Browsing Category
ଜିଲ୍ଲା ଖବର
ଢେଙ୍କାନାଳ ଗଜମରା ଗ୍ରାମରେ ଅଷ୍ଟ ପ୍ରହରୀ
ଢେଙ୍କାନାଳ: ଢେଙ୍କାନାଳ ଗଜମରା ଗ୍ରାମରେ ଅଷ୍ଟ ପ୍ରହରୀ ଅନୁଷ୍ଠିତ ହୋଇଯାଇଛି। ଫେବ୍ରୁଆରୀ ୨୧ ତାରିଖରୁ ଆରମ୍ଭ ହୋଇ ତିନି ଦିନ ଚାଲିଥିଲା ଅଷ୍ଟ ପ୍ରହରୀ।
ପ୍ରଥମ ଦିନ କଳସ ଘଟ ସ୍ଥାପନ କରାଯାଇ ଅଧିବାସ ପୂଜା ଆରମ୍ଭ ହୋଇଥିଲା। ଗତକାଲି ୧୫ ଦଳ ସଂକୀର୍ତ୍ତନ ମଣ୍ଡଳୀ ଯୋଗଦାନ କରିଥିଲେ।
ଆଜି…
ଜନ ଶିକ୍ଷଣ ସଂସ୍ଥାନ ପକ୍ଷ ରୁ ଆନ୍ତର୍ଜାତିକ ମାତୃଭାଷା ଦିବସ ପାଳିତ
ଢେଙ୍କାନାଳ : ଢେଙ୍କାନାଳ ଜନ ସିକ୍ଷଣ ସଂସ୍ଥାନ ପକ୍ଷ ରୁ ଢେଙ୍କାନାଳ ଷ୍ଟେସନ ବଜାର କାର୍ଯ୍ୟାଳୟ ପରିସର ମଧ୍ୟରେ ଆନ୍ତର୍ଜାତିକ ମାତୃଭାଷା ଦିବସ ପାଳନ ହୋଇଯାଇଛି।
ଏଥିରେ ମୁଖ୍ୟ ଅତିଥି ଭାବରେ ଷଡ଼ଙ୍ଗୀ ଏସ୍ ଏସ୍ ମହାବିଦ୍ୟାଳୟ ଅଧ୍ୟାପକ ଡକ୍ଟର ଅରୁଣୋଦୟ ସ୍ବାଇଁ, ସମ୍ମାନୀତ ଅତିଥି ଭାବରେ…
ରାଜବୀର ପାଇଁ ସହାୟତାର ହାତ ବଢାଇଲେ ଗୁଣ୍ଡିଚାପଡ଼ା ଯୁବସଙ୍ଗଠନ
ଢେଙ୍କାନାଳ (ଅନସାର୍ ଅଲୀ ଖାଁ): ସହର ଉପକଣ୍ଠ ଗୁଣ୍ଡିଚାପଡ଼ାର ଯୁବକମାନଙ୍କ ପ୍ରୟାସରେ ସହାୟତା ଯୋଗାଇବା ନିମନ୍ତେ ଧନରାଶି ଏକାଠି ହେଉଛି। ଆସିଫ ଅଲ୍ଲୀ ଖାଁ, ଶେଖ୍ ଫରିଦ୍,ଶେଖ୍ ସଲିମ, ରିଜୱାନ ଅହମଦ, ସୁବ୍ରତ ରାଉତ ଆଦି ଯୁବକମାନେ ଏହି ଅବସରରେ ଡୋନେଟ ବକ୍ସ ଧରି ଘରେ ଘରେ ବୁଲି ଧନରାଶି…
ବ୍ରାହ୍ମଣୀ ବ୍ରିଜ ତଳକୁ ଟ୍ରଲ୍ ର ଖସି ଜଣେ ମୃତ,ଜଣେ ଗୁରୁତର ଆହତ
ଢେଙ୍କାନାଳ (ସର୍ବେଶ୍ୱର ମଲ୍ଲିକ ):ଆଜି ଭୋର୍ ସମୟ ରେ ସାରଙ୍ଗ ଧର ସେତୁ ତଳକୁ ଏକ ଟ୍ର ଲ ର ଖସିପଡି ଜଣେ ମୃତ୍ୟୁ ବରଣ କରିଥିବା ବେଳେ ଆଉ ଜଣେ ଗୁରୁତର ହୋଇ ଡାକ୍ତର ଖାନା ରେ ଭ ର୍ତ୍ତୀ ହୋଇଛନ୍ତି | ମୃତ ବ୍ୟକ୍ତି ଙ୍କ ପରିଚୟ ମିଳି ପରି ନାହିଁ |
ଢେଙ୍କାନାଳ ପଟୁ କାମାକ୍ଷା ନଗର ଆଡ କୁ…
ଆଦର୍ଶ ଶିକ୍ଷକ ଈଶ୍ୱରଚନ୍ଦ୍ର ସାହୁଙ୍କ ପରଲୋକ
ଢେଙ୍କାନାଳ : ଆଦର୍ଶ ଶିକ୍ଷକ ତଥା ଓଡ଼ାପଡ଼ା ବ୍ଲକର ଏବିଓ-କମ୍-ବିଆର୍ସି ଈଶ୍ୱରଚନ୍ଦ୍ର ସାହୁଙ୍କର ଗତ ରବିବାର ରାତି ପ୍ରାୟ ସାଢ଼େ ୪ଟାରେ ହଠାତ୍ ଅସୁସ୍ଥତା ଅନୁଭବ କରିବାରୁ ପରିବାର ଲୋକେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରିଥିବା ବେଳେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।
ଏଠାରେ…
MY VOTE MY RIGHT : Awareness programme In Dhenkanal
Dhenkanal( B N SETH): Keonjhar unit of Field Outreach Bureau , Ministry if Information and Broadcasting organized awareness and workshop programme about ‘My Vote My Right ‘ and Covid awareness , Vaccination at Odapada on Saturday.
