Browsing Category
ଜିଲ୍ଲା ଖବର
ଟାଟା ପାୱାର କର୍ମଚାରୀଙ୍କ ବିଶ୍ୱକର୍ମା ପୂଜା ଚାନ୍ଦା ଆଦାୟକୁ ନେଇ ଅଭିଯୋଗ
ଢେଙ୍କାନାଳ : ପୂର୍ବରୁ ଓଡ଼ିଶା ରାଜ୍ୟ ବିଦ୍ୟୁତ୍ ବୋଡ୍ ଏବଂ ପରେ ସେସୁ କର୍ମଚାରୀମାନେ ବିଶ୍ୱକର୍ମା ପୂଜା ପାଇଁ ଗ୍ରାହକଙ୍କ ଠାରୁ ଚାନ୍ଦା ଆଦାୟ କରୁଥିଲେ । ସଂପୃକ୍ତ ଅଂଚଳର ଲାଇନମ୍ୟାନ ଓ ହେଲପର ଯିଏହେଲେ ଜଣେ ଘରକୁ ଘର ବୁଲି ଶାଳୀନତାର ସହ ଚାନ୍ଦା ଆଦାୟ କରୁଥିଲେ ।
ମାତ୍ର ଏବେ ଟାଟା…
ପୁରୁଣାକୃତି ଓ ସଂସ୍କୃତିକୁ ଫେରାଇବା ପାଇଁ ପ୍ରୟାସ ହେବା ଦରକାର-ମହେଶ ସାହୁ
ଢେଙ୍କାନାଳ : ଢେଙ୍କାନାଳ ଜିଲ୍ଲାରେ ଅନେକ ପୁରୁଣା କୃତୀ, କୀର୍ତୀ ଓ ସଂସ୍କୃତି ଫେରାଇବା ପାଇଁ ଆମ ସମସ୍ତଙ୍କର ପ୍ରଗାଢ ପ୍ରୟାସ ରହିବା ଦରକାର । ଯାହାଫଳରେ ଏହା ଆଗାମୀ ପିଢୀକୁ ଉତମ ମାର୍ଗ ଦର୍ଶନ କରିବାରେ ଖୁବ୍ ସହାୟକ ହେବ ବୋଲି ଢେଙ୍କାନାଳ ସାଂସଦ କହିଛନ୍ତି ।
ଆଜି ଏକଦିବସୀୟ ଗସ୍ତ…
ଶିକ୍ଷା କ୍ଷେତ୍ରରେ ଶତୃଘ୍ନ ଭୂତିଆଙ୍କ ଶିକ୍ଷାଦାନ ଛାତ୍ର ସମାଜ ପାଇଁ ପ୍ରେରଣା-ସାଂସଦ
ଢେଙ୍କାନାଳ : ଢେଙ୍କାନାଳ କଲ୍ୟାଣ ମଣ୍ଡପ ଠାରେ ଲେଖକ ସଂସଦ ସଭାପତି ଭିକାରୀ ଚରଣ ରାଉତଙ୍କ ସଭାପତିତ୍ୱରେ ବିଶିଷ୍ଟ ଶିକ୍ଷାବିତ୍ ଶତୃଘ୍ନ ଭୂତିଆଙ୍କ ଏକାଦଶାହ ଦିବସରେ ଏକ ଶ୍ରଦ୍ଧାଞ୍ଜଳି ସଭା କରାଯାଇ ତାଙ୍କର ଅମର ଆତ୍ମାର ସଦ୍ଗତି ପାଇଁ କାମନା କରାଯାଇଥିଲା ।
ଏଥିରେ ମୁଖ୍ୟ ଅତିଥି ଭାବେ…
ଢେଙ୍କାନାଳରେ ଖୋଲିଲା ରୁଚି ର ୧୪ ତମ ଫୁଡ୍ ଆଉଟ୍ ଲେଟ୍ ଫ୍ରୋଜିଟ୍
ଢେଙ୍କାନାଳ: କୁଞ୍ଜକାନ୍ତ ସ୍ଥିତ ଖେମକା ସପିଙ୍ଗ ହଲ ଆଗରେ ଆଜି ରୁଚି ତରଫରୁ ତାର ୧୪ ତମ ଫୁଡ୍ ଆଉଟ୍ ଲେଟ୍ ଯାହାର ନାମ ଫ୍ରେଜିଟ୍ ଉଦ୍ଘାଟନ ହୋଇଯାଇଛି ।
ଯାହାକୁ ଉଦ୍ ଘାଟନ କରିଥିଲେ ରୁଚି ର ଆମ୍ବାସେଟର ଅର୍ଚ୍ଚିତା ସାହୁ ତାଙ୍କ ସହିତ ଥିଲେ ଢେଙ୍କାନାଳ ସାସଂଦ ମହେଶ ସାହୁ ଓ ରୁଚିର ଅଧକ୍ଷ…
ସୁନିଆ ଓ ବାମନ ଜନ୍ମ ଦିନ ଉପଲକ୍ଷେ ନୂଆ ଚୁଡ଼ା ଲାଗି…
ଢେଙ୍କାନାଳ: କୈବଲ୍ୟ ବଜାର ସ୍ଥିତ ସିଦ୍ଧ ବଳଦେବ ଜିୟୂ ଙ୍କ ମନ୍ଦିର ପ୍ରାଙ୍ଗଣରେ ଆଜି ଭାଦ୍ରବ ମାସର ବାମନ ଜନ୍ମ ଦିବସ ଉପଲକ୍ଷେ ନୂଆ ଚୁଡ଼ା ଲାଗି କରାଯାଇଥିଲା. ପ୍ରାତଃ ରୁ ମଙ୍ଗଳ ଆଳତି ମହାସ୍ନାନ ବତ୍ସ ତୁଳସିହାର ଫୁଲ ହାରରେ ସୁ ସହିତ କରାଯାଇ ଥିଲା ।
ଦ୍ଵାର ପାଳ ପୂଜା ବହ୍ଲବ ଭୋଗ ,ନୂଆ…
ଆଜି ବାମନ ଜନ୍ମ ଉତ୍ସବ ପାଳିତ..
