Take a fresh look at your lifestyle.
Daily Archives

July 6, 2022

ଡମଶାଳ ହାଇସ୍କୁଲ ମହୋତ୍ସବ: ଶତାଧିକ ଚାରାରୋପଣ

ଭୁବନ : ଭୁବନ ବ୍ଲକ ଓଡିଶ ପଂଚାୟତ ଅନ୍ତର୍ଗତ ଡମଶାଳ ସରକାରୀ ଉଚ୍ଚ ବିଦ୍ୟାଳୟରେ ବନ ମହୋତ୍ସବ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ପ୍ରଧାନଶିକ୍ଷକ ବିଭୂତି ଭୂଷଣ ଷଡଙ୍ଗୀ ଆନୁଷ୍ଠାନିକ ଭାବେ ଏହାକୁ ଉଦଘାଟନ କରି ବୃକ୍ଷରୋପଣର ଆବଶ୍ୟକତା ସଂପର୍କରେ ଆଲୋକପାତ କରିଥିଲେ । ପରେ ବିଦ୍ୟାଳୟର…

ପ୍ରଥମ ଦିନରେ ଆଇଆଇସି ଙ୍କ ପ୍ରଥମ ସଫଳତା : ମୋଟରସାଇକେଲ , ପିକ ଅପ ଭ୍ୟାନ ଜବତ

ଭୁବନ : ଭୁବନ ଥାନାରେ ନୂଆ କରି ଯୋଗ ଦେଇଥିବା ଆଇ ଆଇସି ସୌଭାଗ୍ୟ କୁମାର ସ୍ୱାଇଁଙ୍କୁ ପ୍ରଥମ ଦିନରେ ପ୍ରଥମ ସଫଳତା ମିଳିଛି । ଭୁବନ ସହର ଦେଇ ଯାଇଥିବା ଗେଲ୍ଇଣ୍ଡିଆ ର ଗ୍ୟାସ ପାଇପ ଲାଇନକୁ ଭୂଷଳ ପଂଚାୟତର ଅସୁରବନ୍ଧ ନିକଟରେ କେତେକ ଦୁର୍ବୃତ ରବିବାର ରାତି ଗ୍ୟାସ କଟର ରେ କାଟି ପିକ ଅପ…

ବିଶ୍ଵପ୍ରସିଦ୍ଧ ରଥଯାତ୍ରାରେ ସେବାକାର୍ଯ୍ୟ

କାମାକ୍ଷାନଗର(ରାଜ କିଶୋର ରାଉତ): ଭାରତୀୟ ସ୍କାଉଟ ଗାଇଡ ଓଡ଼ିଶା ଆନୁକୁଲ୍ୟରେ ପୁରୀଠାରେ ଅନୁଷ୍ଠିତ ରଥଯାତ୍ରାରେ ୫ ଜଣ ରୋଭର୍ ମଠକରଗୋଳା ମହାବିଦ୍ୟାଳୟ ତରଫରୁ ଯୋଗଦାନ କରି ସେବାକାର୍ଯ୍ୟରେ ଉଚ୍ଚ ପ୍ରଶଂସିତ । ଏହି କାର୍ଯ୍ୟକ୍ରମଟି ତା-୨୯.୬.୨୨ ରିଖ ଠାରୁ ତା-୨.୭.୨୨ ରିଖ ପର୍ଯ୍ୟନ୍ତ…

ମଠକରଗୋଳା ମହାବିଦ୍ୟାଳୟରେ ବନ ମହୋତ୍ସବ ପାଳିତ

କାମାକ୍ଷାନଗର( ରାଜ କିଶୋର ରାଉତ): ଭୁବନ ବ୍ଲକ ଅନ୍ତର୍ଗତ ମଠକରଗୋଳା ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଫେସର ଚିତ୍ତରଞ୍ଜନ ଦାସ ଙ୍କ ଅଧ୍ୟକ୍ଷତାରେ ଭାରତୀୟ ସ୍କାଉଟ ଗାଇଡ ତରଫରୁ ରୋଭର ଓ ରେଞ୍ଜର ମାନଙ୍କ ଦ୍ଵାରା ବୃକ୍ଷରୋପଣ କାର୍ଯକ୍ରମ ଅନୁଷ୍ଠିତ ହୋଇଯାଇଅଛି । ମହାବିଦ୍ୟାଳୟ ପରିସରରେ ସଜନା,…

ନୀଳାଚଳ ଇସ୍ପାତ କାରଖାନା ଖୁବ ଶୀଘ୍ର କାର୍ଯ୍ୟକ୍ଷମ ହେବ

ଭୁବନେଶ୍ୱର (ଟଙ୍କଧର ଦାଶ) :ଯାଜପୁର ଜିଲ୍ଲା କଳିଙ୍ଗନଗର ରେ ଥିବା ନୀଳାଚଳ ଇସ୍ପାତ କାରଖାନା ଖୁବ ଶୀଘ୍ର ପୁନ କାର୍ଯ୍ୟକ୍ଷମ ହେବ।  ବିଧିବଦ୍ଧ ଭାବେ ଟାଟା ହାତକୁ ଗଲା ନୀଳାଚଳ ଇସ୍ପାତ ନିଗମ ଲିମିଟେଡ଼ । 12ହଜାର 100 କୋଟି ଟଙ୍କାରେ କିଣିଲା ଟାଟା ଲଂଗରନ କମ୍ପାନୀ। ଶ୍ରମିକଙ୍କ…