The…
ଶିବ ମନ୍ଦିରକୁ ଏକ ଲକ୍ଷ ଟଙ୍କା ଦାନ କରିଛନ୍ତି ନିତ୍ୟାନନ୍ଦ
ଢେଙ୍କାନାଳ :ଢେଙ୍କାନାଳ ଜିଲା ସଦର ବ୍ଲକ ଅନ୍ତର୍ଗତ ନରଣପୁର ସ୍ଥିତ ଶିବ ମନ୍ଦିର ପରିସରରେ ଏକ ଆଧ୍ୟତ୍ମିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।
ଏହି କାର୍ଯ୍ୟକ୍ରମରେ ନରଣପୁର ଗ୍ରାମର ନିତ୍ୟାନନ୍ଦ ଦାସ ନୂତନ ମନ୍ଦିରର ଉନ୍ନତି କରଣ ପାଇଁ ନଗଦ ଏକ ଲକ୍ଷ ଟଙ୍କା ପ୍ରଦାନ କରିଛନ୍ତି ।…
ଜିଲାପରିଷଦ ପଦବୀ ପାଇଁ ଭାଗ୍ୟ ପରଖୁଛନ୍ତି ବିଶ୍ୱନାଥ
ଢେଙ୍କାନାଳ : ଢେଙ୍କାନାଳ ଜିଲା ଗଁଦିଆ ବ୍ଲକ ୧ ନମ୍ବର ଜୋନ ରେ ଏବେ ଜିଲାପରିଷଦ ପଦବୀ ପାଇଁ ଭାଗ୍ୟ ପରଖୁଛନ୍ତି ଅଞ୍ଚଳର ବିଶିଷ୍ଠ ବ୍ୟବସାୟୀ ବିଶ୍ୱନାଥ ଚିନରା । ସେ ଜଣେ ସୈାଖିନ ଭଜନ କଳାକାର ଭାବେ ବେଶ ଜଣାଶୁଣା ।
ଯଦିଓ କୈାଣସି ଭଜନ ସୋ କୁ ଯାଆନ୍ତି ନାହିଁ ନିଜେ ତାଙ୍କ ଗ୍ରାମ ର…
ରାଣୀ ଲକ୍ଷ୍ମୀବାଇ ଆତ୍ମ ସୁରକ୍ଷା ତାଲିମ ଶିବିର ଉଦଘାଟିତ
ଢେଙ୍କାନାଳ :ଢେଙ୍କାନାଳ ସ୍ୱୟଂ ଶାସିତ ମହାବିଦ୍ୟାଳୟ ପରିସରରେ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ରାଣୀ ଲକ୍ଷ୍ମୀବାଇ ଆତ୍ମ ସୁରକ୍ଷା ତାଲିମ ଶିବିର ଉଦଘାଟିତ ହୋଇଯାଇଛି ।
ଢେଙ୍କାନାଳ ସ୍ୱୟଂ ଶାସିତ ମହାବିଦ୍ୟାଳୟର ଭାରପ୍ରାପ୍ତ ଅଧ୍ୟକ୍ଷ ଡ. ଦେବାଶିଷ ମହାନ୍ତି କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ…
ପ୍ରମୋଦ ଉଦ୍ୟାନ ପ୍ରତିଷ୍ଠା ସହ ଅନ୍ୟାନ୍ୟ ଦାବୀ ନେଇ ଥିଙ୍କର୍ସ ଫୋରମର ଦାବୀ
ଢେଙ୍କାନାଳ : ଢେଙ୍କାନାଳ ଜିଲା ଥିଙ୍କର୍ସ ଫୋରମ ତରଫରୁ ଜିଲ୍ଲାରେଜନ୍ମିତ ମହାପୁରୁଷ ମାନଙ୍କର ପ୍ରତିମୂର୍ତ୍ତୀ ସ୍ଥାପନ ସହିତ ସ୍ଥାପିତ ହୋଇଥିବା ପ୍ରତିମୂର୍ତ୍ତି ଗୁଡିକର ଯତ୍ନନେବା, ଜିଲ୍ଲାପାଠାଗାରକୁ ନିୟମିତ ଖୋଲିବା ସହିତ ବରିଷ୍ଠ ନାଗରିକ ମାନଙ୍କ ପାଇଁ ଏକ ପ୍ରମୋଦ ଉଦ୍ୟାନ ଖୋଲବାକୁ…