Take a fresh look at your lifestyle.
Monthly Archives

July 2022

ଶ୍ୱଶୁର-ବୋହୂ କଳିର କରୁଣ ପରିଣତି : ବୋହୂର ଟାଙ୍ଗିଆ ଚୋଟରେ ଶ୍ୱଶୁରର ମୃତ୍ୟୁ

କଙ୍କଡାହାଡ଼ (ଟୁକୁନ ବିଶ୍ୱାଳ):କଙ୍କଡାହାଡ଼ ବ୍ଲକ କୁଟୁରିଆ ଗାଁରେ ବିଭତ୍ସ ହତ୍ୟାକାଣ୍ଡ । ବୋହୂର ଟାଙ୍ଗିଆ ଚୋଟରେ ଶ୍ୱଶୁରର ମୃତ୍ୟୁ ହୋଇଛି । ମୃତକ ଜଣଙ୍କ କୁଟୁରିଆ ଗାଁର ବେଣୁଧର ପ୍ରଧାନ(ବେନୁ)(୫୨) । ବୋହୂ ଯଶୋଦା ପ୍ରଧାନ(୨୫) ଗୁରୁତର ହୋଇଛନ୍ତି ।ଯଶୋଦାଙ୍କୁ ଗୁରୁତର ଅବସ୍ଥାରେ…

ବିଶ୍ଵ ସାପ ଦିବସ ପାଳିତ

ଢେଙ୍କାନାଳ: ଗଣେଶ ବଜାର ସ୍ଥିତ ଗୋପବନ୍ଧୁ ଟାଉନ ହଲଠାରେ ଜିଲ୍ଲା ର ଜିବ ଜନ୍ତୁ ର କଲ୍ୟାଣ ଓ ଥାଇ ଥାନ ସଂଗଠନ(ଆୱ । ଡ) ପକ୍ଷରୁ ବିଶ୍ଵ ସାପ ଦିବସ ପାଳିତ ହୋଇ ଯାଇଛି । ଅତିଥି ମାନଙ୍କୁ ପରିଚୟ ପ୍ରଦାନ କରାଯାଇ ଫୁଲ ତୋଡ଼ା ପ୍ରଦାନ କରାଯାଇଥିଲା ଓ ପରେ ଦିପ ପ୍ରଜ୍ବଳନ କରି ଉଦ୍ ଘାଟନ…

ଅଧାରେ ଅଟକିଲା ଶହ ଶହ ଗାଡି

ଢେଙ୍କାନାଳ : ଢେଙ୍କାନାଳ -କପିଳାସ ମୁଖ୍ୟ ରାସ୍ତାର କାଇମାଟି ଠାରେ ଥବା ଅଜୟ କିଶାନ ସେବା କେନ୍ଦ୍ର ପେଟ୍ରୋଲ ପମ୍ପରେ ଅପମିଶ୍ରଣ ଯୋଗୁ ଶନିବାର ଶହ ଶହ ଗାଡି ଅଧାରେ ଅଟକିଛି , ଫଳରେ ଚାଳକ ଅସୁବିଧାରେ ସମ୍ମୁଖିନ ହୋଇଛନ୍ତି । ଗାଡି ରେ ତେଲ ପକାଇ କିଛି ବାଟ ଗଲା ପରେ ଗାଡିରୁ କଳାଧୁଆଁ…

ହୋଣ୍ଡା ଆକ୍ଟିଭା ଡିକି ଭାଙ୍ଗି ୫୦ ହଜାର ଲୁଟ

ଭୁବନ: ଭୁବନ ଥାନାରେ ନୂଆକରି ଯୋଗଦେଇଥିବା ଆଇଆଇସି ସୌଭାଗ୍ୟ କୁମାର ସ୍ୱାଇଁ ଅପରାଧି ମାନଙ୍କର ନିଦ ହଜାଇ ଦେଇଥିବାବେଳେ ଆଜି ଅପରାଧି ମାନେ ଏକ ଲୁଟ ଘଟଣା ଘଟାଇ ନୂଆ ଥନାଧିକାରୀଙ୍କୁ ଖୋଲା ଚାଲେଞ୍ଜ ଦେଇଛନ୍ତି । ପ୍ରାପ୍ତ ଖବରରୁ ପ୍ରକାଶ ଯେ , ଭୁବନ ଥାନା ଅନ୍ତର୍ଗତ ଭୂଷଳ ଗ୍ରାମର ନମିତା…

ବାଜିରାଉତ ସ୍ମୃତି ମହାବିଦ୍ୟାଳୟରେ ବନ ମହୋତ୍ସବ ସପ୍ତାହ ପାଳିତ

ଭୁବନ : ଭୁବନ ବାଜି ରାଉତ ମହାବିଦ୍ୟାଳୟରେ ମୋ କଲେଜ ୟୁନିଟ ଓ ଇକୋ କ୍ଲବ ତରଫରୁ ବନ ମହୋତ୍ସବ ସପ୍ତାହ ପାଳିତ ହୋଇଯାଇଛି । ‘ମୋ କଲେଜ’ ସଂଯୋଜକ ଅଧ୍ୟାପକ ପ୍ରଭାତ ଜେନାଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ଅଧ୍ୟକ୍ଷ ଅଜିତ କୁମାର ବେହେରା ମୁଖ୍ୟ ଅତିଥି…

