Take a fresh look at your lifestyle.
Browsing Category

ଜିଲ୍ଲା ଖବର

ରାଧାଦେଈପୁର ସରକାରୀ ଉଚ୍ଚବିଦ୍ୟାଳୟରେ ସ୍ବାଧୀନତା ଦିବସ ପାଳନ

ଢେଙ୍କାନାଳ: ସଦର ବ୍ଳକ୍ ଅନ୍ତର୍ଗତ ରାଧାଦେଈପୁର ସରକାରୀ ଉଚ୍ଚବିଦ୍ୟାଳୟରେ ଅଦ୍ୟ ତା୧୫ଅଗଷ୍ଟ୨୦୨୨ରିଖରେ ମହାସମାରୋହରେ ସ୍ଵାଧୀନତା ଦିବସ ପାଳିତ ହୋଇଅଛି। ଆଜାଦି କା ଅମୃତ ମହୋତ୍ସବ ସାରାଦେଶରେ ପାଳିତ ହେବା ସହ ହର ଘର ତ୍ରୀରଙ୍ଗା କାର୍ଯ୍ୟକ୍ରମ ଗତ ତା୧୩ରିଖରୁ ତା୧୫ରିଖ ଯାଏଁ ତିନି ଦିନ…

ଉପଖଣ୍ଡ ସାମ୍ବାଦିକ ସଙ୍ଘ ତରଫରୁ ସ୍ୱାଧୀନତା ଦିବସ ପାଳିତ

କାମାକ୍ଷାନଗର(ରାଜ କିଶୋର ରାଉତ): ପଲ୍ଲୀ ରୁ ଦିଲ୍ଲୀ ଆଜି ଦେଶ ପାଳୁଛି 76ତମ ସ୍ୱାଧୀନତା ଦିବସ l ଏହି ଅବସରରେ କାମାକ୍ଷାନଗର ଉପଖଣ୍ଡ ସାମ୍ବାଦିକ ସଙ୍ଘ କାର୍ଯ୍ୟାଳୟ ଠାରେ ସ୍ୱାଧୀନତା ଦିବସ ପାଳନ କରାଯାଇଛି l ଉପଖଣ୍ଡ ସାମ୍ବାଦିକ ସଙ୍ଘ ର ସଭାପତି ଶୁଭମୟ ନନ୍ଦ ଙ୍କ ଅଧକ୍ଷତା ରେ ମୁଖ୍ୟ…

ସଖୀ ୱାନ ଷ୍ଟପ ସେଣ୍ଟର ପରିସରରେ ସ୍ୱାଧିନତା ଦିବସ ପାଳନ

ଢେଙ୍କାନାଳ: ସଖୀ ୱାନ ଷ୍ଟପ ସେଣ୍ଟର ପରିସରରେ ୭୫ ବର୍ଷ ପୂର୍ତି ଅବସରରେ ସ୍ୱାଧିନତା ଦିବସ ପାଳନ ହୋଇଯାଇଛିା ଏହି ପବିତ୍ର ଦିବସରେ ସର୍ବ ପ୍ରଥମେ ଅନୁଷ୍ଠାନର ନିର୍ଦେଶକ ଉଦେୟନ୍ଦୁ ମିଶ୍ର  ଜାତୀୟ ପତାକା ଉତ୍ତୋଳନ କରି ଦିବସର ଅନୁଚିନ୍ତା ପ୍ରଦାନ କରି ସ୍ୱାଧୀନତା ଆଣିଦେଇଥିବା ବରପୁତ୍ର…

ମଠକରଗୋଳା ମହାବିଦ୍ୟାଳୟରେ ବିଭାଜନ ବିଭୀଷିକା ସ୍ମୃତି ଦିବସ ପାଳିତ

କାମାକ୍ଷାନଗର(ରାଜ କିଶୋର ରାଉତ): ଭାରତ ସରକାର ତଥା ବିଶ୍ଵବିଦ୍ୟାଳୟ ମଞ୍ଜୁରୀ ଆୟୋଗ ଙ୍କ ନିର୍ଦ୍ଦେଶ ମତେ ଆଜାଦୀ କା ଅମୃତ ମହୋତ୍ସବ ପାଳନ ଅବସରରେ ମଠକରଗୋଳା ମହାବିଦ୍ୟାଳୟରେ"ଭାରତର ବିଭାଜନ ବିଭୀଷିକା ସ୍ମୃତି ଦିବସ" ପାଳିତ ହୋଇ ଯାଇଛି। ମହାବିଦ୍ୟାଳୟ ସମ୍ମିଳନୀ କକ୍ଷରେ ଅଧ୍ୟକ୍ଷ…

ଆଜିଠାରୁ ଭାଦ୍ରବ ମାସର ପ୍ରଥମ ରବିବାର ଥିବାରୁ ଖୁଦୁରୁକୁଣି ଓଷା ଆରମ୍ଭ

ଢେଙ୍କାନାଳ: ଢେଙ୍କାନାଳରେ ଆରମ୍ଭ ହୋଇଛି ଖୁବୁରୁକୁଣି ଓଷା । ଓଡ଼ିଆ ଘରେ ଯେପରି ବାର ମାସରେ ତେର ପର୍ବ ହୋଇଥାଏ ସେହି ପରି ଖୁଦୁରୁକୁଣି ହେଉଛି ଝିଅ ଓ ବୋହୁଙ୍କର ଏକ ବଡ ପର୍ବ। ଏହି ପର୍ବ ଭାଦ୍ରବ ମାସର ପ୍ରତ୍ୟକ ରବିବାର ହୋଇଥାଏ । ସକାଳୁ ଉଠି ଝିଅ ବୋହୁ ମାନେ ଫୁଲ ତୋଳି ମାଳ ଗୁନ୍ଥି…

