- ଗ୍ରାମୀଣ ଡାକ ସେବକମାନଙ୍କ ଅନିର୍ଦ୍ଦିଷ୍ଟକାଳ ଧର୍ମଘଟ
- ଗ୍ରାମୀଣ ଡାକ ସେବକ ସଙ୍ଘ ପକ୍ଷରୁ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ଦେଶବ୍ୟାପୀ ଧର୍ମଘଟ।
- ଓଡାପଡା ରେ କୃଷକ ତାଲିମ୍ ଶିବିର ଏବଂ କୃଷି ଯନ୍ତ୍ରପାତି ବଣ୍ଟନ
- ବିଜ୍ଞାନ ଶିକ୍ଷକ ଅଭୟ ଶତପଥୀ ଜାତୀୟ ସମ୍ମାନରେ ସମ୍ମାନୀତ
- ଗଣତନ୍ତ୍ର ସୁଦୃଢ଼ ପାଇଁ ସାମ୍ବାଦିକଙ୍କ ଭୂମିକା ପ୍ରୟୋଜନ – ଜିଲାପାଳ
- ଐତିହାସିକ ପାରମ୍ପରିକ ଦଶହରା ବଦଳ ଯାତ୍ରା ଶେଷ
- କୋଣାର୍କରେ ସୂର୍ଯ୍ୟ ମନ୍ଦିର ନିର୍ମାଣ କାର୍ଯ୍ୟ ଆଗେଇ ଚାଲିଛି
- ସିକିମ ରେ ସହୀଦ ହେଲେ ଓଡ଼ିଆ ଯବାନ ସରୋଜ
- ବଙ୍ଗୋପସାଗର ଅଞ୍ଚଳରେ ଲଘୁଚାପ କ୍ଷେତ୍ର ସୃଷ୍ଟି : ପ୍ରବଳ ବର୍ଷା ସମ୍ଭାବନା
- ଶିକ୍ଷା ଏବଂ ଦକ୍ଷତା କେବଳ ନିଜ ପାଇଁ ନୁହେଁ, ସମାଜର ହିତ ପାଇଁ ଆବଶ୍ୟକ – ଧର୍ମେନ୍ଦ୍ର ପ୍ରଧାନ
- ବଜ୍ରପାତରେ ୧୩ ଗାଈଗୋରୁ ସମେତ ଜଣେ ଚାଷୀ ମୃତ
- ମହିମାଗାଦି ରେ ଲାଗି ହେଲା ନବାନ୍ନ
- ବିଶିଷ୍ଟ ପରିବେଶବିତ୍ ପ୍ରଫୁଲ୍ଲ ସାମନ୍ତରାଙ୍କ ଅପହରଣ ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ପାଇଁ ରାଜ୍ୟପାଳଙ୍କ ହସ୍ତକ୍ଷେପ
- ମୁଖ୍ୟମନ୍ତ୍ରୀଙ୍କ ଐତିହାସିକ ନିଷ୍ପତ୍ତି
- ପୂର୍ବତନ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ବିୟୋଗରେ କେନ୍ଦ୍ରମନ୍ତ୍ରୀଙ୍କ ଶୋକ
- ପୂର୍ବତନ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ରଙ୍କ ପରଲୋକ
- ନୂଆଦିଲ୍ଲୀରେ ‘ଜଳବାୟୁ ପରିବର୍ତ୍ତନ ପାଇଁ କଳା ପ୍ରଦର୍ଶନୀ’ର ଉଦଘାଟନ କଲେ କେନ୍ଦ୍ରମନ୍ତ୍ରୀ
- ପ୍ରଫୁଲ୍ଲ ସାମନ୍ତରାଙ୍କୁ ଅପହରଣ ଘଟଣାର ତଦନ୍ତ ଦାବୀରେ ଗାନ୍ଧୀବାଦୀ ଗଣ ସଙ୍ଗଠନମାନଙ୍କ ପକ୍ଷରୁ ନାଗରିକ ପ୍ରତିବାଦ
- ଏନସିଇଆରଟିର ୬୩ତମ ପ୍ରତିଷ୍ଠା ଦିବସରେ କେନ୍ଦ୍ରମନ୍ତ୍ରୀଙ୍କ ବଡ଼ ଘୋଷଣା
- କ୍ୟାଡର ପୁନର୍ବିନ୍ୟାସ ଦାବୀ: ଆନ୍ଦୋଳନକୁ ଓହ୍ଲେଇଲେ କୃଷି ବିଭାଗର ସମସ୍ତ ଅଧିକାରୀ
- ଆନ୍ଧ୍ରପ୍ରଦେଶରେ ‘କେନ୍ଦ୍ରୀୟ ଜନଜାତି ବିଶ୍ୱବିଦ୍ୟାଳୟ’ର ଶିଳାନ୍ୟାସ କଲେ କେନ୍ଦ୍ରମନ୍ତ୍ରୀ
- ପାଣ୍ଡିଆନ ଙ୍କୁ କାଳୀ ମାଡ଼ ଅସହିଷ୍ଣୁତା ର ପ୍ରତିଫଳନ
- ବିଜେପି ନେତା ଙ୍କ ଝିଅ ଙ୍କୁ ନିର୍ଯ୍ୟାତନା ଓ ହତ୍ୟା ଉଦ୍ୟମ : ଅଧ୍ୟାପିକା ଶାଶୁ ଓ ଜ୍ବାଇଁ ଗିରଫ
- ରାଜ୍ୟ ୫ ସଚିବଙ୍କୁ ସତ୍ୟବାଦୀ ସଭାରେ କାଳୀମାଡ।
- ଯୋଗ ଶିଖିଲେ ବିଦେଶୀ ଛାତ୍ର ଛାତ୍ରୀ
- ପୁରୀ ସ୍ୱର୍ଗଦ୍ୱାରର ହରିଶ୍ଚନ୍ଦ୍ର ସହାୟତା ରାଶି ୪୦୦୦ଟଙ୍କା କୁ ବୃଦ୍ଧି
- ଓଡିଶା ପ୍ରଶାସନିକ ସେବା ପରୀକ୍ଷାରେ ଅରବିନ୍ଦ, ବିଜୟାନନ୍ଦ ଙ୍କ କୃତୀତ୍ୱ
- ଭୟଙ୍କର ଦରବୃଦ୍ଧି ବିରୁଦ୍ଧରେ ‘ଓଡ଼ିଶା ବଂଚାଅ ଅଭିଯାନ’ ତରଫରୁ ବିକ୍ଷୋଭ
- ମରାମତି ଅଭାବରୁ ରାସ୍ତା ଶୋଚନୀୟ :ପ୍ରତିବାଦରେ ଗ୍ରାମବାସୀଙ୍କ ଝାରଗାଡିଆ-ବଉଳପୁର ରାସ୍ତା ଅବରୋଧ
- ସାମ୍ବାଦିକଙ୍କ ସ୍ୱାସ୍ଥ୍ୟ ବୀମା ଦୁଇ ଲକ୍ଷରୁ ୫ ଲକ୍ଷ ଟଙ୍କାକୁ ବୃଦ୍ଧି ଘୋଷଣା କଲେ ମୁଖ୍ୟମନ୍ତ୍ରୀ
- କଟକ ଜିଲ୍ଲା ସର୍ବୋଦୟ ମଣ୍ଡଳର କାର୍ଯ୍ୟକାରିଣୀ ସଭା
- ଆର୍ଥିଙ୍ଗ ସଂସ୍ପର୍ଶରେ ଆସି ଗାଈ ମୃତ
- ନାବାଳିକା ବଳାତ୍କାରୀକୁ ୨୦ ବର୍ଷ ଜେଲ
- ଜି ୨୦ର ପ୍ରତିନିଧି ମଣ୍ଡଳୀଙ୍କ ସୂର୍ଯ୍ୟ ମନ୍ଦିର ପରିଦର୍ଶନ
- ସୂର୍ଯ୍ୟ ମନ୍ଦିର ବେଢ। ପ୍ରାଚୀର ନିର୍ମାଣ କାର୍ଯ୍ୟ ନିମ୍ନମାନର, ଉଚ୍ଚସ୍ତରୀୟ ତଦନ୍ତ ଦାବି
- ସାହିତ୍ୟିକ ହୁସେନ ରବି ଗାନ୍ଧୀଙ୍କ ପରଲୋକ
- ଓଡିଶାରୁ ୩୧ଜଣିଆ ଜୁନିଅର କିରୋଗୀ ଓ ପୂମସି ଟାଏକୋଣ୍ଡୋ ଟିମ ଉତ୍ତର ପ୍ରଦେଶର ବରେଲି ଗ୍ରସ୍ତ
- ପରାକ୍ରମ ଦିବସରେ ଦଧିସିଂହାର ନେତାଜୀ ମୂର୍ତୀସ୍ଥଳ ଅବହେଳିତ
- ୧୧ଟି ଜିଲ୍ଲାର ଏସପିଙ୍କ ବଦଳି : ଜ୍ଞାନରଞ୍ଜନ ମହାପାତ୍ର ହେଲେ ଢେଙ୍କାନାଳ ଏସ୍ପି
- ବ୍ରହ୍ମଣୀ ବନ୍ଦାଣ ଓ ନାଗନାଥେଶ୍ୱର ମହୋତ୍ସବର ୨ୟ ସଂଧ୍ୟା
- ପ୍ରଥମ ବ୍ରାହ୍ମଣୀ ବନ୍ଦାଣ ଓ ନାଗନାଥେଶ୍ୱର ମହୋତ୍ସବ ଉଦ୍ଘାଟିତ
- ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନ ଅବସରରେ ୭୨ ଟିବି ରୋଗରେ ପୀଡ଼ିତ ଭାଇ ଭଉଣୀଙ୍କୁ ପୁଷ୍ଟି କିଟ୍ ପ୍ରଦାନ କରାଗଲା
- ଲିଙ୍ଗ ନିରୂପଣ ମାମଲା: ଡାକ୍ତରଙ୍କ ସମେତ ଜଗନ୍ନାଥ ହସ୍ପିଟାଲ ମାଲିକଙ୍କୁ ୩ ବର୍ଷ ଜେଲ
- କୁକୁଡା ଚାଷୀ ସଂଘ ପକ୍ଷରୁ ମହାସମାବେଶ
- “ପ୍ରତ୍ୟେକ କାର୍ଯ୍ୟର ସଫଳତା ପାଇଁ ଧୈର୍ଯ୍ୟ ରଖିବା ଆବଶ୍ୟକ- ସାଂସଦ”
- କୁଣ୍ଡି ନାଳ ରେ ମହାଦୁର୍ନୀତି : ହସୁଛି ଠିକାଦାର କାନ୍ଦୁଛି ଚାଷୀ
- ପରିଣତ ବୟସରେ ବି ମିଳିନି ଆବାସ, ଭଙ୍ଗା ଚାଳ ତଳେ ବୃଦ୍ଧ ଦମ୍ପତି ଙ୍କ ଜୀବନ
- ଯମୁନାକୋଟ ଗ୍ରାମରେ ରାସନ ସାମଗ୍ରୀ ହେରଫେର, ଥାନାରେ ଅଭିଯେIଗ ପରେ ହିତାଧିକାରୀ ଙ୍କୁ ଚାଉଳ ମିଳିଲା
- ଶ୍ରମିକ କାର୍ଡରେ ମିଳୁ ନାହିଁ ସରକାରୀ ସହାୟତା! ଦୁଇ ବର୍ଷ ହେଲା ବିଛଣାରେ ଶ୍ରମିକ
- ଲାଞ୍ଚ ନେଇ ଧରାପଡ଼ିଲେ ଢେଙ୍କାନାଳ ସଦର ଥାନା ର ଭାରପ୍ରାପ୍ତ ଡିଏସପି ଅଭିନବ ଡାଲୁଆ
- ଗର୍ଭବତୀ ହାତୀ ମୃତ ଘଟଣାରେ ଦୁଇ ଜଣ କୋର୍ଟ ଚାଲାଣ
- ଖଇରମୁଣ୍ଡା ଗାଁ ପାଖ ଜଙ୍ଗଲ ରୁ ମାଈ ହାତୀର ମୃତ ଦେହ ଉଦ୍ଧାର କାରଣ ଅପ୍ସଷ୍ଟ
- ମାଈ ହାତୀର ମୃତ ଦେହ ଉଦ୍ଧାର ।
- ଗେଲ୍ ଇଣ୍ଡିଆ ର ୪୨୦ : ଫସିଗଲେ ୬୦ ଟି ଠିକା ସଂସ୍ଥା!
