Browsing Category
ଜିଲ୍ଲା ଖବର
ମୂର୍ତ୍ତିକା ସଂରକ୍ଷଣ ସହିତ ଏହାର ସୁପରିଚାଳନା ଉପରେ ବିଷଦ ଭାବରେ ଆଲୋକପାତ
ଢେଙ୍କାନାଳ : କୃଷି ବିଜ୍ଞାନ କେନ୍ଦ୍ର ଢେଙ୍କାନାଳ ତଥା କୃଷି ବିଭାଗ ର ମିଳିତ ଆନୁକୁଲ୍ୟ ସୋମବାର ଦିନ କଳାକୃତି ଗ୍ରାମ ସଦେଇବେରେଣୀ ଠାରେ ବିଶ୍ଵ ମୂର୍ତ୍ତିକା ଦିବସ ଅନୁଷ୍ଠିତ ହୋଇ ଯାଇଛି । ଏହି କାର୍ଯ୍ୟକ୍ରମ ରେଜିଲ୍ଲା ପରିଷଦ ସଭାପତି ଅର୍ଚନା ପୁହାଣ, ଜିଲ୍ଲାପାଳ ମହୋଦୟ ସରୋଜ କୁମାର…
ଗଡ଼ପଳାଶୁଣି ଗାଁର କୁନି ପାତ୍ର ନଡାହସ୍ତ ଶିଳ୍ପ ରେ ପାଇଲେ ଜାତୀୟ ପୁରସ୍କାର
କଙ୍କଡାହାଡ଼: କଙ୍କଡାହାଡ଼ ବ୍ଲକ ଗଡ଼ପଳାଶୁଣି ଗ୍ରାମର ରଞ୍ଜନ ବେହେରାଙ୍କ ପତ୍ନୀ କୁନି ପାତ୍ର ନଡ଼ାହସ୍ତ ଶିଳ୍ପ ପାଇଁ ପାଇଲେ ଜାତୀୟ ପୁରସ୍କାର ।କୁନି ନଡାରୁ ଜ୍ଞାନ କୌଣସିରେ ବିଭିନ୍ନ ପ୍ରକାର ସାମଗ୍ରୀ ତିଆରି କରି ପୂର୍ବରୁ ରାଜ୍ୟ ସରକାରଙ୍କ ଠାରୁ ପୁରସ୍କୃତ ହେଇଥିଲେ ।ଆଦିବାସୀ…
ଆରୋଗ୍ୟମ୍ ଯୋଗ ଏବଂ ୱେଲ୍- ଫେୟାର ଆସୋସିଏସନ୍ ଦ୍ୱାରା ବିଶ୍ୱ ଏଡ଼ସ୍ ଦିବସ ପାଳିତ
ଢେଙ୍କାନାଳ : ଢେଙ୍କାନାଳ ସଦର ବ୍ଲକ୍ ଅନ୍ତର୍ଗତ କାକୁଡିଭାଗ ପଞ୍ଚାୟତ କୋଇଲିପଙ୍ଗି ଗ୍ରାମସ୍ଥିତ ଦେବେନ୍ଦ୍ର ଶତପଥୀ ମେମୋରିଆଲ କଲେଜ ପରିସରରେ , ଆରୋଗ୍ୟମ୍ ଯୋଗ ଏବଂ ୱେଲ୍ ଫେୟାର ଆସୋସିଏସନ୍ (ଆଇୱା) ପକ୍ଷରୁ ବିଶ୍ୱ ଏଡ଼ସ୍ ଦିବସ ପାଳିତ ହୋଇଯାଇଛି ।
ମହାବିଦ୍ୟାଳୟ ପରିସରରେ ପ୍ରଯ୍ୟାୟ…
ଶିଶୁମାନଙ୍କର ଚରିତ୍ର ଗଠନରେ ପିତାମାତାଙ୍କର ଭୂମିକା ଗୁରୁତ୍ୱପୂର୍ଣ୍ଣ
ଢେଙ୍କାନାଳ : ଢେଙ୍କାନାଳର ଅଗ୍ରଣୀ ସାମାଜିକ ଓ ସାଂସ୍କୃତିକ ଅନୁଷ୍ଠାନ ସୂର୍ଯ୍ୟାଲୋକ ଫାଉଣ୍ଡେସନ୍ର ଚତୁର୍ଥ ବାର୍ଷିକୋତ୍ସବ ଓ ପ୍ରତିଭା ମହୋତ୍ସବ ସହରର ପୁରୁଣା ଜିଲ୍ଲାପରିଷଦ ଭବନଠାରେ ଅନୁଷ୍ଠିତ ହୋଇଯାଇଅଛି । ଉଦ୍ୟାପନୀ ଉତ୍ସବରେ ଢେଙ୍କାନାଳ ସାଂସଦ ମହେଶ ସାହୁ ମୁଖ୍ୟ ଅତିଥି ଭାବେ…
ସଙ୍କୁଳ ସ୍ଥରୀୟ ବିଦ୍ବତ୍ ପରିଷଦ ଆଲୋଚନା ଚକ୍ର
କୋଣାର୍କ :ସରସ୍ବତୀ ଶିଶୁ ମନ୍ଦିର ଆନୁକୂଲ୍ୟରେ ନିମାପଡା ସଂକୁଳର ୭ଟି ସରସ୍ବତୀ ଶିଶୁ ମନ୍ଦିର ବିଦ୍ବତ ମାନଙ୍କୁ ଏକ ସ୍ବତନ୍ତ୍ର ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି ।
ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ କ୍ଷିରୋଦ ଚନ୍ଦ୍ର ରାୟମହାପାତ୍ର, ସମ୍ମାନିତ ଅତିଥି ଭାବେ ସଂକୁଳ ପ୍ରମୁଖ…
