Take a fresh look at your lifestyle.

ସୁରପ୍ରତାପପୁର ସେବା ସମବାୟ ସମିତିରେ ବୈଠକ ଅନୁଷ୍ଠିତ

0 15

କାମାକ୍ଷାନଗର(ରାଜ କିଶୋର ରାଉତ): ଭୁବନ ବ୍ଲକ ଅନ୍ତର୍ଗତ ସୁରପ୍ରତାପପୁର ସେବା ସମବାୟ ସମିତିରେ ଆଜି ବୈଠକ ଅନୁଷ୍ଠିତ ହୋଇଯାଇଛ । ନବ ନିର୍ବାଚିତ ସେବା ସମବାୟ ସମିତିର ସଭାପତି ପୁଷ୍ପଲତା ରାଉତଙ୍କ ଅଧ୍ୟକ୍ଷତାରେ ଉପସଭାପତିଙ୍କ ସମେତ ପନ୍ଦର ଜଣ ନିର୍ଦେଶକ ଯୋଗଦେଇଥିଲେ ।

ଏହି ବୈଠକରେ ଚାଷୀମାନଙ୍କର ସମସ୍ତ ସୁବିଧା ଅସୁବିଧା ଏବଂ ଖାଲି ପଡିଥିବା ଜମିରେ କିପରି ଚାଷ କରାଯାଇପାରିବ ସେଥିପାଇଁ ବିଶେଷ ଧ୍ୟାନ ଦେବା ସହିତ ମଣ୍ଡିରେ ଦଲାଲମାନଙ୍କୁ କିପରି ରୋକା ଯାଇପାରିବ ସେଥିପାଇଁ ବିଶେଷ ରଣନିତୀ ପ୍ରସ୍ତୁତ ସେବା ସମବାୟ ତରଫରୁ କରାଯିବl ନେଇ ଆଲୋଚନା ହୋଇଥିଲା I

- Advertisement -

Leave A Reply

Your email address will not be published.