ମିଥ୍ୟା ପ୍ରତିଶୃତି ବିରୋଧ କରି ରାଜ୍ୟ ଆଉଟସୋର୍ଶିଙ୍ଗି ମହାସଂଘ ର ଜିଲ୍ଲାପାଳ ଙ୍କୁ ଦାବିପତ୍ର
ଢେଙ୍କାନାଳ : ରାଜ୍ୟ ସରକାର ବାରମ୍ବାର ପ୍ରତିଶୃତି ଦେଇ କି ତାଙ୍କ ପ୍ରତିଶୃତି ପାଳନ କରି ନାହାଁନ୍ତି. ମିଥ୍ୟା ପ୍ରତିଶୃତି ବିରୋଧ କରି ରାଜ୍ୟ ଆଉଟସୋର୍ଶିଙ୍ଗି ମହାସଂଘ ନିଷ୍ପତି କ୍ରମେ ଆଜି 23 ତାରିଖ ଦିନ ଢେଙ୍କାନାଳ ର ଜିଲ୍ଲାପାଳ ମହୋଦୟ ଙ୍କୁ ଦାବିପତ୍ର ଦିଆଯାଇଅଛି ଓ ଦିବା 10 ଘଟିକା…