Take a fresh look at your lifestyle.
Monthly Archives

August 2022

ଚି ଚି ଚି ଚିଟଫଣ୍ଡ ଡ ଡ ଡ

ଚିଟଫଣ୍ଡ ଠକେଇରେ ପଡିଛୁ ଭାଇ ଭଲମନ୍ଦ ନ ଖାଇକି ସଞ୍ଚିଲୁ ଯାଇ । ଠକ କହି ସରକାର ମାଡି ବସିଲେ ହଟହଟା ଜମାକାରୀ ତେଣୁ ହୋଇଲେ । ଅଉଷଧ କିଣିବାକୁ ମିଳୁନି ଟଙ୍କା ଶୁଣାଯାଏ ସରକାର ଟାଳିଵେ ଶଙ୍କା କେବେଠାରୁ ପୁରିଲାଣି ସଞ୍ଚୟ କଣ୍ଟ, ଫେରେଇଵେ କେବେ ଟଙ୍କା ଦିଶୁନି ବାଟ । ତଦାରଖ…

ଶ୍ରାବଣ ମାସରେ ପାଣି ପାଇଁ ଚିନ୍ତାରେ ଚାଷୀ ,ପଳାଶୁଣି ଅଞ୍ଚଳ ଚାଷ ଜମି ଫାଟି ଆଁ

କଙ୍କଡାହାଡ଼(ଟୁକୁନ ବିଶ୍ୱାଳ): ଶ୍ରାବଣ ମାସରେ ବର୍ଷା ନାହିଁ । ଆଉ କିଛି ଦିନ ପରେ ଭାଦ୍ରବ ମାସ ଆସି ପହଁଚିବ ।ଏହି ଚିନ୍ତାରେ ଅଛନ୍ତି ପଳାଶୁଣି ଅଞ୍ଚଳର ୧୦ ଟି ପଞ୍ଚାୟତ ଗଡ଼ପଳାଶୁଣି, ମହାବିରୋଡ଼, ଝିଲ୍ଲୀ, ଦଶୀପୁର, କୁଟୁରିଆ, ଘାଗରାମୁଣ୍ଡା, ବାମ,ପଙ୍ଗାତିରା, ବିରିବୋଲାଇ, ଚାନ୍ଦପୁର…

ସାନଭାଇ ପନିଖି ଚୋଟରେ ଭିନ୍ନକ୍ଷମ ବଡ ଭାଇ ଆହତ

କଙ୍କଡାହାଡ଼(ଟୁକୁନ ବିଶ୍ୱାଳ): ପରଜଙ୍ଗ ବ୍ଲକ ମାଣକିମରା ପଞ୍ଚାୟତର କାଦୁପଡା ଗ୍ରାମରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା । ସାନଭାଇ ପନିଖି ଚୋଟରେ ଭିନ୍ନକ୍ଷମ ବଡ ଭାଇ ଗୁରୁତର । ସୂଚନା ମୁତାବକ କାଦୁପଡା ଗ୍ରାମର ବାବୁ ସାହୁ(୪୦) ଜଣେ ଭିନ୍ନକ୍ଷମ ବ୍ୟକ୍ତି ଅଟନ୍ତି ,ସେ ଅସ୍ଥାୟୀ…

ସ୍ବତନ୍ତ୍ରତାର ୭୫ ବର୍ଷ ପାଳନ ନିମନ୍ତେ ଅମୃତମହୋତ୍ସବ ସମାରୋହ କମିଟି ଗଠନ

କଙ୍କଡାହାଡ଼(ଟୁକୁନ ବିଶ୍ୱାଳ): ଦେଶ ସ୍ୱାଧୀନତାର ୭୫ ତମ ପୂର୍ତ୍ତି ଅବସରରେ ଦେଶରେ ବିଭିନ୍ନ ସରକାରୀ ବେସରକାରୀ ସ୍ତରରେ ସ୍ବାଧୀନତାର ଅମୃତ ମହୋତ୍ସବ ପାଳିତ ହେଉଅଛି ।ମହାନ ଦେଶ ଭକ୍ତ ମାନଙ୍କ ତ୍ୟାଗ ଓ ବଳିଦାନ ପାଇଁ ଦେଶ ଅଗଷ୍ଟ ମାସ ୧୫ ତାରିଖ ୧୯୪୭ ମସିହାରେ ସ୍ୱାଧୀନତା ପାଇଥିଲା ।…

ଓଡାପଡାର ଏ-୧ ଗ୍ରେଡ୍ ପାଇଥିବା ଛାତ୍ରଛାତ୍ରୀ ସମ୍ବର୍ଦ୍ଧିତ

ଢେଙ୍କାନାଳ  : ଢେଙ୍କାନାଳ ଜିଲ୍ଲାର ବିଭିନ୍ନ ସରକାରୀ ଓ ବେସରକାରୀ ବିଦ୍ୟାଳୟରୁ ଚଳିତ ବର୍ଷ ମାଟ୍ରିକ୍ ପରୀକ୍ଷାରେ ଏ-୧ ଗ୍ରେଡ୍ରେ ଉତୀର୍ଣ୍ଣ ହୋଇଥିବା ୧୭୦ଜଣ ଛାତ୍ରଛାତ୍ରୀଙ୍କ ମଧ୍ୟରୁ "ଆମ ପ୍ରତିଭା ଆମ ସମ୍ମାନ' ଅନୁଷ୍ଠାନ ପକ୍ଷରୁ ଓଡାପଡା ବ୍ଲକ୍ ପରିସରରେ ୧୪ଜଣ ଛାତ୍ରଛାତ୍ରୀ ସମେତ…