- ସୋଗର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ବିଜେପି ର ଅନୁସନ୍ଧାନକାରି ଟିମ
- ମଧ୍ୟାହ୍ନ ଭୋଜନ ଖାଇ 60 ରୁ ଅଧିକ ଛାତ୍ରଛାତ୍ରୀ ଅସୁସ୍ଥ
- ଖଟିଆରେ ବୁହାହୋଇ ନାଳ ପାର ହେଲେ ରୋଗୀ
- ଏସଟିଏଫ ର ଚଢ଼ାଉ: ୫ଟି ଦେଶୀ ପିସ୍ତଲ ସହ ଅଫୁଟା ଗୁଳି ଜବତ
- ଜରି ପାଲ ତଳେ ଛଅ ପ୍ରଣୀ କୁଟୁମ୍ବ, ପଡୁନି ପ୍ରଶାସନ ର ନଜର
- ବିନା ସୂଚନା ଫଳକରେ ନିମ୍ନ ମାନର କଂକ୍ରିଟ ରାସ୍ତା ନିର୍ମାଣ ; ବିଭାଗୀୟ କନିଷ୍ଟ ଯନ୍ତ୍ରୀଙ୍କ କଥାରେ ତାଳମେଳ ନାହିଁ ।
- ବାପ ମାଆ ଛେଉଣ୍ଡ ରୋଗାକ୍ରାନ୍ତ ପୁଅର ଚିକିତ୍ସା ଲାଗି ଜିଲ୍ଲାପାଳଙ୍କୁ ଆକୁଳ ନିବେଦନ
- ଡାକ ବିଭାଗ ଓ କେନ୍ଦ୍ର ସରକାରଙ୍କ ଜମାକାରୀ ମାରଣ ନୀତିକୁ ଡାକ କର୍ମଚାରୀଙ୍କ ବିରୋଧ
- ଝାମୁଯାତ୍ରାରେ ନାବାଳିକା କୁ କମେଣ୍ଟ ମରାକୁ ନେଇ ହତ୍ୟାକାଣ୍ଡ ଘଟଣା:ଅଭିଯୁକ୍ତକୁ ୭ବର୍ଷ ସଶ୍ରମ କାରାଦଣ୍ଡାଦେଶ ପ୍ରଦାନ
- ନୂଆ ଅର୍ଥନୀତି ଦେଶର ଉନ୍ନତି ନୁହେଁ, ଦୁର୍ଗତୀ ଆଣିଛି : ଡକ୍ଟର ବିଶ୍ୱଜିତ୍
- ଶ୍ରାବଣ ମାସରେ ପାଣି ପାଇଁ ଚିନ୍ତାରେ ଚାଷୀ ,ପଳାଶୁଣି ଅଞ୍ଚଳ ଚାଷ ଜମି ଫାଟି ଆଁ
- ଜାତୀୟ ସ୍ତରୀୟ ଆମ୍ବ ପ୍ରଦର୍ଶନୀରେ ଯୋଗଦେଲେ ସାଂସଦ
- ପୁର୍ବତନ ବ୍ଲକ ଅଧ୍ୟକ୍ଷ କାର୍ତିକ ଆଦିତ୍ୟର ଚିକିତ୍ସା ପାଇଁ ସମ ହସ୍ପିଟାଲରେ ଭର୍ତି କଲେ
- ମହିମା ମହାବିଦ୍ୟାଳୟରେ ବିଦାୟ କାଳୀନ ସମ୍ବର୍ଦ୍ଧନା ସଭା
- ଯୁବ ସାମ୍ବାଦିକ ଦୁଷ୍ମନ୍ତଙ୍କ ଅକାଳ ବିୟୋଗରେ ଜିଲ୍ଲା ସାମ୍ବାଦିକ ସଂଘ ପକ୍ଷରୁ ଶୋକସଭା
- ସାମ୍ବାଦିକ ଦୁଷ୍ମନ୍ତ ମହାନ୍ତିଙ୍କ ବିୟୋଗରେ କଙ୍କଡାହାଡ଼ ବ୍ଲକ ସାମ୍ବାଦିକ ସଂଘର ଶୋକସଭା
- ସଡକ ଦୁର୍ଘଟଣାରେ ଯୁବ ସାମ୍ବାଦିକ ଦୁଷ୍ମନ୍ତ ମହାନ୍ତି ଙ୍କ ଅକାଳ ବିୟୋଗ
- ଧାନ ମଣ୍ଡିର ସମସ୍ୟା ନେଇ ୭ଘଣ୍ଟା ରାସ୍ତା ଅବରୋଧ, ପ୍ରତିଶ୍ରୁତି ପରେ ଆନ୍ଦୋଳନରୁ ନିବୃତ
- ଜ୍ୱାଇଁର ଟାଙ୍ଗିଆ ଚୋଟରେ ଶଶୁର ମୃତ , ହତ୍ୟାକାରୀ ଜ୍ବାଇଁ ଫାଣ୍ଡିରେ ଅଟକ
- ଏନଏଚ ୫୫ ବିପର୍ଯ୍ୟସ୍ତ ନେଇ ଢେଙ୍କାନାଳ ବନ୍ଦ ଡାକରା ସଫଳ
- ଏକୁଲ ଗାଁ ପାଇଁ ବାଧକ ସାଜିଛି ପିଛୁଳି ନଦୀ :ଷ୍ଟ୍ରେଚରରେ ବୁହା ହେଇ ନଦୀ ପାର ହେଲେ ଜ୍ଵରରେ ପିଡିତା ମହିଳା
- କ୍ଷୁଦ୍ର ଓ ମଧ୍ୟମ ସମ୍ବାଦପତ୍ରର ବିଭିନ୍ନ ସମସ୍ୟା ନେଇ ସୂଚନା ଓ ଲେକ ସମ୍ପର୍କ ମନ୍ତ୍ରୀ ପ୍ରଦିପ ଅମାତଙ୍କ ସହ ଆଲେଚନା
- ଶ୍ୱଶୁର-ବୋହୂ କଳିର କରୁଣ ପରିଣତି : ବୋହୂର ଟାଙ୍ଗିଆ ଚୋଟରେ ଶ୍ୱଶୁରର ମୃତ୍ୟୁ
- ହୋଣ୍ଡା ଆକ୍ଟିଭା ଡିକି ଭାଙ୍ଗି ୫୦ ହଜାର ଲୁଟ
- NH-55 କୁ ଅବରୋଧ କଲେ ସ୍ଥାନୀୟ ଢେଙ୍କାନାଳ ଲୋକ
- ନୀଳାଚଳ ଇସ୍ପାତ କାରଖାନା ଖୁବ ଶୀଘ୍ର କାର୍ଯ୍ୟକ୍ଷମ ହେବ
- ଭୁବନ ରଥଯାତ୍ରାରେ ଅଘଟଣ,ବଳଭଦ୍ର ରଥ ଚକ ଭାଙ୍ଗିଲା
- ପୁରୀ ସ୍ବେଛାସେବୀ ଅନୁଷ୍ଠାନ ମାନଙ୍କର ସମନ୍ବୟ ସଭା ଅନୁଷ୍ଠିତ
- ଶ୍ରମିକ ମାନଙ୍କ ପାଇଁ ଉଦ୍ଧିଷ୍ଟ ରୋଜଗାର ଯୋଜନାକୁ ହଡ଼ପ କରିବାର ପ୍ରୟାସ
- ଶିଖିଲେ, ଆଙ୍କିଲେ, ପ୍ରଶଂସିତ ହେଲେ
- ପ୍ରଗତିଶୀଳ ଅନୁଷ୍ଠାନମାନଙ୍କ ମହାମଂଚ “ଢେଙ୍କାନାଳର ସ୍ୱର”
- ଅବହେଳିତ ଢେଙ୍କାନାଳ ର ରୂପରେଖ ପାଇଁ ଦାୟୀ କିଏ ?
