Take a fresh look at your lifestyle.
Browsing Category

ଜିଲ୍ଲା ଖବର

ବିଶ୍ୱ ଓଡ଼ିଶା ମହିଳା ପରିଷଦ ପାଳିଲା ଓଡ଼ିଆ ନବବର୍ଷ: ଯୋରନ୍ଦା ଓ ବଣସିଂହ ରେ ଉଲ୍ଲାସର ପର୍ବ

ଢେଙ୍କାନାଳ : ବିଶ୍ବ ଓଡ଼ିଶା ମହିଳା ପରିଷଦ, ଯୋରନ୍ଦା ଶାଖା ଆନୁକୂଲ୍ୟରେ ଓଡ଼ିଆ ନବବର୍ଷ ମହୋତ୍ସବ ଆନନ୍ଦ ଉଲ୍ଲାସର ସହିତ ଯୋରନ୍ଦା ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ପାଳିତ ହୋଇଯାଇଅଛି । ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଯୋରନ୍ଦା ଗ୍ରାମ ପଞ୍ଚାୟତ ସରପଞ୍ଚ ଶ୍ରୀମତୀ ଆରତୀ ନାୟକ,…

ଗଁଦିଆ ଥିଙ୍କର୍ସ ଫୋରମ୍ ତରଫରୁ ଓଡ଼ିଆ ନବବର୍ଷ ଓ ବିଷୁବ ମିଳନ ସମାରୋହ

ଗଁଦିଆ: ଗଁଦିଆ ଥିଙ୍କର୍ସ ଫୋରମ୍ ତରଫରୁ ଓଡ଼ିଆ ନବବର୍ଷ ଓ ବିଷୁବ ମିଳନ ସମାରୋହ ଥିଙ୍କର୍ସ ଫୋରମ୍ ସଭାପତି ସୁବ୍ରତ କୁମାର ସାହୁ ଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଓ ଅଧ୍ୟକ୍ଷତାରେ  ବିଷୁବ ସଂକ୍ରାନ୍ତି ଉପଲକ୍ଷେ ସନ୍ଧ୍ୟା ସମୟରେ ଅନୁଷ୍ଠିତ ହୋଇଯାଇଅଛି। ଏହି…

କାଉନସିଲର ଗିରିଧାରୀ ସାହୁଙ୍କୁ ସମ୍ବର୍ଦ୍ଧନା

ଭୁବନ : ଭୁବନ ଏନଏସି ଅନ୍ତର୍ଗତ ୧ ନମ୍ବର ୱାର୍ଡ କାଉନସିଲର ଗିରିଧାରୀ ସାହୁଙ୍କୁ ସମ୍ବର୍ଦ୍ଧିତ କରାଯାଇଛି । ବରିଷ୍ଠ ନାଗରିକ ସଂଘ କାର୍ଯ୍ୟାଳୟ ପରିସରରେ ଆୟୋଜିତ ଓଡିଆ ନବବର୍ଷ ଓ ବିଶୁବମିଳନ ଅବସରରେ ପୂର୍ବତନ ନଗରପାଳ ନନ୍ଦକିଶୋର ସାହୁ ଙ୍କ ଦ୍ୱାରା କାଉନସିଲର ଗିରିଧାରୀ ସାହୁଙ୍କୁ…

ନଗରପାଳ ଙ୍କ ପରିମଳ ବ୍ୟବସ୍ଥାର ସମୀକ୍ଷା ବୈଠକ

ଭୁବନ : ଭୁବନ ଏନଏସି ନଗରପାଳ ଶୁଭେନ୍ଦୁ କୁମାର ସାହୁ ଗତ ମାସ ୩୦ ତାରିଖରେ ଦାୟିତ୍ୱ ଗ୍ରହଣ କରିଥିଲେ କିନ୍ତୁ ପୌରାଧ୍ୟକ୍ଷ ଙ୍କ ପ୍ରକୋଷ୍ଠ କାର୍ଯ୍ୟ ଶେଷ ହୋଇନଥିବାରୁ ଆସନ ଅଧିଗ୍ରହଣ କରିନଥିଲେ । ଗତକାଲି ପୂର୍ବାହ୍ନରେ ପୌରାଧ୍ୟକ୍ଷ ଙ୍କ ଅଫିସ ପ୍ରକୋଷ୍ଠରେ ପୂଜାର୍ଚ୍ଚନା ହୋଇଥିଲା ଓ…

‘ବାଣୀ ସାହିତ୍ୟ ସଂସଦ’ ତରଫରୁ ବିଶୁବ ମିଳନ

ଭୁବନ : ଭୁବନର ସର୍ବପୁରାତନ ତଥା ସଂଭ୍ରାନ୍ତ ସାହିତ୍ୟ ଅନୁଷ୍ଠାନ ‘ବାଣୀ ସାହିତ୍ୟ ସଂସଦ’ ତରଫରୁ ରଘୁନାଥ ଭବନ ଠାରେ ଆଜି ସଂଧ୍ୟାରେ ବିଶୁବ ମିଳନ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠାନର ସ୍ଥାୟୀ ସଭାପତି ବାଣୀଶ୍ରୀ ରବୀନ୍ଦ୍ର କୁମାର ହୋତା ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ବିଶିଷ୍ଟ…

