Take a fresh look at your lifestyle.
Browsing Category

ଜିଲ୍ଲା ଖବର

ନେତାଜୀ ସୁବାଷ ଚନ୍ଦ୍ର ବୋଷ ଙ୍କ ଜନ୍ମ ଜୟନ୍ତୀ ପାଳନ

ଢେଙ୍କାନାଳ: ସଚେତନ ନାଗରିକ ଫୋରମ ତରଫରୁ ନେତାଜୀ ସୁବାଷ ଚନ୍ଦ୍ର ବୋଷ ଙ୍କ ଜନ୍ମ ଜୟନ୍ତୀ ପାଳିତ ହୋଇଯାଇଅଛି l ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ଯୋଗ ଦେଇ ଢେଙ୍କାନାଳ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଜ୍ଞାନ ରଞ୍ଜନ ମହାପାତ୍ର  କରିବା ସହ ଢେଙ୍କାନାଳ ଜିଲ୍ଲା ମୁଖ୍ୟ କାର୍ଯ୍ୟାଳୟରେ…

ଜିଲ୍ଲା ସ୍ତରୀୟ ଆର୍ଥିକ କାର୍ଯ୍ଯଶାଳା- 2023

ଢେଙ୍କାନାଳ :ଶିକ୍ଷା ବିକାଶ ସମିତି ଓଡିଶା ମଧ୍ଯ ସମ୍ଭାଗ ଅନ୍ତର୍ଗତ ଢେଙ୍କାନାଳ ଜିଲ୍ଲାର ଜିଲ୍ଲା ସ୍ତରୀୟ ଆର୍ଥିକ କାର୍ଯ୍ଯଶାଳା -2023' ଚାଉଳିଆ ଖମାର ସରସ୍ଵତୀ ଶିଶୁବିଦ୍ୟାମନ୍ଦିର ଠାରେ ଆୟୋଜିତ ହୋଇ ଯାଇଛି । ଏହି କାର୍ଯ୍ଯଶାଳାରେ ଢେଙ୍କାନାଳ ଜିଲ୍ଲାରେ ପରିଚାଳିତ ମୋଟ 39 ଟି ସରସ୍ଵତୀ…

ଓଡ଼ିଶା ଚାରୁ ଓ କାରୁକଳା ମହାବିଦ୍ୟାଳୟର ନୂତନ ଛାତ୍ରଛାତ୍ରୀଙ୍କୁ ସ୍ବାଗତ

କୋଣାର୍କ:୨୦୨୨-୨୬ ଶିକ୍ଷାବର୍ଷ ପାଇଁ ନୂତନ ଭାବେ ଆସିଥିବା ପ୍ରଥମ ବର୍ଷର କଳା ଛାତ୍ରଛାତ୍ରୀ ମାନଙ୍କୁ ସ୍ଵାଗତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି । ଏହି ସମ୍ବର୍ଦ୍ଧନା ଓ ସ୍ୱାଗତ ଉତ୍ସବରେ ସମ୍ମାନନୀୟ ଅତିଥି ଭାବେ ଶିଳ୍ପୀ ଚନ୍ଦ୍ରଶେଖର ମହାରଣl ଓ ଶିକ୍ଷାବିତ୍ ବିଜୟ କୁମାର ପଣ୍ଡା ଯୋଗ…

ପଞ୍ଚାୟତରାଜ ପ୍ରତିନିଧି ଙ୍କ ତ୍ରି-ଦିବସିୟ ପ୍ରଶିକ୍ଷଣ

ପରଜଙ୍ଗ : ଓଡିଶା ସରକାର ଙ୍କ ପଞ୍ଚାୟତ ରାଜ ଓ ପାନୀୟ ଜଳ ବିଭାଗ ର ତାଲିମ ଅନୁଷ୍ଠାନ ରାଜ୍ୟ ଗ୍ରାମ୍ୟ ଉର୍ନ୍ନୟନ ଓ ପଞ୍ଚାୟତି ରାଜ ପ୍ରତିଷ୍ଠାନ ସହାୟତା ରେ ସ୍ବେଛାସେବୀ ସଂଗଠନ ଇଡ଼ିଅଟ ପକ୍ଷ ରୁ ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକ ର ପାଣିଗେଙ୍ଗୁଟିଆ ର ବହୁମୁଖୀ ବନ୍ୟା ଆଶ୍ରୟସ୍ଥଳ ଠାରେ…

ଢେଙ୍କାନାଳ ମକୁଟ ବିହୀନ ସମ୍ରାଟ ଥିଲେ ଡଃ. ବିଧାନ ମିଶ୍ର

ଢେଙ୍କାନାଳ: ବିଶିଷ୍ଟ ସଂଗଠକ, ବାଗ୍ମୀ, ଲେଖକ, ଆଇନ୍ଜୀବୀ ଓ ସାହିତି୍ୟକ ସ୍ୱର୍ଗତ ଡଃ. ବିଧାନ ଚନ୍ଦ୍ର ମିଶ୍ରଙ୍କ ପଂଚମ ଶ୍ରାଦ୍ଧବାର୍ଷିକୀ ଅବସରରେ ଦକ୍ଷିଣକାଳୀ ମାର୍ଗସ୍ଥିତ ରତ୍ନ ମଣ୍ଡପରେ ଆଜି ଏକ ସ୍ମୃତିଚାରଣ ସଭା ଅନୁଷ୍ଠିତ ହୋଇଥିଲା । ପ୍ରଥମେ କବି ଓ ଲେଖକ ପଣ୍ଡିତ ମନୋରଞ୍ଜନ ନନ୍ଦଙ୍କ…

