Take a fresh look at your lifestyle.
Monthly Archives

December 2021

୫୫ ନମ୍ବର ଜାତୀୟ ରାଜପଥ ଅବରୋଧ

ଢେଙ୍କାନାଳ: ଜାତୀୟ ରାଜପଥ (ଏନ୍ ଏଚ୍ ଏ ଆଇ) କତୃପକ୍ଷ ଙ୍କ55 ନମ୍ବର ଜାତୀୟ ରାଜପଥ ନିର୍ମାଣ ରେ ଅବହେଳା ନେଇ ଅସନ୍ତୋଷ ବଢ଼ିବାରେ ଲାଗିଛି | ରାଜପଥ ମରାମତି, ନିୟମିତ ପାଣି ସିଞ୍ଚିବା ଆଦି ଦାବି ରେ ଗୁରୁବାର କଲେଜ ବାଇପାସ ନିକଟ ରେ ଦୁଇ ଘଣ୍ଟିଆ ରାଜପଥ ଅବରୋଧ କରିଛନ୍ତି କାଠଗଡା ଓ ଆନନ୍ଦ…

ମହିମା ଧର୍ମର ଗାଦିପୀଠ “”ଯୋରନ୍ଦା”କୁ କେନ୍ଦ୍ର ସରକାରଙ୍କ ସ୍ୱତନ୍ତ୍ର ମାନ୍ୟତା ମିଳୁ

ଢେଙ୍କାନାଳ: ବିଶ୍ୱରେ ଏକ ସ୍ୱତନ୍ତ୍ର ଧର୍ମଦର୍ଶନ ଭାବେ ସ୍ୱୀକୃତିପ୍ରାପ୍ତ ମହିମା ଧର୍ମର ଗାଦିପୀଠ ""ଯୋରନ୍ଦା''କୁ କେନ୍ଦ୍ର ସରକାର ସ୍ୱତନ୍ତ୍ର ମାନ୍ୟତା ଦିଅନ୍ତୁ ବୋଲି ""ଢେଙ୍କାନାଳ ଜିଲା ସକ୍ରିୟ ନାଗରିକ ପରିଷଦ'' ପକ୍ଷରୁ ଢେଙ୍କାନାଳ ସାଂସଦ ମହେଶ ସାହୁଙ୍କ ଦୃଷ୍ଟି ଆକର୍ଷଣ କରାଯାଇଛି…

ନବମ ମହିମା ଜ୍ୟୋତିଯାତ୍ରା ପାଇଁ ପ୍ରସ୍ତୁତି

ଢେଙ୍କାନାଳ: ଆଗାମୀ ମାର୍ଚ୍ଚ ମାସରେ ହେବାକୁ ଥିବା ନବମ ମହିମା ଜ୍ୟୋତିଯାତ୍ରା ପାଇଁ ବିଭିନ୍ନ ଗନ୍ତବ୍ୟ ସ୍ଥାନରେ ଜ୍ୟୋତିଯାତ୍ରା ପରିଚାଳନା ପକ୍ଷରୁ ପ୍ରସ୍ତୁତି ବୈଠକମାନ ଅନୁଷ୍ଠିତ ହୋଇଯାଇଛି ।ଏହି ଅବସରରେ ମହିମା ଜ୍ୟୋତିଯାତ୍ରା ପରିଚାଳନା ପରିଷଦର ଅଧ୍ୟକ୍ଷ ଶ୍ରୀମଦ୍ ରଘୁନାଥ ବାବା,…

ଦୁର୍ଦ୍ଦିନରେ ଆଦିବାସୀ ଅଳଙ୍କାର କାରିଗରୀ, ମିଳୁନି ପ୍ରୋତ୍ସାହନ, ନୂତନ ଜ୍ଞାନକୌଶଳ

ଢେଙ୍କାନାଳ: ଢେଙ୍କାନାଳ ଜିଲା ଗଁଦିଆ ବ୍ଲକ କରମୁଳ ଗ୍ରାମପଞ୍ଚାୟତର ଗୋବର୍ଦ୍ଧନପୁର ଗ୍ରାମ ର ଆଦିବାସୀ ଅଳଙ୍କାର ର ଚାହିଦା ଦେଶ ବିଦେଶ ରେ ବଢିବାରେ ଲାଗିଛି । ମାତ୍ର ଏହି ଅଳଙ୍କାର ତିଆରି କରୁଥିବା କାରିଗର ମାନଙ୍କ ର ଯେଉଁଭଳି ବିକାଶ ହେବା କଥା ହୋଇପାରୁ ନାହିଁ । ସରକାରୀ ପ୍ରୋସôାହନ,…