Browsing Category
ଜିଲ୍ଲା ଖବର
ଜଙ୍ଗଲ ରୁ ମିଳିଲା ନିଖୋଜ ବୃଦ୍ଧ ଙ୍କ ଗଳିତ ମୃତ ଦେହ
ପରଜଙ୍ଗ: ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ବସୋଈ କର୍ଣ୍ଣାଟକପୁର ଗାଁ ପାଖ ଜଙ୍ଗଲ ରୁ ମିଳିଲା, ନିଖୋଜ ବୃଦ୍ଧ ଙ୍କ ମୃତ ଦେହ, ବିଷ ପିଇ ଆତ୍ମହତ୍ୟା କରିଥିବା ସନ୍ଦେହ |ସୂଚନା ମୁତାବକ ନିଖୋଜ ବ୍ୟକ୍ତି ଜଣଙ୍କ ହେଉଛନ୍ତି ପରଜଙ୍ଗ ଥାନା ମେଣ୍ଢାପଦା ଗାଁ ର କାଳନ୍ଦୀ ବିଶ୍ୱାଳ |
ସେ ୫ଦିନ…
ସାମ୍ବାଦିକ ଗିରୀଶ ନନ୍ଦଙ୍କ ଶ୍ରାଦ୍ଧସଭା
ଢେଙ୍କାନାଳ: ତିଥି ଅନୁଯାୟୀ ଗତକାଲି ଅପରାହ୍ନରେ ସାମ୍ବାଦିକ ଗୌରବ ଗିରୀଶ ଚନ୍ଦ୍ର ନନ୍ଦଙ୍କର ଦ୍ୱିତୀୟ ବାର୍ଷିକ ଶ୍ରାଦ୍ଧ ଉତ୍ସବ ବିଭାବନା ଓ କବି ଭୂଷଣ ସଂସଦ ତରଫରୁ କବି କୁଟୀର ଠାରେ ପାଳିତ ହୋଇଯାଇଅଛି ।
ବିଭାବନାର ସଂପାଦକ କବି ମନୋରଞ୍ଜନ ନନ୍ଦ ଅଧ୍ୟକ୍ଷତା କରି କହିଲେ ଯେ, ଗିରୀଶ ବାବୁ…
କୋରିଆଁ ମା ବ୍ରାହ୍ମଣୀ ଦେବୀ ବଜାରର ନୂତନ କର୍ମକର୍ତ୍ତା ଚୟନ
ଢେଙ୍କାନାଳ : ଢେଙ୍କାନାଳ ଜିଲ୍ଲାର ଗଣପର୍ବ ଗଜଲକ୍ଷ୍ମୀପୂଜା ଆସନ୍ତା ଅକ୍ଟୋବର ମାସ ୯ ତାରିଖରୁ ଆରମ୍ଭ ହେବ। ଏଥିପାଇଁ ସହରର ସମସ୍ତ ବଜାର ପ୍ରସ୍ତୁତ କାର୍ଯ୍ୟ ଯୋରସୋରରେ କରୁଛନ୍ତି ।
ସହରସ୍ଥ ୨୩ନମ୍ବର ୱ।ର୍ଡ଼ କୋରିଆଁ ସାହିର ମା ବ୍ରାହ୍ମଣୀ ଦେବୀ ବଜାରର ଚଳିତ ବର୍ଷ ନୂତନ କମିଟି ଗଠନ…
ମେଗା ସ୍ୱାସ୍ଥ୍ୟ ଚିକିତ୍ସା ଶିବିର ଓ ଚାରାରୋପଣ କାର୍ଯ୍ୟକ୍ରମ
ଢେଙ୍କାନାଳ : ଗଁଦିଆ ବ୍ଲକ୍ ଅନ୍ତର୍ଗତ ଖଙ୍କିରା ଗ୍ରାମପଞ୍ଚାୟତ କଣ୍ଟମାଳିଆ ଗ୍ରାମ ଓଲଡେନ୍ ଉଡ୍ ଇକୋ ଭିଲେଜରେ ଏକ ମେଗା ସ୍ୱାସ୍ଥ୍ୟ ଚିକିତ୍ସା ଶିବିର ଅନୁଷ୍ଠିତ ହୋଇଯାଇଛି ।
ରୋଟାରୀ କ୍ଲବ୍ ଅଫ୍ ଭୁବନେଶ୍ୱର ଇକୋ ଏବଂ ଆମ୍ରି ହସ୍ପିଟାଲ ପକ୍ଷରୁ ଅନୁଷ୍ଠିତ ଏହି ଶିବିରରେ ଆଖପାଖ ଖଙ୍କିରା,…
ମଠକରଗୋଳା ମହାବିଦ୍ୟାଳୟ ତରଫରୁ ଆନ୍ତର୍ଜାତୀୟ ସାକ୍ଷରତା ଦିବସ ପାଳନ
କାମାକ୍ଷାନରର(ରାଜ କିଶୋର ରାଉତ): ମଠକରଗୋଳା ମହାବିଦ୍ୟାଳୟ +୨ ଏନ୍. ଏସ.ଏସ ଆନୁକୁଲ୍ୟରେ ଆନ୍ତର୍ଜାତୀୟ ସାକ୍ଷରତା ଦିବସ ପାଳିତ ହୋଇଯାଇଛି ।
+୨ ଶ୍ରେଣୀର ୫୦ ଜଣ ଓ +୩ ଶ୍ରେଣୀର ୫୦ ଜଣ ସ୍ୱେଛାସେବୀ ଉକ୍ତ ଉତ୍ସବ ରେ ଉପସ୍ଥିତ ରହି ଅଂଶ ଗ୍ରହଣ କରିଥିଲେ ।ମହାବିଦ୍ୟାଳୟର ଅଧ୍ୟକ୍ଷ…
ସୁନିଆରେ ଲକ୍ଷ୍ମୀପୂଜା ମାଟି ଅନୁକୂଳ ହେଲା
