ଢେଙ୍କାନାଳ: ଜିଲ୍ଲା କୋର୍ଟ ଜୁଡ଼ିସିଆଲି ଅଫିସରୁ ୧୦ ରୁ ଉର୍ଦ୍ଧ୍ବ ସଂଖ୍ୟକ କର୍ମଚାରୀ କୋଭିଡ ସଂକ୍ରମଣ ଚିହ୍ନଟ । କୋର୍ଟ ପରିସରକୁ ଆଜିଠାରୁ ୨୭ ତାରିଖ ସକାଳ ସାତଟା ଯାଏଁ ମାଇକ୍ରୋ କଣ୍ଟେନମେଣ୍ଟ ଜୋନ ଘୋଷଣା।
ଜିଲ୍ଲା ମାଜିଷ୍ଟ୍ରେଟ କାର୍ଯ୍ୟାଳୟ ପକ୍ଷରୁ ଘୋଷଣା ଜାରି କଲେ ଜିଲ୍ଲାପାଳ ସରୋଜ କୁମାର ସେଠୀ।