Browsing Category
ଜିଲ୍ଲା ଖବର
ପଙ୍ଗାତିରା-ଗଡ଼ପଳାଶୁଣି ରାସ୍ତା ପାଲଟିଛି ମରଣାଯନ୍ତା
କଙ୍କଡାହାଡ଼ : କଙ୍କଡାହାଡ଼ ବ୍ଲକ ପଙ୍ଗାତିରା-ଗଡ଼ପଳାଶୁଣି ରାସ୍ତା ରେ ବର୍ଷା ଦିନରେ ଯାତାୟାତ କରିବା ସମ୍ଭବ ହୁଏ ନାହିଁ ।ଏହି ରାସ୍ତାରେ ଅନେକ ଜାଗାରେ ଖାଲ ଖମା ହେଇଥିବାରୁ ବର୍ଷା ଦିନରେ ରାସ୍ତା ମଝିରେ ପାଣି ଭର୍ତ୍ତି ହେଇ ଯାଉଥିବାରୁ ଅନେକ ସମୟରେ ଦୁର୍ଘଟଣା ଘଟୁଥାଏ ।
ରାସ୍ତାଟି…
ନାଗିଆପଶି ଗ୍ରାମ୍ୟ ପାନୀୟ ଜଳ ପ୍ରକଳ୍ପ ସଚଳ କରିବାକୁ ଦାବି
ଢେଙ୍କାନାଳ : ଢେଙ୍କାନାଳ ସଦର ବ୍ଲକ ଅନ୍ତର୍ଗତ ନାଗିଆପଶି ଗ୍ରାମରେ ଗ୍ରାମ୍ୟ ପାନୀୟ ଜଳ ଯୋଗାଣ ପ୍ରକଳ୍ପ ଅଚଳ ହୋଇପଡିଛି । ଏହି ପ୍ରକଳ୍ପଟି ଦୀର୍ଘଦିନରୁ ନିର୍ମାଣ କାର୍ଯ୍ୟ ଶେଷ ହୋଇଥିଲେ ମଧ୍ୟ ଆରମ୍ଭରୁ ଏକପ୍ରକାର ଅଚଳ ଅବସ୍ଥାରେ ରହିଛି । ଗ୍ରାମର ୫ହଜାରରୁ ଅଧିକ ଲୋକ ବାସବାସ କରୁଥିଲେ…
ଦୁଇ ମାସରେ ଉଠିଗଲା କଙ୍କ୍ରିଟ୍, ନିମ୍ନମାନର କାମ ହୋଇଥିବା ଅଭିଯୋଗ ଆଣିଲେ ଗ୍ରାମବାସୀ
କାମାକ୍ଷାନଗର : ଭୁବନ ବ୍ଲକ ଅନ୍ତର୍ଗତ 53 ନମ୍ବର ଜାତୀୟ ରାଜପଥ ଗୋଡା ଛକ ଠାରୁ ଯାଜପୁର ଜିଲ୍ଲା କୁ ସଂଯୋଗ କରୁଥିବା ଗ୍ରାମ୍ଯଉନ୍ନୟନ ରାସ୍ତାର ଓଡିଶ ଗ୍ରାମର ମହନ୍ତ ସାହି ଠାରୁ ବଡ଼ କାଠିଆ ପର୍ଯ୍ୟନ୍ତ ରାସ୍ତା ନିର୍ମାଣ ହେବାର ଦୁଇ ମାସ ନପୁରୁଣୁ କଙ୍କ୍ରିଟ୍ ଉଠିଥିବା ନେଇ ଦେଖିବାକୁ…
ମହିଳା ଗୋଷ୍ଠୀ ପରିବର୍ତ୍ତେ ସମବାୟ ସମିତି ମାଧ୍ୟମରେ ଧାନ ମଣ୍ଡି ଏବଂ ସଠିକ ପଞ୍ଜିକରଣ ଦାବି
ଢେଙ୍କାନାଳ : ସେବା ସମବାୟ ସମିତି ମାଧ୍ୟମରେ ଧାନ ମଣ୍ଡି ଏବଂ ଚାଷୀ ମାନଙ୍କର ସଠିକ ପଞ୍ଜିକରଣ କରିବାପାଇଁ କାନ୍ତିଓ-ପୁଟସାହି ଗ୍ରାମପଞ୍ଚାୟତର ଚାଷୀ ମାନେ ଜିଲ୍ଲପାଳଙ୍କୁ ଭେଟି ଏକ ଦାବିପତ୍ର ପ୍ରଦାନ କରିଛନ୍ତି l ଗତ ବର୍ଷ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ମାନଙ୍କ ଅସାବଧାନତା,…
ଡେଙ୍ଗୁ ମାସ ପାଳନ ଓ ମ୍ୟାଲେରିଆ ନିରାକରଣ ବୈଠକ
ଢେଙ୍କାନାଳ : ଡେଙ୍ଗୁ ମାସ ପାଳନ, ଦୁର୍ଗମ ଅଂଚଳରେ ମ୍ୟାଲେରିଆ ନିରାକରଣ(ଦମନ) କାର୍ଯ୍ୟକ୍ରମ ଅବସରରେ ଜିଲ୍ଲା ସଦ୍ଭାବନା ସଭାଗୃହରେ ଜିଲ୍ଲାପାଳ ସରୋଜ କୁମାର ସେଠୀଙ୍କ ଅଧ୍ୟକ୍ଷତାରେ ଆନ୍ତଃ ସମନ୍ୱୟ ବୈଠକ ଅନୁଷ୍ଠିତ ହୋଇଯାଇଛି । ବ୍ଲକ ଓ ମୋ ପଂଚାୟତ କାର୍ଯ୍ୟକ୍ରମରେ ମ୍ୟାଲେରିଆ, ଡେଙ୍ଗୁର…