- ପଞ୍ଚାୟତ ନିର୍ବାଚନ ପରେ ପ୍ରଥମ କଳାହାଣ୍ଡି ଜିଲ୍ଲା ପରିଷଦ ବୈଠକ ଅନୁଷ୍ଠିତ
- ସ୍କୁଲ ଖୋଲିବା ପରେ ଛାତ୍ରଛାତ୍ରୀଙ୍କ ଅନୁଭୂତି ଶୁଣିଲେ କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
- ଶ୍ରୀମନ୍ଦିର ପରିକ୍ରମା ମାର୍ଗ ପ୍ରକଳ୍ପ ସଂପର୍କରେ ଆଲୋଚନା ବୈଠକ ଅନୁଷ୍ଠିତ
- ଇକୋ ରିଟ୍ରିଟରେ ମାଇଁ ସିଟି ଲିଙ୍କ କର୍ପୋରେଟର ଆଇକନ ଆୱାର୍ଡ : ୧୦ ସମ୍ବର୍ଦ୍ଧିତ
- କଳିଙ୍ଗ ଷ୍ଟାଡିଅମ୍ : ଇନ୍ଡୋର ଆଥଲେଟିକ୍ ଷ୍ଟାଡିଅମ ତଥା ୩୦୦ କୋଟି ଟଙ୍କାର କ୍ରୀଡା ଭିତ୍ତିଭୂମି ପ୍ରକଳ୍ପର ଅଗ୍ରଗତି ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ
- ମାଟି କୁଡ଼ିଆରେ ବିତୁଛି ଜୀବନ
- ଉପନ୍ୟାସ ‘ଶକ୍ତି’ର ବଙ୍ଗଳା ସଂସ୍କରଣ ଖୁବ୍ ଶୀଘ୍ର
- ଗୁଣ୍ଡିଚାପଡ଼ା ଠାରେ ଅଙ୍ଗୀକୃତ ସଂସ୍କାରକ ଦିବସ ପାଳିତ
- ସାମ୍ବାଦିକଙ୍କୁ ଆକ୍ରମଣ: ଓଡ଼ିଶା ଜନତା ପାର୍ଟି ପକ୍ଷରୁ ଦୃଢ଼ ନିନ୍ଦା
- ମାର୍ଚ୍ଚ ୨୦ ରେ ହେବ କୋଣାର୍କ ନୃତ୍ୟ ଓ ସଂଗୀତ ଉତ୍ସବ
- ଏକତାଳିରେ ଦେବଶ୍ରୀ ଓ ଝିଲ୍ଲୀପ୍ରଭା ଙ୍କ ଜୋରଦାର ପ୍ରଚାର
- ବିଜେଡି-ବିଜେପି ପାଇଁ ସମ୍ମାନ ର ପ୍ରଶ୍ନ ,ମନ୍ତ୍ରୀଙ୍କ ପାଇଁ ଅଗ୍ନି ପରୀକ୍ଷା
- ନିହଲପ୍ରସାଦ: ୪ଟି ବୁଥରେ ହେବ ସାନି ମତଦାନ
- ସାମ୍ବାଦିକଙ୍କ ଉପରେ ଆକ୍ରମଣ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଦାବି
- ମହୀମା ଧର୍ମ ପ୍ରଚାରକ ଙ୍କ ପରଲୋକ
- ଦିଘୀ ରେ ପ୍ରବୋଧ ଓ ମମତା ଙ୍କ ବିଶାଳ ରାଲି , ଜୋରଦାର ପ୍ରଚାର
- ଜିଲ୍ଲା ପରିଷଦ ପ୍ରାର୍ଥନୀ ସୁଭଦ୍ରା ପାତ୍ର ଙ୍କ ପାଇଁ ପ୍ରଚାର କଲେ ଜିଲ୍ଲା ମହିଳା ସମ୍ପାଦିକା
- ଦିନକ ପରେ ପ୍ରସିଦ୍ଧ ଯୋରନ୍ଦା ମହିମା ମେଳା
- ‘ରେଡିଓର ବିଶ୍ୱସନୀୟତା ଆଜି ବି ଅତୁଟ’
- MY VOTE MY RIGHT : Awareness programme In Dhenkanal
- ଜେଲ ଗଲା ସରପଞ୍ଚ ପ୍ରାର୍ଥୀଙ୍କ ପୁଅ
- ଶ୍ରୀ ଗୁରୁ ଅନନ୍ତ ଆଶ୍ରମ ଜାତୀୟ ସର୍ବୋଦୟ ସମିତିର ବାର୍ଷିକ ବ୍ରହ୍ମଯଜ୍ଞ ବଣସିଂହ ମୁଖ୍ୟ ଗୁରୁଗାଦୀଠାରେ ପାଳିତ
- ମାର୍ଚ୍ଚ ରେ ଓଡ଼ିଶାରେ କ୍ଷୁଦ୍ର ଓ ମଧ୍ୟମ ସମ୍ବାଦପତ୍ର ସମ୍ପାଦକ ମହାସଂଘର ରାଷ୍ଟ୍ରୀୟ ଅଧିବେଶନ
- ପ୍ରମୋଦ ଉଦ୍ୟାନ ପ୍ରତିଷ୍ଠା ସହ ଅନ୍ୟାନ୍ୟ ଦାବୀ ନେଇ ଥିଙ୍କର୍ସ ଫୋରମର ଦାବୀ
- ଡ. ରାଧାନାଥ ରଥ ସାମ୍ବାଦିକ ଜଗତର ପିତାମହ ଭିଷ୍ମ ଥିଲେ
- ନିର୍ବାଚନ ମୈଦାନରେ ବଡବାପା – ଝିଅ , ସାମ୍ବାଦିକ ସାଜିଲେ ସରପଂଚ ପ୍ରାର୍ଥୀ
- ଯମୁନାକୋଟ : ପ୍ରଚାରରେ ଆଗୁଆ ସିପ୍ରା ଓ ନଟ
- PMFBY Certificate holder Woman Denied Loan Despite Pre Sanction Letter
- ପଥର ଖଣିରେ ଚଢାଉ: ୪ ହିଟାଜି ମେସିନ ଜବତ, ୧୦ଲକ୍ଷ ଟଙ୍କା ଜରିମାନା
- ଯୋରନ୍ଦା ମେଳାକୁ ଆଉ ୬ ଦିନ ବାକି : ମନ୍ଦିର କୁ ଜନସାଧାରଣଙ୍କୁ ପ୍ରବେଶ ମନା, କେବଳ ସନ୍ୟାସୀଙ୍କୁ ଅନୁମତି
- ଜାଗା ବିକ୍ରି କରି ସାନ ପୁଅକୁ ଟଙ୍କା ଦେଲେ, ବଡ଼ ପୁଅ ବାପାର ତଣ୍ଟି କାଟି ହତ୍ୟା କଲା
- ପାଣି ଓ ଡ୍ରେନେଜ ସମାସ୍ୟା ନେଇ ଓଡିଶା ଜନତା ପାର୍ଟି ର ସ୍ମାରକପତ୍ର ପ୍ରଦାନ
- ଫନି ବାତ୍ୟା ଦେଇ ଯାଇଛି ଅସରନ୍ତି ଦୁଃଖ! ରୋଜଗାରିଆ ପୁଅ ଏବେ ପଙ୍ଗୁ
- ଭଙ୍ଗା କୁଡିଆ ତଳେ ବୃଦ୍ଧା ମା ଓ ଝିଅ
- ପଞ୍ଚଭୁତରେ ବିଲିନ ହେଲେ ସମାଜବାଦୀ ନେତା ଯୋଗେନ୍ଦ୍ର ତ୍ରିପାଠୀ
- ଆଇଆଇଏମ୍ସି ପକ୍ଷରୁ ଫଟୋଗ୍ରାଫିଆ ଆରମ୍ଭ
- ନେତାଜୀ ଜନମାନସର ‘ଲୋକ ନାୟକ’
- ବିଶିଷ୍ଠ ସମାଜବାଦୀ ଶ୍ରମିକ ନେତା ଯୋଗେନ୍ଦ୍ର ତ୍ରିପାଠୀଙ୍କ ପରଲୋକ
- ଫାଟୁଆ ରୋଗରେ ଆକ୍ରାନ୍ତ ହୋଇ ଗୋରୁଗାଈଙ୍କ ମୃତ୍ୟୁ
- ରେଡିଓ ନମସ୍କାର ଦେଶର ଅଗ୍ରଣୀ ରେଡିଓ ଘୋଷିତ
- ଯୋରନ୍ଦା ଜଗନ୍ନାଥ ମନ୍ଦିରରେ ରଥ କାଠ ଅନୁକୂଳ
- ସଦର ବ୍ଲକର ୧ନଂଜୋନ୍ ରେ ପ୍ରଚାର ମଇଦାନକୁ ଓହ୍ଲାଇଲେ ପୂର୍ତମନ୍ତ୍ରୀ ପ୍ରଫୁଲ ମଳ୍ଲିକ
- ନରେନ୍ଦ୍ର ମୋଦୀ ନିର୍ବାଚନ ପ୍ରତିଶ୍ରୁତି ପାଳନ କରିପାରି ନାହଁନ୍ତି
- ଗରୀବଙ୍କ ପାଇଁ ହରିଶ୍ଚନ୍ଦ୍ର ଯୋଜନା ସାତ ସପନ, ସ୍ୱାମୀ ଚାଲିଯିବା ଛ’ମାସ ପରେ ମଧ୍ୟ ମିଳୁନି ବିଧବା ଭତ୍ତା
- ଯୋରନ୍ଦା ଅଞ୍ଚଳର ବରପୁତ୍ର ସଚ୍ଚିଦାନନ୍ଦ ତ୍ରିପାଠୀଙ୍କ ୩୬ତମ ଶ୍ରାଦ୍ଧ ଦିବସ ପାଳିତ
- ଆସନ୍ତା ୫ ତାରିଖ ରେ ଢେଙ୍କାନାଳ ଜିଲାରେ କୁଆପଥର ବର୍ଷା ହୋଇପାରେ
- ନୀଳାଚଳ ଇସ୍ପାତ ନିଗମରେ ସମସ୍ତ କର୍ମଚାରୀଙ୍କୁ ନିଯୁକ୍ତି ଦେବା କୁ ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ଘଡାଇଙ୍କ ଦାବୀ
- ଖୋ-ଖୋ ଖେଳାଳୀଙ୍କୁ ସମ୍ବର୍ଦ୍ଧନା
- ସାମ୍ବାଦିକଙ୍କ ପିତୃ ବିୟୋଗ
- ବ୍ରହ୍ମପୁରରେ ‘ରାଷ୍ଟ୍ରପିତାଙ୍କ ଅସମ୍ମାନ-ସହିବ ନାହିଁ ହିନ୍ଦୁସ୍ତାନ’ର ପ୍ରତିବାଦ ସଭା