କେନ୍ଦ୍ରୀୟ ବିଦ୍ୟାଳୟ ପକ୍ଷରୁ ବିଭାଜନର ସ୍ମରଣ ଦିବସ ପାଳନ

ଢେଙ୍କାନାଳ : ଢେଙ୍କାନାଳ କେନ୍ଦ୍ରୀୟ ବିଦ୍ୟାଳୟ ପରିସରେ “ଆଜାଦି କା ଅମୃତ ମହୋତ୍ସବ” ପାଳନ ଅବସରରେ ରବିବାର ବିଭାଜନ ବିଭିଷୀକା ସ୍ମରଣ ଦିବସ ପାଳିତ ହୋଇଯାଇଛି । ବିଦ୍ୟାଳୟର ଅଧ୍ୟକ୍ଷ ଅକ୍ଷୟ କୁମାର ମଲ୍ଲିକଙ୍କ ଅଧ୍ୟକ୍ଷତାରେ ଅତିଥି ଭାବେ ଅବସରପ୍ରାପ୍ତ ସିବିଆଇ ଜଜ୍ ଭିକାରୀ ଚରଣ ରାଉତ ଓ…

ଭୁବନ ମହିଳା ମହାବିଦ୍ୟାଳୟ ତରଫରୁ ଆଜାଦୀ କା ଅମୃତ ମହୋତ୍ସବ ପାଳନ

ଭୁବନ : ଭୁବନ ମହିଳା ମହାବିଦ୍ୟାଳୟ ତରଫରୁ ଆଜାଦୀ କା ଅମୃତ ମହୋତ୍ସବ ପାଳିତହୋଇଯାଇଛି । ମହାବିଦ୍ୟାଳୟର ଅଧ୍ୟକ୍ଷ ଦିଲ୍ଲୀପ କୁମାର ଦାସ ଆନୁଷ୍ଠାନିକ ଭାବେଏହାକୁ ଉଦଘାଟନ କରିବା ପରେ ଯୁକ୍ତ ଦୁଇ ଅଧ୍ୟକ୍ଷ ସୁରେନ୍ଦ୍ର ପୋଥାଳ ଙ୍କ ତତ୍ୱାବଧାନରେ ସମସ୍ତ ଅଧ୍ୟାପକ ,ଅଧ୍ୟାପିକା, କର୍ମଚାରୀ…

ଭୁବନରେ ହର ଘର ତ୍ରିରଙ୍ଗା: ସାରା ସହର ତ୍ରିରଙ୍ଗା ମୟ

ଭୁବନ : ଦେଶ ସ୍ୱାଧିନତାର ୭୫ ବର୍ଷ ପାଳନ ଅବସରରେ ସାରା ଦେଶରେ ଅପୂର୍ବ ଉଦ୍ଦିପନା ଦେଖା ଦେଇଛି । ପ୍ରଧାନମନ୍ତ୍ରୀ ଙ୍କ ଆହ୍ୱାନ କ୍ରମେ ଅଗଷ୍ଟ ୧୩ ରୁ ୧୫ ତିନି ଦିନ ପର୍ଯ୍ୟନ୍ତ ପ୍ରତ୍ୟେକ ନାଗରିକ ନିଜଘରେ ତ୍ରିରଙ୍ଗା ପତାକା ଉଡାଇବେ । ହର ଘର ତ୍ରିରଙ୍ଗାକୁ ଆହୁରି ଆକର୍ଷଣୀୟ ଓ…

କାନ୍ଥପଡି ମହିଳା ମୃତ

କାମାକ୍ଷାନଗର( ରାଜ କିଶୋର ରାଉତ): କାନ୍ଥ ପଡି ମହିଳା ମୃତ୍ୟୁ। ମୃତ ମହିଳା ହେଲେ କାମାକ୍ଷାନଗର ବ୍ଲକ ଗୁନେଇବିଲ୍ଲି ଗ୍ରାମର ଶାନ୍ତିଲତା ଭୋଇ (୬୫ବର୍ଷ) । ଶାନ୍ତିଲତା ଭଉଣି ଘର ସୋଗର ଗ୍ରାମକୁ ଆସିଥିବା ବେଳେ ଲଗାଣ ବର୍ଷାରେ ଘରେ ବସିଥିବା ବେଳେ ତାଙ୍କ ଉପରେ କାନ୍ଥ ଖସିପଡିଥିଲା।…

ମହିମା ମହାବିଦ୍ୟାଳୟରେ ହର ଘର ତ୍ରିରଙ୍ଗା କାର୍ଯ୍ୟକ୍ରମ ପାଳନ

ଯୋରନ୍ଦା: ମହିମାଗାଦିସ୍ଥିତ ମହିମା ମହାବିଦ୍ୟାଳୟରେ ଏନ୍.ଏସ୍. ଏସ୍ ଓ ଏନ୍.ସି.ସିର ମିଳିତ ଆନୁକୁଲ୍ଯରେ "ଘରେ ଘରେ ତ୍ରିରଙ୍ଗା" (Har Ghar Tiranga) କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି  । ଏହି କାର୍ଯ୍ୟକ୍ରମ ନିମନ୍ତେ ଏକ ରାଲ୍ଲୀ ଅନୁଷ୍ଠିତ ହୋଇଅଛି, ଯାହାକୁ ମହାବିଦ୍ୟାଳୟର ଅଧ୍ୟକ୍ଷ…