Take a fresh look at your lifestyle.
Daily Archives

August 19, 2022

ଢେଙ୍କା ବଚନ

ଏତେ ହାଲୁକା ଭାବରେ ମୋତେ ନିଅ ନାହିଁ ଜିଲ୍ଲାର ମାଲିକ, ବଡ଼ବଡ଼ିଆ, ସଂଗଠନମାନେ ମୁଁ ତୁମ ସୁଦୂର ଅତୀତ, ଏ ସହରର ଏକଦା ଶାସକ ଢେଙ୍କା ଶବର ମୁଁ ମୋତେ ଚିହ୍ନିବାକୁ ଚେଷ୍ଟା କର ମୋତେ ଜାଣିବାକୁ ଚେଷ୍ଟା କର ଏ ମାଟିରେ ରହୁଛ ଏ ମାଟିର ଇତିହାସ ଭିତରକୁ ଟିକେ ପ୍ରବେଶିବାକୁ ଚେଷ୍ଟା କର…

ବିଜୁ ଯୁବ ଜନତା ଦଳର ହେଲା ପୁର୍ନଗଠନ

??ରାଜ୍ୟ ବିଜୁ ଯୁବଜନତା ଦଳ କାର୍ଯ୍ୟକର୍ତ୍ତାଙ୍କ ନାମ ଘୋଷଣା । ୩ କାର୍ଯ୍ୟକାରୀ ସଭାପତି , ଜଣେ ମହାସଚିବ , ୩ ବରିଷ୍ଠ ଉପସଭାପତି ନିଯୁକ୍ତ । ୭ ଜୋନ ସଭାପତି , ୧୩ ଉପସଭାପତି , ୪୬ ସାଧରଣ ସମ୍ପାଦକ ନିଯୁକ୍ତ । ୬୩ ସଂପାଦକ , ୨୩ ଯୁଗ୍ମ ସମ୍ପାଦକ ଙ୍କ ସହ ଜିଲା୍ଲ ସଭାପତି ନିଯୁକ୍ତ ।…

ଖଟିଆରେ ବୁହାହୋଇ ନାଳ ପାର ହେଲେ ରୋଗୀ

କାମାକ୍ଷା ନଗର( ରାଜ କିଶୋର ରାଉତ): ଢେଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ବ୍ଲକ ବାମ ପଞ୍ଚାୟତ ଗୋବରୀ ଗାଁ କୁ ଯିବାକୁ ହେଲେ ଏକ ନାଳ ଟିଏ ପଡ଼ିଥାଏ । ସେହି ନାଳ ଦେଇ ପ୍ରତେକ ଦିନ ଲୋକ ମାନେ ବ୍ଲକ କିମ୍ବା ପଞ୍ଚାୟତ ଅଫିସ କୁ ଯାଇଥାନ୍ତି। ଗୋବରୀ ଗାଁ ଠାରୁ ବାମ ଉଚ୍ଚ ବିଦ୍ୟାଳୟ ପ୍ରାୟ ୩…

ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଛାତରୁ ଡେଇଁ ରୋଗୀଙ୍କ ଆତ୍ମହତ୍ୟା ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ପାଇଁ ବିଜେପିର ଦାବୀ

ଢେଙ୍କାନାଳ: ଢେଙ୍କାନାଳ ମୁଖ୍ୟ ଚିକିତ୍ସାଳୟରେ ଗତ ୧୩ ତାରିଖରେ ଚନ୍ଦନ ନାଏକ ନାମକ ଜଣେ ରୋଗୀ ଓ ମାତ୍ର ଚାରିଦିନ ବ୍ୟବଧାନରେ ଗତ ୧୭ ତାରିଖ ଦିନ ଦୁର୍ଯେ୍ୟାଧନ ନାୟକ ନାମକ ଅନ୍ୟ ଏକ ରୋଗୀ ଛାତରୁ ଡେଇଁ ଆତ୍ମହତ୍ୟା କରିଛନ୍ତି । ଉଭୟଙ୍କ ଚିକିତ୍ସାରେ ଅବହେଳା, ବେଡ୍ ନପାଇବା ଓ ଯନ୍ତ୍ରଣା…

