Take a fresh look at your lifestyle.

ରାଧାଦେଇପୁର କପ କ୍ରିକେଟ, ଏମ ସି ସି କାମାକ୍ଷାନଗର  ବିଜୟୀ

0 23

ଢେଙ୍କାନାଳ :ଢେଙ୍କାନାଳ ସଦର ବ୍ଲକ ଅନ୍ତର୍ଗତ ରାଧାଦେଇପୁର ଗ୍ରାମରେ ୩୧ତମ ରାଧାଦେଇପୁର କପ କ୍ରିକେଟ ଟୁର୍ଣ୍ଣାମେଣ୍ଟର ଦ୍ବିତୀୟ ଦିବସରେ କାମାକ୍ଷାନଗର ଏମସିସି ବିଜୟୀ ହୋଇଛି | ପ୍ରଥମେ ବ୍ୟାଟିଂ କରି ରାକେଶ ସ୍ଵାଇଁ ଓ ସନ୍ଦୀପ ପରିଡ଼ାଙ୍କ ଅର୍ଦ୍ଧଶତକ ସହାୟତାରେ 228 ରନ ସଂଗ୍ରହ କରିଥିଲେ।

ଜବାବରେ ପି ଏମ ସି ସି ତିଗିରିଆ  ଲିପୁ ବରାଳଙ୍କ 58 ରନ  ସହାୟତାରେ 219 ରନ ସଂଗ୍ରହ କରିବାକୁ ସକ୍ଷମ ହୋଇ ମ୍ୟାଚ ବିଜୟୀ ହୋଇଥିଲେ। ରାକେଶ ସ୍ୱାଇଁ ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ। ନିଶାନ୍ତ ପରିଡା ଓ ସୁରେଶ ସାହୁ ଖେଳ ପରିଚାଳନା କରିଥିଲେ। ରତିକାନ୍ତ ପରିଡା ଧାରା ବିବରଣୀ ପ୍ରଦାନ କରିଥିଲେ। ସ୍କୋରିଂ ରେ ସହାୟତା କରିଥିଲେ ସୌମ୍ୟରଂଜନ ସେଠୀ। ଆସନ୍ତା କାଲିର ମ୍ୟାଚ ରାଧାଦେଇପୁର  ଓ ବଂଅରପାଳ ମଧ୍ୟରେ ଅନୁଷ୍ଠିତ ହେବ

- Advertisement -

Leave A Reply

Your email address will not be published.