Take a fresh look at your lifestyle.

DCC play ସ୍କୁଲରେ ସାଧାରଣତନ୍ତ୍ର ଦିବସ ପାଳନ

0 9

ଢେଙ୍କାନାଳ: ବିବେକାନନ୍ଦ ବିଦ୍ୟା ମନ୍ଦିର ପରିସରରେ DCC play ସ୍କୁଲ ଏବଂ ଓଁ ସରସ୍ବତୀ ଶିଶୁମନ୍ଦିର ଦ୍ୱାରା 74 ତମ ସାଧାରଣତନ୍ତ୍ର ଦିବସ ପାଳନ ହୋଇଯାଇଛି, ମୁଖ୍ୟ ଅତିଥିଭାବେ IIMC ରେ ପଢିଥିବା ତଥା ପ୍ୟାଡ଼ women ଭାବେ ପରିଚିତା ମହିଳା ସମାଜସେବୀ ଅଙ୍କିତା ସାହୁ ଗଣତନ୍ତ୍ରର ତର୍ଜମା ପୂର୍ବକ ଭୋଟରେ ହେଉଥିବା ପ୍ରହସନ ର ବ୍ୟାଖ୍ୟାନ କରିଥିଲେ  l

ସଭାପତି ବରିଷ୍ଟ ଆଇନଜୀବୀ ଦିପ୍ତୀସ ପ୍ରସାଦ ପଟ୍ଟନାୟକ ସ୍ୱାଧୀନତା ର ଗଣତନ୍ତ୍ର ପାଇଁ ଆମ ଦେଶ ବିଶ୍ୱ ଦରବାର ପ୍ରତିଷ୍ଠା ଲାଭ କରିଥିବା ଦର୍ଶାଇ ଥିଲେ l ପୋଲିସ ଅଧିକାରୀ ଚକ୍ରଧର ତରାଇ ଏବଂ ସମ୍ପାଦକ ଆଇନଜୀବି ଗୁପ୍ତେଶ୍ୱର ମିଶ୍ର ବକ୍ତବ୍ୟ ପ୍ରଦାନ କରିଥିଲେ, ଉଭୟ ସ୍କୁଲ ର ଏହି କାର୍ଯ୍ୟକ୍ରମ ରେ ଅନେକ ସଦସ୍ୟ ଅଂଶ ଗ୍ରହଣ କରିଥିଲେ, ଢେଙ୍କାନାଳ ସଚେତନ ନାଗରିକ ଫୋରମ ସମ୍ପାଦକ ଭରତ କୁମାର ଦାସ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ l

- Advertisement -

Leave A Reply

Your email address will not be published.