Take a fresh look at your lifestyle.
Daily Archives

May 28, 2023

ସିଆରପିଏଫ ଯବାନଙ୍କ ପରଲୋକ ,ଜନ୍ମମାଟିରେ ଶେଷକୃତ୍ୟ ସମ୍ପର୍ଣ

ଢେଙ୍କାନାଳ : ଭୁବନେଶ୍ୱର ରେ କାର୍ଯ୍ୟରତ ସିଆରପିଏଫ କାର୍ଯ୍ୟରତ ଯବାନ୍ ଧ୍ରୁବ ଚରଣ ସାମଲ ଙ୍କ ପରଲୋକ ହୋଇଛି I ଢେଙ୍କାନାଳ ଜିଲ୍ଲା ଗଁଦିଆ ବ୍ଲକ ଚନ୍ଦ୍ରଶେଖରପୁର ଗ୍ରାମର ପୁଅ ବୀର ଯବାନ ଧ୍ରୁବ ଚରଣ ସାମଲ ଅସୁସ୍ତ ହୋଇ ଡାକ୍ତରଖାନା ରେ ବରତି ହୋଇ ଥିଲେ I ସୁସ୍ତ ହୋଇ ଘର କୁ ଆସିବା ପରେ…

୨୦୦ ୟୁନିଟ ଦେୟମୁକ୍ତ ବିଜୁଳି ପାଇଁ ଦସ୍ତଖତ ସଂଗ୍ରହ ଅଭିଯାନ

ଢେ଼ଙ୍କାନାଳ : ଆମ ଆଦମୀ ପାର୍ଟି ଓଡ଼ିଶାର ରାଜ୍ୟ ସଭାପତି ଶ୍ରୀଯୁକ୍ତ ନିଶିକାନ୍ତ ମହାପାତ୍ର ମହୋଦୟଙ୍କ ନେତୃତ୍ୱ ରେ ଜୁନ ୮ ତାରିଖରେ ଓଡିଶାର ପ୍ରତ୍ୟେକ ପରିବାର କୁ ୨୦୦ ୟୁନିଟ ବିଜୁଳି ଦେୟ ମୁକ୍ତ ଦେବାପାଇଁ ରାଜ୍ୟ ସରକାରଙ୍କୁ ଦେବାକୁ ଥିବା ଦାବି ପତ୍ର ଓ ଜନ ଆନ୍ଦୋଳନକୁ ସଫଳ କରିବା…

ଭୀମ୍ ଆର୍ମୀ ଢେଙ୍କାନାଳ ଜିଲ୍ଲା ତରଫରୁ ପ୍ରସ୍ତୁତି ବୈଠକ

ଢେଙ୍କାନାଳ : ଢେଙ୍କାନାଳ ଜିଲ୍ଲା ମହିଷାପାଟ ଠାରେ ଭୀମ୍ ଆର୍ମୀ ଭାରତ ଏକତା ମିଶନ ତରଫରୁ ଜିଲ୍ଲା ସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଅଛି । ଏହି ବୈଠକରେ ମୁଖ୍ୟ ଅତିଥି ଭାବେ ଓଡିଶା ରାଜ୍ୟ ପି.ଆର୍.ଓ. କମଳ ଲୋଚନା ପାତ୍ର ଏବଂ ଆଡଭୋକେଟ୍ ପ୍ରଦୁ୍ୟମ୍ନ ନାୟକ, ଢେଙ୍କାନାଳ ଜିଲ୍ଲା ସଭାପତି…

୫ ଟି ସଚିବ ଙ୍କ ମହିମାଗାଦୀ ଗସ୍ତ ପାଇଁ ସଜବାଜ: ସ୍ଥିତି ପରଖିଲେ ବାବି ଦାସ

ଢେଙ୍କାନାଳ: ଢେଙ୍କାନାଳ ଜିଲା ବିଶ୍ୱ ପ୍ରସିଦ୍ଧ ମହିମା ଧର୍ମର ପୀଠ ଯୋରନ୍ଦାର ରୂପରେଖ ବଦଳିବ । ମହିମାଗାଦୀ ଯୋରନ୍ଦାକୁ ବିଶ୍ୱସ୍ତରୀୟ ପର୍ଯ୍ୟଟନ ସ୍ଥଳିରେ ପରିଣତ କରିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରୟାସ ଜାରି ରହିଛି । ମୁଖ୍ୟମନ୍ତ୍ରୀଙ୍କ ପକ୍ଷରୁ ଢେଙ୍କାନାଳ ଜିଲାର ପର୍ଯ୍ୟଟନ…

୨୩ ବର୍ଷ ଶାସନରେ ମୁଖ୍ୟମନ୍ତ୍ରୀ ଯୋରନ୍ଦା ଆସିନାହାଁନ୍ତି ସଚିବଙ୍କ ଗସ୍ତ ଏକ ପ୍ରକାର ପ୍ରହସନ

ଢେଙ୍କାନାଳ: ମୁଖ୍ୟମନ୍ତ୍ରୀଙ୍କର ଜଣେ ବ୍ୟକ୍ତିଗତ ସହାୟକ, ଯିଏ ଆଜିକାଲି ନିଜକୁ ମୁଖ୍ୟମନ୍ତ୍ରୀଙ୍କ ଠାରୁ ବେଶି କ୍ଷମତାଶାଳୀ ବୋଲି ପ୍ରମାଣିତ କରିବା ପାଇଁ ନାନା କସରତରେ ଲାଗିଛନ୍ତି । ସେ ମହିମା ଧର୍ମର ଯୋରନ୍ଦା ଗାଦୀକୁ ଆସୁଥିବା ଶୁଣାଯାଉଛି । ଆଜି ପର୍ଯ୍ୟନ୍ତ ୨୩ ବର୍ଷ ଶାସନରେ ଥରେ ହେଲେ…

ଭୋଜଦେଇ ପୁର ରେ ପାରମ୍ପରିକ ଶିବବିବାହ ଓ ଶୀତଳ ଷଷ୍ଠୀ ଯାତ୍ରା ସମ୍ପର୍ଣ୍ଣ

ଢେଙ୍କାନାଳ : ଢେଙ୍କାନାଳ ଜିଲ୍ଲାର ସଦର ମହକୁମା ଠାରୁ ଅନତି ଦୂରରେ ଭୋଜଦେଈପୁର ଶାସନର ଆରାଧ୍ୟ ଦେବ ଶ୍ରୀ ଶ୍ରୀ ଭୋଳେଶ୍ବର ମହାପ୍ରଭୁଙ୍କ ପୀଠ ସ୍ଥଳୀ, ଯାହାଙ୍କର କୋଳ ମଣ୍ଡନ କରୁଛି ପୂଣ୍ୟ ତୋୟା ବ୍ରାହ୍ମଣି ନଦୀ।ମାନବୀୟ ଲୀଳା ର ନିଦର୍ଶନ ସ୍ୱରୂପ ଦୁଇ ଦିନ ଧରି ପୁଣ୍ୟ ତିଥିରେ ଗ୍ରାମବାସୀ…