Browsing Category
ଜିଲ୍ଲା ଖବର
ସରଂକ୍ଷିତ ଜଙ୍ଗଲ ଜମି ଅକ୍ତିଆର ଓ ବନ୍ୟଜନ୍ତୁ ଶିକାର ଅଭିଯୋଗ ରେ ଗିରଫ ହେଲେ ଖଣ୍ଡିଆ ବାବା
କାମାକ୍ଷାନଗର(ରାଜ କିଶୋର ରାଉତ): ଢେଙ୍କାନାଳ ବନଖଣ୍ଡ ମୁକ୍ତାପଶି ଫରେଷ୍ଟ ସେକ୍ସନ କଙ୍କିଳି କୁଣ୍ଡଖୋଲ ସରଂକ୍ଷିତ ଜଙ୍ଗଲ ଜମି ଅକ୍ତିଆର ଓ ବନ୍ୟଜନ୍ତୁ ଶିକାର ଅଭିଯୋଗ ରେ ଗିରଫ ହେଲେ ଖଣ୍ଡିଆ ବାବା |ଯାହାଙ୍କ ପୁରା ନାମ ହେଉଛି ଅନନ୍ତ ଚରଣ ଦାସ |
ସେ ପାଖାପାଖି ଦୁଇ ବର୍ଷ ହେଵ ଏହି…
ବଜରଙ୍ଗ କ୍ଲବ ତରଫରୁ ଗଡଜାତ ଗାନ୍ଧୀ ସାରଙ୍ଗ ଧର ଦାସ ଙ୍କ ୬୫ତମ ଶ୍ରାଦ୍ଧ ଦିବସ ପାଳନ
ଢେଙ୍କାନାଳ: ଢେଙ୍କାନାଳ ସ୍ଥାନୀୟ ବଳରାମ ମନ୍ଦିର ପାଖରେ ଥିବା ଜିଲ୍ଲାର ବିପ୍ଲବୀ , ସ୍ଵାଧିନତା ସଂଗ୍ରାମୀ ବିଷିଷ୍ଟ ସମାଜବାଦୀ ନେତା ତଥା ଗଡ଼ଜାତ ଗାନ୍ଧୀ ସାରଙ୍ଗଧର ଦାସଙ୍କ ୬୫ତମ ଶ୍ରାଦ୍ଧବାର୍ଷିକ ବଜରଙ୍ଗ କ୍ଲବ୍ ତରଫରୁ ପାଳନ ହୋଇ ଯାଇଛି ।
ମୁଖ୍ୟ ଅତିଥି ଭାବରେ ଖଣି ଇସ୍ପାତ ମନ୍ତ୍ରୀ…
ଢେଙ୍କାନାଳ ସଚେତନ ନାଗରିକ ଫୋରମ ଦ୍ୱାରା ଗଡଜାତ ଗାନ୍ଧୀ ସାରଙ୍ଗଧର ଦାସଙ୍କ ତିରୋଧାନ ଦିବସ ପାଳିତ
ଢେଙ୍କାନାଳ: ସଚେତନ ନାଗରିକ ଫୋରମ୍ ଦ୍ୱାରା ଆୟୋଜିତ ଗଡଜାତ ଗାନ୍ଧୀ ସାରଙ୍ଗଧର ଦାସଙ୍କ ୬୫ତମ ଶ୍ରାଦ୍ଧବାର୍ଷିକୀ କାର୍ଯ୍ୟକ୍ରମରେ ଫୋରମର କାର୍ଯ୍ୟକାରୀ ସଭାପତି ପୂର୍ବତନ ନଗରପାଳ ସୁରେନ୍ଦ୍ର ମିଶ୍ରଙ୍କ ଅଧ୍ୟକ୍ଷତାରେ ପାଳନ ହୋଇ ଯାଇଛି l
ଏହି ଅବସରରେ ମାନ୍ୟବର ସାଂସଦ ଶ୍ରୀ ମହେଶ ସାହୁ…
ଐତିହାସିକ ବଳଦଯାତ୍ରା ଓ ଶାରଦୀୟ ଦୁର୍ଗାପୂଜା ନିମନ୍ତେ ପ୍ରସ୍ତୁତି : ଭସାଣିରେ କେବଳ ପାରମ୍ପରିକବାଦ୍ୟ
ଭୁବନ : ଐତିହାସିକ ,ପାରମ୍ପରିକ ତଥା ଶହେ ବର୍ଷର ପ୍ରସିଦ୍ଧ ଦଶହରା ବଳଦ ଯାତ୍ରା ଓ ଶାରଦୀୟ ଦୁର୍ଗାପୂଜା ଚଳିତବର୍ଷ ଯାକଜମକରେ ପାଳନ ହେବ । ଶନିବାର ଅପରାହ୍ନରେ ଏନଏସି ସଭାଗୃହ ମଧ୍ୟରେ କାମାକ୍ଷାନଗର ଉପଜିଲ୍ଲାପାଳ ଜ୍ୟୋତିଶଙ୍କର ସାହୁ ଙ୍କ ସଭାପତିତ୍ୱରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ…
ଦ୍ୱିତୀୟା ଓଷା ପାଳିତ
ଢେଙ୍କାନାଳ: ଗଣେଶ ବଜାର ସ୍ଥିତ ମହା ଲକ୍ଷ୍ମୀ ଙ୍କ ମନ୍ଦିର ସମ୍ମୁଖରେ ଦ୍ୱିତୀୟା ଓଷା ପାଳନ କରାଯାଇ ଥିଲା । ବାଉଁଶ ବନ୍ଧ। ଯାଇ କଦଳି ଗଛ ବନ୍ଧ।ଯାଇଥିଲା ଓ ଋନ୍ଦୁଆ ଟଙ୍ଗା ଯାଇ ପାହାଡ଼ା ଲୁଗା ପକାଯାଇ ବୃନ୍ଦାବତି ଙ୍କ ପାଖରେ ମୁରୁଜ ପକାଯାଇ ଥିଲା ।