ମହିମା ମହାବିଦ୍ୟାଳୟରେ ଆଲୋଚନା ଚକ୍ର

ଯୋରନ୍ଦା: ମହିମା ମହାବିଦ୍ୟାଳୟ ପଦାର୍ଥ ବିଜ୍ଞାନ ବିଭାଗ ଆନୁକୁଲ୍ୟରେ ଏକ ସମ୍ପାନ “LASER” (ଲେଜର) ସମ୍ଭନ୍ଧରେ ଆଲୋଚନା ଚକ୍ର ଅନୁଷ୍ଠିତ ହେବା ସହିତ ତୃତୀୟ ବର୍ଷର ଛାତ୍ରଛାତ୍ରୀ ମାନଙ୍କୁ ବିଦାୟ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା । ମୁଖ୍ୟ ଅତିଥି ରୂପେ ମହାବିଦ୍ୟାଳୟର ଅଧ୍ୟକ୍ଷ ଡକ୍ଟର…

ସମସ୍ୟା ସମାଧାନ ପାଇଁ ଅଣ୍ଟା ଭିଡିଲେ ବରିଷ୍ଠ ନାଗରିକ

ଭୁବନ : ଭୁବନ ଏନଏସିରେ ୨୦୧୮ ପରଠାରୁ ଦୀର୍ଘ ସାଢେ ୩ ବର୍ଷ ହେଲା  ନିର୍ବାଚିତ କାଉନସିଲ ନଥିବା କାରଣରୁ ଅନେକ ସମସ୍ୟା ଉପୁଜିଛି । ସହରର ବିଭିନ୍ନ ସମସ୍ୟା ଓ ସମାଧାନ ପାଇଁ ଭୁବନର ବରିଷ୍ଠ ନାଗରିକ ସଂଘ ଅଣ୍ଟା ଭିଡି ଆଗକୁ ବାହାରିଛି । ଏଥର ନିମନ୍ତେ ସଂଘ କାର୍ଯ୍ୟାଳୟ ପରିସରରେ ଏକ…

ଜଳଛତ୍ରର ଶୁଭ ଉଦଘାଟନ

ଢେଙ୍କାନାଳ:  ଢେଙ୍କାନାଳ ସହର  ସାଇ ସତସଙ୍ଗ ସେବା ଟ୍ରଷ୍ଟ ରୋଦ୍ରତାପ ରୁ ସାମାନ୍ୟ ଆଶ୍ବସ୍ତି ପାଇବାପାଇଁ ଏକ ଜଳଛତ୍ର ଖୋଲିଛନ୍ତି । ଏହାକୁ ଆଜି ପୌର ଅଧକ୍ଷ ଜୟନ୍ତୀ ପାତ୍ର ଓ କାର୍ଯ୍ୟନିର୍ବାହୀ ଅଧିକାରୀ ଅତନୁ ସାମନ୍ତ ଶୁଭ ଉଦଘାଟନ କରିଥିଲେ । ଏଥିରେ ଦହିସର୍ବତ ଓ ସାଧା ପାଣି ପ୍ରତିଦିନ…

ଭୁବନ ରେ ଶ୍ରୀରାମ ନବମୀ ପାଳିତ: ଜୟ ଶ୍ରରାମ ନାରାବାଜିରେ ସହର କମ୍ପିଲା

ଭୁବନ : ଭୁବନ ଏନଏସି ଅନ୍ତର୍ଗତ ୧ ନମ୍ବର ୱାର୍ଡରେ ଥିବା ଶ୍ରୀରାମମନ୍ଦିରରେ ମର୍ଯ୍ୟଦା ପୁରୁଷୋତମ ପ୍ରଭୁ ଶ୍ରୀରାମ ନବମୀ ପୂଜା ଆଡମ୍ବର ଭାବେ ପାଳିତ ହୋଇଯାଇଛି । ମହାମାରୀ କରୋନା ସଂକ୍ରମଣ ଯେଗୁ ଦୀର୍ଘ ୨ ବର୍ଷ ହେଲା ନିରାଡମ୍ବର ଭାବେ ପୂଜାହେଉଥିବାବେଳେ ଚଳିତଥର ଅତ୍ୟନ୍ତ ଶ୍ରଦ୍ଧାଭକ୍ତି ଓ…

ଦୁର୍ଗାପ୍ରସାଦ ପରେ ଛଣବୋଲୁଅ ଗ୍ରାମକୁ ରାଜସ୍ୱ ଗ୍ରାମ ମାନ୍ୟତା ଦାବୀ ଉଠିଲା

ଢେଙ୍କାନାଳ : ଢେଙ୍କାନାଳ ସଦର ତହସିଲ ବେଲଟିକିରି ରାଜସ୍ୱ ସର୍କଲ ଅଧିନରେ ଥିବା ଦୁର୍ଗାପ୍ରସାଦ ଗ୍ରାମ ପରେ ଏବେ ଛଣବୋଲୁଅ ଗ୍ରାମକୁ ରାଜସ୍ୱ ଗ୍ରାମର ମାନ୍ୟତା ଦେବା ନେଇ ଗ୍ରାମାବାସୀ ମାନେ ଜିଲାପାଳଙ୍କ ନିକଟରେ ଦାବୀ ଉଠାଇଛନ୍ତି । ଛଅବୋଲୁଅ ଗ୍ରାମଟି ଏକ ପଡା ଗ୍ରାମ ହୋଇଥିବା ବେଳେ…