ପ୍ରାକୃତିକ ଚିକିତ୍ସା ଦିବସ ପାଳିତ
ଢେଙ୍କାନାଳ : ଢେଙ୍କାନାଳ ସଦର ବ୍ଲକ୍ ଚାଉଳିଆ ଖମାର ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ପରିସରରେ ସୂର୍ଯ୍ୟା ଫାଉଣ୍ଡେସନ ଓ ଇଣ୍ଟରନାସନାଲ ନାଚୁରୋପାଥୀ, ନ୍ୟାସନାଲ ଇନଷ୍ଟିଚୁ୍ୟଟ ଅଫ ନାଚୁରୋପାଥୀ, ଆୟୁଷ ମନ୍ତ୍ରଣାଳୟ ଭାରତ ସରକାରଙ୍କ ତରଫରୁ ପ୍ରାକୃତିକ ଚିକିତ୍ସା ଦିବସ ପାଳିତ ହୋଇଯାଇଛି ।…
ପ୍ରଧାନ ଶିକ୍ଷକମାନଙ୍କର ଏକ ଦିବସୀୟ ତାଲିମ ଶିବିର
ଢେଙ୍କାନାଳ : ସ୍ଥାନୀୟ ସୁଲକ୍ଷଣାଦେବୀ ଉଚ୍ଚ ବିଦ୍ୟାଳୟ ପରିସରରେ ରବିବାର ଦିନ ଡିଜିଟାଲ୍ ଗଭର୍ଣ୍ଣାସ ସମ୍ପର୍କରେ ପ୍ରଧାନ ଶିକ୍ଷକମାନଙ୍କର ଏକ ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି ।
ସଦର ବିଇଓ ବ୍ରହ୍ମାନନ୍ଦ ରାଉତଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଆୟୋଜିତ ଏହି ଶିବିରରେ ଜିଲା ଶିକ୍ଷା…
ମହିମା ମହାବିଦ୍ୟାଳୟରେ ସ୍ଵାଗତ ସମ୍ବର୍ଦ୍ଧନା ଉତ୍ସବ ପାଳନ
ଢେଙ୍କାନାଳ : ମହିମାଗାଦିସ୍ଥିତ ମହିମା ମହାବିଦ୍ୟାଳୟରେ ଦୁଇ ଦିନ ଧରି +୨ ପ୍ରଥମ ବର୍ଷର କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ଶିକ୍ଷାର ଛାତ୍ରଛାତ୍ରୀ ମାନଙ୍କୁ କଲେଜ ପରିସରରେ ଭବ୍ୟ ସ୍ଵାଗତ ସମ୍ବର୍ଦ୍ଧନା ତଥା ମାର୍ଗ ଦର୍ଶନ କାର୍ଯ୍ୟକ୍ରମ କଲେଜର ଅଧ୍ୟକ୍ଷଙ୍କ ସଭାପତିତ୍ଵରେ ଅନୁଷ୍ଠିତ…
ମହିମା ମହାବିଦ୍ୟାଳୟ ଯୋରନ୍ଦାରେ ଜାତୀୟ ସେବା ଯୋଜନା ଦିବସ ପାଳିତ
ଢେଙ୍କାନାଳ : ଯୋରନ୍ଦା ସ୍ଥିତ ମହିମା ମହାବିଦ୍ୟାଳୟରେ ଜାତୀୟ ସେବା ଯୋଜନାଦ୍ବାରା "ଜାତୀୟ ସେବା ଯୋଜନା ଦିବସ" ପାଳିତ ହୋଇଯାଇଅଛି। ଏହି ଅବସରରେ ସ୍ବେଚ୍ଛାସେବୀମାନଙ୍କଦ୍ଵାରା ମହାବିଦ୍ୟାଳୟ ପରିସରରୁ ଏକ ସାଇକେଲ ରାଲି ବାହାରି ଯୋରନ୍ଦା, ନାଟିମା, ଯାମୁସରା ଓ ନୁଆସାହି ଆଦି…
ଭୁବନ ଏନଏସି ତରଫରୁ ସ୍ୱଚ୍ଛ ଭାରତ ପ୍ରଶିକ୍ଷଣ ଶିବିର
ଭୁବନ : ଭୁବନ ଏନଏସି ତରଫରୁ ସଦଭାବନା ଗୃହଠାରେ ସ୍ୱଚ୍ଛଭାରତ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି । ନିର୍ବାହୀ ଅଧିକାରୀ ଶ୍ୟାମସୁନ୍ଦର ସାହୁ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ନଗରପାଳ ଶୁଭେନ୍ଦୁ କୁମାର ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ସହରକୁ ସବୁଜ ସୁନ୍ଦରକରି…