Take a fresh look at your lifestyle.
Browsing Category

ଜିଲ୍ଲା ଖବର

ସରକାରୀ ଜାଗା ଜବରଦଖଲକାରୀ ଙ୍କୁ ସୁରକ୍ଷା ଦେଉଛି ଭୁବନ ତହସିଲ

ଭୁବନ :ଢେଙ୍କାନାଳ ଜିଲ୍ଲା ଭୁବନ ତହସିଲ ଅନ୍ତର୍ଗତ ବିଭିନ୍ନ ମୌଜାରେ ସରକାରୀ ଜାଗା ବେଆଇନ ଭାବେ ଜବରଦଖଲ ହେଉଥିବା ବେଳେ ତହସିଲ ପ୍ରଶାସନ ଏଥିପ୍ରତି ଆଦୌ ଦୃଷ୍ଟି ଦେଉନାହିଁ । ତହସିଲ ଅଫିସ ଠାରୁ ମାତ୍ର ୫୦ ମିଟର ଦୂର ମୁଖ୍ୟରାସ୍ତାରେ ଜବରଦଖଲ ହେଉଥିବା , ଫଟୋକପି ପ୍ରଦାନ ସତ୍ୱେ ତହସିଲଦାର…

ଜିରାଳ ଉଚ୍ଚ ବିଦ୍ୟାଳୟରେ୧୯୯୦ ମସିହା ୧୦ ମ ଶ୍ରେଣୀ ବନ୍ଧୁ ମିଳନ

ଭୁବନ: ଭୁବନ ବ୍ଲକ୍ ର ଜିରାଳ ଉଚ୍ଚ ବିଦ୍ୟାଳୟରେ ୧୯୯୦ ମସିହା ର ୧୦ ମ ଶ୍ରେଣୀ ବନ୍ଧୁ ମିଳନ ବିଦ୍ୟାଳୟ ପରିସର ରେ ଅନୁଷ୍ଠିତ ହୋଇଯାଅଛି । ଉତ୍କ କାର୍ଯ୍ୟକ୍ରମ ରେ ପୂର୍ବତନ ଶିକ୍ଷକ ଶ୍ରୀଯୁକ୍ତ ବିପ୍ରବର୍ ସାହୁ ସଭାପତିତ୍ବ କରିଥିଲେ । ପ୍ରଥନା"ଅହେ ଦୟା ମୟ ବିଶ୍ଵ ବିହାରୀ" ପୁରାତନ ଛାତ୍ର…

ସାମ୍ବାଦିକ ସିରାଜ ଉଦ୍ଦିନ ଖାଁ ଙ୍କ ବିୟୋଗରେ ଶୋକସଭା,କ୍ୟାଣ୍ଡେଲ ରାଲି

ଭୁବନ: ଭୁବନ ଅଂଚଳର ଜଣାଶୁଣା ସାମ୍ବାଦିକ ତଥା ଯୁବ ସମାଜସେବୀ ସିରାଜ ଉଦ୍ଦିନ ଖାଁ (ଗରିବ) ଙ୍କର ଗତକାଲି ସକାଳେ କଟକ ବଡ ଡାକ୍ତରଖାନା ରେ ଅକାଳ ବିୟୋଗ ହୋଇଥିଲା । ଏଥି ସକାଶେ ଭୁବନ ସାମ୍ବାଦିକ ସଂଘ ତରଫରୁ ବରିଷ୍ଠ ସାମ୍ବାଦିକ ପ୍ରେମାନନ୍ଦ ମହାନ୍ତି ଙ୍କ ଆହ୍ୱାନ କ୍ରମେ ସ୍ୱର୍ଗତ ଗରିବ ଙ୍କ…