- ଶହିଦ ଅରୁଣ ନାୟକ ଙ୍କ ପଞ୍ଚମ ଶ୍ରାଦ୍ଧ ବାର୍ଷିକ ପାଳନ
- ଢେଙ୍କାନାଳ ଡାକ ମଣ୍ଡଳ ତରଫରୁ ଡାକ ଜୀବନ ବୀମା ଦିବସ ପାଳିତ
- ବଜେଟ ପ୍ରତିକ୍ରିୟା: ଗଧକୁ ଗାଜରର ଲୋଭ ଦେଖାଇଛି ବଜେଟ
- ବାଉଁଶକଣ ଗ୍ରାମରେ ୧୩ ରୁ ତ୍ରିଦିନାତ୍ମକ ବିଶ୍ୱଶାନ୍ତି ନାମ ଓ ଜ୍ଞାନଯଜ୍ଞ
- ଟୋକନ ଅବଧି ସରିବାକୁ ବସିଛି: ଧାନ ଉଠାଇବାକୁ ବ୍ୟବସ୍ଥା ନାହିଁ
- ମହାତ୍ମାଗାନ୍ଧୀଙ୍କ ମହାପ୍ରୟାଣ ଦିବସ ପାଳନ
- ହିତାଧିକାରୀଙ୍କୁ ୨୫୦୦ ଟଙ୍କା ଲେଖାଏଁ ଭତ୍ତା ଦିଆଯିବ
- ସାମ୍ପ୍ରଦାୟୀକ ଶକ୍ତିଙ୍କ ବିରୋଧରେ ଭୁବନେଶ୍ଵରଠାରେ ସତ୍ୟାଗ୍ରହ
- ଯୋରନ୍ଦା ମାଘମେଳା ପ୍ରସ୍ତୁତି ବୈଠକ: କେବଳ ସାଧୁ ସନ୍ୟାସୀ ମାନଙ୍କୁ ନେଇ ହେବ ନିତିକାନ୍ତି
- ବିଧିପୂର୍ବକ ହେବ କପିଳାସ ଜାଗରଯାତ୍ରା : ରହିବ ନାହିଁ ଗହଳଚହଳ
- ଆଦର୍ଶ ବିଦ୍ୟାଳୟକୁ ନେଇ ଗ୍ରାମବାସୀଙ୍କ ଅସନ୍ତୋଷ : ୫୫ ନଂ ଜାତୀୟ ରାଜପଥ ଅବରୋଧ
- ଦୁର୍ଗାପ୍ରସାଦକୁ ରାଜସ୍ବ ଗ୍ରାମ ମାନ୍ୟତା ଦାବି ପୂରଣ ନ ହେଲେ ଭୋଟ ବର୍ଜନ ନିଷ୍ପତ୍ତି
- ଢେଙ୍କାନାଳ ରେ ରାଷ୍ଟ୍ରପିତା ଙ୍କ ଅପମାନ ବିରୋଧ ରେ ବିକ୍ଷୋଭ
- ୧୯୭୧ ଭରତ ଓ ପାକିସ୍ତାନ ଯୁଦ୍ଧର ସହିଦ୍ ଓଡ଼ିଆ ଯବାନଙ୍କୁ ମିଳିଲା ସମ୍ମାନ
- ଦେଶ ପ୍ରେମ ବିଶ୍ୱାସର ଅବିଚ୍ଛେଦ୍ୟ ଅଙ୍ଗ : ଅହମ୍ମଦିୟା ମୁସଲିମ ସମ୍ପ୍ରଦାୟ
- ଭୁବନ ର ବିଭିନ୍ନ ସ୍ଥାନରେ ରେ ୭୩ ତମ ସାଧାରଣତନ୍ତ୍ର ଦିବସ ପାଳିତ
- ଢେଙ୍କାନାଳ କଲେଜ: ପରୀକ୍ଷା ନ କରିବା ଦାବୀ ରେ +2 ଛାତ୍ରଛାତ୍ରୀ ଙ୍କ ଆନ୍ଦୋଳନ
- ଭବାନୀପାଟଣାଠାରେ ଜିଲ୍ଲାସ୍ତରୀୟ ୭୩ତମ ସାଧାରଣତନ୍ତ୍ର ଦିବସ ପାଳିତ
- ମହର୍ଷି ଦୟାନନ୍ଦ ସର୍ଭିସ ମିଶନ ପରିସର ରେ ସାଧାରଣତନ୍ତ୍ର ଦିବସ ପାଳନ
- ଜିଲ୍ଲାସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳିତ
- ସାଧାରଣତନ୍ତ୍ର ଦିବସ : ଲାଗିଲା ସ୍ୱାଧୀନତା ଦିବସର ତୋରଣ
- ବଞ୍ଚି ଥାଉ ଥାଉ ମୃତ୍ୟୁ : ରାସନ କାର୍ଡରୁ ବାଦ ପଡିଲେ କୁନ୍ତଳା
- ଅଦ୍ଵୈତ ଗଡନାୟକ ନିର୍ମାଣ କରିବେ ସୁଭାଷ ଚନ୍ଦ୍ର ବୋଷଙ୍କ ଭବ୍ୟ ମୂର୍ତ୍ତି
- ଜରଡ଼ାରେ ହାତୀ ଉପଦ୍ରଵ
- ବୋହୁଙ୍କୁ ହତ୍ୟା ଅଭିଯୋଗ ଆଣି ଜିଲ୍ଲାପାଳଙ୍କ ଅଫିସ ସାମ୍ନାରେ ଧାରଣା ଓ ଏସପିଙ୍କ ଗାଡି ଅଟକାଇଲେ ଗ୍ରାମବାସୀ
- ପରିବା ମାର୍କେଟ ରୁ ମୋବାଇଲ ଲୁଟେରାଙ୍କୁ ପୋଲିସ ଜିମା ଦେଲେ ଲୋକ
- ଢେଙ୍କାନାଳ ଥିଙ୍କର୍ଷ ଫୋରମ ପକ୍ଷରୁ ନେତାଜୀ ଜୟନ୍ତୀ
- ଗୋପାଳପୁର ଗାଁରେ ହାତୀ ଦଳି ମାରି ଦେଇଛି- ଜଣେ ମୃତ
- ହିନ୍ଦୋଳ ବନାଞ୍ଚଳ ରେ ଦୁଇ ଶିକାରୀ ଗିରଫ
- ଆଜି ନେତାଜୀ ଜୟନ୍ତୀରୁ ୩୦ ଜାନୁଆରୀ ପର୍ଯ୍ୟନ୍ତ ସାମ୍ପ୍ରଦାୟୀକ ଶକ୍ତି ବିରୋଧରେ ରାଷ୍ଟ୍ରୀୟ ଅଭିଯାନ
- ଗୋବିନ୍ଦପୁର ଶିବ ମନ୍ଦିର ପ୍ରାଙ୍ଗଣ ରେ ଥିବା ଚନ୍ଦନ ଗଛ ଚୋରି
- ରାଧାଦାମୋଦରଜୀଉ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଘାଟିତ
- ସମିତି ସଭ୍ୟ ପାଇଁ ନାମାଙ୍କନ ଦାଖଲ କଲେ ପୂର୍ବତନ ମନ୍ତ୍ରୀ ଅଞ୍ଜଳି ବେହେରା
- ୨୭ଟି ଜିଲ୍ଲା ପରିଷଦ ଜୋନ୍ ପାଇଁ କଂଗ୍ରେସର ପ୍ରାର୍ଥୀପତ୍ର ଦାଖଲ
- ଜିଲାପରିଷଦ ଆସନ ପାଇଁ ବିଜେଡିର ପ୍ରାର୍ଥୀ ତାଲିକା ଘୋଷଣା
- ତ୍ରିସ୍ତରୀୟ ପଂଚାୟତ ନିର୍ବାଚନ: ୭୧୬୩ ଜଣଙ୍କର ପ୍ରାର୍ଥୀପତ୍ର ଦାଖଲ
- ଭୁବନ ବ୍ଲକ: ଅନ୍ତିମ ଦିବସ ସୁଦ୍ଧା ୬୩୩ ଜଣ ପ୍ରାର୍ଥୀ ନାମାଙ୍କନ ଦାଖଲ କଲେ
- ଡଃ ବିଧାନ ମିଶ୍ର ଜଣେ ବହୁମୁଖୀ ପ୍ରତିଭାର ଅଧିକାରୀ ଥିଲେ
- ମହିଳା କଂଗ୍ରେସ ସଭାନେତ୍ରୀ ମମତାଞ୍ଜଳି ବେହେରାଙ୍କ ଦଳ ତ୍ୟାଗ, ବିଜେଡି ରେ ଯୋଗଦାନ
- ବ୍ଲକ ଉପାଧ୍ୟକ୍ଷl ସୁଭଦ୍ରା ପାତ୍ର ଜିଲ୍ଲାପରିଷଦ ପାଇଁ ନାମାଙ୍କନ ପତ୍ର ଦାଖଲ କଲେ
- ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟା ସିପ୍ରା ବରାଳ ସମିତିସଭ୍ୟ ପ୍ରାର୍ଥୀ ହେଲେ
- ୯ ଶିଶୁ ଶ୍ରମିକ ଉଦ୍ଧାର
- ବିଜେଡିରୁ ଇସ୍ତଫା ଦେଇ ବିଜେପିରେ ମିଶିଲେ ମହିଳା ସଂପାଦିକା ସଂଯୁକ୍ତା ହୋତା
- ଆର ପାରିରେ ଜିତୁ ବାବୁ
- ପ୍ରଥମ ଦିନରେ ୩ ଜଣ ନାମାଙ୍କନ ଦାଖଲକଲେ: ଭାସ୍କରସାହୁ ଅରଖପାଳ ସମିତିସଭ୍ୟ ପ୍ରାର୍ଥୀହେଲେ
- ସର୍ବୋଦୟ ନେତ୍ରୀ, ଗାନ୍ଧୀବାଦୀ, ପଦ୍ମଶ୍ରୀ ଶାନ୍ତି ଦେବୀଙ୍କର ଦେହାନ୍ତ
- ଏସପି ଅଫିସ ସାମ୍ନାରେ ଧାରଣା ଦେଲେ ମା’ ଓ ପୁଅ
- ଓଡିଶା ଗ୍ରାମ୍ୟ ବ୍ୟାଙ୍କ ଡକାୟତି ମାମଲାରେ ୯ ଲୁଟେରା ଗିରଫ
- ସମାଜବାଦୀ ନେତ୍ରୀ ଡାକ୍ତର ସରସ୍ବତୀ ସ୍ୱାଇଁ ଙ୍କ ଦ୍ଵିତୀୟ ଶ୍ରାଦ୍ଧବାର୍ଷିକୀ ଅନୁଷ୍ଠିତ
- ପଞ୍ଚାୟତ ନିର୍ବାଚନ ପାଇଁ ମତଦାତା ନିଜର ପ୍ରାର୍ଥୀ ବାଛନ୍ତୁ
- ଦୁର୍ଗମ ଅଂଚଳ ପୁଟିପାଳରେ ଶୀତବସ୍ତ୍ର ବଂଟନ
- ଚାନ୍ଦୁଆ ହସ୍ତଶିଳ୍ପ କାରିଗରୀ ତାଲିମ କାର୍ଯ୍ୟକ୍ରମ