ନିର୍ଭିକ ଓ ପ୍ରଭାବଶାଳୀ ସାମ୍ବାଦିକ ଥିଲେ ମନୋରଞ୍ଜନ

ଢେଙ୍କାନାଳ : ମନୋରଞ୍ଜନ ନନ୍ଦ ଜଣେ ଭଲ ସାହିତ୍ୟ ସଂଗଠକ ଓ ପ୍ରଭାବୀ ସାମ୍ବାଦିକ ଥିଲେ । ସାମ୍ବାଦିକତା କ୍ଷେତ୍ରରେ ସେ ଯଥେଷ୍ଟ ସୁନାମ ଅର୍ଜନ କରିଥିଲେ । ପ୍ରଶାସନିକ ଅଧିକାରୀମାନେ ତାଙ୍କୁ ବହୁତ ଖାତିର କରୁଥିଲେ ।  ସାହିତ୍ୟ ଓ ସାମ୍ବାଦିକତାକୁ ଆୟୁଧ କରି ସେ ଲୋକଙ୍କ ସମସ୍ୟାକୁ ସମାଧାନ…

କବି ହରମୋହନ ଦାଶ ଙ୍କର ଜୟନ୍ତୀ ରେ କବିତା ପାଠ

ଢେଙ୍କାନାଳ : ଢେଙ୍କାନାଳ ଥିଙ୍କର୍ସ ଫୋରମ ର ଆୟୋଜନ ରେ ଢେଙ୍କାନାଳ ର  ଯାଉଁଳି ପୋଖରୀ ମଠ ର ପାରାୟଣ ମଣ୍ଡପ ରେ କବି ହରମୋହନ ଦାଶ ଙ୍କର 95ତମ ଜୟନ୍ତୀ ଅନୁଷ୍ଠିତ ହୋଇଯାଇଛି | ଫୋରମ ର  ସଭାପତି  ସୋମେନ୍ଦୁ ଶତପଥୀ ଙ୍କ ପୌରୋହିତ୍ୟ ଏବଂ ସମ୍ପାଦକ ପ୍ରକାଶ ଚନ୍ଦ୍ର ରାଉତ  ସଂଯୋଜନା ରେ …

ଓଡାପଡାରେ ମାଣ୍ଡିଆ ରଥ : ଖାଦ୍ୟଥାଳିରେ ମାଣ୍ଡିଆ ସାମିଲ କରିବା ଜରୁରୀ

ଢେଙ୍କାନାଳ : ଓଡାପଡା ବ୍ଲକ୍ କାର୍ଯ୍ୟାଳୟ ପରିସରରେ ମାଣ୍ଡିଆ ସଚେତନତା ରଥ ୪ ଦିନିଆ ମାଣ୍ଡିଆ ସଚେତନତା ରଥ ବିଭିନ୍ନ ଗ୍ରାମ ପରିକ୍ରମ କରି ସଚେତନତା ସୃଷ୍ଟି କରିଛି  । ଓଡିଶା ମିଲେଟ୍ ମିଶନ ଏବଂ ସ୍ୱେଚ୍ଛାସେବୀ ସଂସ୍ଥା ଇଡିଅଟ୍ ପକ୍ଷରୁ ଆୟୋଜିତ ଏହି ରଥକୁ ଓଡାପଡା ପଞ୍ଚାୟତ ସମିତିର…

ସଘନ ପଦ୍ଧତି ରେ କମ ବିହନ ଓ କମ ଖର୍ଚ୍ଚ ରେ ଚାଷୀ ଅଧିକ ମାଣ୍ଡିଆ ଅମଳ କରି ପାରିବେ

ଢେଙ୍କାନାଳ : ଢେଙ୍କାନାଳ ଜିଲ୍ଲା  ଓଡାପଡା  ବ୍ଲକ ଅନ୍ତର୍ଗତ ଇନ୍ଦିପୁର  ଗ୍ରାମ ପଞ୍ଚାୟତ କାର୍ଯ୍ୟଳୟର ସଭାଗୃହ ଠାରେ ଗତ ଗୁରୁବାର ପୁର୍ବାହ୍ନରେ  ସଘନ ପଦ୍ଧତି ରେ ମାଣ୍ଡିଆ ଚାଷ ସମ୍ପର୍କିତ ଏକ ଦୁଇଦିନିଆ କୃଷକ ତାଲିମ ଶିବିର ଅନୁଷ୍ଠିତ  ହୋଇ ଯାଇଛ। ଓଡ଼ିଶା ମିଲେଟ୍ ମିଶନ ଏବଂ…

ବିକାଶ ଧାରାରେ ସାମ୍ବାଦିକମାନେ ସାମିଲ୍ ହୋଇ କାର୍ଯ୍ୟ କରିବା ପାଇଁ ପରାମର୍ଶ

ଢେଙ୍କାନାଳ: ଆଜି ଗୋପବନ୍ଧୁ ଟାଉନ୍ ହଲ୍ ଠାରେ ଢେଙ୍କାନାଳ ଜିଲ୍ଲା ସାମ୍ବାଦିକ ସଂଘର ଜିଲ୍ଲାସ୍ତରୀୟ ସାଧାରଣ ପରିଷଦ ତଥା ବାର୍ଷିକୋତ୍ସବ ଅନୁଷ୍ଠିତ ହୋଇଯାଇଅଛି । ଏହି ଅବସରରେ ଜିଲ୍ଲାପାଳ ସରୋଜ କୁମାର ସେଠୀ ମୁଖ୍ୟ ଅତିଥି ଭାବେ ଯୋଗଦାନ କରି ଢେଙ୍କାନାଳ ଜିଲ୍ଲାକୁ ସୁଦୃଢ କରିବାରେ…