Take a fresh look at your lifestyle.
Browsing Category

ଜିଲ୍ଲା ଖବର

ବିଟ୍ ରେ ଶତ ପ୍ରତିଶତ ସଫଳତା

ଢେଙ୍କାନାଳ: ଢେଙ୍କାନାଳ କୁଞ୍ଜକାନ୍ତସ୍ଥିତ ବିଟ ଯୁକ୍ତ ଦୁଇ ବିଜ୍ଞାନ ମହାବିଦ୍ୟାଳୟ ରେ ଚଳିତ ବର୍ଷ ଶତ ପ୍ରତିଶତ ଫଳାଫଳ ହୋଇଛି । ମହାରବିଦ୍ୟାଳୟ ର ପ୍ରତ୍ୟାଶା ସାମଲ ସର୍ବାଧିକ ୫୩୭ ନମ୍ବର ରଖି କଲେଜ ଟପର ହୋଇଛନ୍ତି ସେ ପଦାର୍ଥ ବିଜ୍ଞାନରେ ୯୯% ମାର୍କ ରଖି ରେକର୍ଡ ସୃଷ୍ଟି କରିଛନ୍ତି ।…

ମାର୍ଥାପୁରରେ ପାନୀୟ ଜଳ ଯୋଗାଣ ଅବ୍ୟବସ୍ଥା

କାମାକ୍ଷାନଗର (ରାଜ କିଶୋର ରାଉତ): ଭୁବନ ବ୍ଲକ ଅନ୍ତର୍ଗତ ମାର୍ଥାପୁର ପଞ୍ଚାୟତ ରେ ପାନୀୟଜଳ ଯୋଗାଣ ରେ ଅବ୍ଯବସ୍ଥା ଦେଖିବାକୁ ମିଳୁଛି I ଜିଲ୍ଳା ପ୍ରଶାସନ ପକ୍ଷରୁ ଘରେ ଘରେ ବିଶୁଦ୍ଧ ପାନୀୟ ଜଳ ସଠିକ୍ ଭାବରେ ପହଁଞ୍ଚିବା ପାଇଁ ବିଭିନ୍ନ ପ୍ରକାରର ପଦକ୍ଷେପ ଗ୍ରହଣ କରୁଥିବା ବେଳେ ପଞ୍ଚାୟତ…

ମଠକରଗୋଳା ମହାବିଦ୍ୟାଳୟରେ +୨ ବିଜ୍ଞାନ ଓ ବାଣିଜ୍ୟରେ ଶତ ପ୍ରତିଶତ ଫଳାଫଳ

କାମାକ୍ଷାନଗର(ରାଜ କିଶୋର ରାଉତ):  +୨ ମାଧ୍ୟମିକ ଶିକ୍ଷା ପରିଷଦ,ଓଡ଼ିଶା ଦ୍ଵାରା ପରିଚାଳିତ ଚଳିତବର୍ଷ ବିଜ୍ଞାନ ଓ ବାଣିଜ୍ୟ ବିଭାଗରେ ମଠକରଗୋଳା ମହାବିଦ୍ୟାଳୟର ଛାତ୍ରଛାତ୍ରୀ ମାନେ ଶତ ପ୍ରତିଶତ ଫଳାଫଳ ପ୍ରାପ୍ତ ହେବାର ଏକ ବିରଳ ରେକର୍ଡ ସ୍ଥାପନା କରିଛନ୍ତି । +୨ ବିଜ୍ଞାନରେ ୧୦୬…

ବିଦ୍ୟୁତ ଆଘାତରେ ମହିଳା ମୃତ

ଭୁବନ: ବିଦ୍ୟୁତ ଆଘାତରେ ଜଣେ ମହିଳାଙ୍କ ର ମୃତ୍ୟୁ ହୋଇଥିବା ଜଣାପଡିଛି । ପ୍ରାପ୍ତ ଖବରରୁ ପ୍ରକାଶ ଯେ , ମଙ୍ଗଳବାର ୧୧ ଘଟିକା ସମୟରେ ଭୁବନ ଏନଏସି ଅନ୍ତର୍ଗତ ୧ ନମ୍ବର ୱାର୍ଡ ସିନେମା ହଲ ନିକଟସ୍ଥ ଧନେଶ୍ୱର ନାୟକ ଙ୍କ ପନôୀ ସସ୍ମିତା (୨୮) ଘରେ କେହି ନଥିବା ସମୟରେ ପ୍ଲଗ ପଏଣ୍ଟ ରୁ…

ଜିଲ୍ଲାପାଳ ଙ୍କ ଜନଶୁଣାଣି ଶିବିରରେ ୫୯ ଟି ଅଭିଯୋଗ ର ସମାଧାନ

ଭୁବନ :ଭୁବନ ପଂଚାୟତ ସମିତି ସଭାଗୃହଠାରେ ଆଜି ଜିଲ୍ଲାପାଳ ଙ୍କ ମିଳିତ ଜନଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି । ୬୨ ଟି ବ୍ୟକ୍ତିଗତ (ବାର୍ଦ୍ଧକ୍ୟ/ବିଧବା ଭତା,ରାସନ କାର୍ଡ,ଆବାସ ଯେଜନା ଗୃହ) ,୪ ଟି ସାମୁହିକ ସମସ୍ୟା ଓ ୬ ଟି ଚିକିସôା ସହାୟତା ସମୁଦାୟ ୭୨ ଟି ଅଭିଯୋଗ ମଧ୍ୟରୁ ୫୯ ଟି…

