ବିଶ୍ୱ ବନ୍ଧୁତ୍ୱ ଦିବସରେ ତୃପ୍ତିପାଠାଗାର ପକ୍ଷରୁ ରକ୍ତଦାନ
ଭୁବନ : ରକ୍ତ ମଣିଷକୁ ଚଳଚଂଚଳ କରାଏ । ରକ୍ତ ବିନା ମଣିଷ ବଂଚିବା ଅସମ୍ଭବ । ରକ୍ତର ଆବଶ୍ୟକତା କୃତ୍ରିମ ଉପାୟରେ ପୁରଣ କରାଯାଇ ପାରିବ ନାହିଁ ।
କେବଳ ଦାନୀ ହିଁ ଦାନ କରି ଅନ୍ୟର ଜୀବନ ବଂଚାଇବାରେ ସକ୍ଷମ ହୋଇପାରିବ ବୋଲି ଢେଙ୍କାନାଳ ଜିଲ୍ଲା ଭୁବନ ବିଜ୍ଞାପିତ ଅଚଂଳ ପରିଷଦର ଟୋଲଙ୍କ…