ଠିପି ବନ୍ଦ ବିଦେଶୀ ମଦ ଦୋକାନରୁ ସଟର ଭାଙ୍ଗି ଲକ୍ଷାଧିକ ଟଙ୍କାର ମଦ ଚୋରି

ଭୁବନ : ଭୁବନ ଏନଏସି ଅନ୍ତର୍ଗତ ବେଠିଆପାଳ ମୌଜା ୨ ନମ୍ବର ବ୍ୱାର୍ଡରେ ଥିବା ଏକ ଲାଇସେନ୍ସ ପ୍ରାପ୍ତ ଠିପି ବନ୍ଦ ବିଦେଶୀ ମଦ ଦୋକାନରୁ ଗତକାଲି ବିଳମ୍ବିତ ରାତ୍ରିରେ ସଟର ଭାଙ୍ଗି ଲକ୍ଷାଧିକ ଟଙ୍କାର ମଦ ଓ ପଇସା ଚୋରି ହୋଇଥିବା ସଂପର୍କରେ ଭୁବନ ଥାନାରେ ଅଭିଯୋଗ ହୋଇଛି । ମଦ ଦୋକାନ ସେଲ୍ସ…

ସାମ୍ବାଦିକ ସିରାଜ ଉଦ୍ଦିନ ଖାଁ ଙ୍କ ଅକାଳ ବିୟୋଗ

ଭୁବନ : ଭୁବନ ଅଂଚଳର ଜଣାଶୁଣା ସାମ୍ବାଦିକ ତଥା ଯୁବ ସମାଜସେବୀ ସିରାଜ ଉଦ୍ଦିନ ଖାଁ (ଗରିବ) ଙ୍କର ଆଜି ସକାଳେ କଟକ ବଡ ଡାକ୍ତରଖାନା ରେ ଅକାଳ ବିୟୋଗ ହୋଇଛି । ସେ ଗତ କିଛି ଦିନ ହେଲା ଲିଭର ଓ କିଡନୀ ରୋଗରେ ପୀଡିତ ଥାଇ ଚିକିସôିତ ହେଉଥିଲେ । ଗତ କାଲି ରାତି ତାଙ୍କୁ କଟକ ବଡ ଡାକ୍ତରଖାନାକୁ…

ଅଗ୍ନିକାଣ୍ଡରେ ଜଳିଗଲା ୪୦ ଲକ୍ଷ ଟଙ୍କାରୁ ଅଧିକ ମୂଲ୍ୟର ଗ୍ରୋସରୀ ଦୋକାନ

କାମାକ୍ଷାନଗର(ରାଜକିଶୋର ରାଉତ): ଅଗ୍ନିକାଣ୍ଡରେ ଜଳିଗଲା ୪୦ ଲକ୍ଷ ଟଙ୍କାରୁ ଅଧିକ ଟଙ୍କାର ଗ୍ରୋସରି ଦୋକାନ । ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ଜିରାଳ ବଡ଼ବଜାର ସ୍ଥିତ ଅଭିମନ୍ୟୁ ସାହୁଙ୍କ ଗ୍ରୋସରି ଦୋକାନରେ ଅଗ୍ନିକାଣ୍ଡ । ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଛି । ଉଭୟ…

କୁଶୁପଙ୍ଗା ଗ୍ରାମର ଅଧିଷ୍ଠାତ୍ରୀ ଦେବୀ ମା ନେତେଇ ଶୁଣି ଙ୍କ ପୀଠ ରେ ହନୁମାନ ଙ୍କ ବିଗ୍ରହ ପ୍ରତିଷ୍ଠା

ଢେଙ୍କାନାଳ : ଓଡାପଡ଼ା ବ୍ଲକ ଅନ୍ତର୍ଗତ କୁଶୁପଙ୍ଗା ଗ୍ରାମର ଅଧିଷ୍ଠାତ୍ରୀ ଦେବୀ ମା ନେତେଇ ଶୁଣି ଙ୍କ ପୀଠ ରେ ଆଜି ହନୁମାନଙ୍କ ବିଗ୍ରହ ପ୍ରତିଷ୍ଠା ହୋଇଅଛି। ସେହି ମା ନେତେଇ ଶୁଣି ଙ୍କ ଖ୍ୟାତି ବହୁ ପୁରାତନ କାଳରୁ ରହି ଆସିଅଛି। ମା'ଙ୍କ ଠାରେ ଯିଏ ଯାହା ମାନସିକ କରିଥାଏ ମା'ଙ୍କ ଅପାର…

