Take a fresh look at your lifestyle.
Monthly Archives

February 2023

କୋଣାର୍କ ପ୍ରାଥମିକ ଚିକିତ୍ସା କେନ୍ଦ୍ରରେ ସ୍ବାସ୍ଥ୍ୟ ସଚେତନତା କାର୍ଯ୍ୟକ୍ରମ

କୋଣାର୍କ : ଭାରତ ସରକାରଙ୍କ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ସୋମବାର ପୂର୍ବାହ୍ନରେ କୋଣାର୍କ ପ୍ରାଥମିକ ଚିକିତ୍ସା କେନ୍ଦ୍ରର ପରିସରରେ ସ୍ବାସ୍ଥ୍ୟ ସେବା ସମ୍ପର୍କିତ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ସ୍ବାସ୍ଥ୍ୟ ସଚେତନତା ଶିବିରରେ କୋଣାର୍କ…

ଜାତୀୟସ୍ତରୀୟ ତାଇକୋଣ୍ଡୋ ପ୍ରତିଯୋଗିତାରେ ଓଡିଶା ଟିମକୁ ୧ସ୍ୱର୍ଣ୍ଣ ଓ ୩ ରୋୖପ୍ୟ ପଦକ

ଢେଙ୍କାନାଳ: ଜାତୀୟସ୍ତରୀୟ ତାଇକୋଣ୍ଡୋ ପ୍ରତିଯୋଗିତାରେ ଢେଙ୍କାନାଳ ପ୍ରତିଯୋଗୀଙ୍କ ସଫଳତା, କୃତି ପ୍ରତିଯୋଗୀଙ୍କୁ ଜିଲ୍ଲାପାଳ ଜଣାଇଲେ ଶୁଭେଚ୍ଛା । ।ମହାରାଷ୍ଟ୍ରର ପୁନେ ସହର ସ୍ଥିତ ନିୟୁ ପ୍ରଭୁ ଶ୍ରୀଲର୍ନ ପରିସରରେ ଭାରତର ବିଭିନ୍ନ ତାଇକୋଣ୍ଡୋ ଏକାଡେମୀ, ଆସୋସିଏସନ ଓ କ୍ଲବର ମିଳିତ…

ହିରୋ XOOM ସ୍କୁଟର ବଜାର ପ୍ରବେଶ

ଢେଙ୍କାନାଳ: ହିରୋ ମୋଟୋକର୍ପ ର ଅଧିକୃତ ବିକ୍ରେତା ସୋମ ଅଟୋରେ ହିରୋ XOOM ସ୍କୁଟର ର ବଜାର ପ୍ରବେଶ ମହାସମାରୋହରେ ଅନୁଷ୍ଠିତ ହୋଯାଇଅଛି। ସ୍ଥାନୀୟ AXIS BANK ର ବରିଷ୍ଟ ଶାଖା ପ୍ରବନ୍ଧକ ଶ୍ରୀଯୁକ୍ତ କାର୍ତ୍ତିକ ଚନ୍ଦ୍ର ସାହୁ କେକ୍ କାଟି ଏହାର ଶୁଭ ଉଦଘାଟନ କରିଥିଲେ। 110CC ବିଶିଷ୍ଟ…

ଭୁବନ ସରସ୍ୱତୀଶିଶୁବିଦ୍ୟାମନ୍ଦିର ର ୩୩ ତମବାର୍ଷିକଉତ୍ସବ

ଭୁବନ : ଭୁବନ ସହର ଉପକଣ୍ଠସ୍ଥ ସରସ୍ୱତୀ ଶିଶୁବିଦ୍ୟାମନ୍ଦିର ର ୩୩ ତମ ବାର୍ଷିକଉତ୍ସବ ମହାସମାରୋହରେ ଅନୁଷ୍ଠିତହୋଇଯାଇଛି । ପରିଚାଳନା କମିଟି ସଭାପତି ପ୍ରଭାତକୁମାର ପଟ୍ଟନାୟକ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉତ୍ସବରେ ଢେଙ୍କାନାଳ ସାଂସଦ ମହେଶ ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ସ୍ୱଳ୍ପ…

ରିଜର୍ଭ ବ୍ୟାଙ୍କ୍ ପକ୍ଷରୁ ଛାତ୍ରୀଙ୍କ ନିଯୁକ୍ତି ନିମନ୍ତେ ସଚେତନତା

ଢେଙ୍କାନାଳ : ଢେଙ୍କାନାଳ ସ୍ୱୟଂଶାସିତ ମହାବିଦ୍ୟାଳୟର ଆଇକ୍ୟୁଏସି ସେଲ୍ ଏବଂ ଭାରତୀୟ ରିଜର୍ଭ ବ୍ୟାଙ୍କ୍ ଓଡିଶା ଶାଖା ତରଫରୁ ଛାତ୍ରୀମାନଙ୍କ ପାଇଁ ରିଜର୍ଭ ବ୍ୟାଙ୍କ୍ରେ ନିଯୁକ୍ତି ନିମନ୍ତେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମକୁ ମହାବିଦ୍ୟାଳୟର…

