Take a fresh look at your lifestyle.
Browsing Category

ଜିଲ୍ଲା ଖବର

ବଜ୍ରପାତରେ ଯୁବକଙ୍କ ମୃତ୍ୟୁ

କଙ୍କଡାହାଡ଼(ଟୁକୁନ ବିଶ୍ୱାଳ):ପରଜଙ୍ଗ ଥାନା କୁଆଳୁ ଗ୍ରାମର ଅଘଟଣ ଘଟିଛି ।ବର୍ଷାରେ ହୋଇଥିବା ବଜ୍ରପାତରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି । ମୃତକ ଜଣକ ହେଲେ କୁଆଳୁ ଗ୍ରାମର ବିଭୁତି ନାଏକ(୪୫) । ସୂଚନା ଅନୁସାରେ ବିଭୁତି ଜମିରେ କାମ କରୁଥିଲା ବେଳେ ହଠାତ ବଜ୍ରପାତ ରେ ଟଳି ପଡ଼ିଥିଲେ ।…

ଦ୍ରୌପଦୀ ମୁର୍ମୁଙ୍କ ବିଜୟରେ ବାଘମୁଣ୍ଡାରେ ଉତ୍ସବ

କଙ୍କଡାହାଡ଼(ଟୁକୁନ ବିଶ୍ୱାଳ):ମହାମହିମ ରାଷ୍ଟ୍ରପତି ଭାବରେ ଦ୍ରୌପଦୀ ମୁର୍ମୁ ବିପୁଳ ଭୋଟରେ ବିଜୟ ଲାଭ କରିଥିବାରୁ କଙ୍କଡାହାଡ଼ ବ୍ଲକ କୁଟୁରିଆ ପଂଚାୟତ ବାଘମୁଣ୍ଡା ଗ୍ରାମ ହନୁମାନ ଯାତ୍ରା ପଡିଆ ଠାରେ ବିଜୟ ଉତ୍ସବ ପାଳନ ହୋଇଥିଲା । ପ୍ରଥମ ଆଦିବାସୀ ମହିଳା ହେବା ସହିତ ଜଣେ ଓଡ଼ିଆ ଭାବରେ…

ପୁନମ ସେଠ ଭୁବନ କୋର୍ଟରେ ନୂତନ ଜେଏମଏଫସି ଭାବେ ଯୋଗଦେଲେ

ଭୁବନ : ଭୁବନ କୋର୍ଟରେ ନୂତନ ଜେଏମଏଫସି ତଥା ସିଭିଲ ଜଜ ଭାବେ ପୁନମ ସେଠ ଆଜି କାର୍ଯ୍ୟରେ ଯୋଗ ଦେଇଛନ୍ତି । ଭୁବନ ଓକିଲ ସଂଘ ତରଫରୁ ନୂତନ ଜେଏମଏଫସି ଙ୍କୁ ବିପୁଳ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା । ଓକିଲ ସଂଘ ସଭାପତି ଅଜୟ କୁମାର ଥାଟୋଇ ,ସଂପାଦକ କୋଦଣ୍ଡଧର ନାୟକ , ପ୍ରତିଷ୍ଠାତା…

ନାମକୁ ମାତ୍ର ସ୍ମାର୍ଟ ସ୍କୁଲ ! ବିଦ୍ୟାଳୟରେ ତାଲା ପକାଯିବା ପରେ ୨ ଜଣ ଶିକ୍ଷକ ନିଯୁକ୍ତି ହେଲେ

ଭୁବନ: ଭୁବନ ବ୍ଲକ ଅନ୍ତର୍ଗତ ବାଲିବୋ ସରକାରୀ ଉଚ୍ଚ ବିଦ୍ୟାଳୟରେ ଶିକ୍ଷକ ଅଭାବ କୁ ନେଇ ଅଭିଭାବକ ମାନେ ଆଜି ସ୍କୁଲ ଗେଟରେ ତାଲା ପକାଇ ଦେଇଥିଲେ । ଛାତ୍ରଛାତ୍ରୀ ଓ ଅଭିଭାବକ ମାନେ ସ୍କୁଲ ଗେଟ ସମ୍ମୁଖରେ ଦୀର୍ଘ ସମୟ ଧାରଣାରେ ବସି ଶିକ୍ଷକ ନିଯୁକ୍ତି ପାଇଁ ଦାବି କରିଥିଲେ । ୧୯୭୪ ମସିହାରେ…

ଫରେଷ୍ଟ ଗାର୍ଡଙ୍କ ମନମୁଖୀ କାମ ନେଇ ଜିଲ୍ଲାପାଳଙ୍କ ନିକଟରେ ଲିଖିତ ଅଭିଯୋଗ

ଢେଙ୍କାନାଳ : ଢେଙ୍କାନାଳ ସଦର ରେଞ୍ଜ ଅନ୍ତର୍ଗତ କାଣ୍ଡବିନ୍ଧା ଗ୍ରାମପଞ୍ଚାୟତର ତାମଣ୍ଡା ଗ୍ରାମରେ ବନ ବିଭାଗ ପକ୍ଷରୁ ପରିଚାଳିତ ବନସୁରକ୍ଷା ସମିତିର ସଂପାଦକ ତଥା ଫରେଷ୍ଟଗାର୍ଡଙ୍କ ବିରୋଧରେ ଗ୍ରାମବାସୀମାନେ ଜିଲ୍ଲାପାଳଙ୍କ ନିକଟରେ ଅର୍ଥ ହେରଫେର୍ ନେଇ ଅଭିଯୋଗ ଆଣିଛନ୍ତି । ବନବିଭାଗ…

