ଓଡ଼ପଡ଼ା ସରସ୍ଵତି ଶିଶୁ ବିଦ୍ୟା ମନ୍ଦିର ପରିସର ରେ ବୃକ୍ଷରୋପଣ କାର୍ଯ୍ୟକ୍ରମ

ଢେଙ୍କାନାଳ : ଓଡ଼ାପଡ଼ା ଶିଶୁ ବିଦ୍ୟା ମନ୍ଦିର ପ୍ରାଙ୍ଗନରେ ଚତୃପଶ୍ୱରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ରେ ବିଦ୍ୟାଳୟଳ ର ପ୍ରଧାନ ଆଚାର୍ଯ୍ୟ ଦୃଗଚରଣ ରାଉତ ବୃକ୍ଷ ର ମହାତ୍ମା ବିଷୟରେ ଯଥା ପରିବେଶ ସୁରକ୍ଷା, ବିଶୁଦ୍ଧ ବାୟୁ ପ୍ରାପ୍ତ , ଅମ୍ଳଜାନ ପ୍ରାପ୍ତ ସୁ ବୃଷ୍ଟି ପାତ ସମ୍ବନ୍ଧରେ ଛାତ୍ର ଛାତ୍ରୀ ମାନଙ୍କୁ ଆଲୋକପାତ କରିଥିଲେ ବିଦ୍ୟାଳୟର ୫ମ ୮ମ ଶ୍ରେଣୀ ର ପ୍ରତୀକ ଛାତ୍ର ଛାତ୍ରୀ ୨ ଟି ଲେଖାଏ ଗଛ ବୃକ୍ଷ ରୋପଣ କରିଥିଲେ ।

ଶିଶୁ ବିଦ୍ୟା ମନ୍ଦିର ବରିଷ୍ଠ ଆଚାର୍ଯ୍ୟ ଗଗନ ବିହାରୀ ନାୟକ ୧୫ ଟି ଆମ୍ରପାଲି ଆମ୍ବ ଗଛ ରୋପଣ କରିଥିବା ବେଳେ ଆଚାର୍ଯ୍ୟ , ରଶ୍ମିତା ବେହେରା ୫ ଟି ବୃକ୍ଷ ରୋପଣ କରିଥିଲେ।ପ୍ରତ୍ୟେକ ଶିଶୁ ନିଜ ବଡି ଅଗଣାରେ ୫ଟି ଲେଖାଏଁ ବୃକ୍ଷ ରୋପଣ କରିବାପାଇଁ। ପ୍ରଧାନ ଆଚାର୍ଯ୍ୟ ବଜ୍ର ସପଥ ପାଠ କରାଇଥିଲେ।

ଏହି ମହତ କାର୍ଯ୍ୟ ରେ ବିଦ୍ୟାଳୟରେ ଭାଗିରଥି ଗୁରୁଜୀ ରଶ୍ମିତା ଗୁରୁମା, ମୋନାଲିସା ଗୁରୁମା, ସସ୍ମିତା ସାହୁ ଗୁରୁମା,ମାନୁସ୍ମିତା ଗୁରୁମା , କ୍ଷରାବ୍ଧୀ ଗୁରୁମା, ଅଶାନ୍ତି ଗୁରିମା, ସତ୍ୟପ୍ରିୟ ଗୁରୁମା, ନିର୍ମଳ ଗୁରୁଜୀ,ରଞ୍ଜନ ଗୁରୁଜୀ,ପ୍ରମାଦ ଗୁରୁଜୀ , ପ୍ରମୁଖ ନିଜ ନିଜ ଶ୍ରେଣୀର ଶିଶୁ ଭାଇ ଭଉଣୀମାନଙ୍କୁ ବୃକ୍ଷ ରୋପଣ କାର୍ଯ୍ୟ ରେ ନୀଉଜିତ କରିଥିଲେ ।

ଏହି ମହତ କାର୍ଯ୍ୟ ରେ ଶିଶୁ ବାଟିକା ସମେତ ୧୮୦ ଜଣ ଛାତ୍ର ଛାତ୍ରୀ ଅଂଶ ଗ୍ରହଣ କରିଥିଲେ

Comments (0)
Add Comment