ବି ପି ଏଲ ଙ୍କୁ ପାଣି ପାଇପ ସଂଯୋଗ ରେ ୫ କୋଟି ଟଙ୍କା ଦୁର୍ନୀତି ର ଭିଜିଲାନ୍ସ ତଦନ୍ତ ଦାବି
ଢେ଼ଙ୍କାନାଳ : ଭୁବନ ଜନସ୍ବାସ୍ଥ୍ୟ ବିଭାଗ ସମ୍ପ୍ରତି ଦୁର୍ନୀତି,ପ୍ରୀୟାପ୍ରିତି ,ଅନିୟମିତା ଓ ସ୍ୱେଚ୍ଛାଚାରିତା ଚରମ ସୀମାରେ ପହଞ୍ଚିଛି । ଏହି କାର୍ଯ୍ୟାଳୟ ରେ ସରକାରଙ୍କ ବଦଳି ନୀତି ବଳି ପଡ଼ିଛି । ଜଣେ କର୍ମଚାରୀ ଅତି ବେଶି ରେ ୩ ବର୍ଷ ରୁ ୫ ବର୍ଷ ପର୍ଯ୍ୟନ୍ତ ଗୋଟିଏ ସ୍ଥାନରେ କାର୍ଯ୍ୟ…