ସରପଞ୍ଚ ତଥା ପଞ୍ଚାୟତ ସମିତି ଅଧ୍ୟକ୍ଷ ଆସନ ସଂରକ୍ଷଣ ଦାବି
କାମାକ୍ଷାନଗର :ଓଡ଼ିଶାର ଆଗାମୀ ପଞ୍ଚାୟତି ରାଜ ନିର୍ବାଚନ ପାଇଁ ବଞ୍ଚିତ ହୋଇଥିବା ୨୩ ଟି ଜିଲ୍ଲାରେ ଆଦିବାସୀ ମାନଙ୍କ ପାଇଁ ସରପଞ୍ଚ ତଥା ପଞ୍ଚାୟତ ସମିତି ଅଧ୍ୟକ୍ଷ ଆସନ ସଂରକ୍ଷଣ ଦାବି ରେ ଆଦିବାସୀ ଚେତନା ସଂଗଠନ, ଆଦିବାସୀ ମୁକ୍ତି ସଂଗଠନ ଓ ମିଳିତ ଆଦିବାସୀ ସଂଘର୍ଷ ମଞ୍ଚ…