ସାଂସଦ ମହେଶ ସାହୁ ଙ୍କ ଦ୍ୱାରା ସେବାୟତ ସମ୍ବର୍ଦ୍ଧିତ
ଭୁବନ : ଚଳିତ ବର୍ଷ ଭୁବନରେ ରଥଯାତ୍ରା ଓ ବାହୁଡା ଯାତ୍ରା ଅତ୍ୟନ୍ତ ଶୃଙ୍ଖଳିତ ଭାବେ ସଂପନ୍ନ ହୋଇଥିବାରୁ ବରିଷ୍ଠ ସେବାୟତ ଙ୍କ ସମେତ ସଂକୀର୍ତନ ମଣ୍ଡଳୀ କର୍ମକର୍ତା ଓ ବିଶିଷ୍ଟ ବ୍ୟକ୍ତିଙ୍କୁ ପ୍ରଥମ ଥର ପାଇଁ ସମ୍ବର୍ଦ୍ଧିତ କରାଯାଇଥିଲା ।
ସାଂସଦ ମହେଶ ସାହୁ ପ୍ରଥମେ ମହାପ୍ରଭୁ ଜଗନ୍ନାଥ…
ରତ୍ନ ବେଦୀକୁ ଫେରିଲେ ଚତୁର୍ଦ୍ଧାମୂର୍ତୀ
ଭୁବନ: ଭୁବନର ତୃତୀୟାଜୀୟୁ ଦେବ ମହାପ୍ରଭୁ ଜଗନ୍ନାଥ , ବଡଠାକୁର ବଳଭଦ୍ର, ଦେବୀ ସୁଭଦ୍ରା ଆଜି ସଂଧ୍ୟାରେ ରତ୍ନ ବେଦୀକୁ ଫେରିଛନ୍ତି । ନବଦିନାତ୍ମକ ଯାତ୍ରା ଶେଷ କରି ମହାପ୍ରଭୁ ଜଗନ୍ନାଥ ରଥ ଉପରେ ସୁନାବେଶ ଓ ଅଧରପଣା ସଂପନ୍ନ କରି ଅପରାହ୍ନରେ ସେବାୟତ ମାନଙ୍କ ଦ୍ୱାରା ପହଣ୍ଡି ହୋଇ ରତ୍ନ…
ଗୁରୁମା ଉଷାରାଣୀ ଦାସଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା
ଢେଙ୍କାନାଳ: ଗୁରୁପୂର୍ଣ୍ଣିମା ଦିବସ ଅବସରରେ ଶ୍ରୀ ଗୁରୁପୂଜନ ଉତ୍ସବ ସହିତ ବିଦ୍ୟାଳୟର ୩୬ତମ ସ୍ୱନକ୍ଷତ୍ର ଦିବସ ମହାସମାରୋହରେ ସୁନ୍ଦରୀଖାଲସ୍ଥିତ ବିଦ୍ୟାଳୟରେ ପାଳିତ ହୋଇଯାଇଛି । ଏହି ଉତ୍ସବରେ ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘର ଜିଲ୍ଲା ପ୍ରଚାରକ ବାସୁଦେବ ସାହୁ, ମୁଖ୍ୟବକ୍ତା ଭାବେ ସଂଘର…
ଗୁରୁ ପୂର୍ଣ୍ଣିମା ଉପଲକ୍ଷେ ଭଜନ ପରିବେଷଣ
ଢେଙ୍କାନାଳ: ଆନନ୍ଦ ବଜାର ସ୍ଥିତ ଶନିଶ୍ଚ ର ଦେବଙ୍କ ମନ୍ଦିର ପରିସରରେ ଥିବା ସିରିଡ଼ି ସାଇ ବାବାଙ୍କର ଗୁରୁ ପୂର୍ଣ୍ଣିମା ଉତ୍ସବ ଉପଲକ୍ଷେ ଭକ୍ତି ଆରାଧନା ପକ୍ଷରୁ ଭଜନ ପରିବେଷଣ ହୋଇଥିଲା ।
ଏହି ମଞ୍ଚକୁ ପରିଚାଳନା କରିଥିଲେ ପ୍ରଦିପ କୁମାର ଓ ତାଙ୍କ କଣ୍ଠରୁ ଓମ୍ ସାଇ ରାମ ଭଜନ ପରିବେଷଣ…
ସାଇ ସାଗର ଧାମରେ ଗୁରୁ ପୂର୍ଣ୍ଣିମା ପର୍ବ ପାଳିତ
ଢେଙ୍କାନାଳ: ଆନନ୍ଦ ବଜାର ସ୍ଥିତ ଶନିଶ୍ଚର ଦେବଙ୍କ ମନ୍ଦିର ପରିସର ପାର୍ଶ୍ଵରେ ଥିବା ଶୀ ଶ୍ରୀ ଶିରିଡି ସାଇ ବାବାଙ୍କର ଗୁରୁ ପୂର୍ଣ୍ଣିମା ଉତ୍ସବ ପାଳିତ ହୋଇଯାଇଛି ।
ପ୍ରାତଃ ରୁ କାକ ଆଳତୀ ଠାକୁରଙ୍କର ସ୍ନାନ ନୂତନ ବତ୍ସ ଫୁଲ ହାର ଦିପ ଧୂପ ଫଳ ମୂଳ ମିଠା ଭୋଗ ଲାଗି କରାଯାଇ ଥିଲା । ତାପରେ…