Browsing Category
ଜିଲ୍ଲା ଖବର
ହାତୀ ଆକ୍ରମଣ ରେ ଜଣେ ଗୁରୁତର
ଗଁଦିଆ: ଢେଙ୍କାନାଳ ଜିଲ୍ଲା ଗଁଦିଆ ଥାନା ଷଡ଼ଙ୍ଗୀ ବନାଞ୍ଚଳ ଆକୃଦା ଗ୍ରାମର ଜଣେ ବ୍ୟକ୍ତି ଜଙ୍ଗଲୀ ହାତୀ ଆକ୍ରମଣ ରେ ଗୁରୁତର ଆହତ ହୋଇଛନ୍ତି ଆହତ ବ୍ୟକ୍ତି ହେଲେ ଆକୃଦା ଗ୍ରାମର କାଳନ୍ଦୀ ପ୍ରଧାନ ଓରଫ୍ କାଳିଆ ବୟସ ୬୦ ସୁଚନା ଅନୂଯାଇ କାଳନ୍ଦୀ ନିଜ ବାରିପଟକୁ ସୈଚ କାର୍ଯ୍ୟ ପାଇଁ…
କୋଣାର୍କ ଉତ୍ସବ ଅବସରରେ ଝୋଟି ଚିତା କାର୍ଯ୍ୟକ୍ରମ
କୋଣାର୍କ - ରାଜୀବ ଗାନ୍ଧୀ ସୋସିଆଲ ଓ୍ବଲଫର ଅର୍ଗାନାଇଜେସନ ପକ୍ଷରୁ ରାଜ୍ୟ ପର୍ଯ୍ୟଟନ ବିଭାଗର ସହାୟତାରେ କୋଣାର୍କ ଉତ୍ସବ ଅବସରରେ ଝୋଟି ଚିତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଓଡ଼ିଶାର ପାରମ୍ପାରିକ କଳା ସଂସ୍କୃତିକୁ ଉଜ୍ଜୀବିତ କରି ରଖିବା ପାଇଁଁ ଆୟୋଜକଙ୍କ ପକ୍ଷରୁ ଏହି ପ୍ରୟାସ…
ଦଳଗତ ଉଦ୍ୟମରେ ହିଁ ଅନୁଷ୍ଠାନ ଆଗକୁ ବଢିବ
ଢେଙ୍କାନାଳ ମାଇକ୍ରୋମିଡିଆ ସାଂସ୍କୃତିକ ଅନୁଷ୍ଠାନର ୨୧ତମ ବାର୍ଷିକ ଉତ୍ସବ ଅବସରରେ ୫ମ କପିଳାସ ମହୋତ୍ସବର ଦ୍ୱିତୀୟ ଦିବସ ରବିବାର ସନ୍ଧ୍ୟାରେ ସ୍ଥାନିୟ ଗୋପବନ୍ଧୁ ଟାଉନହଲ ଠାରେ ଅନୁଷ୍ଠିତ ହୋଇଯାଇଛି ।
ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏମ୍ପି ମହେଶ ସାହୁ କହିଲେ ଯେ, ଯେଉଁ ସାଂସ୍କୃତିକ…
ମହୋତ୍ସବ କଳା ସଂସ୍କୃତି କୁ “ଉଜ୍ଜୀବିତ ରଖିବା ସହ ଭାଇଚାରା ସୃଷ୍ଟି କରିଥାଏ “
ଭୁବନ : ଢେ଼ଙ୍କାନାଳ ଜିଲ୍ଲାର ଅନ୍ୟତମ ପ୍ରସିଦ୍ଧ ଶୈବପୀଠ ଭୁବନ ର ବାବା ବୁଦ୍ଧେଶ୍ଵର ଙ୍କ ପବିତ୍ର ପୀଠ ରେ ପ୍ରଥମ ଥର ପାଇଁ ପ୍ରଶାସନିକ ସ୍ତରରେ ଆରମ୍ଭ ହୋଇଥିବା ଭୁବନ ବୁଦ୍ଧେଶ୍ଵର ମହୋତ୍ସବ ର ସୋମବାର ଦ୍ଵିତୀୟ ସନ୍ଧ୍ୟା ଅନୁଷ୍ଠିତ ହୋଇଯାଇଛି।
ଭୁବନ ନଗରପାଳ ଶୁଭେନ୍ଦୁ କୁମାର ସାହୁ ଙ୍କ…
କାମାକ୍ଷାନଗର ରେ ସମ୍ବିଧାନ ଦିବସ ପାଳିତ
ଢ଼େଙ୍କାନାଳ ୨୬/୧୧- ଢ଼େଙ୍କାନାଳ ଜିଲ୍ଲା କାମାକ୍ଷାନଗର ଗଡଜାତ ଭବନରେ ଆଜି ଭାରତୀୟ ସମ୍ବିଧାନ ଦିବସ, ଡ଼ଃ ବି ଆର ଆମ୍ବେଦକର ମୂଳ ନିବାସୀ ଦଳିତ ସେବା ସଂଘ କାମାକ୍ଷାନଗର ଓ ମୂଳ ନିବାସୀ ୟୁନାଇଟେଡ଼ ଫୋରମ୍ ଓଡିଶା ତରଫରୁ ପାଳିତ ହୋଇଯାଇଛି।
ସଙ୍ଘ ତରଫରୁ ସମ୍ବିଧାନ ସଚେତନତା ପାଇଁ…
