ଭିଜିଲାନ୍ସ ଜାଲରେ ଗୋଷ୍ଠୀ ଶିକ୍ଷାଧିକାରୀ କାର୍ଯ୍ୟାଳୟ କନିଷ୍ଠ କିରାଣୀ
ଭୁବନ: ଭୁବନ ଗୋଷ୍ଠୀଶିକ୍ଷା ଅଧିକାରୀ ଙ୍କ କାର୍ଯ୍ୟାଳୟର ଜନୈକ କନିଷ୍ଠ କିରାଣୀ ବିଭୁ ପ୍ରସାଦ ବେହେରା ଜଣେ ଶିକ୍ଷୟିତ୍ରୀଙ୍କର ମେଡିସିନ ବିଲ୍ ପାସକରାଇ ଦେବା ପାଇଁ ୫ ହଜାର ଟଙ୍କା ଲାଂଚ ନେଉଥିବାବେଳେ ଭିଜିଲାନ୍ସହାତରେ ଧରାପଡିବା ଘଟଣା ସ୍ଥାନୀୟ ଅଂଚଳରେ ମୁଖ୍ୟ ଚର୍ଚ୍ଚା ଓ ଆଲୋଚନାର…