ବଙ୍ଗଳାଦେଶ ସ୍ୱାଧୀନତାର ୫୦ବର୍ଷ ପୂର୍ତି ସ୍ମୃତିଚାରଣ ସଭା
ଢେଙ୍କାନାଳ : ୧୯୭୧ମସିହା ପାକିସ୍ଥାନ-ଭାରତ ଯୁଦ୍ଧରେ ପଶ୍ଚିମ ପାକିସ୍ଥାନର ପରାଜୟ ସହ ପୂର୍ବ ପାକିସ୍ଥାନ ୧୯୭୧ ମସିହା ଡିସେମ୍ବର ୧୬ତାରିଖରେ ସ୍ୱାଧୀନ ହୋଇ ବଙ୍ଗଳାଦେଶ ନାଁରେ ନୂତନ ଦେଶ ଗଠନ ହେଲା । ଲୌହମାନବୀ ତଥା ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଶ୍ରୀମତୀ ଇନ୍ଦିରା ଗାନ୍ଧୀ ବଙ୍ଗଳାଦେଶ…