ବାଳିକା କୁ ପ୍ରତାରଣା: ବି.ଏସ୍.ଏଫ୍ ଯବାନ ଜେଲ ଗଲେ
ଢେଙ୍କାନାଳ: ଢେଙ୍କାନାଳ ସହର ମୀନା ବଜାର ଅଞ୍ଚଳର ଏକ ଝିଅ ସହିତ ସଦର ଥାନା ଅନ୍ତର୍ଗତ ରଞ୍ଜା ଗ୍ରାମର ଜଗନ୍ନାଥ ବାରିକଙ୍କ ପୁଅ ବାପି ବାରିକଙ୍କ ସହିତ ଦୁଇବର୍ଷ ହେଲା ପ୍ରେମ ସମ୍ପର୍କ ଗଢ଼ିଉଠିଥିଲା । ବାପି ବାରିକ ବାରମ୍ବାର ଜ୍ୟୋତି ଘରକୁ ଆସି ନାନା ପ୍ରଲୋଭନ ଦେଖାଇ, ବିବାହର ପ୍ରତିଶୃତି…