Take a fresh look at your lifestyle.
Browsing Category

ଜିଲ୍ଲା ଖବର

କେନାଲରେ ବୁଡି ମହିଳା ମୃତ୍ୟୁ: ଅପମୃତ ମାମଲା ରୁଜୁ

କଙ୍କଡାହାଡ଼(ଟୁକୁନ ବିଶ୍ୱାଳ):କେନାଲରେ ବୁଡି ମହିଳାଙ୍କର ମୃତ୍ୟୁ ହୋଇଛି ।ମୃତ ମହିଳା ଜଣକ ହେଲେ କଙ୍କଡାହାଡ଼ ଥାନା କରଗୋଳା ପଞ୍ଚାୟତ ବୁଢ଼ୀବିଲ ଗ୍ରାମର ସୁଶିଳା ମହାନ୍ତ(୪୫) ।ଗତକାଲି ସନ୍ଧ୍ୟା ୬ ଟା ବେଳେ କେନାଲ କୁ ଗାଧେଇ ବାକୁ ଯାଇଥିବା ବେଳେ କେନାଲ ପାଣି ଛାଡିବାରୁ ଗୋଡ଼ ଖସିଯାଇ…

ମାର୍ଥାପୁର ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ପକ୍ଷରୁ ଅମୃତ ମହୋତ୍ସବ

କାମାକ୍ଷାନଗର( ରାଜ କିଶୋର ରାଉତ): ସ୍ୱାଧୀନତା ର 75 ବର୍ଷ ପୂର୍ତ୍ତୀ ଅବସରରେ ଦେଶର ବିଭିନ୍ନ ସ୍ଥାନରେ ଅମୃତ ମହୋତ୍ସବ ପାଳନ କରାଯାଉଛି I ଏହି ଅବସରରେ ଭୁବନ ବ୍ଲକ ମାର୍ଥାପୁର ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ତରଫରୁ ବିଭିନ୍ନ ପ୍ରକାର କାର୍ଯ୍ୟକ୍ରମ କରାଯାଉଛି I ବିଦ୍ୟଳୟ ର ପ୍ରଧାନ…

ମଠକରଗୋଳା ମହାବିଦ୍ୟାଳୟରେ “ହର ଘର ତ୍ରିରଙ୍ଗା ” ସଚେତନତା କାର୍ଯକ୍ରମ

କାମାକ୍ଷାନଗର( ରାଜ କିଶୋର ରାଉତ): ସ୍ବାଧିନତାର ୭୫ ବର୍ଷ ପୂର୍ତ୍ତି ଅବସରରେ ମଠକରଗୋଳା ମହାବିଦ୍ୟାଳୟର ସମ୍ମିଳନୀ କକ୍ଷରେ ଭାରତ ସରକାରଙ୍କ ନିର୍ଦ୍ଦେଶିତ"ହର୍ ଘର୍ ତିରଙ୍ଗା" କାର୍ଯକ୍ରମ ଉପଲକ୍ଷେ ଏକ ସଚେତନତା କାର୍ଯକ୍ରମ ଓ ସଭା ଅନୁଷ୍ଠିତ ହୋଇଯାଇଛି । ଉକ୍ତ ସଭାକୁ ଅନୁଷ୍ଠାନର ଅଧ୍ୟକ୍ଷ…

ଲଗାଣ ବର୍ଷାରେ କାନ୍ଥପଡି ମହିଳା ମୃତ

ଢେଙ୍କାନାଳ : ଗତ କିଛିଦିନ ଧରି ଲାଗି ରହିଥିବା ଲଗାଣ ବର୍ଷାରେ ଏକ କଚାଘରର କାନ୍ଥ ବୁଶୁଡି ପଡିବାରୁ ଜଣେ ମହିଳାଙ୍କର ମୃତ୍ୟୁ ଘଟିଛି । ମୃତ ମହିଳା ଜଣକ ହେଉଛନ୍ତି ଶଙ୍କରପୁର ପଂଚାୟତ ଅନ୍ତର୍ଗତ ପାମାଳା ଗ୍ରାମର ହୃଷିକେଶ ଜେନାଙ୍କ ସ୍ତ୍ରୀ ଭାରତୀ ଜେନା ବୋଲି ଜଣାପଡିଛି । ପ୍ରକାଶ ଯେ, ସଦର…

ଝାମୁଯାତ୍ରାରେ  ନାବାଳିକା କୁ କମେଣ୍ଟ ମରାକୁ ନେଇ ହତ୍ୟାକାଣ୍ଡ ଘଟଣା:ଅଭିଯୁକ୍ତକୁ ୭ବର୍ଷ ସଶ୍ରମ କାରାଦଣ୍ଡାଦେଶ…

ଢେଙ୍କାନାଳ  : ଢେଙ୍କାନାଳ ସଦର ଥାନା ଅନ୍ତର୍ଗତ କଦମପାଳ ମଙ୍ଗଳା ମନ୍ଦିରରେ ୨୦୧୫ମସିହା ଏପ୍ରିଲ ୧୪ତାରିଖ, ଝାମୁଯାତ୍ରାରେ ଜଣେ ନାବାଳିକାକୁ କମେଟମରା ଓ ଯୁକ୍ତତର୍କ ପରେ କଟୁରୀରେ ହାଣି ହତ୍ୟା ମାମଲାର ବିଚାର କରି ମାନ୍ୟବର ଆଡହକ୍ ଆଡିସିନାଲ୍ ସେସନ ଜଜ୍ ମୁଖ୍ୟ ଅଭିଯୁକ୍ତକୁ ୭ବର୍ଷ ସଶ୍ରମ…