- କୋଣାର୍କରେ ସୂର୍ଯ୍ୟ ରଥଯାତ୍ରା ଅନୁଷ୍ଠିତ
- ସତ୍ୟସାଇ ଯୋଗ କେନ୍ଦ୍ରର ପ୍ରଥମ ବାର୍ଷିକ ଉତ୍ସବ
- ଢିଙ୍କିଆରେ ପୋଲିସ ଆକ୍ରମଣର ତୀବ୍ର ନିନ୍ଦା, ପୋଲିସ ପ୍ରତ୍ୟାହାର ପାଇଁ ଦାବୀ କଲେ ଗାନ୍ଧୀବାଦୀ
- ସିଦ୍ଧ ବଳରାମ ଜୀଉ ଙ୍କ ମନ୍ଦିର ରେ ମକର ସଂକ୍ରାନ୍ତି ପର୍ବ ପାଳିତ
- ବେକରେ ଲାଗିଲା ଗୁଡି ସୁତା, ଅଳ୍ପକେ ବର୍ତିଲେ ଯୁବକ
- ଲେଖକ ସଂସଦ ଭବନରେ ଫକୀର ମୋହନ ଜୟନ୍ତୀ ପାଳିତ
- ମହେଶ ସାହୁ ବିଜେଡିର ବରିଷ୍ଠ ସାଧାରଣ ସଂପାଦକ ନିଯୁକ୍ତ: ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ଶୁଭେଚ୍ଛା
- ମା’ ପାଟରାଣୀ ପୀଠରେ ବିଶ୍ୱଶାନ୍ତି ମହାଯଜ୍ଞ ଓ ମକର ସଂକ୍ରାନ୍ତି
- ସଂଗୀତ ନିର୍ଦ୍ଦେଶକ ସରୋଜ ପଟ୍ଟନାୟକଙ୍କର ପରଲୋକ
- ବିବେକାନନ୍ଦ ଜୟନ୍ତୀ ଓ ଜାତୀୟ ଯୁବ ଦିବସ ସମାରୋହ
- ନୃତ୍ୟ ଶିଳ୍ପୀ ଗୌରୀଶଙ୍କର ଜୁନିଅର ଫେଲୋସିପ ପାଇଁ ମନୋନୀତ
- ଶିକ୍ଷାଗତ ଯୋଗ୍ୟତା ଭିତିରେ ଅମଲାଙ୍କ ଦରମା ସମୀକରଣ କର
- ରମେଶ ବାରିକ ଶ୍ରେଷ୍ଠ ପ୍ରଯୋଜକ ଭାବେ ସମ୍ମାନିତ
- Departments Attempt to Uplift Tribals in Kankadahada : Efforts to bring Back their Indigenous food
- ଧାନମଣ୍ଡିରେ ଅବ୍ୟବସ୍ଥା ନେଇ ଭାପୁରରେ ରାସ୍ତାରୋକ
- କଣ୍ଟାବଣିଆ ଆଇଆଇସିଙ୍କୁ ୨୪ ଘଣ୍ଟା ମଧ୍ୟରେ କେସ ରେଜିଷ୍ଟ୍ରି କରିବାକୁ ନିର୍ଦେଶ
- ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ନିମନ୍ତେ ଜିଲା କଂଗ୍ରେସ ର ପ୍ରସ୍ତୁତି
- ନମିଚିରା ଗାଁ ରେ ୱାର୍ଡସଭ୍ୟଙ୍କ ସ୍ୱାମୀକୁ ନିର୍ମମ ହତ୍ୟା
- ମମତା ଦାଶଙ୍କ ନବମ ଶ୍ରାଦ୍ଧବାର୍ଷିକୀ : ସାମ୍ବାଦିକ ସଦାଶିବ ମହାପାତ୍ର ସମ୍ବର୍ଦ୍ଧିତ
- ମହିଳାଙ୍କ ଠାରୁ ସୁନା ଝାମ୍ପିନେଲେ ଦୁର୍ଵୁତ
- କବି ହରମୋହନ ଦାଶ ଙ୍କ 94 ତମ ଜୟନ୍ତୀ ପାଳନ
- Collector Seals Shops, Fine On COVID-19 Rules violations
- ବଢ଼ୁଛି କରୋନା ସଂକ୍ରମଣ,ରାଜ୍ୟରେ ଆଉ ୧୮ଶହ ୯୭ ପଜିଟିଭ୍ ଚିହ୍ନଟ
- ବିଜେଡି ସରକାରରେ ମହିଳା ଅସୁରକ୍ଷିତ
- ଝାରସୁଗୁଡ଼ାରୁ ଦେବଗଡ ଦେଇ ପାରାଦୀପ-ଧାମରା ବନ୍ଦରକୁ ରେଳପଥ ସର୍ଭେ ଆରମ୍ଭ ଦାବିରେ ମୌନ ଗଣଧାରଣା
- ଆମ୍ ଆଦମୀ ପାର୍ଟିର ସାଧାରଣ ସଭା
- ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ଶିକ୍ଷକ ହରିହର ସାହୁ ସମ୍ବର୍ଦ୍ଧିତ
- ମନ୍ତ୍ରୀ ଓ ସାଂସଦ ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ କଲେ
- ବାଳିକା କୁ ପ୍ରତାରଣା: ବି.ଏସ୍.ଏଫ୍ ଯବାନ ଜେଲ ଗଲେ
- ଖଙ୍କିରା କପ କ୍ରିକେଟ, କିଆଝର ଚାମ୍ପିୟନ
- ସିଦ୍ଧ ବଳରାମଜୀଉ ଙ୍କ ମନ୍ଦିର ରେ ବଉଳ ଅମାବାସ୍ୟା ନୀତି ପାଳନ
- ଆଇଏଏସ ସ୍ତରରେ ଅଦଳବଦଳ
- ହାତୀ ଭାଙ୍ଗିଲେ ବିଦ୍ୟାଳୟ ପାଚେରୀ
- ବିଶ୍ୱ କୁନ୍ତଳ ଶିଶୁ ଗୃହରେ ନବବର୍ଷ ଆସର
- ଗଁଦିଆ ବ୍ଲକରେ କେବେ ଖୋଲିବ ଧାନ ମଣ୍ଡି ଆଶା ଆଶଙ୍କାରେ ଚାଷୀକୂଳ
- ସ୍ୱାଧୀନତା ଆନ୍ଦୋଳନ ପାଇଁ ବୀର ବୈଷ୍ଣବ ଅନେକ ଥର କାରବାରଣ କରି ଥିଲେ
- ପ୍ରତିଭା ସମ୍ମାନ ଓ ସ୍ୱାଗତମ-୨୦୨୨ କାର୍ଯ୍ୟକ୍ରମ ଆୟୋଜିତ
- ସାଧାରଣ ଜନତାଙ୍କ ବିକାଶ ପାଇଁ ଗଣମାଧ୍ୟମର ଭୂମିକା ଗୁରୁତ୍ୱପୂର୍ଣ୍ଣ-ବିଧାୟକ ଦାଶରଥି ଗମାଙ୍ଗ
- ଗଣମାଧ୍ୟମକୁ କାଲୁରିଆ-ଗୋରଡିଆ ସେତୁକୁ ଯିବା ମନା କାହିଁକି?
- ନୂଆବର୍ଷ ୨୦୨୨ କୁ ସ୍ୱାଗତ କରିବା ପାଇଁ କମଳଙ୍କ ସେଲୁନ୍ ରେ ଯୁବବର୍ଗଙ୍କ ଲାଇନ
- Bank Customers Face Challenges: No ATM for Central bank customers in Dhenkanal
- କଂଗ୍ରେସ କମିଟି ତରଫରୁ ପ୍ରତିଷ୍ଠା ଦିବସ ପାଳିତ
- ଜାତୀୟ ସ୍ତରୀୟ ୱେବିନାର,ଜିଏସଟି ଉପରେ ଆଲୋଚନା
- ଯୋରନ୍ଦା: ସରପଞ୍ଚ ପଦବୀ ସଂରକ୍ଷଣକୁ ବାତିଲ ଦାବି କଲେ ମହିମା ସନ୍ୟାସୀ
- ସାମ୍ବାଦିକଙ୍କ ଗିରଫଦାରୀକୁ ବିରୋଧ: ଏସପିଙ୍କ ଦ୍ବାରସ୍ଥ ହେଲା କଳାହାଣ୍ଡି ଜିଲ୍ଲା ସାମ୍ବାଦିକ ୟୁନିୟନ
- ଜିରୋ ନାଇଟ୍ ସେଲିବ୍ରେସନ, ଭୋଜି ଭାତ, ଡିଜେ ସାଉଣ୍ଡ ବ୍ୟବହାର ଆଦିକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ସମ୍ପୂର୍ଣ୍ଣ ବାରଣ କରାଯାଇଛି
- ଫାଇଲେରିଆ ରୋଗ ନିରାକରଣ ପାଇଁ ରାତ୍ରିକାଳିନ ରକ୍ତସଂଗ୍ରହ କାର୍ଯ୍ୟକ୍ରମ ଅନୁଷ୍ଠିତ
- ସ୍ମାର୍ଟ ହେଲଥ୍କାର୍ଡଧାରୀଙ୍କୁ ମାଗଣାରେ ଉତମ ସେବା ଯୋଗାଇ ଦେବାକୁ ଜିଲ୍ଲାପାଳଙ୍କ ଗୁରୁତ୍ୱାରୋପ
- ଶିଶୁ ପାଇଁ ଦିନଟିଏ ପାଳିତ: ଜିଲାସ୍ତରୀୟ ଟାସ୍କ ଫୋର୍ସ ଅଧିବେଶନ
- ୩୧ତମ ରାଧାଦେଇପୁର କପ ସିମିଳିଆ 10 ରନରେ ବିଜୟୀ
- ଓପିଏସ ମହାବିଦ୍ୟାଳୟରେ ମୋ କଲେଜ ଅଭିଯାନ
- ସତ୍ୟ ସାଇ ସେବା ସଙ୍ଗଠନ ପକ୍ଷରୁ ବେସାହାରାଙ୍କୁ କମ୍ବଳ ବଣ୍ଟନ
