Take a fresh look at your lifestyle.
Monthly Archives

July 2022

ବିଶ୍ଵପ୍ରସିଦ୍ଧ ରଥଯାତ୍ରାରେ ସେବାକାର୍ଯ୍ୟ

କାମାକ୍ଷାନଗର(ରାଜ କିଶୋର ରାଉତ): ଭାରତୀୟ ସ୍କାଉଟ ଗାଇଡ ଓଡ଼ିଶା ଆନୁକୁଲ୍ୟରେ ପୁରୀଠାରେ ଅନୁଷ୍ଠିତ ରଥଯାତ୍ରାରେ ୫ ଜଣ ରୋଭର୍ ମଠକରଗୋଳା ମହାବିଦ୍ୟାଳୟ ତରଫରୁ ଯୋଗଦାନ କରି ସେବାକାର୍ଯ୍ୟରେ ଉଚ୍ଚ ପ୍ରଶଂସିତ । ଏହି କାର୍ଯ୍ୟକ୍ରମଟି ତା-୨୯.୬.୨୨ ରିଖ ଠାରୁ ତା-୨.୭.୨୨ ରିଖ ପର୍ଯ୍ୟନ୍ତ…

ମଠକରଗୋଳା ମହାବିଦ୍ୟାଳୟରେ ବନ ମହୋତ୍ସବ ପାଳିତ

କାମାକ୍ଷାନଗର( ରାଜ କିଶୋର ରାଉତ): ଭୁବନ ବ୍ଲକ ଅନ୍ତର୍ଗତ ମଠକରଗୋଳା ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଫେସର ଚିତ୍ତରଞ୍ଜନ ଦାସ ଙ୍କ ଅଧ୍ୟକ୍ଷତାରେ ଭାରତୀୟ ସ୍କାଉଟ ଗାଇଡ ତରଫରୁ ରୋଭର ଓ ରେଞ୍ଜର ମାନଙ୍କ ଦ୍ଵାରା ବୃକ୍ଷରୋପଣ କାର୍ଯକ୍ରମ ଅନୁଷ୍ଠିତ ହୋଇଯାଇଅଛି । ମହାବିଦ୍ୟାଳୟ ପରିସରରେ ସଜନା,…

ନୀଳାଚଳ ଇସ୍ପାତ କାରଖାନା ଖୁବ ଶୀଘ୍ର କାର୍ଯ୍ୟକ୍ଷମ ହେବ

ଭୁବନେଶ୍ୱର (ଟଙ୍କଧର ଦାଶ) :ଯାଜପୁର ଜିଲ୍ଲା କଳିଙ୍ଗନଗର ରେ ଥିବା ନୀଳାଚଳ ଇସ୍ପାତ କାରଖାନା ଖୁବ ଶୀଘ୍ର ପୁନ କାର୍ଯ୍ୟକ୍ଷମ ହେବ।  ବିଧିବଦ୍ଧ ଭାବେ ଟାଟା ହାତକୁ ଗଲା ନୀଳାଚଳ ଇସ୍ପାତ ନିଗମ ଲିମିଟେଡ଼ । 12ହଜାର 100 କୋଟି ଟଙ୍କାରେ କିଣିଲା ଟାଟା ଲଂଗରନ କମ୍ପାନୀ। ଶ୍ରମିକଙ୍କ…

ଶିମିଳିପାଟଣା ଉଚ୍ଚ ବିଦ୍ୟାଳୟ ୧୯୯୭ ବ୍ୟାଚ ରୈାପ୍ୟ ଜୟନ୍ତି

ଢେଙ୍କାନାଳ : ସଦର ବ୍ଳକ ଶିମିଳିପାଟଣା ଉଚ୍ଚ ବିଦ୍ୟାଳୟ ପରିସରରେ ରୈାପ୍ୟ ଜୟନ୍ତି ସମାରୋହ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ବିଦ୍ୟାଳୟର ୧୯୯୭ ମସିହା ମ୍ୟାଟ୍ରିକ ବ୍ୟାଚର ବନ୍ଧୁ ଓ ବାନ୍ଧବୀମାନେ ଏକତ୍ରିତ ହୋଇ ବନ୍ଧୁମିଳନ ହୋଇଥିଲା। ପୂଜା ପୂଜ୍ୟ ଅନୁଯାୟୀ ବିଦ୍ୟାଳୟର ପୁରାତନ ଓ ନୂତନ…

ଶ୍ରୀ ଗୁଣ୍ଡିଚା ଭଜନ ସମାରୋହ ତୃତୀୟ ସଂଧ୍ୟା

ଢେଙ୍କାନାଳ:  ପବିତ୍ର ଶ୍ରୀଗୁଣ୍ଡିଚା ରଥଯାତ୍ରା ଉପଲକ୍ଷେ ସ୍ଥାନୀୟ ବାଜିଚୌକସ୍ଥିତ ଗୁଣ୍ଡିଚା ଭଜନ ସମାରୋହ କମିଟି ପକ୍ଷରୁ ପ୍ରତ୍ୟେକ ବର୍ଷ ପରି ଚଳିତ ବର୍ଷ ଭଜନ ସମାରୋହର ଆୟୋଜନ କରାଯାଇଛି । ଭଜନ ସମାରୋହ କମିଟିର ସଭାପତି ରୁଦ୍ରାନ୍ତ ଦଳେଇ, ବରିଷ୍ଠ ଉପଦେଷ୍ଟା ଗଗନ ନନ୍ଦ, ସଂପାଦକ…

