ଦୋଳମଣ୍ଡପ ସାହିରେ ମା’ମଙ୍ଗଳାଙ୍କ ଖୁଦୁରୁକୁଣୀ ଓଷା
ଢେଙ୍କାନାଳ: ଢେଙ୍କାନାଳ ଦୋଳମଣ୍ଡପ ସାହି ସ୍ଥିତ ମଙ୍ଗଳା ମନ୍ଦିର ନିକଟରେ ୨୨ ବର୍ଷ ଧରି ଖୁଦୁରୁକୁଣୀ ଓଷା ପାଳିତ ହୋଇଆସୁଛି । ସକାଳୁ ଝିଅମାନେ ଫୁଲ ତୋଳି,ମାଳଗୁନ୍ଥୀ, ବାଲୁକା ପୂଜା କରିଥିଲେ । ବାଳୁକା ପୂଜା ସହିତ ମା'ଙ୍କ ପୂଜା ହୋଇଥିଲା । ସନ୍ଧ୍ୟା ରେ ଆଳତି କରିଥିଲେ ।
ଝୁଣା, ଦୀପ…