- ମୋ ପୋଖରୀ ଅଭିଯାନ ଆରମ୍ଭ
- ଭୁତକୋଠିରେ ପରିଣତ ବଅଁରପାଳ ତହସିଲଦାରଙ୍କ କ୍ୱାଟର
- ମନ୍ଦିର ଦର୍ଶନ କରିବା ବେଳେ ଗ୍ରାମବାସୀଙ୍କ ସମସ୍ୟା ବୁଝିଲେ ସାଂସଦ
- ପୁରାତନ ଛାତ୍ରୀ ଛାତ୍ର ମାନଙ୍କ ନିତି ଆଦର୍ଶକୁ ଅନୁପ୍ରାଣିତ ହେଲେ ଶ୍ରେଷ୍ଠତା ପ୍ରତିପାଦନ କରିବା
- ଭୋଜଦେଈପୁର ଗ୍ରାମକୁ ଏକ ଆଦର୍ଶ ଗ୍ରାମ ସକାଶେ ସମସ୍ତ ପ୍ରକାର ପ୍ରୟାସ ଜାରି ରହିଛି
- ବର୍ଷା ଜଳ ସଂରକ୍ଷଣ ଓ ସଦବିନିଯୋଗ ଉପରେ କର୍ମଶାଳା
- କଳାହାଣ୍ଡି ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଘରୋଇ ହସ୍ପିଟାଲ ପରିଦର୍ଶନ
- ଅନୁସୂଚିତ ଜନଜାତି ବର୍ଗଙ୍କ ପାଇଁ କୌଣସି ପଦବୀ ସଂରକ୍ଷିତ ନାହିଁ
- ସରପଞ୍ଚ ଓ ସମିତି ସଭ୍ୟ ପଦବୀ ପାଇଁ ସାନି ସଂରକ୍ଷଣ ତାଲିକା ପ୍ରକାଶ
- ରାଧାଦେଇପୁର କପ କ୍ରିକେଟ, ବିବିସିସି 175 ରନରେ ବିଜୟୀ
- ମଠକରଗୋଳା ମହାବିଦ୍ୟାଳୟର ଛାତ୍ରୀ ନିବାସ ର ଶିଳାନ୍ୟାସ
- ALL GOI SCHEMES, POSTAL FACILITIES SHOULD TOUCH ALL VILLAGES IN DHENKANAL :COLLECTOR
- ଆନ୍ତର୍ଜାତୀୟ ଏକତା ଏବଂ ଅଖଣ୍ଡତାର ପ୍ରତୀକ ହେଉଛି କାଦିଆନର ବାର୍ଷିକ ସମ୍ମିଳନୀ
- PADDY PROCUREMENT BEGINS IN DHENKANAL
- ଉତ୍କଳ ରଙ୍ଗମଞ୍ଚ ରେ ଆୟୋଜିତ ହେଲା ସପ୍ତମ ସପ୍ତଶଯ୍ୟା ମହୋତ୍ସବ
- ରାଜ୍ୟସ୍ତରୀୟ ତାଇକୋଣ୍ଡୋ ପ୍ରତିଯୋଗିତା ପାଇଁ ଢେଙ୍କାନାଳର ୨୧ ଖେଳାଳୀ ମନୋନିତ
- ଶାଶ୍ୱତ କଳା ସଂସଦ ଆୟୋଜିତ କଲା ସ୍ୱପ୍ନେଶ୍ୱର ମହୋତ୍ସବ
- ରାଜ୍ୟସ୍ତରୀୟ ଆମ୍ବପଡା କପ କ୍ରିକେଟ ଉଦଯାପିତ: ଯାଜପୁର ଚାମ୍ପିୟନ
- ରାଧାଦେଇପୁର କପ କ୍ରିକେଟ, ଏମ ସି ସି କାମାକ୍ଷାନଗର ବିଜୟୀ
- ଖଙ୍କିରା କପ କ୍ରିକେଟ, ଆୟୋଜକ ଖଙ୍କିରା ବିଜୟୀ
- ତାଳଚେର ଫ୍ରେଣ୍ଡସ୍ କ୍ରିକେଟ କ୍ଲବ କୁ ହରାଇ ଭୁବନ କ୍ରିକେଟ କ୍ଲବ ବିଜୟୀ
- ଅଲଟ୍ରା ମାରାଥନ: ୧୨ ଘଣ୍ଟା ରେ ସିଦ୍ଧାର୍ଥ ଦୌଡିଲେ ୧୧୬ କି. ମି .
- ବଜରଙ୍ଗ କ୍ଲବର ଭିନ୍ନ ପ୍ରୟାସ , ମହିଳା ଦେଲେ ୬୧ ୟୁନିଟ ରକ୍ତ
- ନେହେରୁ ଯୁବ କେନ୍ଦ୍ର ଆନୁକୁଲ୍ୟରେ ବ୍ଲକ ସ୍ତରୀୟ କ୍ରୀଡା ପ୍ରତିଯୋଗିତା
- କଙ୍କଡ଼ାହାଡ଼ ଯାତ୍ରା ପଡିଆରେ ବିଜେଡି ର ପ୍ରତିଷ୍ଠା ଦିବସ ପାଳନ
- ଅନୁଗୋଳ-ପୁରୀ ମେମୁ ଅନୁଗୋଳ ଯାଉନଥିବାରୁ କ୍ଷୋଭ
- ଭୁବନରେ ବିଜୁ ଜନତା ଦଳ ର ୨୫ ତମ ପ୍ରତିଷ୍ଠା ଦିବସ ପାଳିତ
- ଅନ୍ତଃରାଷ୍ଟ୍ରୀୟ ଅହମ୍ମଦିଆ ମୁସଲିମ ଜମାଅତର ବାର୍ଷିକ ସମ୍ମିଳନୀ ପାରସ୍ପରିକ ଭାଇଚାରା ଏବଂ ଶାନ୍ତିର ବାର୍ତ୍ତା ଦେଇଛି
- ସେଂଟ୍ ଜାଭିୟର୍ସ ହାଇସ୍କୁଲ୍ ରେ ଖ୍ରୀଷ୍ଟମାସ ଦିବସ ପାଳିତ
- ମହିମାସ୍ୱାମୀଙ୍କ ୨୧ଦିନାଙ୍କ ଯୋଗନିଦ୍ରା ଉତ୍ସବ ଉଦଯାପିତ
- ବିଜେଡି ପାଳିଲା ୨୫ତମ ପ୍ରତିଷ୍ଠା ଦିବସ
- ଭୁବନେଶ୍ବର ୟୁନାଇଟେଡ କର୍ପୋରେଟ କ୍ରିକେଟ ଦଳକୁ ହରାଇ ତାଳଚେର ଫ୍ରେଣ୍ଡସ୍ କ୍ରିକେଟ କ୍ଲବ ବିଜୟୀ
- ଅହମ୍ମଦିଆ ମୁସଲିମ ଜମାତ କାଦିଆନ ଠାରେ ୧୨୬ ତମ ଆଧ୍ୟାତ୍ମିକ ବାର୍ଷିକ ସମ୍ମିଳନୀର ଶୁଭାରମ୍ଭ
- ଓମ୍ କାର ସାଧନା ଉପଯୁକ୍ତ ଗୁରୁ ଙ୍କ ମାର୍ଗ ଦର୍ଶନ ରେ ହିଁ ସିଦ୍ଧିଲାଭ ହୁଏ
- ଆଳତୁମା ଠାରେ ଅଣ୍ଡରପାସ ନିର୍ମାଣ ହେବ: ଶତୃଘ୍ନ ଜେନା
- ଆଞ୍ଚଳିକ ସେବା ସଙ୍ଗଠନ ଦ୍ୱାରାଶୀତ ବସ୍ତ୍ର ବଣ୍ଟନ
- ଢେଙ୍କାନାଳ ରେ ସମର କବି ବ୍ରଜନାଥ ପ୍ରତିମୂର୍ତ୍ତି କୁ ଅଣଦେଖା : ଢେଙ୍କାନାଳ ଥିଙ୍କର୍ଷ ଫୋରମ ର ପ୍ରତିବାଦ
- ବାପଟିଷ୍ଟ ଚର୍ଚ୍ଚ ରେ ବଡଦିନ ପାଳିତ
- ଖଙ୍କିରା କପ କ୍ରିକେଟ, ମାର୍ଥାପୁର ବିଜୟୀ
- ଖଙ୍କିରା କପ କ୍ରିକେଟ, ବାରକଣା କ୍ଲବ ବିଜୟୀ
- ଗର୍ଭଣା ମାଈ ହାତୀ ର ମୃତ୍ୟୁ, କାରଣ ଅସ୍ପଷ୍ଟ
- ଘରୋଇ ଓ ଇଂରାଜୀ ମାଧ୍ୟମ ସ୍କୁଲ୍ ପରିଚାଳନା ଓ ଫି ନିର୍ଦ୍ଧାରଣ ପାଇଁ ଦୃଢ ନିୟନ୍ତ୍ରଣ ଆଇନ୍ ଦାବି
- ୨୭ରେ ରାଜ୍ୟସ୍ତରୀୟ ବିଶାଳ ପାଇକ ସମାବେଶ
- ବେଗା ମହୋତ୍ସବ ଉଦଯାପିତ
- ନିଆଁର ରେ ଦୁଇ ପରିବାରର ଦଶ ବଖରା ଘର ଭସ୍ମୀଭୂତ
- ମମିତା ମେହେର ପ୍ରସଙ୍ଗ ବିଜେପି ମହିଳା ମୋର୍ଚ୍ଚାର ରାଲି
- ସଖୀର ନିଜସ୍ୱ ଗୃହର ଶୁଭ ଉଦ୍ଘାଟନ
- ଢେଙ୍କାନାଳ ଜିଲ୍ଲାର ପ୍ରମୁଖ ପିକନିକ ସ୍ପଟ ସହ ଧର୍ମାନୁଷ୍ଠାନ ପରିସର ରେ ଜାରି କରାଗଲା ୧୪୪ ଧାରା
- ଟାଟା ଷ୍ଟିଲ ପକ୍ଷରୁ ସ୍ଥାନୀୟ ଗ୍ରାମବାସୀଙ୍କ ପାଇଁ ମତ୍ସ୍ୟ ଚାଷ ସମ୍ପର୍କିତ ତାଲିମ
- ୪ର୍ଥ ଜିଲ୍ଲା ସ୍ତରୀୟ ତାଇକୋଣ୍ଡୋ ପ୍ରତିଯୋଗିତା ଅନୁଷ୍ଠିତ
- ବିଜେଡିର ୨୫ତମ ପ୍ରତିଷ୍ଠା ଦିବସ ପାଳନ ନିମନ୍ତେ, ଢେଙ୍କାନାଳ ବିଜେଡିର ପ୍ରସ୍ତୁତି ବୈଠକ
- ୨୯ତମ ଖଙ୍କିରା କପ କ୍ରିକେଟ, ସୋଲାର ବିଜୟୀ
- ପଞ୍ଚାୟତ ନିର୍ବାଚନରେ ପଛୁଆବର୍ଗ(ଓବିସି) ପାଇଁ ରହିଥିବା ଆସନ ସଂରକ୍ଷଣ ସଂକ୍ରାନ୍ତ ବିଜ୍ଞପ୍ତି ପ୍ରତ୍ୟାହାର
