Take a fresh look at your lifestyle.
Daily Archives

January 13, 2022

ସ୍ୱାମୀ ବିବେକାନନ୍ଦଙ୍କ ୧୫୯ତମ ଜୟନ୍ତୀ ତଥା ଜାତୀୟ ଯୁବ ଦିବସ ପାଳନ

ଢେଙ୍କାନାଳ: ଢେଙ୍କାନାଳ ସହରରେ ଓଡିଶା କ୍ରୀଡା ଓ ଯୁବ ବିକାଶ ପରିଷଦ ପକ୍ଷରୁ ସ୍ୱାମୀ ବିବେକାନନ୍ଦଙ୍କ ୧୫୯ତମ ଜୟନ୍ତୀ ତଥା ଜାତୀୟ ଯୁବ ଦିବସ ପାଳନ କରାଯାଇଛି । କାର୍ଯ୍ୟକ୍ରମରେ ବରିଷ୍ଠ ସାମ୍ବାଦିକ ବିରଞ୍ଚି ନାରାୟଣ ସେଠ୍ ଯୋଗଦେଇ କହିଥିଲେ ଯେ, ସେବା, ସମର୍ପଣ ଓ କ୍ରୀଡାବିତ୍ମାନଙ୍କର…

ଧାନ ମଣ୍ଡି ସମସ୍ୟା ନେଇ ଜିଲ୍ଲାପାଳ ଙ୍କ ଦ୍ୱାରସ୍ଥ

ଢେଙ୍କାନାଳ :ଢେଙ୍କାନାଳ  ଜିଲ୍ଲା ଗଦାଶିଳା ପଞ୍ଚଯାତ ର ଧାନ ମଣ୍ଡିରେ ଲାଗିରହିଥିବା ସମସ୍ୟାର ସମାଧାନ ନିମନ୍ତେ  ଚାଷୀ ମାନେ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇଛନ୍ତି | ଓଡାପଡା ବ୍ଲକ ଗଦାଶିଳା ଗ୍ରାମର ସମସ୍ତ ଚାଷୀ ବର୍ଷ ସାରା ଧାନ ଚାଷ ଉପରେ ନିର୍ଭର କରିନ୍ତି | ଚଳିତ ବର୍ଷ ବାରମ୍ବାର…

ବରିଷ୍ଠ ଓକିଲ ସୁରେନ୍ଦ୍ର ମିଶ୍ରଙ୍କ ବ୍ୟକ୍ତିଗତ ମତ: ସ୍ୱାଭିମାନ ରେ ଆଞ୍ଚ, ଢେଙ୍କାନାଳ ରେ ଚାଲିଛି ଅଫିସର ରାଜ

ଢେଙ୍କାନାଳ: ଅତୀତରେ ଢେଙ୍କାନାଳ ସହରରେ ଥିବା ବିଭିନ୍ନ ସାମାଜିକ ସଂଗଠନ ଓ ସଂସ୍ଥା ର କୌଣସି କାର୍ଯ୍ୟକ୍ରମ ହେଉଥିଲେ ବୁଦ୍ଧିଜୀବୀ, ଜ୍ଞାନୀ, ଉଚ୍ଚଶିକ୍ଷିତ, ସ୍ୱାଧୀନତା ସଂଗ୍ରାମୀ, ମନ୍ତ୍ରୀ କିମ୍ବା ରାଜନେତା ଓ ବିଶିଷ୍ଠ ସମାଜସେବୀ ଙ୍କୁ ଅତିଥି କରି ଡାକୁଥିଲେ l ଅଫିସର ମାନଙ୍କୁ ଅତିଥି…

ବଳରାମ ଜୀଉ ଙ୍କ ମନ୍ଦିର ରେ ପୁତ୍ରଦା ଏକାଦଶୀ ପାଳିତ

ଢେଙ୍କାନାଳ: କୈବଲ ବଜାର ସ୍ଥିତ ବଳରାମ ଜୀଉ ଙ୍କ ମନ୍ଦିର ପ୍ରାଙ୍ଗଣରେ ପୁତ୍ର ଦା ଏକାଦଶୀ ନୀତି ପାଳିତ ହୋଇଥିଲା l ପ୍ରାତଃ ରୁ ମଙ୍ଗଳଆଳତି କରାଯାଇ ବସ୍ତ୍ର ପରିଧାନ, ତୁଳସୀ ହାର, ଫୁଲ ହାର, ପହିଲି ଭୋଗ ଲାଗି କରାଯାଇଥିଲା l 10.30 ରେ ଖେଚୁଡ଼ି, ମଧ୍ୟାହ୍ନ ରେ ଅନ୍ନ ଧୂପ ସନ୍ଧ୍ୟା ରେ…

ନିମ୍ନମାନ ଓଦା ସିମେଣ୍ଟ ଇଟାରେ ନିର୍ମାଣ ଚାଲିଛି ବନବିଭାଗଙ୍କ କାର୍ଯ୍ୟାଳୟ

କଙ୍କଡ଼ାହାଡ଼: ଢେଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ବ୍ଲକ ମହାବିରୋଡ଼ ରେଞ୍ଜର ଅଧୀନ କୁଟୁରିଆ ଫରେଷ୍ଟ ବିଟର ନୂତନ ଗୃହନିର୍ମାଣ ପାଇଁ ସରକାରଙ୍କ ତରଫରୁ ଠିକାସଂସ୍ଥାକୁ ନିର୍ମାଣ କରିବା ପାଇଁ ଅନୁମତି ମିଳିଛି ।  କିନ୍ତୁ ଠିକା ସଂସ୍ଥା ନିମ୍ନମାନର ଓଦା ସିମେଣ୍ଟ ଇଟା ଆଣି ଘର ନିର୍ମାଣରେ…

ଶ୍ୟାମସୁନ୍ଦର ସାହୁ ଭୁବନ ଏନଏସିରେ ନୂତନ ନିର୍ବାହୀ ଅଧିକାରୀ ଭାବେ ଯୋଗଦେଲେ

ଭୁବନ : ଭୁବନ ଏନଏସିରେ ନୂତନ ନିର୍ବାହୀ ଅଧିକାରୀ ଭାବେ ଶ୍ୟାମସୁନ୍ଦର ସାହୁ କାର୍ଯ୍ୟରେ ଯୋଗଦେଇଛନ୍ତିା     ଶ୍ରୀ ସାହୁ ଏହା ପୂର୍ବରୁ ବଅଁରପାଳ ତହସିଲରେ ଅତିରିକ୍ତ ତହସିଲଦାର ଭାବେ କାର୍ଯ୍ୟକରି ଜଣେ ସଚ୍ଚୋଟ, ଦକ୍ଷ ଓ କର୍ମଠ ଅଫିସର ଭାବେସୁନାମ ଅର୍ଜନ କରିଥିଲେ । ଶ୍ରୀ ସାହୁ  ୧୯୯୦…