ପ୍ରସିଦ୍ଧ ଗଣେଶ ପୂଜା ପ୍ରସ୍ତୁତି ବୈଠକ

ଢେଙ୍କାନାଳ : ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସଦ୍ଭାବନା ଗୃହ ଠାରେ ପୂର୍ବାହ୍ନ ୧୦ ଘଟିକା ସମୟରେ ଜିଲ୍ଲାପାଳ ସରୋଜ କୁମାର ସେଠୀଙ୍କ ଅଧ୍ୟକ୍ଷତାରେ ଚଳିତ ବର୍ଷ ଢେଙ୍କାନାଳ ମିଳିତ ଗଣେଶ ପୂଜା ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଅଛି । ଉକ୍ତ ବୈଠକରେ ସହରର ୩୮ଟି ପୂଜା ଅନୁଷ୍ଠାନର…

ସ୍ୱାଧିନତା ଦିବସ ରେ କବିତା ପାଠୋତ୍ସବ

ଭୁବନ: ଦେଶ ସ୍ୱାଧିନତାର ୭୫ ବର୍ଷ ପୂର୍ତି ଉପଲକ୍ଷେ ସାରା ଦେଶରେ ଅମୃତ ମହୋତ୍ସବ ପାଳନ ହେଉଥିବା ବେଳେ ଓଡିଶା ସାହିତ୍ୟ ଏକାଡେମୀ ତରଫରୁ ସାରା ରାଜ୍ୟରେ ଦେଶାତ୍ମବୋଧକ କବିତା ପାଠୋତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି କ୍ରମରେ ଓଡିଶା ସାହିତ୍ୟ ଏକାଡେମୀ ଆନୁକୂଲ୍ୟରେ ଭୁବନ ବ୍ଲକ ଅନ୍ତର୍ଗତ…

ଭାରତ ମାତା ସେବା ଅନୁଷ୍ଠାନ ତରଫରୁ ୩୭୫ ଫୁଟ ର ବିଶାଳ ତ୍ରିରଙ୍ଗା ଯାତ୍ରା

ଭୁବନ : ଆଜାଦୀ କା ଅମୃତ ମହୋସôବ ଅବସରରେ ଭାରତ ମାତା ସେବା ଅନୁଷ୍ଠାନ ଆନୁକୂଲ୍ୟରେ ୩୭୫ ଫୁଟ ର ବିଶାଳ ତ୍ରିରଙ୍ଗା ଯାତ୍ରା ଅନୁଷ୍ଠିତ ହୋଇଯାଇଛି । ନୂଆ ଭୁବନ ଶିବ ମନ୍ଦିରରୁ ତ୍ରିରଙ୍ଗା ଯାତ୍ରା ଆରମ୍ଭ ହୋଇ ସାରା ସହର ପରିକ୍ରମା କରିବା ପରେ ବିଦ୍ୟାର୍ଥୀ ବିହାରରେ ସମାପନ ହୋଇଥିଲା ।…

ସ୍ୱାଧିନତା ଉପହାର ନୁହେଁ ,ଦାୟିତ୍ୱ :ଏକତା ,ଅଖଣ୍ଡତା ପାଇଁ ସଂକଳ୍ପନେବା , ଭୁବନ ଏନଏସିକୁ ୧ ନମ୍ବର କରି ଗଢିତୋଳିବା…

ଭୁବନ : ଭୁବନ ରେ ୭୬ ତମ ସ୍ୱାଧିନତା ଦିବସ ଆଜାଦୀ କା ଅମୃତ ମହୋସôବ ବିପୁଳ ଉସôାହ ଉଦ୍ଦିପନାର ସହ ପାଳିତ ହୋଇଯାଇଛି । ଭୁବନ ନୂଆବଜାର (ବସଷ୍ଟାଣ୍ଡ) ଠାରେଏନଏସି ତରଫରୁ ଆୟୋଜିତ ୭୬ ତମ ସ୍ୱାଧିନତା ଦିବସରେ ନଗରପାଳ ଶୁଭେନ୍ଦୁ କୁମାର ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜାତୀୟ ପତାକା…

ଭୀମଭୋଇ ସାମର୍ଥ୍ୟ ଶିବିର ରେ ୩୬୫ ଭୀନ୍ନକ୍ଷମଙ୍କୁ ପ୍ରମାଣପତ୍ର ଓ ସହାୟତା ମିଳିଲା

ଭୁବନ : ଭୁବନ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ବ୍ଲକ ପ୍ରଶାସନ ତରଫରୁଭୀମଭୋଇ ସାମର୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି । ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ସିପ୍ରା ବରାଳ ଏହି ଶିବିରକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ । ମାନସିକ ଅନଗ୍ରସର ୭୮ ଜଣ , ଅସ୍ଥିଶଲ୍ୟ ୧୫୫ ଜଣ , ଶବଣବାଧକ ୭୬ ,…