ପଙ୍ଗାତିରା-ଗଡ଼ପଳାଶୁଣି ରାସ୍ତା ପାଲଟିଛି ମରଣାଯନ୍ତା

କଙ୍କଡାହାଡ଼ : କଙ୍କଡାହାଡ଼ ବ୍ଲକ ପଙ୍ଗାତିରା-ଗଡ଼ପଳାଶୁଣି ରାସ୍ତା ରେ ବର୍ଷା ଦିନରେ ଯାତାୟାତ କରିବା ସମ୍ଭବ ହୁଏ ନାହିଁ ।ଏହି ରାସ୍ତାରେ ଅନେକ ଜାଗାରେ ଖାଲ ଖମା ହେଇଥିବାରୁ ବର୍ଷା ଦିନରେ ରାସ୍ତା ମଝିରେ ପାଣି ଭର୍ତ୍ତି ହେଇ ଯାଉଥିବାରୁ ଅନେକ ସମୟରେ ଦୁର୍ଘଟଣା ଘଟୁଥାଏ । ରାସ୍ତାଟି…

ସ୍ତ୍ରୀର କଟାମୁଣ୍ଡ ଧରି ବାର କିଲୋମିଟର ଚାଲିଲା ସ୍ୱାମୀ

ଢେଙ୍କାନାଳ: ପରିବାରକୁ ଛାରଖାର କରିଦେଲା ପରକୀୟା ପ୍ରୀତି ସନ୍ଦେହ । କଟୁରୀ ଚୋଟରେ ସ୍ତ୍ରୀର ମୁଣ୍ଡକୁ  ଶରୀରକୁ ଅଲଗା କଲା ନୃଶଂସ ସ୍ୱାମୀ । ଆଉ ଗୋଟିଏ ହାତରେ କଟା ମୁଣ୍ଡ ଓ  ଅନ୍ୟ ହାତରେ କଟୁରୀ ଧରି ରାଜରାସ୍ତାରେ ଦୀର୍ଘ ୧୨ କିମି ଚାଲିଲା। ଶେଷରେ ଏପରି ଜଘନ୍ୟକାଣ୍ଡ ଘଟାଇଥିବା ସ୍ୱାମୀକୁ…

ନାଗିଆପଶି ଗ୍ରାମ୍ୟ ପାନୀୟ ଜଳ ପ୍ରକଳ୍ପ ସଚଳ କରିବାକୁ ଦାବି

ଢେଙ୍କାନାଳ  : ଢେଙ୍କାନାଳ ସଦର ବ୍ଲକ ଅନ୍ତର୍ଗତ ନାଗିଆପଶି ଗ୍ରାମରେ ଗ୍ରାମ୍ୟ ପାନୀୟ ଜଳ ଯୋଗାଣ ପ୍ରକଳ୍ପ ଅଚଳ ହୋଇପଡିଛି । ଏହି ପ୍ରକଳ୍ପଟି ଦୀର୍ଘଦିନରୁ ନିର୍ମାଣ କାର୍ଯ୍ୟ ଶେଷ ହୋଇଥିଲେ ମଧ୍ୟ ଆରମ୍ଭରୁ ଏକପ୍ରକାର ଅଚଳ ଅବସ୍ଥାରେ ରହିଛି । ଗ୍ରାମର ୫ହଜାରରୁ ଅଧିକ ଲୋକ ବାସବାସ କରୁଥିଲେ…

ଦୁଇ ମାସରେ ଉଠିଗଲା କଙ୍କ୍ରିଟ୍, ନିମ୍ନମାନର କାମ ହୋଇଥିବା ଅଭିଯୋଗ ଆଣିଲେ ଗ୍ରାମବାସୀ

କାମାକ୍ଷାନଗର : ଭୁବନ ବ୍ଲକ ଅନ୍ତର୍ଗତ 53 ନମ୍ବର ଜାତୀୟ ରାଜପଥ ଗୋଡା ଛକ ଠାରୁ ଯାଜପୁର ଜିଲ୍ଲା କୁ ସଂଯୋଗ କରୁଥିବା ଗ୍ରାମ୍ଯଉନ୍ନୟନ ରାସ୍ତାର ଓଡିଶ ଗ୍ରାମର ମହନ୍ତ ସାହି ଠାରୁ ବଡ଼ କାଠିଆ ପର୍ଯ୍ୟନ୍ତ ରାସ୍ତା ନିର୍ମାଣ ହେବାର ଦୁଇ ମାସ ନପୁରୁଣୁ କଙ୍କ୍ରିଟ୍ ଉଠିଥିବା ନେଇ ଦେଖିବାକୁ…

ମହିଳା ଗୋଷ୍ଠୀ ପରିବର୍ତ୍ତେ ସମବାୟ ସମିତି ମାଧ୍ୟମରେ ଧାନ ମଣ୍ଡି ଏବଂ ସଠିକ ପଞ୍ଜିକରଣ ଦାବି

ଢେଙ୍କାନାଳ : ସେବା ସମବାୟ ସମିତି ମାଧ୍ୟମରେ ଧାନ ମଣ୍ଡି ଏବଂ ଚାଷୀ ମାନଙ୍କର ସଠିକ ପଞ୍ଜିକରଣ କରିବାପାଇଁ କାନ୍ତିଓ-ପୁଟସାହି ଗ୍ରାମପଞ୍ଚାୟତର ଚାଷୀ ମାନେ ଜିଲ୍ଲପାଳଙ୍କୁ ଭେଟି ଏକ ଦାବିପତ୍ର ପ୍ରଦାନ କରିଛନ୍ତି l ଗତ ବର୍ଷ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ମାନଙ୍କ ଅସାବଧାନତା,…