- ଢେଙ୍କାନାଳ ବାଣିଜ୍ୟ ଓ ଶିଳ୍ପ ପ୍ରତିଷ୍ଠାନର ବାର୍ଷିକ ସାଧାରଣ ବୈଠକ: ସଭାପତି ରାଜେନ୍ଦ୍ର ଓ ସଂପାଦକ ଭାବେ ଦେବବ୍ରତ ମନୋନିତ
- ଷଡଙ୍ଗି ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ ଅଭିଭାବକ ଶିକ୍ଷକ ସଙ୍ଘ ବୈଠକ
- ତ୍ରିନ୍ନାଥ ଠାକୁରଙ୍କ ନବମ ବାର୍ଷିକ ଉତ୍ସବ ପାଳିତ
- ପ୍ରଥମ ବାର୍ଷିକ ବେଗା ମହୋତ୍ସବ ଉଦଘାଟିତ
- ୨୯ତମ ଖଙ୍କିରା କପ ଉଦଘାଟିତ, ଚୌଦ୍ୱାର ବିଜୟୀ
- ବଢ଼ିବ ବୀମା, ସାମ୍ବାଦିକଙ୍କୁ ମିଳିବ ପେନ୍ସନ୍: ମାନସ ମଙ୍ଗରାଜ
- ଶକ୍ତି ଟିଭି ର ରାଜ୍ୟସ୍ତରୀୟ ପ୍ରଥମ ସ୍ଵନକ୍ଷତ୍ର ଉତ୍ସବ ପାଳିତ
- ଆଜି ଓଡିଶା ସମ୍ବାଦିକ ୟୁନିଅନ ର ସୁବର୍ଣ୍ଣ ଜୟନ୍ତୀ ସମାରୋହ
- ସାତ୍ତ୍ୱିକ ଅନ୍ନ ଭୋଜନକୁ ଆପଣାର କଲେ ମାନବ ସୁଖ ଶାନ୍ତିରେ ରହିପାରିବ
- କଳାକାର ଭତ୍ତା କୋଟା ସଂଖ୍ୟା ୪ ହଜାରକୁ ବୃଦ୍ଧି କରିବାକୁ ଦେବାଶିଷଙ୍କ ଦାବି
- ତହସିଲଦାରଙ୍କ ଦବଙ୍ଗଗିରି : ଜଣେ ଦଳିତ ଦିନମଜୁରିଆ ଯୁବକକୁ କୋଣାର୍କ ଥାନାରେ ବସାଇଛନ୍ତି
- ଡିମ୍ପଲ ଙ୍କ ପରେ ମାଧବୀ: ନ୍ୟାୟ ପାଇଁ ସ୍ୱାମୀଙ୍କ ଘର ଆଗରେ ଧାରଣାରେ ବସିଲେ ପୁଣି ଆଉ ଜଣେ ମହିଳା
- କୋଇଲା ଖାଦାନ୍ ରେ ନିଯୁକ୍ତି ନାହିଁ, ସଂସଦରେ ଉପସ୍ଥାପନ କଲେ ମହେଶ ସାହୁ
- ନିଜସ୍ୱ ସଂସ୍କୃତିର ମହନୀୟତାକୁ ଶାଶ୍ୱତ, କାଳଜୟୀ ତଥା ପରିପୁଷ୍ଟ କରିବାରେ ମାତୃଭାଷାର ମାଟି ସହିତ ସଂପର୍କ ଘନିଷ୍ଠ ହେବା ସର୍ବାଦୌ ବାଞ୍ଛନୀୟ
- କୋଣାର୍କ ଭଗବତୀ ମହାବିଦ୍ୟାଳୟ ପକ୍ଷରୁ ଜାତୀୟ ସେବା ଯୋଜନାର ସ୍ୱତନ୍ତ୍ର ଶିବିର
- ଭାରତ ସ୍କାଉଟ ଓ ଗାଇଡ୍ସର ରକ୍ତଦାନ ଶିବିର , ୭୬ ୟୁନିଟ ରକ୍ତ ସଂଗୃହିତ
- ଦୁର୍ଗମ ଅଂଚଳ ଏକୁଲ-ସେକୁଲ ଓ ପୁଟିପାଳ ଗାଁକୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରାଯିବ-ଜିଲ୍ଲାପାଳ
- କ୍ରସ୍ ବାରିଅର ନଥିବାରୁ ଦୁର୍ଘଟଣା , ପୂର୍ତ୍ତ ଅଧିକ୍ଷଣ ଯନ୍ତ୍ରୀ ମନୋରଞ୍ଜନ ବିଶ୍ୱାଳଙ୍କ ଦୃଷ୍ଟି ପଡ଼ୁ
- ଇ-ଟେକ୍ ଆବାସିକ ମହାବିଦ୍ୟାଳୟ: ରୋଜାଲିନ୍,ମଳୟ ମଞ୍ଜରୀଙ୍କ ସଫଳତା
- ଜାଗର ଯାତ୍ରା, ଶିବ ବିବାହ, ମହାଷ୍ଟମୀ ଆଦି ମୁଖ୍ୟ ପର୍ବ ପାଇଁ ଅନୁଦାନ ବୃଦ୍ଧି ଉପରେ ଦୃଷ୍ଟି ଆକର୍ଷଣ
- ଢେଙ୍କାନାଳ ଜିଲ୍ଲା ବିଜେପି କାର୍ଯ୍ୟକାରିଣୀ ,ଫୋକସ୍-ପଂଚାୟତ ନିର୍ବାଚନ
- ଢେଙ୍କାନାଳ ସ୍ୱୟଂଶାସିତ କଲେଜ ଗଣିତ ବିଭାଗର ବାର୍ଷିକ ପାଠଚକ୍ର
- ବଙ୍ଗଳାଦେଶ ସ୍ୱାଧୀନତାର ୫୦ବର୍ଷ ପୂର୍ତି ସ୍ମୃତିଚାରଣ ସଭା
- ବିଜୁବାବୁଙ୍କ ପ୍ରତିମାକୁ ସଫକଲେ ଢେଙ୍କାନାଳ ସଚେତନ ନାଗରିକ ଫୋରମ କାର୍ଯ୍ୟକର୍ତ୍ତା
- ମେଡିକାଲ୍ କଲେଜ୍ ପ୍ରତିଷ୍ଠା ପାଇଁ ସାଂସଦଙ୍କ ଦାବି
- ରମାକାନ୍ତ ସାହୁଙ୍କ ଅକାଳ ବିୟୋଗ, ରେଳଯାତ୍ରୀ ସଂଘର ଶୋକସଭା
- ରାଜ୍ୟସ୍ତରୀୟ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଘାଟିତ, ଯାଜପୁର ସ୍ପୋଟିଂ ବିଜୟୀ
- ଆମ୍ ଆଦମୀ ପାର୍ଟିର ମିଶ୍ରଣ ପର୍ବ
- ଆମ୍ ଆଦମୀ ପାର୍ଟି ର ବୈଠକ
- କାହା ସ୍ୱାର୍ଥ ରେ ଇକୋ ରିଟ୍ରୀଟ ଓଡିଶା
- ଗଁଦିଆ ବ୍ଲକରେ ମେଗା ଋଣ ମେଳା ଅନୁଷ୍ଠିତ
- ଗଁଦିଆ ହାଇସ୍କୁଲ ରେ ସ୍କାଉଟ ଗାଇଡ଼ ପକ୍ଷ ରୁ ଜୀବନ ବିନ୍ଦୁ କାର୍ଯ୍ୟକ୍ରମ
- ସମୂହ ବ୍ରତୋପନୟନ ଅନୁଷ୍ଠିତ
- ପିଙ୍ଗୁଆ ଡିଗ୍ରୀ କଲେଜ ର ସ୍ୱାଗତ ସମ୍ବର୍ଦ୍ଦନା ଉତ୍ସବ
- ଆଜି ଠାରୁ ବଳଦେବଜୀଉଙ୍କ ପହିଲି ଭୋଗ ଆରମ୍ଭ
- ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଏବଂ କାମାକ୍ଷା ନଗର ଉପଖଣ୍ଡରେ ଦଳର ସାଙ୍ଗଠନିକ ସୁଦୃଢ଼ୀକରଣ ପାଇଁ ବିଷଦ ଆଲୋଚନା
- ବାଲ୍ୟ ବିବାହ କୁ ବନ୍ଦ କଲା ପ୍ରଶାସନ
- ଭାଷାବିଜ୍ଞାନୀ ଗୋଲୋକ ବିହାରୀ ଧଳ ଜନ୍ମ ଶତବାର୍ଷିକୀ
- କଂଗ୍ରେସ୍ କର୍ମକର୍ତାଙ୍କ ଉପରେ ବର୍ବରୋଚିତ ଆକ୍ରମଣ ବିରୋଧରେ ପ୍ରତିବାଦ ସଭା
- ମନରେଗାରେ ମହାଘୋଟଲା: ଫଳକକୁ ନେଇ ସନ୍ଦେହ
- ସଡକ ଦୁର୍ଘଟଣାରେ ବାଇକ ଚାଳକ ମୃତ
- ମହିମାହାବିଦ୍ୟାମଳୟ ଇଂରାଜୀ ବିଭାଗରେ ନବାଗତଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଓ ଆଲୋଚନା ଚକ୍ର
- ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ଯୋଦ୍ଧାଙ୍କ ପାଇଁ ଢେଙ୍କାନାଳ ପୂର୍ବ ସୈନିକ ସଂଘର ଶ୍ରଦ୍ଧାଞ୍ଜଳି
- ଦେଶର ଶାସକ ଗୋଷ୍ଠୀ ମାନବିକ ଅଧିକାରକୁ ସୁରକ୍ଷା ଦେବା ଉଚିତ : ଭିକାରୀ ଚରଣ ରାଉତ
- ମହିମା ମହାବିଦ୍ୟାଳୟରେ ମାନବିକ ଅଧିକାର ଦିବସ ପାଳିତ
- ‘ବନ୍ଦେ ଉତ୍କଳ ଜନନୀ’ ଆଜି ସମଗ୍ର ଉତ୍କଳର ଶ୍ରେଷ୍ଠ ସଙ୍ଗୀତ ଭାବେ ଏକ ସ୍ୱତନ୍ତ୍ର ପରିଚୟ ପ୍ରଦାନ କରିପାରିଛି
- ଘରୋଇ କାର୍ଯ୍ୟ କରୁଥିବା ମହିଳାମାନଙ୍କ ଉପରେ ଶାରୀରିକ, ମାନସିକ ଓ ଆର୍ଥିକ ନିର୍ଯ୍ୟାତନା ବଢି ଚାଲିଛି
