ବି.ବି.ହାଇସ୍କୁଲରେ ମୁଖ୍ୟମନ୍ତ୍ରୀ ଶିକ୍ଷାପୁରସ୍କାର ସଚେତନତା କାର୍ଯ୍ୟକ୍ରମ
ଢେଙ୍କାନାଳ: ଓଡ଼ିଶା ସରକାରଙ୍କ ନିଦେ୍ର୍ଦଶାନାମା ଅନୁସାରେ ଶତାୟୁ, ବ୍ରଜନାଥ ବଡ଼ଜେନା ସରକାରୀ ଉଚ୍ଚ ବିଦ୍ୟାଳୟ, ଢେଙ୍କାନାଳ ପରିସରରେ ପ୍ରାକ୍ତନ ଓ ବର୍ତମାନର ଛାତ୍ରୀ -ଛାତ୍ର, ଅଭିଭାବକ - ଅଭିଭାବିକା ,ବିଦ୍ୟାଳୟ ପରିଚାଳନା କମିଟି ସଦସ୍ୟା - ସଦସ୍ୟ, ଶିକ୍ଷୟିତ୍ରୀ - ଶିକ୍ଷକ,ପ୍ରଧାନ…