ଅହମ୍ମଦିୟା ମୁସଲିମ ଯୁବକମାନେ ଦେଉଛନ୍ତି ଅଶାନ୍ତ ବିଶ୍ଵକୁ ଶାନ୍ତିର ବାର୍ତା

ଢେଙ୍କାନାଳ (ଅନସାର୍ ଅଲୀ ଖାଁ) ସହର ଉପକଣ୍ଠ ଗୁଣ୍ଡିଚାପଡ଼ାଠାରେ ମଜଲିସ ଖୁଦ୍ଦାମୁଲ ଅହମ୍ମଦିୟା ଅଥବା ଅହମଦିୟା ମୁସଲିମ ଯୁବ ସଂଗଠନର ସଦସ୍ୟମାନେ ସଦର ଥାନା, ଗୁଣ୍ଡିଚାପଡ଼ା ସହିଦ୍ ସ୍ମାରକୀ ତଥା ଜାତୀୟ ରାଜପଥ କଡ଼ରେ ବିଶ୍ବଶାନ୍ତି ପ୍ରତିଷ୍ଠା ଦିଗରେ ବିଶ୍ବବ୍ୟାପୀ ବ୍ୟାନର ପ୍ରଦର୍ଶନୀ…

ଗୁଣ୍ଡିଚାପଡା ବସ୍ ଷ୍ଟାଣ୍ଡ ଠାରେ ଅହମ୍ମଦିୟା ଯୁବ ସଂଗଠନ ପକ୍ଷରୁ ଜଳଛତ୍ର

ଢେଙ୍କାନାଳ : ସହର ଉପକଣ୍ଠ ଗୁଣ୍ଡିଚାପଡ଼ା ବସ୍ ଷ୍ଟାଣ୍ଡଠାରେ ଅହମ୍ମଦିୟା ମୁସଲିମ ଯୁବ ସଂଗଠନ ପକ୍ଷରୁ ଜଳଛତ୍ର ଖୋଲାଯାଇଛି। ସଂପ୍ରତି ଗ୍ରୀଷ୍ମ ପ୍ରବାହ ଯୋଗୁଁ ପଥଚାରୀ ମାନେ ଶୋଷରେ ଡହଳ ବିକଳ ହେଉଛନ୍ତି। ତାପମାତ୍ରା ୪୨ ଉପରେ ରହୁଥିବାରୁ ପାଣି ମୁନ୍ଦାଏ ପିଇବା ପାଇଁ ବାଟୋଇ ମାନେ ହଟହଟା…

ଭାଇଚାରା,ସେବା, ସାହାଯ୍ୟ, ଶାନ୍ତି ମୈତ୍ରୀ ତଥା ସଦଭାବନାର ଶିକ୍ଷା ଦେଇଥାଏ ଈଦ ପର୍ବ

ଢେଙ୍କାନାଳ (ଅନସାର୍ ଅଲୀ ଖାଁ): ଶେଷ ହୋଇଛି ପବିତ୍ର ରମଜାନ, ଶୱାଲ ମାସର ଚନ୍ଦ୍ର ଦର୍ଶନ ପରେ ବିପୁଳ ଉତ୍ସାହ ଉଦ୍ଦିପନା ମଧ୍ୟରେ ପବିତ୍ର ଇଦ୍ ପର୍ବ ପାଳିତ ହୋଇଯାଇଛି। ଦୀର୍ଘ ୧ ମାସ ଧରି ନିଷ୍ଠାର ସହ ଘୋର ତପସ୍ୟା ପରେ ଈଦ ପର୍ବର ଶୁଭ ଅବସର ମିଳିଥାଏ। ବିଗତ ଦୁଇ ବର୍ଷ ଧରି କୋରୋନା…