- ଫସଲହାନୀର କ୍ଷତିପୂରଣ ପାଇଁ ସିପିଆଇଏମ୍ ର ଦାବି
- ପର୍ବତାରୋହଣରେ ସଫଳତା:”ହାଇକ୍ ଫର୍ ଇଣ୍ଡିଆ” କାର୍ଯ୍ୟକ୍ରମରେ ପ୍ରଭାସିନୀଙ୍କ କୃତିତ୍ୱ
- କୋଣାର୍କ ରେ ପର୍ଯ୍ୟଟନ-ସାହିତ୍ୟ ଶୀର୍ଷକ କର୍ମଶାଳା
- ଏନ ଟି ପି ସି ଲେଡିଜ କ୍ଳବ ‘ତନଭି ସଂଗମ’ ପକ୍ଷରୁ ଶୀତବସ୍ତ୍ର ପ୍ରଦାନ
- ପଶୁ ଡାକ୍ତରଙ୍କ ଅନୁପସ୍ଥିତି , ହୋଇପାରୁ ନାହିଁ ପଶୁସମ୍ପଦର ଚିକିତ୍ସା
- ‘୫-ଟି’ କାର୍ଯ୍ୟକ୍ରମ ଅନ୍ତର୍ଗତ ୧୦୫ ବିଦ୍ୟାଳୟ ରୂପାନ୍ତରୀକରଣ ବୈଠକ
- ଜେନେରାଲ୍ ବିପିନ୍ ରାୱତ ଓ ସାଥି ସୈନିକଙ୍କୁ ଜେ ଏସ ପି ଏଲ ର ଶ୍ରଦ୍ଧାଞ୍ଜଳି
- କୂଅରେ ପଡି ଯୁବକ ମୃତ
- ସିଡିଏସ ବିପିନ ରାୱତଙ୍କ ସହିତ ଅନ୍ୟ ଯବାନଙ୍କୁ ସଚେତନ ନାଗରିକ ଫୋରମ ପକ୍ଷରୁ ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି
- ୧୧ରୁ ରାଷ୍ଟ୍ରୀୟ ଲୋକ ଅଦାଲତ
- ସିଦ୍ଧ ବଳରାମ ଜୀଉଙ୍କ ଘୋଡୋଲାଗି ଷଷ୍ଠୀ ପର୍ବ ପାଳିତ
- ଭୂତ ନାଁରେ ଜମି ବିକ୍ରିକୁ ନେଇ ବାଇସିଙ୍ଗା ଗ୍ରାମରେ ଉତେଜନା
- ନୋଟାରୀ ଶିବପ୍ରସାଦଙ୍କ ବିୟୋଗରେ ଓକିଲ ସଂଘର ଶୋକ
- ୨ଲକ୍ଷ ଟଙ୍କାର ଚୋରା ମଦ ସହ କାର ଜବତ, ୪ଗିରଫ
- ଅଙ୍ଗନାୱାଡି କେନ୍ଦ୍ର ସ୍ଥାନାନ୍ତରିତକୁ ନେଇ ଗ୍ରାମବାସୀଙ୍କ ବିରୋଧ
- ପ୍ରେମ୍ ଶଙ୍କର ଜିଲ୍ଲା କଂଗ୍ରେସ୍ ମୁଖପାତ୍ର ନିଯୁକ୍ତ
- ବିଶ୍ୱ କୁନ୍ତଳ ଶିଶୁ ଗୃହରେ ଡ. ରାଧାନାଥ ରଥଙ୍କ ୧୨୫ତମ ଜନ୍ମ ବାର୍ଷିକୀ ସମାରୋହ
- ମୁଖ୍ୟମନ୍ତ୍ରୀଙ୍କୁ କୃଷକ ମହାସଂଘର ୧୦ଦଫା ସମ୍ବଳିତ ଦାବିପତ୍ର ପ୍ରଦାନ
- ୫ବର୍ଷ ତଳୁ ଟୋକନ୍ ମିଳିଲାଣି, ଜମିପଟ୍ଟା ମିଳୁନି
- ଜିଲ୍ଲାସ୍ତରୀୟ ବିପର୍ଯ୍ୟୟ ପରିଚାଳନା କର୍ତୃପକ୍ଷ ବୈଠକ
- ସନ୍ଧ୍ୟା ସୂର୍ଯ୍ୟଙ୍କୁ ଅସ୍ତ ଶିଖାଏ-ଲକ୍ଷ୍ୟ ଜୀବନକୁ ବ୍ୟସ୍ତ ଶିଖାଏ
- ବାଲିପଟା ହାଇସ୍କୁଲ ଛାତ୍ରୀନିବାସରୁ ୧୦ କରୋନା ଆକ୍ରାନ୍ତ ଚିହ୍ନଟ
- ଆକ୍ରୋଶମୂଳକ ଆକ୍ରମଣ ନେଇ ଜିଲ୍ଲାର ସାମ୍ବାଦିକଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ
- ୨ଲକ୍ଷ ଟଙ୍କାର ଚୋରା ମଦ ସହ କାର ଜବତ, ୪ଗିରଫ
- ଦୀଘା ସମୁଦ୍ର କୂଳରେ ମଠକରଗୋଳା ସ୍କାଉଟ, ଗାଇଡ ବିଦ୍ୟାର୍ଥୀଙ୍କ ସଫେଇ
- ଆମ୍ବେଦକରଙ୍କ ତିରୋଧାନ ଦିବସ ପାଳିତ
- ବିପ୍ଲବୀ ପାଇକ ରାଜଗୁରୁ ଜୟୀ ରାଜଗୁରୁ ଙ୍କ ଶ୍ରାଦ୍ଧ ବାର୍ଷିକୀ ପାଳିତ
- ସଞ୍ଜୟ କଲୋନୀ ଆକ୍ରମଣ ଘଟଣାରେ ଜଣେ ଗିରଫ
- ପଞ୍ଚାୟତ ନିର୍ବାହୀ ଅଧିକାରୀ ଙ୍କ ଘରେ ଭିଜିଲାନ୍ସ ପକ୍ଷରୁ ଚଢାଉ
- ଢେଙ୍କାନାଳରେ ଶାସ୍ତ୍ରୀୟ ନୃତ୍ୟ ମହୋତ୍ସବ-୨୦୨୧ ଅନୁଷ୍ଠିତ
- ବିବାହ ଆୟୋଜନକାରୀଙ୍କ ନାମରେ ଥାନା ରେ ମାମଲା ରୁଜୁ
- ହକି ଖେଳ ଉଦଯାପନ: ଆର୍ଜେଣ୍ଟିନା ଦଳକୁ ସ୍ବର୍ଣ୍ଣ ପଦକ ସହ ବିଶ୍ବକପ୍ ଟ୍ରଫି
- ତପୋବନ ପୀଠରେ ଶୁଭାରମ୍ଭ ହେଲା ମହିମାସ୍ୱାମୀଙ୍କ ଯୋଗନିଦ୍ରା ଉତ୍ସବ
- ସୃଷ୍ଟିଙ୍କ ସଫଳତା: ଉତ୍କଳ ବିଶ୍ୱ ବିଦ୍ୟାଳୟ ଯୁକ୍ତ ତିନ ଶିକ୍ଷା ସମ୍ମାନରେ ଦ୍ୱିତୀୟ
- ବିନୋଦ ଦୁଆ ଓ ପ୍ରଫେସର ତ୍ରିଲୋଚନ ପ୍ରଧାନଙ୍କ ବିୟୋଗରେ ଢେଙ୍କାନାଳ ସାଂସଦଙ୍କ ଶୋକ
- ରିଜିଓନାଲ୍ ୟୁଥ୍ ଅର୍ଗାନାଇଜେସନ୍ ତରଫରୁ ଶ୍ରୀରାମଲୀଳା ମହୋତ୍ସବ
- ହାତୀ ଆକ୍ରମଣରେ ଜଣେ ମୃତ ଓ ଜଣେ ଗୁରୁତର ଆହତ
- ସାଇକୃପା କଲେଜ ମାଲିକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାରେ ପୁଲିସ ବିଫଳ !
- ଆନ୍ଧ୍ରପ୍ରଦେଶ ମନ୍ତ୍ରୀଙ୍କ ବିରୁଦ୍ଧରେ ଅଭିଯୋଗକୁ ଗ୍ରହଣ କଲେ ଜାତୀୟ ମାନବାଧିକାର କମିଶନର
- ୧୧ ଦଫା ଦାବୀରେ ଡ୍ରାଇଭର ସଙ୍ଘର ବୈଠକ
- କାମାକ୍ଷାନଗରରେ ଜିଲାପାଳଙ୍କ କରୋନା ସମୀକ୍ଷା ବୈଠକ
- ଆନ୍ତର୍ଜାତୀୟ ଦିବ୍ୟାଙ୍ଗ ଦିବସ ପାଳିତ
- କରୋନ ବାହାରିବା ପରେ ଚେତିଲା ପ୍ରଶାସନ
- ବରିଷ୍ଠ ସାମ୍ବାଦିକ ବିନୋଦ ଦୁଆଙ୍କର ପରଲୋକ
- ପଦ୍ମଶ୍ରୀ ନନ୍ଦ କିଶୋର ପୃଷ୍ଟି ଙ୍କୁ “ସମ୍” ହସ୍ପିଟାଲକୁ ସ୍ଥାନାନ୍ତର
- ଝିଲ୍ଲୀ ବେଆଇନ ପଥର ଖାଦାନ ଉତ୍ତୋଳନ ନେଇ ଏନଜିଟିଙ୍କ ଗୁରୁତ୍ୱପୂର୍ଣ ରାୟ
- ସାମ୍ବାଦିକ କରୋନା ଯୋଦ୍ଧା ସମ୍ମାନରେ ସମ୍ମାନିତ
- ଦୀପ ତଳେ ଅନ୍ଧାର : ମେସିନ ରେ ଚାଲିଛି ମନରେଗା କାର୍ଯ୍ୟ
- ତଥ୍ୟର ଗୋପାନୀୟତା ଓ କ୍ରିପ୍ଟୋକରେନ୍ସି ସମ୍ପର୍କିତ ବିଲ୍କୁ ମୁକେଶ ଅମ୍ବାନିଙ୍କ ସମର୍ଥନ
- କ୍ରୀଡ଼ା ସାମ୍ବାଦିକ କରୋନା ପଜିଟିଭ୍
- ଭାରତର ସମସ୍ତ ୱିକେଟ ହାସଲ କରି ଏଜାଜ ପଟେଲଙ୍କ ରେକର୍ଡ
- ଟଳିଲା ଜୱାଦ ଭୟ
- ସରକାରୀ ବିଦେଶୀ ଅର୍ଥରେ ନୂଆ ସମାଜ ଗଢିବା ଅସମ୍ଭବ : କୁମାର ପ୍ରଶାନ୍ତ
- କୋଭିଡ୍ ପାଇଁ ଛାତ୍ରଛାତ୍ରୀ ଆତଙ୍କିତ
- ସାଇକୃପା ରୁ ବାହାରିଲେ ଆଉ 16 ପଜିଟିଭ
- ଦୁର୍ଦ୍ଦିନରେ ଆଦିବାସୀ ଅଳଙ୍କାର କାରିଗରୀ, ମିଳୁନି ପ୍ରୋତ୍ସାହନ, ନୂତନ ଜ୍ଞାନକୌଶଳ