ଭୁବନ ଥାନା ଆଇ ଆଇ ସି ପ୍ରଶାନ୍ତ ପାତ୍ର ଙ୍କୁ ବିଦାୟ , ସୌଭାଗ୍ୟ ସ୍ୱାଇଁ ଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା

ଭୁବନ: ଭୁବନ ଥାନାରେ ଆଜି ପୂର୍ବତନ ଆଇ ଆଇ ସି ପ୍ରଶାନ୍ତ କୁମାର ପାତ୍ର ଙ୍କୁ ବିଦାୟ ସମ୍ବର୍ଦ୍ଧନା ଦିଆଯାଇଥିବା ବେଳେ ନୂତନ ଆଇ ଆଇ ସି ସୌଭାଗ୍ୟ କୁମାର ସ୍ୱାଇଁ ଙ୍କୁ ସ୍ୱାଗତ କରାଯାଇଥିଲା । କାମାକ୍ଷାନଗର ଏସଡିପିଓ ରଂଜନ କୁମାର ଦେ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସମ୍ବର୍ଦ୍ଧନା ସଭାରେ ଉଭୟ…

ଗୁରୁଦେବଜୀ ଫାଉଣ୍ଡେସନ ପକ୍ଷରୁ ବନମହୋତ୍ସବ ସପ୍ତାହର ଶୁଭାରମ୍ଭ

ଢେଙ୍କାନାଳ:ପ୍ରତ୍ୟେକ ବର୍ଷ ଜୁଲାଇ ମାସର ପ୍ରଥମ ସପ୍ତାହକୁ ବନମହୋତ୍ସବ ସପ୍ତାହ ରୂପେ ପାଳନ କରାଯାଏ । ଏହି ପରିପ୍ରେକ୍ଷୀରେ ଆଜି ପ୍ରଥମ ଦିବସ ଅବସରରେ ଢେଙ୍କାନାଳ ସହରର ୪ନଂ ୱାର୍ଡ ସ୍ଥିତ ଜର୍ଜ ଉଚ୍ଚପ୍ରାଥମିକ ବିଦ୍ୟାଳୟ ପରିସରରେ ବଉଳ, ବେଲ, ପଣସ, ଆମ୍ବ, ଅଁଳା ଇତ୍ୟାଦି ୧୦ରୁ ଉଦ୍ଧ୍ୱର୍…

ଗୋପବନ୍ଧୁ ସେବା ଦିବସରେ ବୃକ୍ଷରୋପଣ

  ଢେଙ୍କାନାଳ : ସ୍ଥାନୀୟ ବିବେକାନନ୍ଦ ବିଦ୍ୟାଳୟ ପରିସରରେ ଢେଙ୍କାନାଳ ସଚେତନ ନାଗରିକ ଫୋରମ୍ ପକ୍ଷରୁ ଗୋପବନ୍ଧୁ ସେବା ଦିବସ ପାଳନ ଓ ବୃକ୍ଷରୋପଣ କାର୍ଯ୍ୟକ୍ରମ ପୌରାଧ୍ୟକ୍ଷା ଜୟନ୍ତୀ ପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଡିସିସି ପ୍ଲେ ସ୍କୁଲ୍ର ସଭାପତି ତଥା ବରିଷ୍ଠ ଆଇନ୍ଜୀବୀ…

ଭୁବନ ରଥଯାତ୍ରାରେ ଅଘଟଣ,ବଳଭଦ୍ର ରଥ ଚକ ଭାଙ୍ଗିଲା

ଭୁବନ : ଭୁବନ ରେ ଚଳିତ ବର୍ଷ ବିପୁଳ ଉସôାହ ,ଉଦ୍ଦିପନା ଓ ଆନନ୍ଦ ,ଉଲ୍ଲାସ ର ସହ ପାରମ୍ପରିକ ରଥଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଦୀର୍ଘ ୨ ବର୍ଷ ପରେ ଭକ୍ତ ଭଗବାନ ଙ୍କ ଅପୂର୍ବ ମିଳନ ହୋଇଥିଲା । ଠାକୁରଙ୍କୁ ପାଖରୁ ଦେଖିବାକୁ ପ୍ରବଳ ଭିଡ ହୋଇଥିଲା । ପ୍ରାତଃ ସମୟରୁ ଠାକୁରଙ୍କ ପୂଜାର୍ଚ୍ଚନା…

ରଥଯାତ୍ରା ପାଇଁ  ଗୁଣ୍ଡିଚା ମନ୍ଦିର ପ୍ରାଙ୍ଗଣରେ ଭଜନ ସଂନ୍ଧା ଆରମ୍ଭ

ଢେଙ୍କାନାଳ: ସ୍ଥାନିୟ ବାଜି ଚୌକି ଠାରେ ଶ୍ରୀ ଗୁଣ୍ଡିଚା ଭଜନ ସମାରୋହ ଉଦ୍ଘାଟିତ ହୋଇଯାଇଛି । ଏହାକୁ ଉଦ୍ଘାଟନ କରିଥିଲେ ଜିଲ୍ଲାପାଳ  ସରୋଜ କୁମାର ସେଠୀ, ଡିଆର ଡିଏ ପିଡି ସାଫଲ୍ୟ କୁମାର ପଣ୍ଡିତ, ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀ ଅଶୋକ କୁମାର ଦାସ, ସତ୍ୟ କର, ସତ୍ୟ ସ୍ୱରୂପ ଦାସ, ଟଙ୍କଧର…