Take a fresh look at your lifestyle.

ଭୁବନ ମହିଳା ମହାବିଦ୍ୟାଳୟ ତରଫରୁ ଆଜାଦୀ କା ଅମୃତ ମହୋତ୍ସବ ପାଳନ

0 25

ଭୁବନ : ଭୁବନ ମହିଳା ମହାବିଦ୍ୟାଳୟ ତରଫରୁ ଆଜାଦୀ କା ଅମୃତ ମହୋତ୍ସବ ପାଳିତହୋଇଯାଇଛି । ମହାବିଦ୍ୟାଳୟର ଅଧ୍ୟକ୍ଷ ଦିଲ୍ଲୀପ କୁମାର ଦାସ ଆନୁଷ୍ଠାନିକ ଭାବେଏହାକୁ ଉଦଘାଟନ କରିବା ପରେ ଯୁକ୍ତ ଦୁଇ ଅଧ୍ୟକ୍ଷ ସୁରେନ୍ଦ୍ର ପୋଥାଳ ଙ୍କ ତତ୍ୱାବଧାନରେ ସମସ୍ତ ଅଧ୍ୟାପକ ,ଅଧ୍ୟାପିକା, କର୍ମଚାରୀ ,ଏନସିସି ,ସ୍କାଉଟ ଆଣ୍ଡ ଗାଇଡ, ୟୁଥ ରେଡକ୍ରସ ଛାତ୍ରୀମାନେ ହାତରେ ତ୍ରିରଙ୍ଗା ଧରି କଲେଜ ପରିସରରୁ ବାହାରି ଭାରତମାତାକି ଜୟ ,ବନେ୍ଦ ମାତରମ ନାରାବାଜି କରି ସହର ପରିକ୍ରମା କରିଥିଲେ ।

- Advertisement -

Leave A Reply

Your email address will not be published.