ହତ୍ୟାକାରୀ ଜ୍ବାଇଁ ଗିରଫ ହେଇ କୋର୍ଟ ଚାଲାଣ

କଙ୍କଡାହାଡ଼(ଟୁକୁନ ବିଶ୍ୱାଳ):କଙ୍କଡାହାଡ଼ ବ୍ଲକ ମହାବିରୋଡ଼ ଫାଣ୍ଡି ପଙ୍ଗାତିରା ପଞ୍ଚାୟତ ଗୁଡି ସାହିରେ ଗତକାଲି ସାମାନ୍ୟ ବଚସାକୁ ନେଇ ଜ୍ୱାଇଁ ର ଟାଙ୍ଗିଆ ଚୋଟରେ ଶଶୁର ମୃତ୍ୟୁ ହୋଇଯାଇଛି । ମୃତ୍ୟୁ ଶଶୁର ଗୁଡି ସାହିର ପର୍ଶୁରାମ ବାରିକ(୬୦) । ଏ ସଂକ୍ରାନ୍ତରେ ମୃତ ପର୍ଶୁରାମ ବାରିକଙ୍କ…

ଗାଡି ଧକ୍କାରେ ନାବାଳିକାର ମୃତ୍ୟୁ: କ୍ଷତିପୂରଣ ଦାବିରେ ମଣିପୁର ଠାରେ ରାସ୍ତାରୋକ

ଭୁବନ : ଭୁବନ - ଢେଙ୍କାନାଳ ପୂର୍ତ ବିଭାଗ ରାସ୍ତାର ମଣିପୁର ଛକ ଠାରେ ଗତ ଗୁରୁବାରସକାଳେକାର ଧକ୍କାରେ ଗୁରୁତର ହୋଇଥିବା ନାବାଳିକାର ଆଜିମୃତ୍ୟୁ ହୋଇଯାଇଥିଲା । କ୍ଷତିପୂରଣ ଦାବିରେ ଅପରାହ୍ନ ୫ ଘଟିକା ସମୟରୁ ଗ୍ରାମବାସୀ ଟାୟାର ଜାଳି ରାସ୍ତାରୋକ କରିଛନ୍ତି । ପ୍ରାପ୍ତ ଖବରରୁ ପ୍ରକାଶ ଯେ…

ଯୁବକଙ୍କ ଅକାଳ ବିୟୋଗ

କଙ୍କଡାହାଡ଼(ଟୁକୁନ ବିଶ୍ୱାଳ):କଙ୍କଡାହାଡ଼ ବ୍ଲକ ଝିଲ୍ଲୀ ଗ୍ରାମର ନରେଶ ବେହେରା(୩୨) ଙ୍କ ଦେହ ଅସୁସ୍ଥତା ହେବାରୁ ତାଳଚେର କ୍ରିଷ୍ନା କ୍ଲିନିଙ୍ଗ କୁ ଗତକାଲି ରାତି ୯ ଟା ବେଳେ ଚିକିତ୍ସା ପାଇଁ ନିଆ ଯାଇଥିଲା ବେଳେ ଅଧିକ ଗୁରୁତର ହେବାରୁ ଅନୁଗୁଳ ସରକାରୀ ଡାକ୍ତରଖାନାକୁ ଚିକିତ୍ସା କରିବା…

ମହିଳାଙ୍କ ପରଲୋକ

କଙ୍କଡାହାଡ଼(ଟୁକୁନ ବିଶ୍ୱାଳ):କଙ୍କଡାହାଡ଼ ବ୍ଲକ କରଗୋଳା ପଞ୍ଚାୟତ ଡ଼ଙ୍ଗାପାଳ ଗ୍ରାମର ଶାନ୍ତିଲତା ନାଏକ(୫୫) ଙ୍କ ଆଜି ସନ୍ଧ୍ୟା ୪ ଟା ବେଳେ ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପରଲୋକ ଘଟିଛି । ସେ ସ୍ବାସ୍ ରୋଗରେ ପୀଡିତ ଥିଲେ ଗତ ବୁଧବାର ଦିନ ପରିବାର ଲୋକେ ତାଙ୍କୁ ଢେଙ୍କାନାଳ…

ଶ୍ରମିକ ଭାବେ କାମ କରିବାକୁ ଯାଇ ଯୁବକ ନିଖୋଜ, ଥାନାର ଦ୍ୱାରସ୍ତ ହେଲେ ମା

କଙ୍କଡାହାଡ଼(ଟୁକୁନ ବିଶ୍ୱାଳ):ପରଜଙ୍ଗ ଥାନା ନୂଆଁ ରୋଡ଼ ଗ୍ରାମର କମଳା ନାଏକ ଙ୍କ ପୁଅ ଦୀପକ ନାଏକ(୨୮) ଶ୍ରମିକ ଭାବେ କାମ କରିବା ପାଇଁ ହରିୟାନା ରାଜ୍ୟ କୁ ଯାଇଥିଲା । ମା କମଳା ପରଜଙ୍ଗ ଥାନା ରେ ଲିଖିତ ଅଭିଯୋଗ କରିଛନ୍ତି ତାଙ୍କ ପୁଅ ଦୀର୍ଘ ୯ ମାସ ହେଲାଣି ହରିୟାନା ରାଜ୍ୟର କର୍ନେଲ…