ଆତ୍ମରକ୍ଷା କୌଶଳ ପ୍ରଶିକ୍ଷଣ ଉଦ୍ଘାଟିତ

ଢେଙ୍କାନାଳ : ଢେଙ୍କାନାଳ ସ୍ୱୟଂଶାସିତ ମହାବିଦ୍ୟାଳୟରେ ଯୁକ୍ତ ୨ ଛାତ୍ରୀଙ୍କ ନିମନ୍ତେ ରାଣୀ ଲକ୍ଷ୍ମୀବାଇ ଆତ୍ମରକ୍ଷା କୌଶଳ ଉଦ୍ଘାଟିତ ହୋଇଯାଇଛି । ସମଗ୍ର ଶିକ୍ଷା ଦ୍ୱାରା ପ୍ରାୟୋଜିତ ଏହି କାର୍ଯ୍ୟକ୍ରମ ୧୫ ଦିନ ଧରି ଚାଲିବ । କଲେଜର ଅଧ୍ୟକ୍ଷ ପ୍ରଫେସର ରଞ୍ଜିତ କୁମାର ପ୍ରଧାନ ଏହାକୁ…

ଜିଲ୍ଲାସ୍ତରୀୟ କୃଷି ଯନ୍ତ୍ରପାତି ଓ କୃଷି ମେଳା ଉଦଯାପିତ

ଢେଙ୍କାନାଳ: ଗତ ୧୦ ତାରିଖଠାରୁ ଢେଙ୍କାନାଳ ମିନି ଷ୍ଟାଡିୟମ୍ରେ ଚାଲୁଥିବା ଜିଲ୍ଲାସ୍ତରୀୟ କୃଷି ଯନ୍ତ୍ରପାତି ଓ କୃଷି ମେଳା ସୋମବାର ଉଦଯାପିତ ହୋଇଯାଇଛି । ଢେଙ୍କାନାଳ ସାଂସଦ ମହେଶ ସାହୁ ଉଦଯାପନୀ କାର୍ଯ୍ୟକ୍ରମର ମୁଖ୍ୟ ଅତିଥି ଭାବେ ଯୋଗଦେଇ ଚାଷ କ୍ଷେତ୍ରରେ ଅଧିକ ଉତ୍ପାଦନ କରିଥିବା…

ମୋ କଲେଜ ଅଭିଯାନ ରେ ଅର୍ଥ ସଂଗ୍ରହ କୁ ଗୁରୁତ୍ୱ

ଢେଙ୍କାନାଳ:ଢେଙ୍କାନାଳ ସ୍ବୟଂଶାସିତ ମହାବିଦ୍ଯାଳୟ ପରିସରରେ ୧୯୭୨-୭୪ ଇଣ୍ଟରମିଡିଏଟ୍ ବିଜ୍ଞାନ ଛାତ୍ରଛାତ୍ରୀମାନେ ଏକ ବନ୍ଧୁମିଳନ ସମାରୋହ ଆୟୋଜନ କରି ମୋ କଲେଜ ଅଭିଯାନ ରେ ପାଣ୍ଠି ସଂଗ୍ରହ ଉପରେ ଗୁରୁତ୍ୱାରୋପ କରିଥିଲେ ।ପୁରାତନ ଛାତ୍ରୀ ଛାତ୍ର ମାନେ 20 ହଜାର ଟଙ୍କା ନଗଦ ମୋ କଲେଜ…

ରେଡ଼ିଓ ନମସ୍କାରର ୧୩ତମ ପ୍ରତିଷ୍ଠା ଦିବସ ପାଳିତ

କୋଣାର୍କ :  ଓଡ଼ିଶାର ପ୍ରଥମ ଗୋଷ୍ଠି ବେତାର କେନ୍ଦ୍ର ରେଡିଓ ନମସ୍କାର ରବିବାର ଅପରାହ୍ନରେ ତା'ର ୧୩ ତମ ପ୍ରତିଷ୍ଠା ଦିବସ ପାଳନ କରିଛି । ସୂଚନା ଯୋଗ୍ୟ ୨୦୧୦ମସିହା ଫେବୃଆରୀ ୧୨ ତାରିଖ ରେ ରେଡିଓ ନମସ୍କାର ତାର ପ୍ରସାରଣ ଆରମ୍ଭ କରିଥିଲା, ଦେଖୁ ଦେଖୁ ସେ ଆଜି ୧୩ ବର୍ଷ ରେ ପଦାର୍ପଣ…

ଛାତ୍ରନେତା ଦେବୀରଞ୍ଜନ ତ୍ରିପାଠୀ ଏବଂ ସାମ୍ବାଦିକ ରତନ ନାୟାର””ସିଦେ୍ଧଶ୍ୱରୀ ସମ୍ମାନ”ରେ…

ଢେଙ୍କାନାଳ: ସିଦେ୍ଧଶ୍ୱରୀ କମିଟି ତରଫରୁ ଢେଙ୍କାନାଳ ଜିଲ୍ଲା ପରିଷଦ ଭବନଠାରେ ଏକ ଶ୍ରଦ୍ଧାଞ୍ଜଳି ସ୍ମୃତିସଭାର ଆୟୋଜନ କରାଯାଇଥିଲା । ଏହି ସଭାରେ ଢେଙ୍କାନାଳର ବିଭିନ୍ନ ଅଗ୍ରଣୀ ଅନୁଷ୍ଠାନର ସଦସ୍ୟ, ସଦସ୍ୟା, ବିଭିନ୍ନ ଦଳର କର୍ମକର୍ତା ସ୍ୱର୍ଗତ ସିଦେ୍ଧଶ୍ୱରୀଙ୍କ ଉଦେ୍ଦଶ୍ୟରେ…