Take a fresh look at your lifestyle.

ମହାତ୍ମାଗାନ୍ଧୀଙ୍କ ମହାପ୍ରୟାଣ ଦିବସ ପାଳନ

0 51

ଢେଙ୍କାନାଳ : ଢେଙ୍କାନାଳ ସଚେତନ ନାଗରିକ ଫୋରମ ପକ୍ଷରୁ ସହିଦ୍ ଦିବସ ଭାବେ ପାଳନ କରାଯାଇଛି । ସ୍ଥାନୀୟ ବାଜି ଚୌକି ଛକ ରେ ଥିବା ବାପୁଜୀ ସ୍କୁଲ ପରିସର ରେ ଥିବା ଗାନ୍ଧୀ ପ୍ରତିମୂର୍ତ୍ତି ରେ ମାଲ୍ୟାର୍ପଣ କରିବା ସହିତ ଏକ ଶ୍ରଦ୍ଧାଞ୍ଜଳି ସଭା ହୋଇ ସତ୍ୟ ଅହିଂସା ଶାନ୍ତି, କାଟିକରି ପିନ୍ଧ କୁଟିକରି ଖାଅ, ପ୍ରଭାତ ଫେରି, ରାମଧୁନ ଆଦି ଉପରେ ଆଲୋଚନା କରାଗଲା। ପୂର୍ବତନ ନଗରପାଳ ସୁରେନ୍ଦ୍ର ମିଶ୍ରଙ୍କ ସଭାପତିତ୍ବରେ ହୋଇଥିବା ସଭାରେ ମୁଖ୍ୟଅତିଥି ଆଇନଜୀବି ନରେଶ ମହାପାତ୍ର, ମୁଖ୍ୟବ୍ୟକ୍ତା ପୂର୍ବତନ ନଗରପାଳ ସୁନୀଲ ଶର୍ମା, ଉପସଭାପତି ଆଇନଜୀବି ଦୀପକ ପ୍ରସାଦ ପଟ୍ଟନାୟକ, ସମ୍ପାଦକ ଭରତ କୁମାର ଦାସ, ସହ ସମ୍ପାଦକ ଆଇନଜୀବି ଗୁପ୍ତେଶ୍ୱର ମିଶ୍ର, ଅମୀୟ ଚାନ୍ଦ, ଦେବେନ୍ଦ୍ର ସିଂ, ଅନୁକମ୍ପା ମିଶ୍ର, ପ୍ରତିମା ସ୍ବାଇଁ, କଲ୍ୟାଣୀ ସାହୁ, ସଂଯୁକ୍ତା ମିଶ୍ର, ପ୍ରଣତି ପତି, ସନ୍ଧ୍ୟାରାଣୀ ମିଶ୍ର, ରୁଦ୍ର ପ୍ରକାଶ ଶରଣ, ଅମରେନ୍ଦ୍ର ସାହୁ, ଦୟାନିଧି ବେହେରା, ଚକ୍ରଧର ତରାଇ, ଅଜୟ ମିଶ୍ର, ବିଶ୍ୱନାଥ ମହାପାତ୍ର, ରଞ୍ଜିତ ପାଣିଗ୍ରାହୀ, ମନ୍ମଥ ରାଓ, ଉଦୟ ବେହେରା, ମୁରଲୀ ପଟ୍ଟନାୟକ, ଶଙ୍କଶନ ରଥ, ଅଶୋକ ସ୍ବାଇଁ, ରୁଦ୍ର ମାଧବ ହୋତା, ପ୍ରିୟଦର୍ଶିନୀ ମହାପାତ୍ର, ଶିଳ୍ପୀଶ୍ରୀ ହରିଚନ୍ଦନ, ବ୍ରଜମୋହନ ସାହୁ, ଚିତ୍ତରଞ୍ଜନ ରାଉତ  କାର୍ଯ୍ୟକର୍ତା ଉପସ୍ଥିତ ଥିଲେ ।

- Advertisement -

Leave A Reply

Your email address will not be published.