ଢ଼େଙ୍କାନାଳ: କୌବଲ୍ୟ ବଜାର ସ୍ଥିତ ସିଦ୍ଧବଳରାମ ଜୟୁ ଙ୍କ ପାର୍ଶ୍ଵରେ ଥିବା ବାମନଙ୍କର ଜନ୍ମ ଉତ୍ସବ ପାଳିତ ହୋଇ ଯାଇଛି । ପ୍ରଥମେ ମାଜଣା କରାଯାଇଥିଲା ଓ ନୂତନ ବର ଫୁଲ ତୁଳସି ଲାଗି କରାଯାଇ ଥିଲା ।
ଉଖୁଡ଼ା ମିଠା, ଫଳ ଭୋଗ ଲାଗି କରାଯାଇ ଥିଲା ।ପୂଜକ ଶ୍ରୀବତ୍ସ ମିଶ୍ର , ପାଳିଆ ସେବକ…
ରାଇସ୍ ମିଲ କେମିକାଲ ପାଣି ପଦାରେ ମାଡୁଛି , ନଷ୍ଟ ହେଉଛି ଚାଷ ଜମି !!
କାମାକ୍ଷାନଗର: ଭୁବନ ବ୍ଲକ ଅନ୍ତର୍ଗତ ଦୟଣାବିଲ ପଞ୍ଚାୟତ ଅନ୍ତର୍ଗତ ଗବଗୋଡା ମୌଜାରେ ଆଜକୁ ଦୁଇ ତିନି ବର୍ଷ ହେବ ମୌଜାରେ ଗଢିଉଠିଛି ତ୍ରିଶକ୍ତୀ ରାଇସ୍ୟ ମିଲ୍ । ରାଇସ ମିଲର କେମିକାଲ ପାଣି ଧାନ ବିଲରେ ମାଡୁଥିବାରୁ ଧାନ ମୂଳ ପଚି ଯାଉଥିବା ଚାଷୀମାନେ ଅଭିଯୋଗ କରିଛନ୍ତି I
କିନ୍ତୁ ଏହି…
ଭସାଣି ଉତ୍ସବରେ ଡିଜେକୁ ସମ୍ପୁଣ୍ଣ ବାରଣ ନିସ୍ପତି।
କାମାକ୍ଷାନଗର(ରାଜ କିଶୋର ରାଉତ): ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ପ୍ରସାଶନ ଓ ମିଳିତ ପୂଜା କମିଟି ପକ୍ଷରୁ କାମାକ୍ଷା ନଗର ଉପଜିଲ୍ଲାପାଳ ଙ୍କ ସଭାଗୃହ ଠାରେ ଆସାନ୍ତା ଶାରଦିୟ ଦୁର୍ଗାପୂଜା ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି |
ଏହି ବୈଠକ ରେ କାମାକ୍ଷାନଗର ଉପଜିଲ୍ଲାପାଳଙ୍କ…
ପାର୍ଶ୍ଵ ପରିବର୍ତ୍ତନ ବଡ ଏକାଦଶୀ ନିତି ପାଳିତ
ଢେଙ୍କାନାଳ: କୈବଲ୍ୟ ବଜାର ସ୍ଥିତ ସିଦ୍ଧ ବଳଦେବ ଜିୟୂ ଙ୍କ ମନ୍ଦିର ପ୍ରାଙ୍ଗଣରେ ଆଜି ଭାଦ୍ରବ ମାସର ପାର୍ଶ୍ଵ ପରିବର୍ତ୍ତନ ବଡ ଏକାଦଶୀ ନିତି ପାଳିତ ହୋଇଯାଇଛି ।
ପ୍ରାତଃ ରୁ ମଙ୍ଗଳ ଆଳତି ମହାସ୍ନାନ ବତ୍ସ ତୁଳସିହାର ଫୁଲ ହାରରେ ସୁ ସହିତ କରାଯାଇ ଥିଲା । ଦ୍ଵାର ପାଳ ପୂଜା ବହ୍ଲବ ଭୋଗ ୧୦,…
ଢେଙ୍କାନାଳ ରେ ଗଜାନନ ଙ୍କୁ ମେଲାଣି…
ଢେଙ୍କାନାଳ: ଢେଙ୍କାନାଳ ସହରରେ ଦିର୍ଘ ୬ ଦିନ ଧରି ଗଜାନନ ପୂଜା ପାଉଥିଲେ । ଆଜି ହେଉଛି ମେଲାଣି ଉତ୍ସବ। ଏହି ଉତ୍ସବ ସ୍ଥାନୀୟ ମିନି ଷ୍ଟାଡିୟମ ଠାରେ ପ୍ରଥମେ ମୁଖ୍ୟ ଅତିଥି ମାନଙ୍କୁ ଫୁଲ ତୋଡ଼ା, ବ୍ୟାଚ ଓ ଉତ୍ତରୀ ଦେଇ ସ୍ଵାଗତ କରାଯାଇ ଥିଲା I
ଜିଲ୍ଲାପାଳ ସରୋଜ କୁମାର ସେଠୀ, ଅତିରିକ୍ତ…