Take a fresh look at your lifestyle.

ଶହିଦ ଅରୁଣ ନାୟକ ଙ୍କ ପଞ୍ଚମ ଶ୍ରାଦ୍ଧ ବାର୍ଷିକ ପାଳନ

0 24

କଙ୍କଡାହାଡ : ଗତ ୨୦୧୭ ମସିହା ଫେବୃଆରୀ ୧ ତାରିଖରେ ମାଲକାନଗିରି ଠାରେ ନକ୍ସଲଙ୍କ ଲ୍ୟାଣ୍ଡମାଇନ ବିସ୍ଫୋରଣରେ ଶହିଦ ହୋଇଥିବା ଅରୁଣ ନାୟକଙ୍କ ପଞ୍ଚମ ଶ୍ରାଦ୍ଧ ବାର୍ଷିକ ପୈତୃକ ଗ୍ରାମ କଙ୍କଡାହାଡ ବ୍ଲକ ମରୁଆବିଲି ପଞ୍ଚାୟତ ଗୋଡିସାହି ଗ୍ରାମରେ ଶହିଦଙ୍କ ସ୍ମୃତି ପୀଠ ଠାରେ ପାଳନ ହୋଇଯାଇଛି ।

ଶହିଦ ସ୍ମୃତି ସଂସଦ ପକ୍ଷରୁ ଆୟୋଜିତ ଶ୍ରଦ୍ଧାଞଳୀ ସଭାରେ ବିରାଶାଳ କ୍ଲଷ୍ଟର ସି.ଆର.ସି.ସି ଘନଶ୍ୟାମ ସାମଲ,କମ୍ପୁଲେଇ କ୍ଲଷ୍ଟର ସି.ଆ.ର.ସି.ସି ପ୍ରେମାନନ୍ଦ ପାଣିଗ୍ରାହୀ, ଶହିଦ ଙ୍କ ଭଉଣୀ ବନିତା ନାୟକ,ସମାଜସେବୀ ଗଣେଶ୍ୱର ସରକାର, ଦିବାକର ନାୟକ ,ଗୋଲକ ନାୟକ, ବିଷ୍ନୁପ୍୍ରୀୟା ଚକ୍ର ପ୍ରମୁଖ ଯୋଗଦେଇ ଶ୍ରଦ୍ଧାଞଳୀ ଅର୍ପଣ କରିଥିଲେ ।

- Advertisement -

Leave A Reply

Your email address will not be published.