ଗୁଆ କଉଡି, ବିଭିନ୍ନ ପରିବା ଓ ଭୋଗ…
ମର୍ମନ୍ତୁଦ ସଡକ ଦୁର୍ଘଟଣା, ଜଣେ ମୃତ ଜଣେ ଗୁରୁତର
କାମାକ୍ଷାନଗର(ରାଜ କିଶୋର ରାଉତ) : ଭୁବନ ବ୍ଲକ ଅନ୍ତର୍ଗତ ଜିରାଳ - ମହୁଲପାଳ ପୂର୍ତ୍ତ ବିଭାଗ ରାସ୍ତାର ଜିରାଳ ତାରେଣୀ ମନ୍ଦିର ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଜଣେ ମୃତ ଜଣେ ଗୁରୁତର I ଦୁର୍ଘଟଣା ଘଟାଇଥିବା କାରରେ ଦେଶୀ ମଦ ଚାଲାଣ ହେଉଥିଲା । କାମାକ୍ଷାନଗର ପୁଲିସ ଗୋଟାଇବାରୁ…
ହିନ୍ଦୀ ଦିବସ ପକ୍ଷ କାର୍ଯ୍ୟକ୍ରମ ଆୟୋଜିତ
ଢେଙ୍କାନାଳ: ଢେଙ୍କାନାଳ ନେହେରୁ ୟୁବା କେନ୍ଦ୍ର କାର୍ଯ୍ୟାଳୟରେ ଜାତୀୟ ସେବାକର୍ମୀମାନଙ୍କ ସହଯୋଗରେ ହିନ୍ଦୀ ଦିବସ ପକ୍ଷ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଥିଲା ।ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ ଓଡ଼ିଶା ସମଗ୍ର ଶିକ୍ଷକ ସଂଘର ସଭାପତି ଶ୍ରୀଯୁକ୍ତ ହୃଦାନନ୍ଦ…
ବୃକ୍ଷ ରୋପଣ କାର୍ଯ୍ୟକ୍ରମ
କଙ୍କଡାହାଡ଼: "ଯୁବଶକ୍ତି" ସମର୍ପିତ ଓଡିଶା ପକ୍ଷରୁ କୁଟୁରିଆ ଗ୍ରାମ ପଞ୍ଚାୟତର ଶକ୍ତି ପୀଠ ମା ବିଲେଇଶୁଣି ମନ୍ଦିର ର ସୌନ୍ଦର୍ଯ୍ୟ କରଣ ପାଇଁ ଯୁବଶକ୍ତି ର ଅଧ୍ୟକ୍ଷ ହିମାଂଶୁ ଭୂଷଣ ବାରିକ ଙ୍କ ନେତୃତ୍ୱରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲାI ଆଜିର ଏହି କାର୍ଯ୍ୟକ୍ରମ ରେ…
ବାଉଁଶ ହସ୍ତଶିଳ୍ପ ପୁଞ୍ଜସ୍ତରୀୟ କର୍ମଶାଳା
ଢେଙ୍କାନାଳ : ଢେଙ୍କାନାଳ ସଦର ଥାନା ଝାରଗାଡିଆ ଫାଣ୍ଡି ଅନ୍ତର୍ଗତ ସଦାଶିବପୁର ଗ୍ରାମଞ୍ଚାୟତର ବଉଳପୁର ଗ୍ରାମରେ ବାଉଁଶ ହସ୍ତଶିଳ୍ପ କୁଞ୍ଜସ୍ତରୀୟ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି ।
ଢେଙ୍କାନାଳ ଅତିରିକ୍ତ ଜିଲ୍ଲାପାଳ ଉଦୟ କୁମାର ମହାପାତ୍ର କାର୍ଯ୍ୟକ୍ରମକୁ ଉଦ୍ଘାଟନ କରି ବାଉଁଶ…
ଠାକୁର ଶ୍ରୀ ଶ୍ରୀ ଅଭିରାମ ପରମହଂସ ଙ୍କର ବାର୍ଷିକ ଉତ୍ସବ ପାଇଁ ବୈଠକ
ଢେଙ୍କାନାଳ:ଢେଙ୍କାନାଳ ସ୍ଥାନୀୟ ଦଥିବାବନ ଜିୟୁ ମଠ ପରିସର ମଧ୍ୟରେ ଠାକୁର ଶ୍ରୀ ଶ୍ରୀ ଅଭିରାମ ପରମହଂସ ଙ୍କର ବାର୍ଷିକ ଉତ୍ସବ ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇ ଯାଇଛି । ଏହି ବୈଠକ ରେ ୬୦ ରୁ ଅଧିକ ଭାଇ ଓ ଭଉଣୀ ମାନେ ଯୋଗ ଦେଇଥିଲେ ।
ଆସନ୍ତା ଡିସେମ୍ବର ମାସ ୨୨,୨୩ ଓ ୨୪ ରିଖ ୨୦୨୨…