ଭୁବନ : ଭୁବନର ଅନ୍ୟତମ ପ୍ରସିଦ୍ଧ ଲକ୍ଷ୍ମୀପୂଜା ପାଇଁ ପବିତ୍ର ବାମନ ଜନ୍ମ ସୁନିଆ ରେ ମାଟି ଅନୁକୂଳ ହୋଇଥିଲା ।
ମହାଲକ୍ଷ୍ମୀ ଯୁବକ ସଂଘ (ଅରାସାହି) , ଶ୍ରୀଶ୍ରୀ ମହାଲକ୍ଷ୍ମୀ ବଣିକ ସଂଘ (ନୂଆବଜାର) ସମେତ ଲତାବିଲ ,ଟୋଲଙ୍କବେରେଣୀ , ବଡହାଟ ପ୍ରଭୃତି ଅନୁଷ୍ଠାନ ତରଫରୁ ଶୋଭାଯାତ୍ରାରେ ଯାଇ…
ମହୋତ୍ସବ ଯୁବଗୋଷ୍ଠୀଙ୍କୁ ଏକାଠି କରିବା ସହ ଭାଇଚାରା ସୃଷ୍ଟି କରିଥାଏ : ଏମପି ମହେଶ ସାହୁ
ଭୁବନ : ଭୁବନ ଯାତ୍ରା ପଡିଆଠାରେ ଶ୍ରୀଗଣେଶ ଚାରିଟେବୁଲ ଟ୍ରଷ୍ଟ ତରଫରୁ ଗଣେଶ ମେଲଣ ୨୦୨୨ ଉଦଯାପନ ଉତ୍ସବରେ ସାଂସଦ ମହେଶ ସାହୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ମହୋତ୍ସବ ଯୁବଗୋଷ୍ଠୀଙ୍କୁ ଏକାଠି କରିବା ସହଭାଇଚାରା ସୃଷ୍ଟି କରିଥାଏ କରିଥାଏ ବୋଲି ମତବ୍ୟକ୍ତ କରିଥିଲେ ।
ସମ୍ମାନୀତ ଅତିଥି ଭାବେ…
ଗଣେଶ ଭସାଣିରେ ଦୁଲୁକିଲା ଭୁବନ
ଭୁବନ : ଭୁବନ ର ପ୍ରସିଦ୍ଧ ଗଣେଶ ପୂଜା ଭସାଣି ଉସôବ ଶାନ୍ତି ଶୃଙ୍ଖଳାରେ ଅନୁଷ୍ଠିତ ହୋଇଛି । ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟକ୍ରମ ଅନୁଯାୟୀ ଦିନ ୧୧ ଘଟିକା ସମୟରେ ମେଲଣ ପଡିଆରୁ ସମସ୍ତ ଗଣେଶ ମୂର୍ତୀ ଭସାଣି ଶୋଭାଯାତ୍ରାରେ ବାହାରି କାଳୀବଜାର ,କଲେଜ ରୋଡ ,ଅରବିନ୍ଦ ମାର୍ଗ ଦେଇ ରାମ ମନ୍ଦିର…
ଲକ୍ଷ୍ମୀବଜାର ପୂଜା ପ୍ରତିଷ୍ଠାନର ୭୫ବର୍ଷ ପୂର୍ତି ସମାରୋହ ଉଦଘାଟିତ
ଢେଙ୍କାନାଳ: ଢେଙ୍କାନାଳର ପ୍ରମୁଖ ପୂଜା ଅନୁଷ୍ଠାନ ଲକ୍ଷ୍ମୀବଜାର ପୂଜା ପ୍ରତିଷ୍ଠାନର ୭୫ବର୍ଷ ପୂର୍ତି ସମାରୋହ ବୁଧବାର ସନ୍ଧ୍ୟାରେ ପୂଜା ମଣ୍ଡପ ନିକଟରେ ଉଦଘାଟିତ ହୋଇଯାଇଛି ।
ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜିଲାପାଳ ସରୋଜ କୁମାର ସେଠୀ ଏହି ଉତ୍ସବକୁ ପ୍ରଦୀପ ପ୍ରଜ୍ୱଳନ କରି ଉଦଘାଟନ କରିବା…
ଶିଶୁ ପ୍ରତିଭାଙ୍କୁ ସମ୍ମାନିତ କରିବ ‘ଆମ ପ୍ରତିଭା – ଆମ ସମ୍ମାନ’ ଅନୁଷ୍ଠାନ
ଢେଙ୍କାନାଳ: ଆସନ୍ତା ୧୪ ନଭେମ୍ବର ଶିଶୁଦିବସରେ ବିଭିନ୍ନ ବର୍ଗର ଶିଶୁ ପ୍ରତିଭାମାନଙ୍କୁ ଉତ୍ସାହିତ କରି ବିକଶିତ କରିବା ନିମନ୍ତେ ଏକ ସମ୍ବର୍ଦ୍ଧନା ଉତ୍ସବ ଆୟୋଜନ କରିବା ପାଇଁ ""ଆମ ପ୍ରତିଭା-ଆମ ସମ୍ମାନ'' ପକ୍ଷରୁ ସ୍ଥିରିକୃତ ହୋଇଛି ।
ଏ ସଂକ୍ରାନ୍ତରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠାନର…