Take a fresh look at your lifestyle.
Monthly Archives

July 2022

 କପିଳାସ ପୀଠରେ ଏକ ଦିବ୍ୟ ଅନୁଭୂତି

ପବିତ୍ର କପିଳାସ ପୀଠରେ ମୁଁ ଏକଦା ଅଙ୍ଗେ ନିଭାଇଥିବା ଏକ ଦିବ୍ୟ ଅନୁଭୂତି ଆପଣମାନଙ୍କ ସମକ୍ଷରେ ଉପସ୍ଥାପନ କରିବା ପୂର୍ବରୁ ଏହି ଐତିହ୍ୟ ସଂପନ୍ନ କ୍ଷେତ୍ରଟି ସଂପର୍କରେ ପ୍ରଥମେ କିଛି ସୂଚନା ଦେବା ଉଚିତ ମନେକରୁଛି। ଓଡ଼ିଶାର ମଧ୍ୟାଞ୍ଚଳରେ ଅବସ୍ଥିତ କପିଳାସ ଏକ ପୁରାଣ ପ୍ରସିଦ୍ଧ ତୀର୍ଥ ଓ…

ପ୍ରଧାନ ମନ୍ତ୍ରୀଙ୍କ ସମସ୍ତ ଯୋଜନା ବିଷୟରେ ଜନସାଧାରଣଙ୍କୁ ଅବଗତ କରାଇବା ଆବଶ୍ୟକ-କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ

ଢେଙ୍କାନାଳ : କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ନିତ୍ୟାନନ୍ଦ ରାଏ ୩ ଦିନିଆ ଓଡିଶା ଗସ୍ତରେ ଆସି ଢେଙ୍କାନାଳ ଜିଲ୍ଲା ବିଜେପି କାର୍ଯ୍ୟାଳୟ ଠାରେ ଏକ କାର୍ଯ୍ୟକାରିଣୀ ବୈଠକରେ ଯୋଗ ଦେଇଥିଲେ । ଏହି ଅବସରରେ ଭାରତ ବର୍ଷର ଲୋକପ୍ରିୟ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ଭାରତର…

ଆମ୍ ଆଦମୀ ପାର୍ଟିର ଜୋନ୍ ସ୍ତରୀୟ ସଂଗଠନ ସମୀକ୍ଷା ବୈଠକ

ଢେଙ୍କାନାଳ : ଆମ୍ ଆଦମୀ ପାର୍ଟିର ସମସ୍ତ ଜିଲ୍ଲା ପରିଷଦ ଜୋନ୍ ସଭାପତି ମାନଙ୍କର ସମୀକ୍ଷା ବୈଠକ କାଠଗଡା ସ୍ଥିତ ଗାନ୍ଧୀ ଅଧ୍ୟୟନ କେନ୍ଦ୍ର ଠାରେ ଜିଲ୍ଲା ସଭାପତି ପଙ୍କଜ ନାୟକଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି l ମୁଖ୍ୟ ଅତିଥି ଭାବେ ରାଜ୍ୟ ଆବାହକ ଶ୍ରୀ ନିଶିକାନ୍ତ ମହାପାତ୍ରଙ୍କ…

ଅଲ୍ଲାହଙ୍କ ଆଜ୍ଞାକାରିତାକୁ ମନେ ପକାଇଥାଏ ପବିତ୍ର ଈଦ୍-ଉଲ୍- ଅଜହା

ଇଦ୍-ଉଲ୍-ଅଜହା ହେଉଛି ବଳିଦାନର ଏକ ପର୍ବ ଯାହାକି ଇଦ୍-ଉଲ୍-ଫିତରର ପ୍ରାୟ ଦଶ ସପ୍ତାହ ପରେ ପଡେ ଏବଂ ହଜ୍ (ମକ୍କାର ପବିତ୍ର ତୀର୍ଥଯାତ୍ରା)ର ସମାପ୍ତିକୁ ଚିହ୍ନିତ କରେ। ବଳିଦାନର ଏହି ପର୍ବଟି ହଜରତ ଇବ୍ରାହିମ ଏବଂ ତାଙ୍କ ପୁତ୍ର ହଜରତ ଇସମାଇଲଙ୍କ ଅଲ୍ଲାହଙ୍କ ଆଜ୍ଞାକାରିତାକୁ ମନେ ପକାଇଥାଏ…

ମହିମା ମହାବିଦ୍ୟାଳୟରେ ବନମହୋତ୍ସବ ପାଳନ

ଯୋରନ୍ଦା: ମହିମା ମହାବିଦ୍ୟାଳୟ ଯୋରନ୍ଦାର ଯୁବ ରେଡ କ୍ରସ ଏବଂ ଜାତୀୟ ସେବା ଯୋଜନା ଆନୁକୁଲ୍ଯରେ ବନମହୋତ୍ସବ ପାଳନ କରାଯାଇଅଛି I ଏହି ଉପଲକ୍ଷେ ଆୟୋଜିତ କାର୍ଯ୍ୟକ୍ରମରେ କଲେଜର ଅଧ୍ୟକ୍ଷ ଡକ୍ଟର ସଦାନନ୍ଦ ମିଶ୍ର, ଯୁବ ରେଡ କ୍ରସ ର ଉପଦେଷ୍ଟା ପ୍ରାଧ୍ୟାପକ ପ୍ରହଲ୍ଲାଦ କୁମାର ସ୍ଵାଇଁ, ଏନ ଏସ…