ଭୁବନ ଯୁବ, ଛାତ୍ର ବିଜେଡି ତରଫରୁ ବୃକ୍ଷରୋପଣ

ଭୁବନ : ବିଜୁ ଜନତା ଦଳର ୨୫ ବର୍ଷ ପୂର୍ତି (ରୌପ୍ୟ ଜୟନ୍ତୀ ବର୍ଷ) ଉପଲକ୍ଷେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ନିଦେ୍ର୍ଧଶ କ୍ରମେ ଦଳ ତରଫରୁ ସାରା ଓଡିଶାରେ ବିଭିନ୍ନ ଲୋକାଭିମୁଖୀ ତଥା ଜନକଲ୍ୟାଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଅଛି । ଏହି କ୍ରମରେ ଭୁବନ ବିଜୁ ଯୁବ ଓ ଛାତ୍ର…

ବ୍ୟକ୍ତିଗତ ସ୍ବଚ୍ଛତା, ସ୍ୱାସ୍ଥ୍ୟ ସୁରକ୍ଷା ଉପରେ ସଚେତନତା ଶିବିର

ଢେଙ୍କାନାଳ: ଢେଙ୍କାନାଳ ସଦର  ବ୍ଲକ  ଧୀରପଟଣା ଗ୍ରାମପଞ୍ଚାୟତ ଅନ୍ତର୍ଗତ ଚଷାପଡା ଗ୍ରାମରେ ଢେଙ୍କାନାଳ ଜନ ଶିକ୍ଷଣ ସଂସ୍ଥାନ ତରଫରୁ  କୋଭିଡ-୧୯ ର ୪ର୍ଥ ଲହର ପାଇଁ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ଧୀରପଟଣା ଗ୍ରାମପଞ୍ଚାୟତର ସରପଞ୍ଚ ପ୍ରତାପ କୁମାର…

ବିଶ୍ଵ ସାପ ଦିବସ ପାଳିତ

ଢେଙ୍କାନାଳ: ଗଣେଶ ବଜାର ସ୍ଥିତ ଗୋପବନ୍ଧୁ ଟାଉନ ହଲଠାରେ ଜିଲ୍ଲା ର ଜିବ ଜନ୍ତୁ ର କଲ୍ୟାଣ ଓ ଥାଇ ଥାନ ସଂଗଠନ(ଆୱ । ଡ) ପକ୍ଷରୁ ବିଶ୍ଵ ସାପ ଦିବସ ପାଳିତ ହୋଇ ଯାଇଛି । ଅତିଥି ମାନଙ୍କୁ ପରିଚୟ ପ୍ରଦାନ କରାଯାଇ ଫୁଲ ତୋଡ଼ା ପ୍ରଦାନ କରାଯାଇଥିଲା ଓ ପରେ ଦିପ ପ୍ରଜ୍ବଳନ କରି ଉଦ୍ ଘାଟନ…

ଅଧାରେ ଅଟକିଲା ଶହ ଶହ ଗାଡି

ଢେଙ୍କାନାଳ : ଢେଙ୍କାନାଳ -କପିଳାସ ମୁଖ୍ୟ ରାସ୍ତାର କାଇମାଟି ଠାରେ ଥବା ଅଜୟ କିଶାନ ସେବା କେନ୍ଦ୍ର ପେଟ୍ରୋଲ ପମ୍ପରେ ଅପମିଶ୍ରଣ ଯୋଗୁ ଶନିବାର ଶହ ଶହ ଗାଡି ଅଧାରେ ଅଟକିଛି , ଫଳରେ ଚାଳକ ଅସୁବିଧାରେ ସମ୍ମୁଖିନ ହୋଇଛନ୍ତି । ଗାଡି ରେ ତେଲ ପକାଇ କିଛି ବାଟ ଗଲା ପରେ ଗାଡିରୁ କଳାଧୁଆଁ…

ବାଜିରାଉତ ସ୍ମୃତି ମହାବିଦ୍ୟାଳୟରେ ବନ ମହୋତ୍ସବ ସପ୍ତାହ ପାଳିତ

ଭୁବନ : ଭୁବନ ବାଜି ରାଉତ ମହାବିଦ୍ୟାଳୟରେ ମୋ କଲେଜ ୟୁନିଟ ଓ ଇକୋ କ୍ଲବ ତରଫରୁ ବନ ମହୋତ୍ସବ ସପ୍ତାହ ପାଳିତ ହୋଇଯାଇଛି । ‘ମୋ କଲେଜ’ ସଂଯୋଜକ ଅଧ୍ୟାପକ ପ୍ରଭାତ ଜେନାଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ଅଧ୍ୟକ୍ଷ ଅଜିତ କୁମାର ବେହେରା ମୁଖ୍ୟ ଅତିଥି…