କପିଳାସ ମହୋତ୍ସବ ୨୦୨୩ ଉଦଘାଟିତ
ଚଳିତ ବର୍ଷ ମାଇକ୍ରୋମିଡ଼ିଆ ଆୱାରନେସ୍ ଅନୁଷ୍ଠାନର ୨୧ବର୍ଷ ପୂର୍ତ୍ତି ଅବସରରେ ୫ମ କପିଳାସ ମହୋତ୍ସବ ଉପଲକ୍ଷେ ଶ୍ରୀ ଶ୍ରୀ ଚନ୍ଦ୍ରଶେଖର ମହାପ୍ରଭୁଙ୍କ ନିକଟରେ ସ୍ୱତନ୍ତ୍ର ପୂଜାର୍ଚ୍ଚନା କରାଯିବା ସହ ଅତିଥିମାନଙ୍କ ଦ୍ୱାରା ମଶାଲରେ ଅଗ୍ନି ସଂଯୋଗ କରିଥିଲେ, ପରେ ମନ୍ଦିର ବେଢ଼ା ପରିକ୍ରମା…
ମହିମା ମହାବିଦ୍ୟାଳୟରେ ସାମ୍ପ୍ରଦାୟିକ ସଦଭାବନା ସପ୍ତାହ ପାଳନ
ମହିମାଗାଦି, ତା ୨୪.୧୧ ଯୋରନ୍ଦାସ୍ଥିତ ମହିମା ମହାବିଦ୍ୟାଳୟ ପରିସରରେ ଆଜି ପ୍ରାଧ୍ୟାପକ ପ୍ରହଲ୍ଲାଦ କୁମାର ସ୍ଵାଇଁଙ୍କ ସଭାପତିତ୍ଵରେ ଓଡିଶା ସରକାରଙ୍କର ସମନ୍ୱିତ ଯୁବ ବିକାଶ କାର୍ଯ୍ୟକ୍ରମ ଏବଂ ମହାବିଦ୍ୟାଳୟର ରାଜନୀତି ବିଜ୍ଞାନ ବିଭାଗର ମିଳିତ ଆନୁକୁଲ୍ଯରେ ସାମ୍ପ୍ରଦାୟିକ ସଦଭାବନା…
ବଣସିଂହ ଓ ରାଧାଦେଇପୁର ଗ୍ରାମପଂଚାୟତରେ କମ୍ବଳ ଓ ଚାଦର ବଂଟନ
ଢେଙ୍କାନାଳ: ସମାଜସେବୀ ତଥା ଆଇନ୍ଜୀବୀ ପ୍ରୀତି ରଞ୍ଜନ ମହାପାତ୍ରଙ୍କ ସହାୟତାରେ ବଣସିଂହ ଓ ରାଧାଦେଇପୁର ଗ୍ରାମପଂଚାତର ବିଧବା, ଅସହାୟ, ଗରିବ ଏବଂ ବିକଳାଙ୍ଗ ମାନଙ୍କୁ ପ୍ରାୟ ୫୦୦ ଜଣଙ୍କୁ କମ୍ବଳ ଓ ଚାଦର ବଂଟନ କରାଯାଇଛି ।
ବଣସିଂହ ସରପଂଚ ପ୍ରମିଳା ବେହେରା ଓ ରାଧାଦେଈପୁର ପଂଚାୟତର ସରପଂଚ…
ଢେଙ୍କାନାଳ ସିଦ୍ଧ ବଳରାମଜୀଉଙ୍କ ମନ୍ଦିର ପ୍ରାଙ୍ଗଣରେ ରେ ରାସ ଉତ୍ସବ ପାଳିତ
ଢେଙ୍କାନାଳ କୈବଲ୍ୟ ବଜାର ସ୍ଥିତ ସିଦ୍ଧ ବଳରାମଜୀଉଙ୍କ ମନ୍ଦିର ପ୍ରାଙ୍ଗଣରେ ରାସ ଉତ୍ସବ ପାଳିତ ହୋଇଯାଇଛି ।
ଦଶମୀ ଦିନ ଅଧିବାସ ପୂଜା କରାଯାଇଥିଲା ଓ ପାଞ୍ଚ ଦିନ ଧରି ଏହି ରାସ ଉତ୍ସବ ମନ୍ଦିର ପ୍ରାଙ୍ଗଣରେ ପାଳନ କରାଯିବ । ପ୍ରତେକ ଦିନ ରାତ୍ର ଧୂପ ପରେ ମଦନ ମୋହନ ରାସ ବେଦୀକୁ ବିଜେ…
ଢେଙ୍କାନାଳ ସିଦ୍ଧ ବଳରାମଜୀଉଙ୍କ ମନ୍ଦିର ରେ ଗରୁଡ଼ ଜନ୍ମ ଉତ୍ସବ ପାଳିତ
ଢେଙ୍କାନାଳ କୈବଲ୍ୟ ବଜାର ସ୍ଥିତ ସିଦ୍ଧ ବଳରାମଜୀଉ ଙ୍କ ମନ୍ଦିର ପ୍ରାଙ୍ଗଣରେ ଗରୁଡ଼ ଜନ୍ମ ଉତ୍ସବ ପାଳିତ ହୋଇଯାଇଛି। ସନ୍ଧ୍ୟା ସମୟରେ ନୂତନ ବସ୍ତ୍ର ଗରୁଡ଼ ଙ୍କୁ ତୁଳସୀ ମାଳ ପୁଲ , ଖଇ , ଲୁଣ ଘିଅ ଭୋଗ ଲାଗି ପୂଜା ଅର୍ଚ୍ଚନା କରାଯାଇଥିଲା ।
ପୂଜକ ମନ ସୁମନ ମିଶ୍ର , ପୂଜକ ଶ୍ରୀବତ୍ସ…