ବିନା ସୂଚନା ଫଳକରେ ତରବାରୀଆ ଭାବେ ଚାଲିଛି ନିର୍ମାଣ କାର୍ଯ୍ୟ

କାମାକ୍ଷାନଗର (ରାଜ କିଶୋର ରାଉତ ):ଭୁବନ ବ୍ଲକ ଅନ୍ତର୍ଗତ ମାର୍ଥାପୁର ପଞ୍ଚାୟତର ନୂତନ ପଞ୍ଚାୟତ ଅଫିସ୍ ପଛପାର୍ଶ୍ବ ରେ ତରବରିଆ ଭାବେ ଏକ ଗୃହ ନିର୍ମାଣ ହେବା ସହ ତାହା ପୁଣି ବିନା ସୂଚନା ଫଳକରେ ଚାଲିଛି I ସୂଚନା ଅନୁଯାୟୀ ରାଜ୍ଯ ସରକାରଙ୍କ ତରଫରୁ ପ୍ରତି ପଞ୍ଚାୟତ କୁ ବର୍ଜ୍ୟବସ୍ତୁ…

ମାର୍ଥାପୁର ଉଚ୍ଚ ବିଦ୍ୟାଳୟ ପରିସରରେ ବନ ମହୋତ୍ସବ

କାମାକ୍ଷାନଗର(ରାଜ କିଶୋର ରାଉତ):ମାର୍ଥାପୁର ଉଚ୍ଚ ବିଦ୍ୟାଳୟ ପରିସରରେ 73 ତମ ବନ ମହୋତ୍ସବ ପାଳିତ ହୋଇଛି I ମଠକରଗୋଳା ବନପାଳ କଳ୍ପନା ବେହେରା ଙ୍କ ନେତୃତ୍ବରେ ମୁଖ୍ୟଅତିଥି ଭାବେ ପ୍ରଧାନ ଶିକ୍ଷକ ଅରୁଣ କୁମାର ସାମଲ ଯୋଗଦେଇ ବୃକ୍ଷରୋପଣ କାର୍ଯ୍ଯକ୍ରମ ଶୁଭାରମ୍ଭ କରିଥିଲେ I ଜାମୁ,…

ରକ୍ତଦାନ ଶିବିର, ୩୨ ୟୁନିଟ୍ ରକ୍ତ ସଂଗୃହିତ

ଢେଙ୍କାନାଳ : ଜିଲା ମୁଖ୍ୟ ଚିକିତ୍ସାଳୟର ରକ୍ତଭଣ୍ଡାର ଠାରେ ମିଳିତ ଭାବେ ସୂର୍ଯ୍ୟାଲୋକ ଫାଉଣ୍ଡେସନ୍ ଓ ଛାୟା ଟ୍ରେଡର୍ସ ପକ୍ଷରୁ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଅଛି । ଏହି ଶିବିରରେ ୩୨ ୟୁନିଟ୍ ରକ୍ତ ସଂଗୃହୀତ ହୋଇଥିଲା । ସଦର ଥାନା ଭାରପ୍ରାପ୍ତ ଅଧିକାରୀ ଅଭିନବ ଡାଳୁଆ ମୁଖ୍ୟ…

ଡମଶାଳ ହାଇସ୍କୁଲ ମହୋତ୍ସବ: ଶତାଧିକ ଚାରାରୋପଣ

ଭୁବନ : ଭୁବନ ବ୍ଲକ ଓଡିଶ ପଂଚାୟତ ଅନ୍ତର୍ଗତ ଡମଶାଳ ସରକାରୀ ଉଚ୍ଚ ବିଦ୍ୟାଳୟରେ ବନ ମହୋତ୍ସବ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ପ୍ରଧାନଶିକ୍ଷକ ବିଭୂତି ଭୂଷଣ ଷଡଙ୍ଗୀ ଆନୁଷ୍ଠାନିକ ଭାବେ ଏହାକୁ ଉଦଘାଟନ କରି ବୃକ୍ଷରୋପଣର ଆବଶ୍ୟକତା ସଂପର୍କରେ ଆଲୋକପାତ କରିଥିଲେ । ପରେ ବିଦ୍ୟାଳୟର…

ପ୍ରଥମ ଦିନରେ ଆଇଆଇସି ଙ୍କ ପ୍ରଥମ ସଫଳତା : ମୋଟରସାଇକେଲ , ପିକ ଅପ ଭ୍ୟାନ ଜବତ

ଭୁବନ : ଭୁବନ ଥାନାରେ ନୂଆ କରି ଯୋଗ ଦେଇଥିବା ଆଇ ଆଇସି ସୌଭାଗ୍ୟ କୁମାର ସ୍ୱାଇଁଙ୍କୁ ପ୍ରଥମ ଦିନରେ ପ୍ରଥମ ସଫଳତା ମିଳିଛି । ଭୁବନ ସହର ଦେଇ ଯାଇଥିବା ଗେଲ୍ଇଣ୍ଡିଆ ର ଗ୍ୟାସ ପାଇପ ଲାଇନକୁ ଭୂଷଳ ପଂଚାୟତର ଅସୁରବନ୍ଧ ନିକଟରେ କେତେକ ଦୁର୍ବୃତ ରବିବାର ରାତି ଗ୍ୟାସ କଟର ରେ କାଟି ପିକ ଅପ…