ଯମ ଯନ୍ତ୍ରଣା ଦେଉଛି କାଦୁଅ ରାସ୍ତା, ପ୍ରଶାସନ ର ପଡୁନି ନଜର

କାମାକ୍ଷାନଗର(ରାଜ କିଶୋର ରାଉତ): ଭୁବନ ବ୍ଲକ ଅନ୍ତର୍ଗତ ବାରୁଆଁ (ଖ) ଗ୍ରାମ ପଞ୍ଚ।ୟତର ମଠ ଖୋକଶା ଗ୍ରାମକୁ ଡମଶାଳ କେନାଲ ଠାରୁ ଉକ୍ତ ଗ୍ରାମକୁ ସଂଯୋଗ କରୁଥିବା ରାସ୍ତା ଏବେ ଶୋଚନୀୟ ହୋଇପଡ଼ିଛି I ଖୋକଶା ଗ୍ରାମରେ ପାଖା ପାଖି ସହେରୁ ଉର୍ଦ୍ଧ ପରିବାର ବସବାସ କରୁଥିବା ବେଳେ ମେଡିକାଲ୍,…

+୨ କଳା ଏବଂ ଧନ୍ଦାମୂଳକ ଶିକ୍ଷାରେ ମଠକରଗୋଳା ମହାବିଦ୍ୟାଳୟର ସଫଳତା

କାମାକ୍ଷାନଗର(ରାଜ କିଶୋର ରାଉତ):ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ, ଓଡିଶା ଦ୍ୱାରା ପରିଚାଳିତ ବାର୍ଷିକ+୨କଳା ଏବଂ ଧନ୍ଦାମୂଳକ ଶିକ୍ଷାରେ ମଠକରଗୋଳା ମହାବିଦ୍ୟାଳୟର ପରୀକ୍ଷାର୍ଥୀମାନେ ଅଭୂତପୂର୍ବ ସଫଳତା ହାସଲ କରିଛନ୍ତି। କଳା ବିଭାଗରେ ମୋଟ୨୧୧ଜଣ ପରୀକ୍ଷାର୍ଥୀଙ୍କ ମଧ୍ୟରୁ୧୦୪ ଜଣ ପ୍ରଥମ…

କେନାଲରେ ବୁଡି ଚାଷୀ ମୃତ

ଭୁବନ: ଭୁବନ ଥାନା ଅନଳ ଗ୍ରାମର ଶ୍ରୀଧର ସେଠୀ ଙ୍କ ପୁତ୍ର ଅନ୍ତର୍ଯ୍ୟାମୀ ସେଠୀ (36) ଙ୍କ ମୃତ୍ୟୁ ହୋଇଛି I ସୂଚନା ଅନୁଯାୟୀ ଆଜି ଅପରାହ୍ନ ସମୟରେ ବାପା ପୁଅ ଦୁଇ ଜଣ ବିଲରେ ଚାଷ କାମ ସାରି ଗାଧୋଇବାକୁ ରେଙ୍ଗାଳି ମୁଖ୍ୟ କେନାଲ ଯାଇଥିଲେ I ଗାଧୋଇବା ପରେ ବାପା ଶ୍ରୀଧର ସେଠୀ ଉପରକୁ ଉଠି…

ସୁରପ୍ରତାପପୁର ସେବା ସମବାୟ ସମିତିରେ ବୈଠକ ଅନୁଷ୍ଠିତ

କାମାକ୍ଷାନଗର(ରାଜ କିଶୋର ରାଉତ): ଭୁବନ ବ୍ଲକ ଅନ୍ତର୍ଗତ ସୁରପ୍ରତାପପୁର ସେବା ସମବାୟ ସମିତିରେ ଆଜି ବୈଠକ ଅନୁଷ୍ଠିତ ହୋଇଯାଇଛ । ନବ ନିର୍ବାଚିତ ସେବା ସମବାୟ ସମିତିର ସଭାପତି ପୁଷ୍ପଲତା ରାଉତଙ୍କ ଅଧ୍ୟକ୍ଷତାରେ ଉପସଭାପତିଙ୍କ ସମେତ ପନ୍ଦର ଜଣ ନିର୍ଦେଶକ ଯୋଗଦେଇଥିଲେ । ଏହି ବୈଠକରେ…

ବିଦ୍ୟାଳୟ ପରିସରରେ ଅଚଳ ନଳକୂପ, ମରାମତି ଦାବୀ  

କାମାକ୍ଷାନଗର (ରାଜ କିଶୋର ରାଉତ): ଭୁବନ ବ୍ଲକ ବାରୁଆଁ (ଖ) ପଞ୍ଚାୟତ ଅଧିନସ୍ଥ  ମଠଖୋକସା ପ୍ରାଥମିକ ବିଦ୍ୟାଳୟ  ପରିସରରେ ଥିବା ନଳକୂପ ଅଚଳ ହୋଇପଡ଼ିଛି I ଆଜକୁ ଚାରିଦିନ ହେବ ଅଚଳ ହୋଇଥିବାରୁ ବିଦ୍ୟାଳୟ ରେ ରୋଷେଇ ଠୁ ଆରମ୍ଭ କରି ପିଲାମାନେ ପାଣି ମୁନ୍ଦେ ପିଇବା ପାଇଁ ସମସ୍ୟା ଦେଖା…