ରୟାଣ ଦିବସ ପାଳନ
ଢେଙ୍କାନାଳ : ଢେଙ୍କାନାଳ ଜିଲ୍ଲା ଅନ୍ତର୍ଗତ ଷଡ଼ଙ୍ଗୀ ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଷଡ଼ଙ୍ଗୀ ରେ ଆଜି ଭର୍ଚୁଆଲ ମୋଡ଼ ରେ ମହାପ୍ରୟାଣ ଦିବସ ବିଦ୍ୟାଳୟ ଅନୁଷ୍ଠିତ ହୋଇଯାଇଅଛି।
ବିଦ୍ୟାଳୟ ର ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ପ୍ରଧାନ ଶିକ୍ଷକ ପ୍ରକ୍ରୁତିବନ୍ଧୁ ହରିହର ସାହୁ ଙ୍କ…
ମହାତ୍ମାଗାନ୍ଧୀଙ୍କ ମହାପ୍ରୟାଣ ଦିବସ ପାଳନ
ଢେଙ୍କାନାଳ : ଢେଙ୍କାନାଳ ସଚେତନ ନାଗରିକ ଫୋରମ ପକ୍ଷରୁ ସହିଦ୍ ଦିବସ ଭାବେ ପାଳନ କରାଯାଇଛି । ସ୍ଥାନୀୟ ବାଜି ଚୌକି ଛକ ରେ ଥିବା ବାପୁଜୀ ସ୍କୁଲ ପରିସର ରେ ଥିବା ଗାନ୍ଧୀ ପ୍ରତିମୂର୍ତ୍ତି ରେ ମାଲ୍ୟାର୍ପଣ କରିବା ସହିତ ଏକ ଶ୍ରଦ୍ଧାଞ୍ଜଳି ସଭା ହୋଇ ସତ୍ୟ ଅହିଂସା ଶାନ୍ତି, କାଟିକରି ପିନ୍ଧ…